Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ରିଲିଜ୍ ହେଲା ‘ଦି ବେଙ୍ଗଲ ଫାଇଲ୍ସ’ର ଛାତି ଥରା ଟ୍ରେଲର, କୋଲକାତା ଲଞ୍ଚ୍ ଇଭେଣ୍ଟରେ ହଙ୍ଗାମା…..

କୋଲକାତା: ବିବେକ ରଞ୍ଜନ ଅଗ୍ନିହୋତ୍ରୀଙ୍କ ପରବର୍ତ୍ତୀ ଫିଲ୍ମ 'ଦି ବେଙ୍ଗଲ ଫାଇଲ୍ସ'ର ଟ୍ରେଲର ରିଲିଜ୍ ହୋଇଯାଇଛି । ଯେଉଁଥିରେ ଅନୁପମ ଖେର ମହାତ୍ମା ଗାନ୍ଧୀଙ୍କ ଭୂମିକାରେ ନଜର ଆସିଛନ୍ତି। ଏହା ବ୍ୟତୀତ ମିଥୁନ ଚକ୍ରବର୍ତ୍ତୀ, ପଲ୍ଲବୀ ଜୋଶୀ ଏବଂ ଦର୍ଶନ କୁମାରଙ୍କ ଭଳି ଶକ୍ତିଶାଳୀ ଅଭିନେତା…

ରିଲିଜ ପୂର୍ବରୁ ବିବାଦରେ ‘ପରମ ସୁନ୍ଦରୀ’…

ମୁମ୍ବାଇ: ସିଦ୍ଧାର୍ଥ ମାଲହୋତ୍ରା ଏବଂ ଜାହ୍ନବୀ କପୁରଙ୍କ ଆଗାମୀ ଫିଲ୍ମ ପରମ ସୁନ୍ଦରୀକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଭରି ରହିଛି। କିନ୍ତୁ ରିଲିଜ ପୂର୍ବରୁ ଫିଲ୍ମଟି ବିବାଦ ଘେରକୁ ଆସିଛି। ତେବେ ୱାଚଡଗ୍ ଫାଉଣ୍ଡେସନ୍ ନାମକ ଏକ ଖ୍ରୀଷ୍ଟିଆନ ଗୋଷ୍ଠୀ ଫିଲ୍ମ ର ଏକ ଦୃଶ୍ୟକୁ କଡା…

‘ଦ ବେଙ୍ଗଲ ଫାଇଲ୍ସ’ରେ ମହାତ୍ମା ଗାନ୍ଧୀ ହେବେ ଅନୁପମ ଖେର, ସେୟାର କଲେ ଫାଷ୍ଟ ଲୁକ୍

ମୁମ୍ବାଇ: ନିର୍ଦ୍ଦେଶକ ଏବଂ ପ୍ରଯୋଜକ ବିବେକ ଅଗ୍ନିହୋତ୍ରୀ ବର୍ତ୍ତମାନ ତାଙ୍କର ଆଗାମୀ ଫିଲ୍ମ 'ଦ ବଙ୍ଗାଲ ଫାଇଲ୍ସ' ପାଇଁ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମରେ ବଲିଉଡର ବରିଷ୍ଠ ଅଭିନେତା ଅନୁପମ ଖେର ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଆଜି ସ୍ବାଧୀନତା ଦିବସ ଅବସରରେ ସେ…

ଆଇଏମଡିବି ଜାରୀ କଲା ବିଶ୍ୱର ୧୦ ସୁନ୍ଦରୀ ଅଭିନେତ୍ରୀଙ୍କ ନାମ, ଭାରତରୁ ଜଣେ

ମୁମ୍ବାଇ: ଇଂଟରନେଟ ମୁଭି ଡାଟାବେସ (ଆଇଏମଡିବି) ନିକଟରେ ବିଶ୍ୱର ୧୦ ସୁନ୍ଦରୀ ଅଭିନେତ୍ରୀଙ୍କ ନାମ ଜାରୀ କରିଛି । ଏହି ତାଲିକାରେ ଭାରତର ଜଣେ ମାତ୍ର ଅଭିନେତ୍ରୀ ସ୍ଥାନ ପାଇଛନ୍ତି । ସେ ହେଲେ ମିମି ଫେମ ଅଭିନେତ୍ରୀ କ୍ରିତି ସାନୋନ । ୨୦୨୧ରେ ମିମିରେ ସେ ସରୋଗେଟ ମାଆର ଭୂମିକା କରି ବେଶ…

ବୁଲା କୁକୁରଙ୍କ ଉପରେ କଡ଼ା ନିର୍ଦ୍ଦେଶ ପରେ ପ୍ରତିକ୍ରିୟା ଦେଲେ ଜନ୍ ଆବ୍ରାହମ, ସୁପ୍ରିମକୋର୍ଟଙ୍କୁ ଲେଖିଲେ…

ମୁମ୍ବାଇ: ବୁଲା କୁକୁର ଆକ୍ରମଣରେ ବଢୁଥିବା ଘଟଣା ଏବଂ ରେବିଜ୍ ଯୋଗୁଁ ମୃତ୍ୟୁ ସଂଖ୍ୟାକୁ ଦୃଷ୍ଟିରେ ରଖି, ସୋମବାର ସୁପ୍ରିମକୋର୍ଟ କର୍ତ୍ତୃପକ୍ଷଙ୍କୁ ଏହି ବୁଲା କୁକୁରମାନଙ୍କୁ ଆଶ୍ରୟସ୍ଥଳରେ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଯେଉଁଠାରେ ସେମାନଙ୍କୁ ଟୀକାକରଣ କରାଯିବ । ବର୍ତ୍ତମାନ ଅନେକ…

