Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ପରଦାକୁ ଫେରିଲେ କରୀନା,ସୁଟିଂ ସେଟ୍‌ର ଫଟୋ କଲେ ସେୟାର

ମୁମ୍ବାଇ: ପୁଣି ଥରେ ପରଦାକୁ ଫେରିଲେ ଅଭିନେତ୍ରୀ କରୀନା କପୁର । ସେ ତାଙ୍କର ଆଗାମୀ ଫିଲ୍ମକୁ ନେଇ ଖୁବ୍ ବ୍ୟସ୍ତ । ଶନିବାର ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ନିର୍ଦ୍ଦେଶକ ରୋହିତ ଶେଟ୍ଟୀଙ୍କ ସହ ଫିଲ୍ମ କରିବା ନେଇ ସୂଚନା ଦେଇଛନ୍ତି । ଏବେ ସେ ଫିଲ୍ମ ଶୁଟିଂ ପାଇଁ ହାଇଦ୍ରାବାଦରେ ଅଛନ୍ତି ।…

ନଭେମ୍ବର ୩ରେ ରିଲିଜ ହେବ ସୁସ୍ମିତା ସେନ୍‌ଙ୍କ ‘ଆର୍ଯ୍ୟା ୩’

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ସୁସ୍ମିତା ସେନ ଫିଲ୍ମ ଓ ଓଟିଟିରେ ଧମାଲ ସୃଷ୍ଟି କରିଛନ୍ତି । ଅଭିନେତ୍ରୀଙ୍କ ଆର୍ଯ୍ୟା ଧାରାବାହିକ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଥିଲା । ‘ଆର୍ଯ୍ୟା’ର ତୃତୀୟ ସିଜନରେ ଖୁବଶୀଘ୍ର ସୁସ୍ମିତାଙ୍କୁ ଦେଖିବାକୁ ମିଳିବ । ହୃଦଘାତରେ ପୀଡିତ ହୋଇଥିଲେ ମଧ୍ୟ…

ବକ୍ସ ଅଫିସରେ ବାପା ସୁପରହିଟ୍‌, ପୁଅ ସୁପରଫ୍ଲପ୍‌

ମୁମ୍ବାଇ: ବଲିଉଡ଼ ଅଭିନେତା ସନ୍ନି ଦେଓଲଙ୍କ ଅଭିନିତ ଫିଲ୍ମ ‘ଗଦର ୨’ ବକ୍ସ ଅଫିସରେ ସୁପରହିଟ୍ ସାବ୍ୟସ୍ତ ହୋଇଥିଲା । ହେଲେ ନିକଟରେ ରିଲିଜ୍ ହୋଇଥିବା ତାଙ୍କ ପୁଅ ରାଜବୀର ଦେଓଙ୍କ ଫିଲ୍ମ ଦୋନୋ ଫ୍ଲପ୍ ହୋଇଛି । ଏହି ଫିଲ୍ମକୁ ଲୋକେ ପସନ୍ଦ କରି ନାହାନ୍ତି । ସବୁଠୁ ବଡ଼ କଥା, ଏହି ଫିଲ୍ମଟି ୨୦…

ଧୋନିଙ୍କୁ ଭେଟିଲେ ରଣବୀର, ଜଣାଇଲେ ଶୁଭେଚ୍ଛା

ହାଇଦ୍ରାବାଦ: ଆରମ୍ଭ ହୋଇଯାଇଛି ବିଶ୍ୱକପ୍ ମ୍ୟାଚ୍ । ଏହି ମ୍ୟାଚ୍ ପୂର୍ବରୁ ବଲିଉଡ଼ ଅଭିନେତା ରଣବୀର ସିଂହ ଏବଂ କ୍ରିକେଟର ମହେନ୍ଦ୍ର ସିଂହ ଧୋନିଙ୍କର ଏକ ଫଟୋ ଏବେ ସୋସିଆଲ୍ ମିଡିଆରେ ଘୂରି ବୁଲିଛି । ସାଉଥ୍ ସୁପରଷ୍ଟାର ରାମ ଚରଣଙ୍କ ପରେ ପରେ ଧୋନିଙ୍କୁ ଭେଟିଥିଲେ ରଣବୀର । ସେ ଧୋନିଙ୍କୁ…

ରିଲିଜ ହେଲା ‘ଲିଓ’ର ଟ୍ରେଲର

ମୁମ୍ବାଇ: ସାଉଥ ସୁପରଷ୍ଟାର ବିଜୟ ଥାଲାପତି ତାଙ୍କର ଆଗାମୀ ଫିଲ୍ମ ‘ଲିଓ’ କୁ ନେଇ ଅନେକ ଦିନ ଧରି ଚର୍ଚ୍ଚାରେ ରହିଆସିଛନ୍ତି । ଗୁରୁବାର ଏହି ଫିଲ୍ମର ଟ୍ରେଲର ରିଲିଜ ହୋଇଯାଇଛି, ଯେଉଁଥିରେ ଅଭିନେତାମାନେ ଗୋଟିଏ ପରେ ଗୋଟିଏ ଆକ୍ସନ ଦୃଶ୍ୟ ପ୍ରଦର୍ଶନ କରୁଥିବା ନଜର ଆସିଛନ୍ତିି । ବିଜୟଙ୍କ ସହ…

