Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ବଲିଉଡ୍‌ ଅଭିନେତା ମାଧବ ମୋଘେଙ୍କ ପରଲୋକ

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ମାଧବ ମୋଘେଙ୍କ ପରଲୋକ। ସେ ଅନେକ ବଲିଉଡ୍‌ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଦାମିନୀ, ଘାତକ, ପାର୍ଟନର ଏବଂ ବିନାଶକ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିବା ଅଭିନେତା ମାଧବ ମୋଘେଙ୍କ ରବିବାର ସକାଳେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ…

ଓଜନ ବଢାଇଲେ ଫିଟ୍‌ନେସ୍‌ କିଙ୍ଗ୍‌

ମୁମ୍ବାଇ: ଓଜନ ବଢାଇଲେ ଫିଟ୍‌ନେସ୍‌ କିଙ୍ଗ୍‌ ଅକ୍ଷୟ କୁମାର। ଫିଟନେସ୍ ଏବଂ ସୁସ୍ଥ ଜୀବନଯାପନକୁ ନେଇ ଅକ୍ଷୟ କୁମାର ଅନେକଙ୍କ ପ୍ରେରଣା ହୋଇପାରିଛନ୍ତି। ବର୍ତ୍ତମାନ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ରକ୍ଷା ବନ୍ଧନ  ପାଇଁ ସେ ନିଜ ଓଜନ ବୃଦ୍ଧି କରିଥିବା ଜଣାପଡ଼ିଛି। ଏଥିପାଇଁ ସେ ୫ କେଜି…

ପ୍ରିୟଙ୍କାଙ୍କୁ ଛାଡପତ୍ର ଦେବେ ନିକ୍‌!

ନୂଆଦିଲ୍ଲୀ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ଗାୟକ ନିକ ଜୋନାସଙ୍କ ସହିତ ତାଙ୍କର ବିବାହକୁ ନେଇ ଅଭିନେତା ଚଳଚ୍ଚିତ୍ର ସମାଲୋଚକ ତଥା ସାମାଜିକ ସମୀକ୍ଷକ କମଲ ଆର ଖାନ ପୁଣିଥରେ ବିବାଦ ସୃଷ୍ଟି କରିଛନ୍ତି। କେଆର୍‌କେ ଦାବି କରିଛନ୍ତି ଯେ ଆସନ୍ତା ୧୦ ବର୍ଷ ମଧ୍ୟରେ ପ୍ରିୟଙ୍କା ଏବଂ…

ଚର୍ଚ୍ଚାରେ ଛୋଟି କଙ୍ଗନା !

ମୁମ୍ବାଇ: ବଲିଉଡ କୁଇନ କଙ୍ଗନା ରାନାୱତଙ୍କ ପରି ଅବିକଳ ଦେଖାଯାଉଥିବା ନୁପୁର ପୁରୀ ଏବେ ସୋସିଆଲ ସାଇଟରେ ବେଶ୍ ଚର୍ଚ୍ଚିତ ଚେହେରା ପାଲଟିଛି । ସେ ଛୋଟି କଙ୍ଗନା ନାମରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିସାରିଲେଣି । କଙ୍ଗନାଙ୍କ ପରି ପୋଷାକ ପିନ୍ଧି ସେ ସବୁ ବେଳେ ଆକର୍ଷଣୀୟ ଫଟୋ ସୋସିଆଲ…

ଛୋଟେ ନବାବ୍‌ର କ’ଣ ନାଁ ରଖିଲେ କରୀନା

ନୂଆଦିଲ୍ଲୀ: ବଲିଉଡ୍‌ର ଲୋକପ୍ରିୟ ଦମ୍ପତି କରୀନା କପୁର ଏବଂ ସୈଫ ଅଲି ଖାନ ଫେବୃଆରୀରେ ତାଙ୍କ ଦ୍ବିତୀୟ ପୁତ୍ରକୁ ସ୍ବାଗତ କରିଥିଲେ। ତେବେ ଦମ୍ପତି ତାଙ୍କ ଦ୍ବିତୀୟ ସନ୍ତାର ନାମକରଣ କରିଛନ୍ତି। ଲିଟିଲ୍‌ ବଏ୍‌ ଛୋଟେ ନବାବ୍‌ର ନାଁ ରଖିଛନ୍ତି ଜେହ୍‌। କରୀନା ଏବଂ ସୈଫ୍‌ଙ୍କ ପ୍ରଥମ…

