Latest Odisha News

BREAKING NEWS

Browsing Category

ମନୋରଞ୍ଜନ

Vijay Thalapathy Divorce: ୨୭ ବର୍ଷ ପରେ କାହିଁକି ଥାଲାପତି ବିଜୟଙ୍କଠୁ ଅଲଗା ହେବାକୁ ଚାହୁଁଛନ୍ତି ପତ୍ନୀ? ଏହି…

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ଥାଲାପତି ବିଜୟ ଏବେ ଆଉ ଏକ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛନ୍ତି। ସେ ତାଙ୍କର ଅଟକି ରହିଥିବା ଫିଲ୍ମ ପାଇଁ ପୂର୍ବରୁ ଖବରରେ ଅଛନ୍ତି। ତାଙ୍କର ଫିଲ୍ମ "ଜନ ନାୟାଗନ୍" ଜାନୁଆରୀରେ ମୁକ୍ତିଲାଭ କରିବାର ଥିଲା, କିନ୍ତୁ ଏହା ହୋଇପାରିଲା ନାହିଁ। ତାକୁ ନେଇ ପୂର୍ବରୁ…

‘୧୯ ବର୍ଷ ପରେ ପୁଣି ଦେଖା ହେଲା’

ମୁମ୍ବାଇ: ୧୯ ବର୍ଷ ପରେ ପୁଣି ଏକାଠି ହେଲେ 'ଆର୍ଯ୍ୟ' ଯୋଡ଼ି ! ଫିଲ୍ମଫେୟାର ଆୱାର୍ଡସରେ ଅଲ୍ଲୁ ଅର୍ଜୁନ ଓ କାଜଲଙ୍କ ଧମାକା ପୁଷ୍ପା-୨ ପାଇଁ 'ବେଷ୍ଟ ଆକ୍ଟର' ଆୱାର୍ଡ ଜିତିଲେ ଅଲ୍ଲୁ ଦକ୍ଷିଣ ଭାରତୀୟ ସିନେମାର ଦୁଇ ବଡ଼ ତାରକା, ଆଇକନ୍ ଷ୍ଟାର୍ ଅଲ୍ଲୁ ଅର୍ଜୁନ ଏବଂ କାଜଲ୍ ଅଗ୍ରୱାଲ୍ ।…

Vijay Thalapathy: ଭାଙ୍ଗିଯିବ କି ୨୭ ବର୍ଷର ସମ୍ପର୍କ! ଛାଡ଼ପତ୍ର ପାଇଁ ଆବେଦନ କଲେ ବିଜୟଙ୍କ ପତ୍ନୀ

ନୂଆଦିଲ୍ଲୀ: ସାଉଥ ସୁପରଷ୍ଟାର ଥଲାପଥି ବିଜୟ ପୁଣି ଥରେ ଖବରରେ ଆସିଛନ୍ତି । ଫିଲ୍ମ କିମ୍ବା ରାଜନୀତି ପାଇଁ ନୁହେଁ ବରଂ ତାଙ୍କର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ବିଜୟଙ୍କ ଉପରେ ଅନ୍ୟ ମହିଳାଙ୍କ ସହିତ ସମ୍ପର୍କ ରଖିବାର ଅଭିଯୋଗ ଆଣି ତାଙ୍କ ପତ୍ନୀ ସଙ୍ଗୀତା ଛାଡପତ୍ର ପାଇଁ…

Rasmika Bijay Weeding: ରଶ୍ମିକାଙ୍କ ବେକରେ ମଙ୍ଗଳସୂତ୍ର ପିନ୍ଧାଇବା ବେଳେ କାହିଁକି ଅସହଜ ଅନୁଭବ କରିଥିଲେ ବିଜୟ?

ମୁମ୍ବାଇ: ଦକ୍ଷିଣ ସିନେମାର ଚର୍ଚ୍ଚିତ ଯୋଡ଼ି ଏବେ ବାସ୍ତବ ଜୀବନର ସାଥୀ ହୋଇଛନ୍ତି। ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଧାନା ସାତଜନ୍ମର ସାଥୀ ହୋଇଛନ୍ତି। ୨୬ ଫେବୃଆରୀରେ ଉଦୟପୁରରେ ଏକ ଭବ୍ୟ, ପାରମ୍ପରିକ, କିନ୍ତୁ ବ୍ୟକ୍ତିଗତ ବିବାହ କରିଛନ୍ତି ଏହି ଦମ୍ପତି। ଏହାରି ଭିତରେ ଦୁହେଁ…

Rashmika Vijay Wedding : “ମୋ ସ୍ୱାମୀ ବିଜୟ…”, ବିବାହର ଫଟୋ ସେୟାର କରି ଭାବପ୍ରବଣ କ୍ୟାପସନ୍…

