Latest Odisha News

BREAKING NEWS

Browsing Category

ମନୋରଞ୍ଜନ

Sunny Deol: ରାଗିଗଲେ ସନି ଦେଓଲ, ଘର ସାମ୍ନାରେ ପାପରାଜିଙ୍କ ଉପରେ ବର୍ଷିଲେ…

ମୁମ୍ବାଇ:  ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଆଜିକାଲି ଖବରରେ ରହିଛନ୍ତି । ନିକଟରେ ତାଙ୍କର ଦେହାନ୍ତ ହୋଇଯାଇଛି ବୋଲି ଖବର ଭାଇରାଲ ହେବା ପରେ ଗଣମାଧ୍ୟମ ଉପରେ ଏବେ ଖପ୍ପା ରହିଛନ୍ତି ପରିବାର । ଯାହାକୁ ନେଇ ସ୍ତ୍ରୀ ହେମାମାଳିନୀ ଏବଂ ଝିଅ ଉଭୟ…

Shreya Ghoshal: କମ୍ପିବ ଐତିହାସିକ କଟକ ବାଲିଯାତ୍ରା, ଶେଷ ସନ୍ଧ୍ୟାରେ ଶ୍ରେୟା ଘୋଷାଲଙ୍କ ଗୀତରେ ଦର୍ଶକ

କଟକ: କକମ୍ପିବ ଐତିହାସିକ କଟକ ବାଲିଯାତ୍ରା । ସଙ୍ଗୀତ କାର୍ଯ୍ୟକ୍ରମରେ ଯୋଗ ଦେବେ ବଲିଉଡ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ। ଆଜି ସରୁଛି କଟକର ଐତିହାସିକ ବାଲିଯାତ୍ରା। ଶେଷ ସନ୍ଧ୍ୟାରେ ଜମିବ ସାଂସ୍କୃତିକ କାର୍ଯ୍ୟକ୍ରମ। ସାମିଲ ହେବେ ବଲିଉଡ ସିଙ୍ଗର୍ ଶ୍ରେୟା ଘୋଷାଲ। ଏଥିପାଇଁ ଓଡ଼ିଶାରେ ପହଞ୍ଚି…

କୋରିଆର ପ୍ରତିଷ୍ଠିତ ନିର୍ମାତାଙ୍କ ସହ ଫିଲ୍ମ କରିବେ ଅକ୍ଷୟ !

ମୁମ୍ବାଇ: କୋରିଆର ପ୍ରତିଷ୍ଠିତ ନିର୍ମାତା ହ୍ୟୁନଉ ଥୋମାସ କିମ ୧୦ ବର୍ଷ ହେବ ଭାରତୀୟ ଫିଲ୍ମ ସହିତ ଜଡିତ ହୋଇଛନ୍ତି । ତାଙ୍କର କ୍ରସ ପିକଚର ବ୍ୟାନରରେ ଟେନ, ଜାନେ ଜାଁ, ବ୍ଲାଇଣ୍ଡ ଓ ସାକିିନି ଡାକିନି ଫିଲ୍ମ ନିର୍ମିତ ହୋଇଛି । ଏବେ ସେ ଅକ୍ଷୟ କୁମାରଙ୍କ ସହ ଫିଲ୍ମ କରିବା ପାଇଁ ଯୋଜନା…

ଅମୀର, ରାଜକୁମାର କରିବେନି ଦାଦାସାହେବ ଫାଲକେଙ୍କ ବାୟୋପିକ

ମୁମ୍ବାଇ: ଥ୍ରୀ ଇଡିଏଟ୍ସ ଓ ପିକେ ଫିଲ୍ମ ମାଧ୍ୟମରେ ଅମୀର ଖାଁ ଓ ରାଜକୁମାର ହିରାନୀ ଦର୍ଶକଙ୍କ ପାଖରେ ବେଶ ପରିଚିତ । ଉଭୟ ଦାଦାସାହେବ ଫାଲକେଙ୍କ ବାୟୋପିକ କରିବା ନେଇ ଅଂଟା ଭିଡିଥିଲେ । ପ୍ରଶଂସକମାନେ ମଧ୍ୟ ବେଶ ଉତ୍ସୁକ ଥିଲେ । ତେବେ ଏହାର ସ୍କ୍ରିପ୍ଟ ଅମୀରଙ୍କୁ ପସନ୍ଦ ଆସି ନ ଥିଲା ।…

