Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଭାଷା ବିବାଦରେ ଫସିଗଲେ ଅଭିନେତା କମଲ ହାସନ, କନ୍ନଡ଼କୁ ନେଇ କହିଦେଲେ ବଡ଼ କଥା

ହାଇଦ୍ରାବାଦ: ଫିଲ୍ମ ରିଲିଜ ହେବା ପୂର୍ବରୁ ଭାଷା ବିବାଦରେ ଫସିଗଲେ ଅଭିନେତା କମଲ ହାସନ। ତାମିଲ ମେଗାଷ୍ଟାର କମଲ ହାସନ ତାଙ୍କର ନୂତନ ଫିଲ୍ମ 'ଥଗ୍ ଲାଇଫ୍' ରିଲିଜ୍ ହେବାର କିଛି ସପ୍ତାହ ପୂର୍ବରୁ ଚେନ୍ନାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ତାଙ୍କ ବୟାନ ଏବେ ନୂତନ ବିବାଦ ସୃଷ୍ଟି କରିଛି।…

ଦୀପିକାଙ୍କୁ ଷ୍ଟେଜ-୨ ଲିଭର କ୍ୟାନସର୍‌: ପୋଷ୍ଟ ସେୟାର କରି ବଖାଣିଲେ ଦୁଃଖ

ମୁମ୍ବାଇ: ପ୍ରସିଦ୍ଧ ଟିଭି ଅଭିନେତ୍ରୀ ଦୀପିକା କକ୍କର ଆଜିକାଲି ତାଙ୍କ ଜୀବନର ଏକ କଷ୍ଟକର ପର୍ଯ୍ୟାୟ ଦେଇ ଗତି କରୁଛନ୍ତି। ସେ ତାଙ୍କ ପ୍ରଶଂସକଙ୍କ ସହ ଦୁଃଖଦ ଖବର ସେୟାର କରିଛନ୍ତି। ଦୀପିକାଙ୍କୁ ଷ୍ଟେଜ-୨ ଲିଭର କ୍ୟାନସର୍‌ ହୋଇଛି। ଏନେଇ ଦୀପିକା ନିଜେ ସୋସିଆଲ ମିଡିଆରେ କହିଛନ୍ତି ଯେ…

ପରେଶଙ୍କୁ ମୂର୍ଖ କହିବାରୁ ସାମ୍ବାଦିକଙ୍କ ଉପରେ ବର୍ଷିଲେ ଅକ୍ଷୟ…

ମୁମ୍ବାଇ: 'ହେରା ଫେରି ୩'ରୁ ପରେଶ ରାୱଲଙ୍କ ବିଦାୟକୁ ନେଇ ଶେଷରେ ଅକ୍ଷୟ କୁମାର ନୀରବତା ଭାଙ୍ଗିଛନ୍ତି। ମଙ୍ଗଳବାର ଦିନ ତାଙ୍କ ଆଗାମୀ ଫିଲ୍ମ ହାଉସଫୁଲ ୫ର ଟ୍ରେଲର ଲଞ୍ଚରେ ଅକ୍ଷୟ କୁମାରଙ୍କୁ ପରେଶ ରାୱଲଙ୍କ ସମ୍ପର୍କରେ ପଚରାଯାଇଥିଲା। ଯାହା ପରେ ଅକ୍ଷୟ ନିଜର ପ୍ରତିକ୍ରିୟା ରଖିଥିଲେ।…

ଆଦିତ୍ୟ ରାୟ କପୁରଙ୍କ ଘରେ ଅଜଣା ମହିଳା, ରହିଛି ମନ୍ଦ ଉଦ୍ଦେଶ୍ୟ?

ମୁମ୍ବାଇ: ସଲମାନ ଖାନଙ୍କ ପରେ, ଏବେ ଅଭିନେତା ଆଦିତ୍ୟ ରାୟ କପୁରଙ୍କ ଘରେ ଜଣେ ଅଜଣା ମହିଳା ପଶିବାକୁ ଚେଷ୍ଟା କରିଛନ୍ତି । ମିଳିଥିବା ପ୍ରାଥମିକ ସୂଚନା ଅନୁଯାୟୀ, ବାନ୍ଦ୍ରା ଓ୍ବେଷ୍ଟରେ ଥିବା ଅଭିନେତା ଆଦିତ୍ୟ ରାୟ କପୁରଙ୍କ ଘରେ ଏହି ମହିଳା ଜଣକ ଚୋରାରେ ପ୍ରବେଶ କରିଥିଲେ । ପରେ ମହିଳା…

ଦୀପିକା ଲିକ କଲେ ସ୍କ୍ରିପ୍ଟ, ରାଗିଗଲେ ସନ୍ଦୀପ

ମୁମ୍ବାଇ: କବିର ସିଂ ଓ ଆନିମଲ ପରି ବ୍ଲକ ବଷ୍ଟର ଫିଲ୍ମରେ ନିର୍ଦ୍ଦେଶନା ଦେଇଥିବା ସନ୍ଦୀପ ରେଡ୍ଡୀ ବାଙ୍ଗା ଏବେ ଦୀପିକା ପାଦୁକୋନଙ୍କ ଉପରେ ରାଗି ଯାଇଛନ୍ତି । ନିକଟରେ ଦୀପିକାଙ୍କ ବଦଳରେ ସନ୍ଦୀପ ତାଙ୍କର ଆଗାମୀ ଫିଲ୍ମ ସ୍ପିରିଟ ପାଇଁ ତୃପ୍ତି ଡିମରୀଙ୍କୁ ସାଇନ କରିଛନ୍ତି । ଫିଲ୍ମ ଛାଡିବା…