ମୁମ୍ବାଇ: ରଶ୍ମିକା ମନ୍ଧାନ ଏବଂ ବିଜୟ ଦେବରକୋଣ୍ଡା ଗୁରୁବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଉଦୟପୁରରେ ଅନୁଷ୍ଠିତ ଏହି ବିବାହ ନେଇ ଫ୍ୟାନ୍ସ ଉତ୍କଣ୍ଠାର ସହିତ ଚାହିଁ ରହିଥିବା ବେଳେ, ସେମାନଙ୍କ ଅପେକ୍ଷା ଏବେ ଶେଷ ହୋଇଛି। ପ୍ରତୀକ୍ଷିତ ବିବାହ ଫଟୋ ଏବେ ରିଭିଲ ହୋଇଛି। ରଶ୍ମିକା ଏବଂ…

ଶିଖର ଧାୱନଙ୍କୁ ୫.୨ କୋଟି ଟଙ୍କା ଫେରାଇବେ ପୂର୍ବତନ ପତ୍ନୀ: ଦିଲ୍ଲୀ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଓପନର ଶିଖର ଧାୱନ ସମ୍ପ୍ରତି ତାଙ୍କ ପ୍ରେମିକା ସୋଫି ସାଇନଙ୍କୁ ଦ୍ୱିତୀୟ ଥର ପାଇଁ ବହୁତ ଧୁମ୍ ଧାମ୍ ରେ ବିବାହ କରିଛନ୍ତି। ରୋହିତ ଶର୍ମା, ରାହୁଲ ଦ୍ରାବିଡ, ଇରଫାନ ପଠାନ ଏବଂ ସୁରେଶ ରାଇନାଙ୍କ ସମେତ ଅନେକ ଭାରତୀୟ କ୍ରିକେଟର ଏହି ବିବାହରେ ଉପସ୍ଥିତ ଥିଲେ।…

ପ୍ରଥମ ଭାରତୀୟ ଚଳଚ୍ଚିତ୍ରକୁ BAFTA ପୁରସ୍କାର, ଶୁଭେଚ୍ଛା ଜଣାଇଲେ ମୋଦି…

ମୁମ୍ୱାଇ: ୭୯ତମ BAFTA (ବ୍ରିଟିଶ ଏକାଡେମୀ ଅଫ୍ ଫିଲ୍ମ ଆଣ୍ଡ ଟେଲିଭିଜନ ଆର୍ଟସ୍) ପୁରସ୍କାର ଫେବୃଆରୀ ୨୨ ତାରିଖରେ ଲଣ୍ଡନର ରୟାଲ ଫେଷ୍ଟିଭାଲ ହଲରେ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ବର୍ଗରେ ବିଶ୍ୱର ଚଳଚ୍ଚିତ୍ରଗୁଡ଼ିକୁ BAFTA ପୁରସ୍କାର ମିଳିଥିଲା। ଫରହାନ ଅଖତରଙ୍କ ଦ୍ୱାରା ନିର୍ମିତ…

ବେଲରୁ ବାହାରି ଫିଲ୍ମ ସୁଟିଂ କଲେ ରାଜପାଲ ଯାଦବ

ମୁମ୍ବାଇ: ଅଭିନେତା ରାଜପାଲ ଯାଦବଙ୍କୁ ଚେକ୍-ବାଉନ୍ସ ମାମଲାରେ ଜେଲରୁ ବେଲ ମିଳିବା ପରେ ସେ ମୁମ୍ବାଇରେ ପହଞ୍ଚି କାମକୁ ଫେରିଛନ୍ତି। ଏ ନେଇ ସେ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ତାଙ୍କର ଆଗାମୀ କମେଡି ଫିଲ୍ମ "ୱେଲକମ୍ ଟୁ ଦି ଜଙ୍ଗଲ" ସେଟ୍ ରୁ ଏକ ସ୍ୱତନ୍ତ୍ର ଭ୍ୟାନିଟି ଭିଡିଓ ସେୟାର…

 ୧୦ ବର୍ଷ ପରେ ଦାଢ଼ୀ କାଟିଲେ ୟଶ

ନୂଆଦିଲ୍ଲୀ: କେଜିଏଫ ପରେ ୟଶଙ୍କ ଟକ୍ସିକ ଏ ଫେୟାରୀ ଟେଲ ଫର ଗ୍ରୋନଅପ୍ସ ଫିଲ୍ମ ପ୍ରତି ପ୍ରଶଂସକଙ୍କ ଉତ୍କଣ୍ଠା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାର ଟିଜର ସୋସିଆଲ ମିଡିଆରେ ଝଡ ସୃଷ୍ଟି କରିବାରେ ଲାଗିଛି । ଏହି ଫିଲ୍ମରେ ପ୍ରାୟ ୧୦ ବର୍ଷ ପରେ ୟଶଙ୍କୁ ବିନା ଦାଢ଼ୀରେ ଦର୍ଶକ ଦେଖିବାକୁ…