‘ଜଲି ଏଲଏଲବି ୩’ ଟିଜର ରିଲିଜ୍; ଏକାଠି ନଜର ଆସିବେ ଅକ୍ଷୟ କୁମାର ଓ ଅରଶଦ ୱାରସି

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର ତାଙ୍କର ଆଗାମୀ ଫିଲ୍ମ ଜଲି ଏଲଏଲବି ୩କୁ ନେଇ ବର୍ତ୍ତମାନ୍ ଚର୍ଚ୍ଚାରେ ଅଛନ୍ତି।ଏହି ଫିଲ୍ମରେ ତାଙ୍କ ସହ ଅଭିନେତା ଅରଶଦ ୱାରସି ମଧ୍ୟ ନଜର ଆସିବେ। ତେବେ ଜଲି ଏଲଏଲବି ୩ ର ଟିଜର ମଙ୍ଗଳବାର ରିଲିଜ୍ ହୋଇଯାଇଛି। ଯାହାକୁ ପ୍ରଶଂସକ ବେଶ ପସନ୍ଦ ମଧ୍ୟ…

ବକ୍ସ ଅଫିସରେ ୫୦୦ କୋଟି ପାର କରିବା ପରେ, OTTରେ ରିଲିଜ୍ ହେବାକୁ ପ୍ରସ୍ତୁତ ‘ସୈୟାରା’

ମୁମ୍ବାଇ: ବକ୍ସ ଅଫିସରେ ଜବରଦସ୍ତ ସଫଳତା ପରେ, ଅହାନ ପାଣ୍ଡେ ଏବଂ ଅନୀତ ପଡ୍ଡାଙ୍କ ରୋମାଣ୍ଟିକ ଡ୍ରାମା ‘ସୈୟାରା’ ଏବେ ଡିଜିଟାଲ ପ୍ଲାଟଫର୍ମରେ ଆସିବାକୁ ପ୍ରସ୍ତୁତ । ସିନେମା ହଲରେ ଭଲ ପ୍ରଦର୍ଶନ କରିବା ସତ୍ତ୍ୱେ, ଏବେ ଏହି ଫିଲ୍ମଟି ଖୁବ୍ ଶୀଘ୍ର ଦର୍ଶକଙ୍କୁ OTT ପ୍ଲାଟଫର୍ମରେ ମଧ୍ୟ…

ୱାର ୨ରେ ବବି ଦେଓଲଙ୍କ ଏଂଟ୍ରି ନେଇ ଚର୍ଚ୍ଚା

ମୁମ୍ବାଇ: ୨୦୨୫ରେ ୱାର ୨ ଫିଲ୍ମକୁ ଦେଖିବା ପାଇଁ ଦର୍ଶକମାନେ ଉତ୍କଣ୍ଠା ସହ ଅପେକ୍ଷା କରିଛନ୍ତି । ୟଶରାଜ ସ୍ପାଇ ୟୁନିଭର୍ସର ୱାର ୨ରେ ହ୍ରିତିକ ରୋଶନ ଓ ଜୁନିୟର ଏନଟିଆରଙ୍କୁ ଏକତ୍ର ଦେଖିବାକୁ ମିଳିବ । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ପୂର୍ବରୁ କୁହାଯାଉଥିଲା ଏଜେଂଟ ପଠାନ ଓ…

ବିବାହ କରିବେ ପ୍ରଭାସ, ସୂଚନା ଦେଲେ ମାଉସୀ

ମୁମ୍ବାଇ: ଦକ୍ଷିଣ ଭାରତର ସୁପରଷ୍ଟାର ପ୍ରଭାସଙ୍କ ବିବାହ ନେଇ ବେଶୀ ଦିନ ହେବ ଚର୍ଚ୍ଚା ଜୋର ଧରିଛି । ପ୍ରଶଂସକମାନେ ତାଙ୍କ ବିବାହ ଖବର ଶୁଣିବା ପାଇଁ ଉତ୍କଣ୍ଠା ସହକାରେ ଅପେକ୍ଷା କରିଛନ୍ତି । ଦୀର୍ଘ ଦିନ ପରେ ପ୍ରଭାସଙ୍କ ମାଉସୀ ଶ୍ୟାମଳା ଦେବୀ ଏକ ବଡ ସୂଚନା ଦେଇଛନ୍ତି । ସେ କହିଛନ୍ତି…

‘ଉଦୟପୁର ଫାଇଲ୍ସ’ର ପ୍ରଯୋଜକଙ୍କୁ ହତ୍ୟା ଧମକ

ମୁମ୍ବାଇ: ଆଇନଗତ ଲଢ଼େଇ ପରେ ଫିଲ୍ମ 'ଉଦୟପୁର ଫାଇଲ୍ସ' ଶେଷରେ ସିନେମା ହଲରେ ମୁକ୍ତିଲାଭ କରିଛି। ତଥାପି ଫିଲ୍ମ ନିର୍ମାତାଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳୁଛି। ଗୋଟିଏ ପଟେ ଫିଲ୍ମ ହଲରେ ଦର୍ଶକ ବେଶୀ ଭିଡ ଜମାଉନଥିବା ବେଳେ ଅନ୍ୟପଟେ ପ୍ରଯୋଜକ ଅମିତ ଜାନି ଦାବି କରିଛନ୍ତି ଯେ ତାଙ୍କୁ…