ଓଟିଟିରେ ଧମାକା କରିବାକୁ ପ୍ରସ୍ତୁତ ଏହି ଦକ୍ଷିଣ ଫିଲ୍ମ

ହାଇଦ୍ରାବାଦ: ସିନେମା ହଲ ପରେ ଏବେ ଓଟିଟି ପ୍ଲାଟଫର୍ମରେ ଧୁମ ମଚେଇବାକୁ ଖୁବ ଶିଘ୍ର ଆସୁଛି ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ତିନୋଟି ଜବରଦସ୍ତ ଫିଲ୍ମ । ଏହି ଫିଲ୍ମଗୁଡ଼ିକରେ ବୋଲ୍ଡ ଆକ୍ଟିଂ, ବିପଦପୂର୍ଣ୍ଣ ଆକ୍ସନ ଏବଂ ମହାନ କାହାଣୀ ରହିଛି । କ୍ରାଇମ୍ ଡ୍ରାମା ହେଉ କିମ୍ବା ଆକ୍ସନ୍ ଓ ରୋମାନ୍ସ,…

ବିବାହ ପାଇଁ ଧର୍ମ ପରିବର୍ତ୍ତନ କରିଥିଲେ ଏହି ଅଭିନେତ୍ରୀ, ବର୍ଷକ ପରେ କିନ୍ତୁ ପ୍ରାଣ ହରାଇଥିଲେ…

ମୁମ୍ବାଇ: ବଲିଉଡ୍‌ ଇତିହାସରେ ଅନେକ ପ୍ରେମ କାହାଣୀ ରହିଛି, ଯେଉଁମାନେ ଧର୍ମର ବାଧା ଅତିକ୍ରମ କରି ଏକାଠି ହୋଇଛନ୍ତି। ଏଭଳି ଏକ କାହାଣୀ ଥିଲା ବଲିଉଡ୍‌ର ଜଣାଶୁଣା ଅଭିନେତ୍ରୀ ଦିବ୍ୟା ଭାରତୀଙ୍କର, ଯିଏ ପ୍ରେମ ପାଇଁ ନିଜର ଧର୍ମ ବଦଳାଇ ବିବାହ କରିଥିଲେ, କିନ୍ତୁ ବର୍ଷେ ନ ପୁରୁଣୁ ତାଙ୍କର…

ଯାତ୍ରା ମାଲିକ ନାଣ୍ଡୁ ବାବୁଙ୍କ ନାମରେ ସାଂଘାତିକ ଅଭିଯୋଗ

ବାଲିଆପାଳ/ଭୁବନେଶ୍ୱର: ଯାତ୍ରା ପାର୍ଟି ବିବାଦ କିଛି ଦିନ ଧରି ନିରବ ରହିଥିଲା। ଏବେ ପୁଣି ଆଉ ଏକ ସାଂଘାତିକ ଅଭିଯୋଗ ଆସିଛି ତାହା ପୁଣି ତୁଳସୀ ଗଣନାଟ୍ୟର ମାଲିକ ଅନନ୍ତ ନାରାୟଣ ଧଳ ବା ନାଣ୍ଡୁ ବାବୁଙ୍କ ନାମରେ । ଜଣେ ଯାତ୍ରା ଅଭିନେତ୍ରୀ ଅନନ୍ତ ନାରାୟଣଙ୍କ ବିରୋଧରେ ଆକ୍ରମଣ ଓ ହଇରାଣର…

ଏପିଜେ ଅବଦୁଲ କଲାମଙ୍କ ଉପରେ ବାୟୋପିକ, ମିଶାଇଲ ମ୍ୟାନଙ୍କ ଭୂମିକାରେ ଧନୁଷ 

ମୁମ୍ବାଇ: ଭାରତର ୧୧ତମ ରାଷ୍ଟ୍ରପତି ସ୍ୱର୍ଗତ ଏପିଜେ ଅବଦୁଲ କଲାମଙ୍କ ଜୀବନୀ ଉପରେ ନିର୍ମାଣ ହେବାକୁ ଯାଉଛି ବାୟୋପିକ। ଏହି ବାୟୋପିକ ଫିଲ୍ମରେ ଅଭିନେତା ଧନୁଷ ମୁଖ୍ୟ ଭୂମିକାରେ ନଜର ଆସିବେ। ଗୁରୁବାର କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଏହାର ଘୋଷଣା କରାଯାଇଥିଲା। ଯାହା ପ୍ରଶଂସକମାନଙ୍କ…

କାନ୍ସରେ ଇତିହାସ ରଚିଲେ ଆଲିଆ, ଗୁଚି ପ୍ରସ୍ତୁତ ପ୍ରଥମ ଶାଢୀରେ ଆସିଲେ ନଜର…

ମୁମ୍ବାଇ: କାନ୍ସର ଶେଷ ଦିନରେ ମନମୋହିଲେ ବଲିଉଡ୍ କୁଇନ୍ ଆଲିଆ ଭଟ୍ଟ । କାନ୍ସ ଫିଲ୍ମ ଫେଷ୍ଟିଭାଲର ଶେଷ ଦିନରେ କପୁର ପରିବାରର ବୋହୂ ଆଲିଆ ଭଟ୍ଟ ଏକ କ୍ରିଷ୍ଟାଲ ନେଟ୍ ଶାଢୀରେ ନଜର ଆସିଥିଲେ । ଯାହା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା ବେଳେ ଖବରର ଶିରୋନାମା ପାଲଟିଥିଲା । କାରଣ ଏହି…