Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ପୂର୍ବତନ ପ୍ରେମିକଙ୍କ ସହ ନଜର ଆସିଲେ ସୁସ୍ମିତା, ପ୍ୟାଚଅପ୍ କରିଥିବା ନେଇ ଚର୍ଚ୍ଚା

ମୁମ୍ବାଇ: ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଅଧିକାଂଶ ସମୟ ଚର୍ଚ୍ଚାରେ ରହିଥାନ୍ତି ବଲିଉଡ୍ ଅଭିନେତ୍ରୀ ସୁସ୍ମିତା ସେନ୍ । କେତେବେଳେ ୧୮ ବର୍ଷ ସାନ ପ୍ରେମିକ ତ କେତେବେଳେ ଲଳିତ ମୋଦିଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିିଛନ୍ତି ସେ । ପ୍ରେମିକ ରୋହମନ ଶଲଙ୍କଠାରୁ ହଠାତ ଅଲଗା ହୋଇ…

ରଶ୍ମିକାଙ୍କ ଡ଼ିପ୍‌ଫେକ୍ ଭିଡ଼ିଓ ଦେଖି ଅସନ୍ତୋଷ ପ୍ରକାଶ କଲେ ତାଙ୍କ ପ୍ରେମିକ

ମୁମ୍ବାଇ: ସାଉଥର ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଦାନା କିଛି ଦିନ ହେବ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ନିକଟରେ ରଶ୍ମିକାଙ୍କ ଡିପ୍‌ଫେକ୍ ଭିଡିଓ ସେୟାର କରାଯିବା ନେଇ ସେ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ଏହି ଭିଡ଼ିଓକୁ ଦେଖିବା ପରେ କଳାକାରଙ୍କଠାରୁ ଆରମ୍ଭ କରି ପ୍ରଶଂସକମାନେ ଅସନ୍ତୋଷ…

ରଶ୍ମିକା-କ୍ୟାଟ୍ରିନାଙ୍କ ପରେ ଡିପ୍‌ଫେକ୍‌ର ଶିକାର ହେଲେ ସଚିନଙ୍କ ଝିଅ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଏବଂ କ୍ୟାଟ୍ରିନା କୈଫଙ୍କ ପରେ ଏବେ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଡିପ୍‌ଫେକ୍ ଟେକ୍ନୋଲୋଜିର ଶିକାର ହୋଇଛନ୍ତି । ଏବେ ସାରାଙ୍କ ଏକ ନକଲି ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା…

ରେକର୍ଡ କଲା ରଣବୀରଙ୍କ ଆନିମଲ

ମୁମ୍ବାଇ: ରିଲିଜ ହେବା ପୂର୍ବରୁ ରଣବୀର କାପୁର ଅଭିନୀତ ଆନିମଲ ଫିଲ୍ମ ରେକର୍ଡ କରିଛି । ଭାରତର ପ୍ରଥମ ଫିଲ୍ମ ଭାବେ ଏହା ଆମେରିକାର ୮୮୮ରୁ ଅଧିକ ସ୍କ୍ରିନରେ ରିଲିଜ ହେବ ବୋଲି ସ୍ଥିର ହୋଇଛି । ଏହା ପୂର୍ବରୁ ଶାହାରୁଖ ଖାଁଙ୍କ ଯବାନ ଫିଲ୍ମ ୮୫୦ ସ୍କ୍ରିନରେ ଓ ରଣବୀରଙ୍କ ବ୍ରହ୍ମାସ୍ତ୍ର ୮୧୦…

ଚିରଞ୍ଜୀବୀଙ୍କ ସହ ରୋମାନ୍ସ କରିବେ ଐଶ୍ୱର୍ଯ୍ୟା

ମୁମ୍ବାଇ: ସାଉଥ ସୁପରଷ୍ଟାର ଚିରଞ୍ଜୀବୀଙ୍କ ସହ ରୋମାନ୍ସ କରିବେ ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ । ଆଗକୁ ଆସୁଥିବା ଫିଲ୍ମରେ ଐଶ୍ୱର୍ଯ୍ୟା ଅଭିନେତାଙ୍କ ସହ ସ୍କ୍ରିନ୍ ସେୟାର କରିବେ । ଐଶ୍ୱର୍ଯ୍ୟାଙ୍କୁ ସିଲଭର ସ୍କ୍ରିନରେ ଦେଖିବାକୁ ତାଙ୍କ ପ୍ରଶଂସକମାନେ ବଡ ଉତ୍ସାହର ସହ…

