Latest Odisha News

BREAKING NEWS

Browsing Category

ମନୋରଞ୍ଜନ

୧୭୫ କୋଟିରେ ଅଲ୍ଲୁ ଅର୍ଜୁନଙ୍କୁ ସାଇନ କଲେ ଅଟଲୀ !

ଚେନ୍ନାଇ: ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ପୁଷ୍ପା ୨ ଫିଲ୍ମର ସଫଳତା ପରେ ତାଙ୍କ ଚାହିଦା ଏବେ ଆକାଶ ଛୁଆଁ ହୋଇଛି । ଅଲ୍ଲୁ ଅର୍ଜୁନ ଲୋକପ୍ରିୟ ଫିଲ୍ମମେକର୍ସ ଅଟଲୀଙ୍କ ସହ ଏକ ବଡ ଡିଲ କରିଥିବା ରିପୋର୍ଟ ପ୍ରକାଶ ପାଇଛି । ଯଦି ଏହି ଖବର ସତ୍ୟ ହୋଇଥାଏ ତେବେ…

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା: ସିବିଆଇର କ୍ଲୋଜର ରିପୋର୍ଟ ଦାଖଲ

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ୪ ବର୍ଷ ପରେ ସିବିଆଇ ଦାଖଲ କରିଛି କ୍ଲୋଜର ରିପୋର୍ଟ। ମୁମ୍ବାଇ କୋର୍ଟରେ କ୍ଲୋଜର ରିପୋର୍ଟ ଦାଖଲ କରିଛି ସିବିଆଇ। ସୂଚନାମୁତାବକ, ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାରକୁ…

କେସରୀ ୨ରେ ପୂନର୍ବାର ଚମକିବେ ଅକ୍ଷୟ କୁମାର

ମୁମ୍ବାଇ: ୨୦୧୯ରେ ରିଲିଜ ହୋଇଥିବା କେସରୀ ଫିଲ୍ମକୁ ଦର୍ଶକମାନେ ବେଶ ପସନ୍ଦ କରିଥିଲେ । ଏଥିରେ ଅକ୍ଷୟ କୁମାରଙ୍କ ଭୂମିକା ଏବେ ବି ପ୍ରଶଂସକଙ୍କ ମନରୁ ଲିଭି ନାହିଁ । ଏବେ ଏହାର ସୀକ୍ୱେଲର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଶନିବାର ନିର୍ମାତାଙ୍କ ପକ୍ଷରୁ କେସରୀ ଚ୍ୟାପ୍ଟର ୨ର ପ୍ରୋମୋ ରିଲିଜ…

ପୁଣି ବାପା ହେବେ ରଣବୀର! ସଙ୍କେତ ଦେଲେ ଆଲିଆ ଭଟ୍ଟ

ନୂଆଦିଲ୍ଲୀ: ବଲିଉଡର ସବୁଠାରୁ ଚର୍ଚ୍ଚିତ କପଲ୍‌ ରଣବୀର କପୁର ଏବଂ ଆଲିଆ ଭଟ୍ଟ ଝିଅ ରାହାଙ୍କ ସହ ସମୟ ବିତାଉଛନ୍ତି। ନଭେମ୍ବର ୨୦୨୨ ରାହା ଜନ୍ମ ପରଠାରୁ ଉଭୟ ଫିଲ୍ମ ଦୁନିଆରେ ଏତେଟା ସକ୍ରିୟ ରହୁନାହାନ୍ତି। ଏସବୁ ଭିତରେ ରଣବୀର ଏବେ ଦ୍ୱିତୀୟ ସନ୍ତାନର ସମ୍ଭାବନା ବିଷୟରେ ମୁହଁ ଖୋଲିଛନ୍ତି।…

ଫିଲ୍ମ ‘ଛାବା’ ପାଇଁ ଦଙ୍ଗା, କାର୍ଯ୍ୟାନୁଷ୍ଠାନ ଦାବି କରି ଗୃହମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୌଲାନା

ମୁମ୍ବାଇ: ବକ୍ସ ଅଫିସରେ ଧମାଲ କରୁଛି ବିକି କୌଶଲ ଏବଂ ରଶ୍ମିକା ମନ୍ଦାନା ଅଭିନୀତ ଫିଲ୍ମ 'ଛାବା' । ଗୋଟେ ପରେ ଗୋଟେ ରେକର୍ଡ ଭାଙ୍ଗିବାରେ ଲାଗିଛି ଛାବା । ଯେତେ ରେକର୍ଡ ଭାଙ୍ଗୁଛି ଫିଲ୍ମକୁ ନେଇ ବିବାଦ ମଧ୍ୟ ସେତେ ବଢୁଛି । ଫିଲ୍ମ ଛାବାର ପିଛା ଛାଡୁନି ବିବାଦ । ଏବେ ପୁଣି ଫିଲ୍ମକୁ ନେଇ…

