Latest Odisha News

BREAKING NEWS

Browsing Category

ମନୋରଞ୍ଜନ

‘ହେରା ଫେରି ୩’ରେ କିଏ ହେବେ ବାବୁ ରାଓ; AI ଜାରି କଲା ଫଟୋ

ମୁମ୍ବାଇ: ଗତ କିଛି ଦିନ ଧରି 'ହେରା ଫେରି ୩'କୁ ନେଇ ଚର୍ଚ୍ଚା ଚାଲିଛି। ପରେଶ ଫିଲ୍ମରୁ ଓହରିଯିବା ପରଠାରୁ ପ୍ରଶଂସକମାନେ ନିରାଶ ହୋଇପଡ଼ିଥିଲେ। ଏପରିକି ନୂଆ ବାବୁ ରାଓ କି ହେବେ ସେନେଇ ସର୍ଚ୍ଚ ଚାଲିଥିଲା। ଅନେକ ପ୍ରଶଂସକମାନେ ନିର୍ମାତାଙ୍କୁ କହିଥିଲେ ଯେ ବାବୁ ରାଓଙ୍କ ବିନା ଫିଲ୍ମ…

ପୁରୀ ମହୋଦଧୀରେ ବାପାଙ୍କ ଅସ୍ଥି ବିସର୍ଜନ କଲେ ଅଭିନେତା ବାବୁସାନ୍‌

ପୁରୀ: ଦିବଙ୍ଗତ ଓଲିଉଡ଼ ଅଭିନେତା ଉତ୍ତମ ମହାନ୍ତିଙ୍କ ଅସ୍ଥି ବିସର୍ଜନ କଲେ ପୁଅ ତଥା ଅଭିନେତା ବାବୁସାନ୍‌ ମହାନ୍ତି । ଆଜି ପୁରୀ ମହୋଦଧୀରେ ବାପା ଉତ୍ତମ ମହାନ୍ତିଙ୍କ ଅସ୍ଥି ବିସର୍ଜନ କରିଛନ୍ତି । ପତ୍ନୀ ତୃପ୍ତିଙ୍କ ସହ ସ୍ୱର୍ଗଦ୍ୱାର ନିକଟ ସାଗର ବିଜେ ଘାଟରେ ଯଥା ବିଧି ଓ ରୀତି ହିସାବରେ…

ନିଜର ଶେଷ ସିନେମା ଘୋଷଣା କଲେ ଅମିର୍ ଖାନ୍!, ଏହା ପରେ ନେଇପାରନ୍ତି ଅବସର…

ମୁମ୍ବାଇ: ସିନେମାରେ ସରି ସରି ଆସୁଛି ଖାନଙ୍କ ଯୁଗ । ୯୦ ଦଶକରେ ସିନେମା ପରଦାର ସବୁଠାରୁ ବଡ ଆକର୍ଷଣ ପାଲଯୁଥିବା ୩ ଖାନ୍- ଶହରୁଖ ଖାନ୍, ଅମିର୍ ଖାନ୍ ଏବଂ ସଲମାନ୍ ଖାନଙ୍କର ଏବେ ଧିରେ ଧିରେ ଚାହିଦା କମିବାକୁ ବସିଲାଣି । ଏହାରି ଭିତରେ ଏବେ ବଡ ହିଣ୍ଟ ଦେଇଛନ୍ତି ଅମିର୍ । ଅଭିନେତା ଅମିର…

ଟିଭି ପରଦାକୁ ଫେରୁଛନ୍ତି ସ୍ମୃତି ଇରାନୀ, ‘କ୍ୟୁଙ୍କି ସାସ ଭି କଭି ବହୁ ଥି’ ପାର୍ଟ ୨ରେ ଆସିବେ…

ମୁମ୍ବାଇ: ଏକତା କପୁରଙ୍କ ସବୁଠାରୁ ଲୋକପ୍ରିୟ ଟିଭି ଶୋ' 'କ୍ୟୁଙ୍କି ସାସ ଭି କଭି ବହୁ ଥି' ପୁଣି ଥରେ ଚର୍ଚ୍ଚାକୁ ଆସିଛି। କାରଣ ଏହାର ସିଜିନ୍ ୨ ଖୁବ୍ ଶୀଘ୍ର ଆସିବାକୁ ଯାଉଛି। ଏହାର ସୁଟିଂ ମଧ୍ୟ ଆରମ୍ଭ ହୋଇଯାଇଛି ବୋଲି ଜଣାପଡିଛି। ତେବେ ଖାସ୍ କଥା ହେଉଛି ସ୍ମୃତି ଇରାନୀ ଏଥିରେ…

ପହଲଗାମ ଆତଙ୍କୀ ହମଲାକୁ ନେଇ ପାକ୍ ଅଭିନେତ୍ରୀ ବୁଶରାଙ୍କ ଉପରେ ବର୍ଷିଲେ ଜାଭେଦ ଅଖତର

ମୁମ୍ବାଇ: ଗତ ମାସରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନକୁ କଡ଼ା ସମାଲୋଚନା କରିଥିଲେ ଭାରତୀୟ ସିନେମାର ବରିଷ୍ଠ ଗୀତିକାର ଜାଭେଦ ଅଖତର। ଏହା ପରେ ପାକିସ୍ତାନୀ ଅଭିନେତ୍ରୀ ବୁଶରା ଅନସାରି ଜାଭେଦ ଅଖତରଙ୍କୁ ସମାଲୋଚନା କରିଥିଲେ। ବୁଶରା ଜାଭେଦ ଅଖତରଙ୍କ ବିଷୟରେ କହିଥିଲେ ଯେ…

