Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଆମ ପୂର୍ବରୁ କେମିତି ଜାଣିଲେ; ପ୍ରେଗନାନ୍ସି ଚର୍ଚ୍ଚା ମଧ୍ୟରେ ମୁହଁ ଖୋଲିଲେ ଅଭିନେତ୍ରୀ ସରଗୁନ୍…

ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡିଆରେ ସେଲିବ୍ରିଟିଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଗୁଜବ ସାଧାରଣ ହୋଇଗଲାଣି। ଆଉ ଅନେକ ସମୟରେ ଏହି ଗୁଜବ ଏତେ ବଢିଯାଏ ଯେ ଷ୍ଟାରମାନଙ୍କୁ ନିଜେ ସ୍ପଷ୍ଟ କରିବାକୁ ପଡ଼ିଥାଏ। ପ୍ରସିଦ୍ଧ ଅଭିନେତ୍ରୀ ସରଗୁନ୍ ମେହେଟ୍ଟାଙ୍କ କ୍ଷେତ୍ରରେ ଏପରି ଘଟିଛି। ସରଗୁନ୍…

୨୬ ବର୍ଷ ପରେ ଏକତ୍ର ଅଭିନୟ କରିବେ ଜ୍ୟାକି, ଶିଳ୍ପା

ମୁମ୍ବାଇ: ବଲିଉଡର ଦୁଇ ପ୍ରତିଷ୍ଠିତ କଳାକାର ଜ୍ୟାକି ଶ୍ରଫ ଓ ଶିଳ୍ପା ଶେଟ୍ଟୀ ୨୬ ବର୍ଷ ପରେ ପୂନର୍ବାର ଏକତ୍ର ଅଭିନୟ କରିବାକୁ ଯାଉଛନ୍ତି । ୨୦୦୦ରେ ସେମାନେ ଶେଷ ଥର ପାଇଁ ଜଙ୍ଗ ଫିଲ୍ମରେ ଅଭିନୟ କରିଥିଲେ । ଆମାଜନ ପ୍ରାଇମ ଭିଡିଓର ଏକ ୱେବ ସିରିଜରେ ସେମାନଙ୍କୁ ପୂନର୍ବାର ଏକତ୍ର…

Sargun Mehta Pregnancy: ବିବାହର ୧୨ ବର୍ଷ ପରେ ରବି ଦୁବେଙ୍କ ଘରେ ପଡ଼ିବ କି କୁନି ପାଦ? ମାଆ ହେବେ ସରଗୁନ୍…

ମୁମ୍ବାଇ: ଅଭିନେତା ରବି ଦୁବେ ଏବଂ ସରଗୁନ୍ ମେହତା ଟିଭି ଇଣ୍ଡଷ୍ଟ୍ରିର ସବୁଠାରୁ ପ୍ରସିଦ୍ଧ ଏବଂ ପ୍ରିୟ ଦମ୍ପତିଙ୍କ ମଧ୍ୟରୁ ଜଣେ। ଉଭୟ ପ୍ରାୟତଃ କୌଣସି ନା କୌଣସି କାରଣ ପାଇଁ ଶିରୋନାମାରେ ରହିଥାନ୍ତି। ବର୍ତ୍ତମାନ, ଏକ ଖବର ସୋସିଆଲ ମିଡିଆରେ ଘୁରି ବୁଲୁଛି, ଯାହା ତାଙ୍କ ପ୍ରଶଂସକଙ୍କୁ…

ମୋତେ ସମୟ ଦରକାର, ଦୟା ନୁହେଁ…ଜେଲରୁ ବାହାରିବା ପରେ ଏପରି କିଛି କହିଲେ ରାଜପାଲ ଯାଦବ…

ମୁମ୍ବାଇ: ଦିଲ୍ଲୀ ହାଇକୋର୍ଟ ବଲିଉଡ ଅଭିନେତା ରାଜପାଲ ଯାଦବଙ୍କୁ ୯ କୋଟି ପୁରୁଣା ଋଣ ମାମଲାରେ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି । ସେ ପ୍ରାୟ ୧୨ ଦିନ ଜେଲରେ ବିତାଇଥିଲେ । କୋର୍ଟଙ୍କ ନିଷ୍ପତ୍ତି ପରେ, ସେ ଗଣମାଧ୍ୟମ ସହିତ କଥା ହୋଇ କହିଛନ୍ତି ଯେ, ନ୍ୟାୟପାଳିକା ଉପରେ…

କିଙ୍ଗରେ ଅଭିନୟ କରିବା ନେଇ ସ୍ପଷ୍ଟ କଲେ ଅଭିଷେକ

ମୁମ୍ବାଇ: ଶାହାରୁଖ ଖାଁଙ୍କ କିଙ୍ଗ ଫିଲ୍ମରେ ଅଭିଷେକ ବଚ୍ଚନ ଅଭିନୟ କରୁଛନ୍ତି ବୋଲି ସ୍ପଷ୍ଟ କରିଛନ୍ତି । ଅଭିଷେକଙ୍କ ଘୋଷଣା ପରେ ତାଙ୍କ ନୂଆ ଲୁକ ପ୍ରତି ଦର୍ଶକଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ଶାହାରୁଖଙ୍କ ଏହି ଫିଲ୍ମରେ ବଲିଉଡର ଅନେକ ଷ୍ଟାର ଅଭିନୟ କରୁଛନ୍ତି । ତାଙ୍କ ଭୂମିକା…

