Latest Odisha News

BREAKING NEWS

Browsing Category

ମନୋରଞ୍ଜନ

କ୍ଷୋଭ ପ୍ରକାଶ କଲେ ଅଭିନେତା ମନୋଜ ମିଶ୍ର, କହିଲେ ‘ତାକୁ ପରିବାର ସହ ଛାଡ଼ି ଦିଅନ୍ତୁ’

ଭୁବନେଶ୍ୱର: ରାସ୍ତାରେ ଷ୍ଟାର କଳିକୁ ନେଇ ରାଜ୍ୟ ବାହାରେ ଚର୍ଚ୍ଚା । କୌଣସି ଓଡ଼ିଆ ସିନେମାକୁ ନେଇ ସାଧାରଣତଃ ରାଜ୍ୟ ବାହାରେ ଆଲୋଚନା ହୁଏନି । ହେଲେ ବାବୁଶାନଙ୍କ ଘରୋଇ କଳିକୁ ନେଇ ରାସ୍ତାରେ ଟଣାଓଟରା ଭିଡିଓ ଭାଇରାଲ୍ ପରେ ଏବେ ସବୁଠି ଆଲୋଚନା ଚାଲିଛି । ଯେଉଁ ଲୋକ ଓଡ଼ିଆ ସିନେମାର…

କ୍ୟାଟ୍ରିନ-ଭିକ୍କିଙ୍କ ଧମକ ଦେଇଥିବା ଅଭିଯୋଗରେ ଯୁବକ ଗିରଫ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଯୋଡି ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫଙ୍କୁ ବାରମ୍ବାର ହତ୍ୟା ଧମକ ଦେଉଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି । ଏହି ଯୁବକର ନାମ ମାନୱିନ୍ଦର ସିଂ । ସେ କ୍ୟାଟ୍ରିନାଙ୍କ ବଡ ପ୍ରଶଂସକ ଅଟନ୍ତି । ଭିକ୍କିଙ୍କ ସହ ବିବାହ ପରେ ସୋସିଆଲ ମିଡିଆରେ ସେ…

ପ୍ରକୃତିଙ୍କ ସମର୍ଥନରେ ପ୍ରଶଂସକ, କହୁଛନ୍ତି ସାଙ୍ଗରେ ରହିବେ

ଭୁବନେଶ୍ୱର: ସୋସିଆଲ ମିଡିଆରେ ସମର୍ଥନ ଯୋଗାଡ଼ କରୁଛନ୍ତି ପ୍ରକୃତି ମିଶ୍ର । ବାବୁସାନ ସଂପର୍କୀୟ ଅଭିନେତ୍ରୀଙ୍କ ଉପରେ ପରୋକ୍ଷ ଦୋଷ ଲଦିବା ସହ ଏବଂ ସାଧାରଣ ଲୋକଙ୍କ କଟୁ ସମାଲୋଚନା କରିଛନ୍ତି । ଏହା ପରେ ପ୍ରକୃତିଙ୍କ କିଛି ବନ୍ଧୁ, ପ୍ରଶଂସକ ଓ ଶୁଭେଚ୍ଛୁ ସୋସିଆଲ…

ପ୍ରକୃତି ମିଶ୍ର ଓ ପତ୍ନୀଙ୍କ ସହ ବିବାଦୀୟ ଭାଇରାଲ ଭିଡିଓ ପରେ ବାବୁଶାନଙ୍କ ବଡ଼ ବୟାନ

ଭୁବନେଶ୍ୱର: ଅଭିନେତ୍ରୀ ପ୍ରକୃତି ମିଶ୍ର, ପତ୍ନୀ ତୃପ୍ତି ଶତପଥୀ ଏବଂ ତାଙ୍କୁ ନେଇ ଶନିବାର ସକାଳେ ହୋଇଥିବା ଘଟଣା ପରେ ପ୍ରତିକ୍ରିୟା ରଖିଛନ୍ତି ଓଲିଉଡ ଅଭିନେତା ବାବୁଶାନ ମହାନ୍ତି ଓରଫ ତନ୍ମୟ ମହାନ୍ତି । ସେ ଏବେ ଚେନ୍ନାଇରେ ଉତ୍କଳ ସମାଜ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବାକୁ…

ସୋସିଆଲ ମିଡିଆରେ ପ୍ରକୃତିଙ୍କୁ କଟୁ ସମାଲୋଚନା

ଭୁବନେଶ୍ୱର: ଅଭିନେତା ବାବୁଶାନ ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଆକ୍ରମଣ ଘଟଣାରେ ସୋସିଆଲ ମିଡିଆରେ ନେଟିଜେନଙ୍କ ଉଭୟ କୌତୁହଳ ଏବଂ କଟୁ ସମାଲୋଚନା ଦେଖିବାକୁ ମିଳିଛି । ପ୍ରାୟ ନେଟିଜେନ ପ୍ରକୃତିଙ୍କୁ ସମାଲୋଚନା କରୁଥିବା ଦେଖିବାକୁ ମିଳିଛି । ସେପଟେ ଏଭଳି…

ଅର୍ପିତା ମୁଖାର୍ଜୀଙ୍କ ଘରୁ ନଗର ୨୦ କୋଟି ଜବତ: ଅନୁଭବ, ବର୍ଷା, ସବ୍ୟସାଚ୍ଚୀଙ୍କ ସହ କରିଛନ୍ତି ଫିଲ୍ମ