କେଭିନ୍ ସ୍ପେସିଙ୍କ ସୁପରନେଚୁରାଲ୍ ଆକ୍ସନ୍-ଥ୍ରିଲର୍ ହଲିଉଡ ଫିଲ୍ମରେ ଡେବ୍ୟୁ କରିବେ ଦିଶା ପଟାନୀ

ମୁମ୍ବାଇ: ହଲିଉଡରେ ଡେବ୍ୟୁ ପାଇଁ ପ୍ରସ୍ତୁତ ଦିଶା ପଟାନୀ। ସେ 'ହଲିଗାର୍ଡସ୍' ନାମକ ଏକ ହଲିଉଡ୍ ସିନେମାରେ ନଜର ଆସିବେ। ଏହା ଏକ ଅଲୌକିକ ବା ସୁପର ନେଚୁରାଲ ଆକ୍ସନ-ଥ୍ରୀଲର ଫିଲ୍ମ। ଏହି ଫିଲ୍ମଟି ଓସ୍କାର ବିଜେତା କେଭିନ୍ ସ୍ପେସିଙ୍କ ଦ୍ୱାରା ନିର୍ଦ୍ଦେଶିତ। ଏହି ଫିଲ୍ମ ମାଧ୍ୟମରେ, ସ୍ପେସି…

କୋହଲିଙ୍କ ଗୋଟିଏ ଲାଇକ ଯୋଗୁ ଅବନୀତଙ୍କୁ ମିିଳିଲା ୨ ମିଲିୟନ ଫଲୋର୍ସ

ମୁମ୍ବାଇ: ଭାରତୀୟ କ୍ରିକେଟର ବିରାଟ କୋହଲି ଟିଭି ଅଭିନେତ୍ରୀ ଅବନୀତ କୌରଙ୍କ ଏକ ଫଟୋକୁ ଲାଇକ କରିଥିଲେ । ଏହା ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାର କାରଣ ସାଜିଥିଲା । କୋହଲିଙ୍କୁ ମଧ୍ୟ ଏଥିନେଇ ଟ୍ରୋଲ କରାଗଲା । ଟେକ୍ନିକାଲ ଭୁଲ ଯୋଗୁ ଏହା ହୋଇଛି ବୋଲି କୋହଲି ସଫେଇ ଦେଇଥିଲେ । ଏବେ ଏହି…

ମା’ ଟ୍ରେଲର ଆଉଟ୍; କାଳୀ ରୂପରେ ରାକ୍ଷସଙ୍କ ବିନାଶ କରିବେ କାଜୋଲ

ମୁମ୍ବାଇ: କାଜୋଲ ନିଜର ଅପକମିଂ ଫିଲ୍ମ 'ମା' ପାଇଁ ଚର୍ଚ୍ଚାରେ ଅଛନ୍ତି। 'ମା' ଏକ ନାରୀ କେନ୍ଦ୍ରିକ୍ ଫିଲ୍ମ। ଯେଉଁଥିରେ ଦେବୀ ଏବଂ ରାକ୍ଷସଙ୍କ ମଧ୍ୟରେ ଯୁଦ୍ଧ ଦେଖିବାକୁ ମିଳିବ। ଫିଲ୍ମର ପୋଷ୍ଟର ରିଲିଜ୍ ହେବା ପରେ ପ୍ରଶଂସକମାନେ ଫିଲ୍ମର ଟ୍ରେଲର ରିଲିଜକୁ ଉତ୍ସାହର ସହିତ ଅପେକ୍ଷା…

ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ଉପରେ ବର୍ଷିଲେ ଦୀପିକାଙ୍କ ଫ୍ୟାନ୍ସ, ଯଦି ଏଠି ହିରୋ ଥାନ୍ତେ…

ମୁମ୍ବାଇ: ନିକଟରେ ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ଅପକମିଂ ଫିଲ୍ମ 'ସ୍ପିରିଟ୍'କୁ ନେଇ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ୍ ଚର୍ଚ୍ଚାକୁ ଆସିଛନ୍ତି। ସୂଚନା ଅନୁଯାୟୀ ଦୀପିକା ଫିଲ୍ମର ସୁଟିଂ ପାଇଁ  ସେଟରେ ୮ ଘଣ୍ଟାର ସିଫ୍ଟ ଦାବି କରିଥିଲେ, ଯାହାପରେ ତାଙ୍କୁ ଅନ ପ୍ରଫେସନାଲ କହି ଫିଲ୍ମରୁ…

କେଜିଏଫ ମେକର୍ସଙ୍କ ଫିଲ୍ମରେ ଅଭିନୟ କରିବେ ହ୍ରିତିକ

ମୁମ୍ବାଇ: ହ୍ରିତିକ ରୋଶନଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । କେଜିଏଫ ୧, କେଜିଏଫ ୨ ଓ ସାଲାର ପାର୍ଟ ୧ ଓ କାନ୍ତାରା ପରି ଫିଲ୍ମ କରିଥିବା ହୋମ୍ବଲେ ଫିଲ୍ମସ ଏବେ ହ୍ରିତିକଙ୍କୁ ନେଇ ନୂଆ ଫିଲ୍ମ କରିବେ । ଏହା ଏକ ପ୍ୟାନ ଇଣ୍ଡିଆ ଫିଲ୍ମ ହେବ । ଆମେ ଏ ଭଳି ଏକ କାହାଣୀ ନେଇ ଆସିବୁ ଯାହାକୁ…