Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ନୂଆଖାଲି ଦଙ୍ଗାର ହୃଦୟଥରା କାହାଣୀ ‘ଦ ବେଙ୍ଗଲ ଫାଇଲ୍ସ’, ପ୍ରଥମ ଦିନରେ ରୋଜଗାର କଲା ଏତିକି…

ମୁମ୍ବାଇ: ଦୀର୍ଘ ସମୟ ବିବାଦ ଘେରରେ ରହିବା ପରେ ଶେଷରେ ରିଲିଜ ହୋଇଛି ବିବେକ ଅଗ୍ନିହୋତ୍ରୀଙ୍କ 'ଦ ବେଙ୍ଗଲ ଫାଇଲ୍ସ' । ବେବେକ ଅଗ୍ନିହୋତ୍ରୀଙ୍କର ଫାଇଲ୍ସ ଟ୍ରିଓଲଜି 'ଦ ତାସକେଣ୍ଡ ଫାଇଲ୍ସ' ଏବଂ 'ଦ କଶ୍ମୀର ଫାଇଲ୍ସ'ର ତୃତୀୟ ଏବଂ ଶେଷ ଭାଗ 'ଦ ବେଙ୍ଗଲ ଫାଇଲ୍ସ' । ଫିଲ୍ମ ଶୁକ୍ରବାର ରିଲିଜ…

Punjab floods: ପଞ୍ଜାବ ବନ୍ୟା ବିତ୍ପାତରେ ମନ ଜିଣିଲେ ଅଭିନେତା: ଅକ୍ଷୟଙ୍କ ଠାରୁ ଦିଲଜିତଙ୍କ ପର୍ଯ୍ୟନ୍ତ ବଢାଇଲେ…

ନୂଆଦିଲ୍ଲୀ: ବର୍ଷା ଏବଂ ବନ୍ୟା ବିତ୍ପାତରେ ଏବେ ବେହାଲ ଉତ୍ତର ଭାରତ । ବେଶୀ ପ୍ରଭାବିତ ହୋଇଛି ଭାରତର ପଞ୍ଜାବ ପ୍ରଦେଶ । ପଞ୍ଜାବରେ ବନ୍ୟା ହଜାର ହଜାର ଲୋକଙ୍କ ଜୀବନରେ ବିପର୍ଯ୍ୟୟ ଆଣିଛି। ଅନେକ ଗାଁ ବନ୍ୟାରେ ବୁଡ଼ି ଯାଇଛି । ଏବେ ବି ପଞ୍ଜାବ ପ୍ରଦେଶରେ ବନ୍ୟା କବଳରେ ୨ ଡଜନରୁ ଅଧିକ…

ଫିଲ୍ମ ବ୍ୟାନକୁ ନେଇ ପଶ୍ଚିମବଙ୍ଗ ଉପରେ ବର୍ଷିଲେ ବିବେକ ଅଗ୍ନିହୋତ୍ରୀ

ମୁମ୍ୱାଇ: 'ଦି ବେଙ୍ଗଲ ଫାଇଲ୍ସ' ଫିଲ୍ମଟି ମୁକ୍ତିଲାଭ ପୂର୍ବରୁ ହିଁ ବିବାଦ ଘେରରେ ଫସି ରହିଥିଲା। ତେବେ ଏହି ଫିଲ୍ମଟି ରିଲିଜ ହୋଇଥିବା ବେଳେ ଏହାକୁ ବଙ୍ଗଳା ଭାଷାରେ ଡବିଂ ମଧ୍ୟ କରାଯାଇଛି। ଯାହା ଦ୍ୱାରା ରାଜ୍ୟର ସ୍ଥାନୀୟ ଦର୍ଶକ ଏହାକୁ ନିଜ ମାତୃଭାଷାରେ ଦେଖିପାରିବେ। କିନ୍ତୁ…

Shilpa Shetty Case: ପୁଣି ଠକେଇ ମାମଲାରେ ଧରାପଡ଼ିଲେ ଶିଳ୍ପା ଓ ରାଜ କୁନ୍ଦ୍ରା, ଲୁକଆଉଟ୍ ନୋଟିସ ଜାରି

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବଂ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ପୁଣି ଥରେ ଆଇନଗତ ସମସ୍ୟାରେ ପଡ଼ିବା ଦେଖାଯାଇଛି । ମୁମ୍ବାଇ ପୋଲିସର ଅର୍ଥନୈତିକ ଅପରାଧ ଶାଖା (EOW) ଠକେଇ ଅଭିଯୋଗରେ ସେମାନଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରିଛି । ସେମାନଙ୍କ ବିରୁଦ୍ଧରେ ଜଣେ…

ଟାଇଗର ଶ୍ରଫଙ୍କ ବାଗୀ ୪କୁ ମିଳିଲା ୨୩ କଟ, ଏ ସାର୍ଟିଫିକେଟ

ନୂଆଦିଲ୍ଲୀ: ଟାଇଗର ଶ୍ରଫଙ୍କ ଆଗାମୀ ଫିଲ୍ମ ବାଗୀ ୪ରେ ଅତ୍ୟଧିକ ହିଂସା ରହିଥିବା ଯୋଗୁ ସେନ୍ସର ବୋର୍ଡ କଠୋର ପଦକ୍ଷେପ ଗ୍ରହଣ କରିଛି । ରିପୋର୍ଟ ମୁତାବକ ବାଗୀ ୪ରେ ୨୩ କଟ ଲଗାଯିବା ସହ ଏ ସାର୍ଟିଫିକେଟ ପ୍ରଦାନ କରାଯାଇଛି । ପୂର୍ବରୁ ଟାଇଗର ଅନେକ ପାରିବାରିକ ଫିଲ୍ମ କରିଛନ୍ତି । ପ୍ରଥମ ଥର…