ମୋର ଜୀବନସାଥୀ ରୋମାଣ୍ଟିିକ ହୋଇଥିବା ଦରକାର, ଏମିତି କହିଲେ କ୍ରିତି

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ କ୍ରିତି ସାନନ୍ ଏବେ ଖୁବ୍ ଚର୍ଚ୍ଚାରେ । କାରଣ ତାଙ୍କ ଜୀବନସାଥୀ କିପରି ହେବା ଦରକାର ସେନେଇ ଖୁଲମ୍‌ଖୁଲା ପ୍ରକାଶ କରିଛନ୍ତି । କ୍ରିତି ଏମିତି ଜଣେ ଜୀବନସାଥୀ ଚାହାଁନ୍ତି, ଯାହାଙ୍କ ନିକଟରେ ଗୋଟିଏ ଭଲ ହୃଦୟ ଥିବ, ବହୁତ ଭଲ ପାଇବା ଥିବ, ବିଲକୁଲ ସଚ୍ଚା ଓ…

ଓଲିଉଡର ଲୋକପ୍ରିୟ ସଂପାଦକ ତଥା ନିର୍ଦେଶକ ଅଶୋକ ଶର୍ମାଙ୍କ ପରଲୋକ

ଭୁବନେଶ୍ବର: ପରଲୋକରେ ଓଡ଼ିଆ ଚଳଚ୍ଚିତ୍ର ସଂପାଦକ ତଥା ନିର୍ଦ୍ଦେଶକ ଅଶୋକ ଶର୍ମା । ଗତକାଲି ତାଙ୍କର ପରଲୋକ ଘଟିଛି । ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ତାଙ୍କର ମୃତ୍ୟୁ ଘଟିଛି । ଅଶୋକ ଶର୍ମା ଜଣେ ପଞ୍ଜାବୀ ହେଲେ ମଧ୍ୟ ଓଡ଼ିଆରେ ଫିଲ୍ମ ନିର୍ଦ୍ଦେଶନା ଦେଇଥିଲେ । ସେ ମୁମ୍ବାଇରୁ…

ଏକ୍ସରେ ବର୍ଷାଙ୍କୁ ନେଇ ଭାବବିହ୍ୱଳ ହେଲେ ଅନୁଭବ: କହିଲେ, ‘ମୁଁ ତୁମକୁ ହୃଦୟରୁ ଭଲ ପାଏ…’

ଭୁବନେଶ୍ୱର: ବର୍ଷାଙ୍କୁ ନେଇ ଭାବପ୍ରବଣ ଟୁଇଟ କଲେ ଅନୁଭବ । ପୁଣି ନିଜର ଭଲ ପାଇବାକୁ ଜାହିର କଲେ । ବୈବାହିକ ଜୀବନ ସଫଳ ହୋଇ ପାରିଲାନି । ପତି-ପତ୍ନୀ ହୋଇ ରହି ପାରିଲେନି । ହେଲେ ଭଲ ବନ୍ଧୁ ହୋଇ ରହିବା ପାଇଁ କହିଛନ୍ତି ଅନୁଭବ । ଆଜି ଏମିତି ଟୁଇଟ କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି…

ପ୍ରଥମ ଓଡ଼ିଆ ଭାବେ ଜାତୀୟ ନାଟ୍ୟ ବିଦ୍ୟାଳୟର ନିର୍ଦ୍ଦେଶକ ହେଲେ ଚିତ୍ତରଞ୍ଜନ ତ୍ରିପାଠୀ

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତା ତଥା ନିର୍ଦ୍ଦେଶକ ଚିତ୍ତରଞ୍ଜନ ତ୍ରିପାଠୀଙ୍କୁ ଜାତୀୟ ନାଟ୍ୟ ବିଦ୍ୟାଳୟ (ଏନ୍ଏସଡି)ର ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। ପ୍ରଥମ ଓଡ଼ିଆ ଭାବେ ସେ ଏହି ପଦବୀରେ ଅବସ୍ଥାପିତ ହୋଇଛନ୍ତି। ଉଭୟ ବଲିଉଡ୍ ଓ ଓଲିଉଡରେ ସଫଳ କ୍ୟାରିୟର୍…

ସ୍କ୍ରିପ୍ଟ ଭଲ ଲାଗିଲା ନାହିଁ ବୋଲି ‘ବର୍ଡ଼ର ୨’ ଅଫରକୁ ରିଜେକ୍ଟ କଲେ କାର୍ତ୍ତିକ

ମୁମ୍ବାଇ: ବଲିଉଡ ଅଭିନେତା କାର୍ତ୍ତିକ ଆର୍ୟନ ଫିଲ୍ମ ‘ବର୍ଡ଼ର ୨’ଅଫରକୁ ପ୍ରତ୍ୟାଖ୍ୟାନ କରିଥିବା ଖବର ସାମ୍ନାକୁ ଆସିଛି। ସନ୍ନି ଦେଓଲଙ୍କ ‘ଗଦର ୨’ର ଚମତ୍କାର ପ୍ରଦର୍ଶନ ପରେ ନିର୍ମାତାମାନେ ‘ବର୍ଡ଼ର ୨’ଫିଲ୍ମ ଉପରେ କାମ କରିବାକୁ ଯାଉଛନ୍ତି। ଏହି ଫିଲ୍ମ କେବେଠାରୁ ନିର୍ମାଣ ହେବ ଏବଂ…