ବିଗିଡିଲା ସଲମାନଙ୍କ ପିତା ସଲିମ ଖାନଙ୍କ ସ୍ୱାସ୍ଥ୍ୟାବସ୍ଥା

ନୂଆଦିଲ୍ଲୀ: ହିନ୍ଦୀ ଚଳଚ୍ଚିତ୍ର ଲେଖକ ତଥା ସୁପରଷ୍ଟାର ସଲମାନ ଖାନଙ୍କ ପିତା ସଲିମ ଖାନଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହୋଇଯାଇଛି। ଯାହା ଫଳରେ ତାଙ୍କୁ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୯୦ ବର୍ଷୀୟ ସଲିମ ଖାନଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ଖବର ଫିଲ୍ମ…

ରଶ୍ମିକା ଓ ବିଜୟଙ୍କ ବିବାହ କାର୍ଡ ଲିକ୍ !

ମୁମ୍ବାଇ: ଅଭିନେତ୍ରୀ ରଶ୍ମିକା ମନ୍ଦାନା ଏବଂ ଅଭିନେତା ବିଜୟ ଦେବରକୋଣ୍ଡା ଫେବୃଆରୀ ୨୬ ତାରିଖରେ ବିବାହ କରିବାକୁ ଯାଉଛନ୍ତି। ସେମାନଙ୍କ ବିବାହ କାର୍ଡ ଲିକ୍ ହୋଇ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ସୂଚନା ମିଳିଛି। ତେବେ ବିବାହ ସ୍ଥାନ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନଥିଲେ ମଧ୍ୟ ଉଭୟ…

ୟାମି ଗୌତମଙ୍କୁ କାହିଁକି କ୍ଷମା ମାଗିଲେ ଅଭିନେତ୍ରୀ ରବୀନା…

ମୁମ୍ବାଇ: ଅଭିନେତ୍ରୀ ୟାମି ଗୌତମଙ୍କୁ କ୍ଷମା ମାଗିଲେ ଅଭିନେତ୍ରୀ ରବୀନା ଟଣ୍ଡନ। ନିକଟରେ ରବୀନା ଟଣ୍ଡନ ଏକ ପଡକାଷ୍ଟ ସେସନରେ ଅଂଶଗ୍ରହଣ କରିଥିଲେ। ଧୁରନ୍ଧର ଦେଖିବା ପରେ ନିଜର ପ୍ରତିକ୍ରିୟା ବିଷୟରେ ସେଠାରେ କହିଥିଲେ। ଯାହା ପରେ ୟାମି ଗୌତମଙ୍କୁ କ୍ଷମା ମାଗିଥିଲେ। ଏଥିସହିତ…

ଚେକ୍ ବାଉନ୍ସ ମାମଲା; ଅଭିନେତା ରାଜପାଲ ଯାଦବଙ୍କୁ ମିଳିଲା ଜାମିନ

ମୁମ୍ବାଇ: ଅଭିନେତା ରାଜପାଲ ଯାଦବଙ୍କୁ ମିଳିଲା ଜାମିନ। ୯ କୋଟି ଚେକ୍ ବାଉନ୍ସ ମାମଲାର ଶୁଣାଣି ଫେବୃଆରୀ ୧୬, ୨୦୨୬ରେ ହୋଇଥିଲା। କୋର୍ଟ ରାଜପାଲ ଯାଦବଙ୍କୁ ଅଭିଯୋଗକାରୀଙ୍କ ଆକାଉଣ୍ଟରେ ୧.୫ କୋଟି ଜମା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅଭିନେତା ଏହି ନିର୍ଦ୍ଦେଶ ପାଳନ କରିବା ପରେ ତାଙ୍କୁ…

ଏଆଇ ଉପଯୋଗ କରି ଫିଲ୍ମ ନିର୍ମାଣ କରିବେ ରାଜକୁମାର ହିରାନୀ

ମୁମ୍ବାଇ: ଫିଲ୍ମମେକର ରାଜକୁମାର ହୀରାନୀ ଏବେ ଏଆଇ ପ୍ରେମରେ ପଡି ଯାଇଛନ୍ତି । ଏଆଇ ସିନେମା ପାଇଁ ବିପଦ ନୁହେଁ ବୋଲି ସେ କହିଛନ୍ତି । ଏବେ ସେ ଏଆଇକୁ ବ୍ୟବହାର କରି ଏକ ଶର୍ଟ ଫିଲ୍ମ ନିର୍ମାଣ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ତାଙ୍କୁ ଏ ନେଇ ଏକ ଭଲ କାହାଣୀ ମଧ୍ୟ ମିଳିଯାଇଛି । ସେ…