ଓଡ଼ିଶା ସମ୍ବାଦ ବ୍ୟୁରୋ : ବଙ୍ଗୀୟ ନାୟିକା ଅର୍ପିତା ମୁଖାର୍ଜୀଙ୍କ ଘରୁ ନଗଦ ୨୦ କୋଟି ଟଙ୍କା ପାଇଛି ଇଡି । ଏହି ମାମଲାରେ ପଶ୍ଚିମବଙ୍ଗର ହେବିୱେଟ ନେତା ତଥା ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଇଡି ଦ୍ୱାରା ଗିରଫ ହୋଇଛନ୍ତି। ପାଖାପାଖି ୨୬ ଘଣ୍ଟାର ମାରାଥନ ଜେରାର ସାମ୍ନା କରିବା ପରେ ଅର୍ପିତା…

[ଦେଖନ୍ତୁ ଭିଡିଓ] ପ୍ରେମରେ ପ୍ରକୃତି ଓ ବାବୁଶାନ ! ରାସ୍ତାରେ ଦେଖି ଉଭୟଙ୍କୁ ମାଡ଼ ମାରିଲେ ବାବୁଶାନଙ୍କ ପତ୍ନୀ

ଭୁବନେଶ୍ୱର: ପ୍ରକୃତିଙ୍କ ପାଇଁ ବାବୁଶାନଙ୍କ ପରିବାରରେ ଫାଟ ! ରାସ୍ତାରେ ଧରି ପ୍ରକୃତିଙ୍କୁ ଛେଚିଲେ ବାବୁଶାନଙ୍କ ପତ୍ନୀ ତୃପ୍ତି । କହିଲେ ପ୍ରକୃତିଙ୍କ ପାଇଁ ତାଙ୍କ ପରିବାର ଭାଙ୍ଗୁଛି । ରିଲରେ ଆପଣ ପ୍ରକୃତି ଓ ବାବୁଶାନଙ୍କ ପ୍ରେମ ଦେଖିଥିବେ । ଆଉ ରିଅଲରେ ସ୍ୱାମୀଙ୍କ ସହ ପ୍ରକୃତିଙ୍କୁ…

[ଦେଖନ୍ତୁ ଭିଡିଓ] OTTରେ ଧମାଲ କରୁଛନ୍ତି ୯୦ ଦଶକର ବିଉଟି ଡ଼ିଭା

ଦିଲ୍ଲୀ  : ବିଉଟି ବଲିଉଡ଼୍ ଡ଼ିଭ।। ୯୦ ଦଶକରେ ବଲିଉଡ଼ରେ ରାଜ କରୁଥିବା ବେଳେ ଏବେ ବି ସେମାନଙ୍କ ଦବଦବା କମ୍ ନାହିଁ । ନିଜ ଅଭିନୟ ଯାଦୁରେ ଦର୍ଶକଙ୍କୁ ମତୁଆଲା କରିଥିବା ଏହି ସେନସେସନ କୁଇନ୍ ଏବେ ଫିଲ୍ମ ଦୁନିଆ ସହ ଓଟିଟି ରେ ଧମାଲ ମଚାଉଛନ୍ତି । ନୂଆ ଆକ୍ଟ୍ରେସଙ୍କ ଏଣ୍ଟ୍ରି ପରେ ଏମାନଙ୍କ…

ଭୟ ଗ୍ରାସିଲା ସଲମାନଙ୍କୁ, ଅସ୍ତ୍ର ରଖିବାକୁ ମୁମ୍ବାଇ ପୋଲିସକୁ ମାଗିଲେ ଲାଇସେନ୍ସ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ସଲମାନ ଖାଁଙ୍କୁ ବାରମ୍ବାର ହତ୍ୟା ଧମକ ମିଳୁଛି । ସିଦ୍ଧୁ ମୁସେୱାଲ ହତ୍ୟାକାଣ୍ଡ ପରେ ସେ ଭୟଭୀତ ହୋଇ ପଡିଥିବା ଅନୁମାନ କରାଯାଉଥିଲା । ଏବେ ଏହା ପ୍ରମାଣିତ ହୋଇଛି । ଆଜି ସେ ତାଙ୍କ ନିଜ ଜୀବନ ପ୍ରତି ବିପଦ ଅଛି ଦର୍ଶାଇ ସୁରକ୍ଷା ପାଇଁ ମୁମ୍ବାଇ…

କଙ୍ଗନାଙ୍କ ଏର୍ମଜେନ୍ସିରେ ଜୟପ୍ରକାଶ ନାରାୟଣ ହେବେ ଅନୁପମ

ମୁମ୍ବାଇ: ବଲିଉଡ କୁଇନ ଭାବେ ପରିଚିତ କଙ୍ଗନା ରାନାୱତ ତାଙ୍କର ଆଗାମୀ ଫିଲ୍ମ ଏର୍ମଜେନ୍ସି ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକା କରିବାକୁ ଯାଉଥିବା ବେଳେ ଫିଲ୍ମର ନିର୍ଦ୍ଦେଶନା ମଧ୍ୟ ନିଜେ ଦେବେ । ଇତି ମଧ୍ୟରେ…