ଅକ୍ଷୟ କୁମାରଙ୍କ ଫିଲ୍ମକୁ ବେକାର କହି ଟ୍ରୋଲ ହେଲେ ଜୟା ବଚ୍ଚନ

ମୁମ୍ବାଇ: ଅକ୍ଷୟ କୁମାରଙ୍କ ଫିଲ୍ମକୁ ବେକାର କହି ଟ୍ରୋଲ ହେଲେ ଜୟା ବଚ୍ଚନ। ଏକ କାର୍ଯ୍ୟକ୍ରମରେ ଜୟା ବଚ୍ଚନ ଅକ୍ଷୟ କୁମାରଙ୍କ ଫିଲ୍ମ 'ଟଏଲେଟ୍ ଏକ ପ୍ରେମ କଥା' କୁ ଫ୍ଲପ କହିବା ସହ ଏହାର ମଜାକ ଉଡାଇଥିଲେ। ଏପରିକି ସମାଲୋଚନା କରି କହିଥିଲେ ଯେ ଏପରି ଶୀର୍ଷକ ଥିବା ଫିଲ୍ମକୁ ସେ କେବେବି …

କେବଳ ଏକ ଗୀତ ନା ରହିଛି କିଛି ସତ୍ୟତା….ଛାଡପତ୍ର ବିବାଦ ଭିତରେ ଧନଶ୍ରୀଙ୍କ ନୂଆ ଭିଡିଓ ରିଲିଜ

ମୁମ୍ବାଇ: କ୍ରିକେଟର ୟୁଜଭେନ୍ଦର ଚହଲ ଏବଂ ତାଙ୍କ ପତ୍ନୀଙ୍କର ଅଫିସିଆଲି ବିବାହ ବିଚ୍ଛେଦ ହୋଇସାରିଥିବା ନେଇ ଖବର ପ୍ରକାଶ ପାଇବା ପରେ ପରେ ଏବେ ଅଭିନେତ୍ରୀ ତଥା ଡ୍ୟାନ୍ସର ଧନଶ୍ରୀ ବର୍ମାଙ୍କର ଏକ ନୂଆ ମ୍ୟୁଜିକାଲ ଭିଡିଓ ରିଲିଜ୍ ହୋଇଛି । ଯେଉଁଥିରେ ଏକ ଟକ୍ସିକ୍ ରିଲେସନସିପରେ କିପରି…

୨୫ ସେଲିବ୍ରିଟିଙ୍କ ନାଁରେ ମାମଲା, ଫସିଛନ୍ତି ସାଉଥର ବଡ ବଡ ଷ୍ଟାର

ନୂଆଦିଲ୍ଲୀ: ୨୫ ଜଣ ସେଲିବ୍ରିଟିଙ୍କ ନାଁରେ ମାମଲା ରୁଜୁ କଲା ତେଲେଙ୍ଗାନା ପୋଲିସ୍ । ସାଇବରାବାଦର ମିୟାପୁର ପୋଲିସ ବେଟିଂ ଆପ୍ଲିକେସନକୁ ପ୍ରୋତ୍ସାହିତ କରିବା ଅଭିଯୋଗରେ ଜଣାଶୁଣା ଅଭିନେତା ରାଣା ଡାଗ୍ଗୁବତୀ, ପ୍ରକାଶ ରାଜ, ବିଜୟ ଦେବରକୋଣ୍ଡା, ମାଞ୍ଚୁ ଲକ୍ଷ୍ମୀ ଏବଂ ନିଧି ଅଗ୍ରୱାଲ ସମେତ…

ମୁଁ ୫୦ ବର୍ଷରେ ବିବାହ କଲି, ଆମିର କାହିଁକି ନୁହେଁ: ବିକ୍ରମ ଭଟ୍ଟ

ମୁମ୍ବାଇ: ଆମିର ଖାନଙ୍କ ବୟସ ୬୦ ବର୍ଷ। ଦୁଇ ସ୍ତ୍ରୀଙ୍କୁ ଛାଡପତ୍ର ଦେଇଥିବା ଆମିର ତିନୋଟି ସନ୍ତାନର ପିତା। ବୟସର ଅପରାହ୍ନରେ ସେ ଏବେ ଗୌରୀ ସ୍ପ୍ରେଟଙ୍କୁ ଡେଟ୍ କରୁଛନ୍ତି। ତାଙ୍କ ଜନ୍ମଦିନ ଅବସରରେ ସେ ସମସ୍ତଙ୍କୁ ତାଙ୍କ ପ୍ରେମିକାଙ୍କ ସହ ପରିଚିତ କରାଇଥିଲେ। ଯାହାକୁ ନେଇ ଚର୍ଚ୍ଚା ଜୋର…

କୋରାପୁଟରେ ‘SSMB29’ ସୁଟିଂ ଆରମ୍ଭ, ଫ୍ୟାନଙ୍କୁ ଦେଖି ନମସ୍କାର କଲେ ଦେଶୀ ଗର୍ଲ ପ୍ରିୟଙ୍କା

କୋରାପୁଟ: କୋରାପୁଟରେ ଦେଶୀ ଗର୍ଲ, ଗ୍ଲୋବାଲ ଷ୍ଟାର ପ୍ରିୟଙ୍କା ଚୋପ୍ରା। ବଲିଉଡ, ହଲିଉଡ ଏବଂ ସାଉଥରେ କମାଲ କରିଥିବା ପ୍ରିୟଙ୍କା ଚୋପ୍ରା ପୁଣି ଥରେ ସାଉଥରେ ନିଜ ଜଲୱା ଦେଖାଇବାକୁ ଯାଉଛନ୍ତି। ସେ ରାଜାମୌଲିଙ୍କ ହାଇବଜେଟ୍ ଫିଲ୍ମ ‘SSMB29’ରେ ନଜର ଆସିବାକୁ ଯାଉଛନ୍ତି। ଏହାର ସୁଟିଂ…