କୋମାରେ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର…

କଟକ: ଓଡ଼ିଆ ସଙ୍ଗୀତ ଜଗତର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି। ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରୁ ଭୁବନେଶ୍ବର ଏମ୍‌ସକୁ ସ୍ଥାନାନ୍ତର କରାଯାଇଥିଲା। ସେ କୋମାରେ ଥିବା ନେଇ ଭୁବନେଶ୍ୱର ଏମ୍ସ ପକ୍ଷରୁ ଦିଆଯାଇଛି…

ଓଡ଼ିଶା ଚଳଚ୍ଚିତ୍ର ପୁରସ୍କାର ପାଇଁ ଦରଖାସ୍ତ ଆହ୍ୱାନ, ଅକ୍ଟୋବର ୪ ସୁଦ୍ଧା ଡାକ ଜରିଆରେ ପ୍ରମାଣପତ୍ର ସହ ଆବେଦନ

ଭୁବନେଶ୍ୱର: ୩୫ତମ ରାଜ୍ୟ ଓଡ଼ିଶା ଚଳଚ୍ଚିତ୍ର ପୁରସ୍କାର ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଦରଖାସ୍ତ ଆହ୍ୱାନ କରାଯାଇଛି। ଆଗ୍ରହୀ ପ୍ରଯୋଜକମାନେ ଅକ୍ଟୋବର ୪ ତାରିଖ ସୁଦ୍ଧା ଡାକ ଜରିଆରେ ପ୍ରମାଣପତ୍ର ସହ ଆବେଦନ କରିପାରିବେ। ୨୦୨୩ ଓ ୨୦୨୪ ଦୁଇ ବର୍ଷ ପାଇଁ ଦରଖାସ୍ତ ଆହ୍ବାନ…

କାହିଁକି ଶିଳ୍ପା ଶେଟ୍ଟି ବନ୍ଦ କଲେ ରେଷ୍ଟୁରାଣ୍ଟ ‘ବାସ୍ତିଆନ୍ ବାନ୍ଦ୍ରା’  

ମୁମ୍ବାଇ: ମୁମ୍ବାଇର ଶିଳ୍ପା ଶେଟ୍ଟିଙ୍କ ମାଲିକାନାରେ ଥିବା ରେଷ୍ଟୁରାଣ୍ଟ 'ବାସ୍ତିଆନ୍ ବାନ୍ଦ୍ରା' ବନ୍ଦ ହେବାକୁ ଯାଉଥିବା ନେଇ ଚର୍ଚ୍ଚା ଚାଲିଛି। ଅଭିନେତ୍ରୀ ନିଜର ସୋସିଆଲ ମିଡିଆ ସାଇଟରେ ଏହା ଘୋଷଣା କରିଛନ୍ତି। ଏଥିସହିତ ସେ ଏକ ନୂତନ ଶୈଳୀରେ ରେଷ୍ଟୁରାଣ୍ଟକୁ ପୁନଃ ଲଞ୍ଚ କରିବାର…

ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲିଙ୍କ ବିରୋଧରେ ମାମଲା ରୁଜୁ

ମୁମ୍ବାଇ: ପ୍ରସିଦ୍ଧ ବଲିଉଡ୍ ଚଳଚ୍ଚିତ୍ର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲିଙ୍କ ବିରୋଧରେ ବିକାନେରରେ ପ୍ରତୀକ ରାଜ ମାଥୁର ନାମକ ଜଣେ ବ୍ୟକ୍ତି ଏକ ଏଫଆଇଆର ରୁଜୁ କରିଛନ୍ତି। ତାଙ୍କ ବିରୁଦ୍ଧରେ ଠକେଇ, ଅସଦାଚରଣ ଏବଂ ବିଶ୍ୱାସଘାତକତା ଭଳି ଅଭିଯୋଗ ହୋଇଛି। ଏଥିସହିତ ତାଙ୍କର ଅନ୍ୟ ଦୁଇ…

କାହିଁକି ଗୋମାଂସ ଖାଆନ୍ତି ନାହିଁ ସଲମାନ ଖାନଙ୍କ ପରିବାର, ସତ କହିଲେ ପିତା…

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ପିତା ତଥା ଲେଖକ ସଲିମ ଖାନ ଏକ ସାକ୍ଷାତକାରରେ ତାଙ୍କ ପରିବାର, ସଂସ୍କୃତି, ଖାଦ୍ୟାଭ୍ୟାସ, ଧର୍ମ ଏବଂ ପର୍ବପର୍ବାଣୀ ବିଷୟରେ ଖୋଲାଖୋଲି ଭାବରେ ଆଲୋଚନା କରିଥିଲେ। ତାଙ୍କ ପରିବାରରେ ଇଦ ଠାରୁ ଆରମ୍ଭ କରି ଗଣେଶ ଚତୁର୍ଥୀ ପର୍ଯ୍ୟନ୍ତ ସମସ୍ତ…