ମୃତ୍ୟୁ ଗୁଜବ ମଧ୍ୟରେ ହସ୍ପିଟାଲରୁ ଡିସଚାର୍ଜ ହେଲେ ଅଭିନେତା ଧର୍ମେନ୍ଦ୍ର

ମୁମ୍ବାଇ: ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ନିଶ୍ୱାସ ପ୍ରଶ୍ଵାସ ନେବାରେ ସମସ୍ୟା ଅନୁଭବ କରିବା ପରେ ନଭେମ୍ବର ୧ ରେ ତାଙ୍କୁ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯାହା ପରେ ତାଙ୍କ ମୃତ୍ୟୁକୁ ନେଇ ଗୁଜବ ସୃଷ୍ଟି ହୋଇଥିଲା। ତେବେ ୮୯ ବର୍ଷୀୟ ଏହି ବରିଷ୍ଠ…

ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ଗୋବିନ୍ଦା

ମୁମ୍ବାଇ: ଅଭିନେତା ଗୋବିନ୍ଦାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହୋଇଯାଇଛି। ଫଳରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରେ ଗୋବିନ୍ଦା ତାଙ୍କ ଘରେ ଅଚେତ ହୋଇଯାଇଥିଲେ। ଯାହା ପରେ ଜଣେ ଡାକ୍ତରଙ୍କ ସହ ଯୋଗାଯୋଗ କରାଯାଇଥିଲା ଏବଂ…

ଜିତେନ୍ଦ୍ର ସୁସ୍ଥ ଅଛନ୍ତି କହିଲେ ତୁଷାର

ମୁମ୍ବାଇ: ଏବେ ବଲିଉଡରୁ ଅନେକ ଦୁଃଖଦ ଖବର ଶୁଣିବାକୁ ମିଳୁଛି । ଧର୍ମେନ୍ଦ୍ର ଓ ପ୍ରେମଚୋପ୍ରାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନ ଥିବା ବେଳେ ଜିତେନ୍ଦ୍ର ମଧ୍ୟ ହଠାତ କାଲି ତଳେ ପଡି ଯାଇଥିଲେ । ଯାହାକୁ ନେଇ ପ୍ରଶଂସକମାନେ ଚିନ୍ତା ବ୍ୟକ୍ତ କରିଛନ୍ତି । ସଞ୍ଜୟ ଖାଁଙ୍କ ପତ୍ନୀ ଜରୀନଙ୍କ ପ୍ରେୟର…

Dharmendra is Alive: ଅଭିନେତା ଧର୍ମେନ୍ଦ୍ରଙ୍କ ମୃତ୍ୟ ଖବର ଗୁଜବ, ଖଣ୍ଡନ କଲେ ଇଶା

ମୁମ୍ବାଇ: ଅଭିନେତା ଧର୍ମେନ୍ଦ୍ରଙ୍କ ମୃତ୍ୟ ଖବର ଗୁଜବ। ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଖବର ମଧ୍ୟରେ ଅଭିନେତାଙ୍କ ଝିଅ ଈଶା ଦେଓଲଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଇଶା କହିଛନ୍ତି ଯେ, ତାଙ୍କ ବାପାଙ୍କ ଅବସ୍ଥା ସ୍ଥିର ଅଛି।…

ଭେଟେରାନ ଅଭିନେତା ପ୍ରେମ ଚୋପ୍ରା ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ବଲିଉଡର ବରିଷ୍ଠ ଅଭିନେତା ପ୍ରେମ ଚୋପ୍ରାଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ହିନ୍ଦୀ ସିନେମା ଜଗତରେ ନିଜର ଖଳନାୟକ ଭୂମିକା ପାଇଁ ବେଶ ଜଣାଶୁଣା। ଏବେ ତାଙ୍କୁ ବର୍ତ୍ତମାନ୍ ୯୦ ବର୍ଷ ବୟସ ହୋଇଥିବା ଜଣାପଡିଛି। ତେବେ ବାର୍ଦ୍ଧକ୍ୟ ଜନିତ ସ୍ୱାସ୍ଥ୍ୟ…

ବଲିଉଡ ଅଭିନେତା ଧର୍ମେନ୍ଦ୍ର ଗୁରୁତର

ମୁମ୍ବାଇ: ବଲିଉଡର ମହାନ ଅଭିନେତା ଧର୍ମେନ୍ଦ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡିଛି । ତାଙ୍କୁ ମୁମ୍ବାଇ ବ୍ରିଚ କ୍ୟାଣ୍ଡି ଡାକ୍ତରଖାନାରେ ଭର୍ତି କରାଯାଇଛି । ଏବେ ସେ ଭେଟିଂଲେଟର ସପୋର୍ଟରେ ଅଛନ୍ତି । ଡାକ୍ତରଙ୍କ ଏକ ଟିମ ତାଙ୍କ ଉପରେ ସମ୍ପୂର୍ଣ୍ଣ ନଜର ରଖିଛନ୍ତି । ତାଙ୍କ…