ବାମ ହାତରେ ତୁଳସୀଙ୍କୁ ଜଳ ଅର୍ପଣ କଲେ ଅମିତାଭ, ଟ୍ରୋଲ କଲେ ପ୍ରଶଂସକ

ବମ୍ବେ: ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ । ପ୍ରତିଦିନ ସେ ନିଜର କିଛି ଫଟୋ ନଚେତ ଭିଡିଓ ସେୟାର କରି ପ୍ରଶଂସକଙ୍କ ସହ ଯୋଡ଼ି ହୋଇ ରହିଥାନ୍ତି । ହେଲେ ଏବେ ସେ ନିଜର ଏକ ଫଟୋକୁୁ ନେଇ ପ୍ରଶଂସକମାନେ ତାଙ୍କୁ ଟ୍ରୋଲ କରୁଥିବା ଦେଖିବାକୁ ମିଳିଛି । ନିକଟରେ…

ଗାୟକ ହନୀ ସିଂ ଓ ଶାଲିନୀ ଅଲଗା ହେଲେ

ଚଣ୍ଡୀଗଡ: ଲୋକପ୍ରିୟ ଗାୟକ ହରଦେଶ ସିଂ ଓରଫ ହନୀ ସିଂ ଏବଂ ତାଙ୍କ ପତ୍ନୀ ଶାଲିନୀ ତଲୱାର ବିଧିବଦ୍ଧ ଭାବେ ଅଲଗା ହୋଇଛନ୍ତି । ମଙ୍ଗଳବାର ତିସ ହଜରୀ ସ୍ଥିତ ପାରିବାରିକ ନ୍ୟାୟଳୟର ମୂଖ୍ୟ ବିଚାରପତି ପରମଜିତ ସିଂ ସେମାନଙ୍କ ଛାଡପତ୍ରକୁ ମଂଜୁରୀ ପ୍ରଦାନ କରିଛନ୍ତି । ଏଥିସହ ଅଢ଼େଇ ବର୍ଷ ତଳେ…

ସୋସିଆଲ ନିଶା କବଳରେ ବିଗ୍-ବି; ଜାଣିପାରୁନାହାନ୍ତି କେତେବେଳେ ବିତିଯାଉଛି ୨-୩ ଘଣ୍ଟା

ମୁମ୍ବାଇ: ବଲିଉଡ୍‌ ନାମୀ ଦାମୀ ଏବଂ ବ୍ୟସ୍ତବହୁଳ ଅଭିନେତାମାନଙ୍କ ମଧ୍ୟରୁ ଅମିତାଭ ବଚ୍ଚନ ଅନ୍ୟତମ। ଚଳଚ୍ଚିତ୍ରଠାରୁ ଆରମ୍ଭ କରି ବିଜ୍ଞାପନ ପର୍ଯ୍ୟନ୍ତ ସେ ସମସ୍ତ କାର୍ଯ୍ୟ କରନ୍ତି। ତାଙ୍କୁ ଇଣ୍ଡଷ୍ଟ୍ରିରେ କିଏ ବା ନଜାଣେ। ଛୋଟରୁ ବଡ଼ ଯାଏ ସମସ୍ତେ ତାଙ୍କର ଫ୍ୟାନ୍‌। ଏହା ବ୍ୟତୀତ ସେ କୋନ…

ଡନ ୩ରେ ପ୍ରିୟଙ୍କାଙ୍କ ଏଂଟ୍ରି

ମୁମ୍ବାଇ: ଡନ ଫ୍ରାଂଚାଇଜର ତୃତୀୟ ସଂସ୍କରଣ ପାଇଁ ମେକର୍ସଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏଥର ଶାହାରୁଖ ଖାଁଙ୍କ ବଦଳରେ ରଣବୀର ସିଂ ଡନ ଭୂମିକାରେ ଅବତୀର୍ଣ୍ଣ ହେବେ । ସ୍ପଟବୟ ରିପୋର୍ଟ ଅନୁସାରେ ଡନ ୩ରେ ପ୍ରିୟଙ୍କା ଚୋପ୍ରା ଅଭିନୟ କରିବେ । ୨୦୦୬ ଓ ୨୦୧୧ ସଂସ୍କରଣରେ…

ରଶ୍ମିକାଙ୍କ ପରେ କ୍ୟାଟ୍ରିନାଙ୍କ ଡିପଫେକ୍ ଭିଡିଓ ନେଇ ସୋସିଆଲ ଝଡ଼

ମୁମ୍ବାଇ: ବର୍ତ୍ତମାନ ଚାରିଆଡେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଉପରେ ଚାଲିଛି ଚର୍ଚ୍ଚା। ସମ୍ଭବକୁ ଅସମ୍ଭବ କରିଦେଉଛି ଏଆଇ ଟେକ୍ନୋଲୋଜୀ। ବର୍ତ୍ତମାନ ଲୋକଙ୍କ ବ୍ୟକ୍ତିଗତ ଜୀବନକୁ ପ୍ରଭାବିତ କରିବା ଦିଗରେ ବ୍ୟବହାର ହେବାରେ ଲାଗିଛି ଏହି ଟେକ୍ନୋଲୋଜି। ଯାହାର ଏକ ନେଗେଟିଭ ଇମ୍ପାକ୍ଟ…