ବାପା ହେଲେ ହରଭଜନ

ନୂଆଦିଲ୍ଲୀ: ପୁଣି ଥରେ ବାପା ହେଲେ ଭାରତୀୟ ବୋଲର ହରଭଜନ ସିଂ। ଭେଟେରାନ ଇଣ୍ଡିଆର ବୋଲର ହରଭଜନ ସିଂଙ୍କ ପତ୍ନୀ ଅଭିନେତ୍ରୀ ଗୀତା ବାସ୍ରା ଶନିବାର ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି। ହରଭଜନ ସିଂ ଟ୍ୱିଟରରେ ଏହି ଖବର ତାଙ୍କ ପ୍ରଶଂସକମାନଙ୍କୁ ଦେଇଛନ୍ତି। ଏହି ଦମ୍ପତିଙ୍କର ଝିଅ ହିନୟା…

ଜୁଲାଇ ୩୦ରେ ରିଲିଜ ହେବ କ୍ରିତି ସାନନଙ୍କ ‘ମିମି’

ନୂଆଦିଲ୍ଲୀ: ଜୁଲାଇ ୩୦ରେ ରିଲିଜ ହେବ ଅଭିନେତ୍ରୀ କ୍ରିତି ସାନନଙ୍କ ଆଗାମୀ ଚଳଚ୍ଚିତ୍ର 'ମିମି'। ପୂର୍ବରୁ ଏହି ଫିଲ୍ମକୁ ନେଇ ଅନେକ ଗୁଜବ ଶୁଣିବାକୁ ମିଳିଥିଲା। ଏଥିରେ କ୍ରିତି ଜଣେ ସରୋଗେଟ୍‌ ମଦର୍‌ ଭୂମିକାରେ ଅଭିନୟ କରିଛନ୍ତି। ଏହାର ନିର୍ଦ୍ଦେଶନା ଦେଇଛନ୍ତି ଲକ୍ଷ୍ମଣ ଉଟେକର। ଆଜି…

‘ବିକ୍ରମ ବେଦ’ର ହିନ୍ଦୀ ରିମେକରେ ଏକାଠି ଆସିବେ ହ୍ରିତିକ ଓ ସୈଫ

ମୁମ୍ବାଇ: ବଲିଉଡ୍‌ ଅଭିନେତା ହ୍ରିତିକ ରୋଶନ ଏବଂ ସୈଫ ଅଲି ଖାନ ସୁପରହିଟ ତାମିଲ ଚଳଚ୍ଚିତ୍ର ବିକ୍ରମ ବେଦର ହିନ୍ଦୀ ରିମେକରେ ଅଭିନୟ କରିବେ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବେ ପୁଷ୍କର-ଗାୟତ୍ରୀ। ମୂଳ ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଆର ମାଧବନ୍ ଏବଂ ବିଜୟ ସେଥୁପାଠୀ ମୁଖ୍ୟ…

ଦି କଶ୍ମୀର ଫାଇଲ୍ସ ଫିଲ୍ମର ଲାଇନ ପ୍ରଡ୍ୟୁସରଙ୍କ ଆତ୍ମହତ୍ୟା !

ମୁମ୍ବାଇ: ଦି କଶ୍ମୀର ଫାଇଲ୍ସର ଲାଇନ ପ୍ରଡ୍ୟୁସର ସରହାନା ଆତ୍ମହତ୍ୟା ଖବର ହସ୍ତଗତ ହୋଇଛି । ବରିଷ୍ଠ ଅଭିନେତା ଅନୁପମ ଖେର ଏହି ଖବର ପାଇ ଆଶ୍ଚର୍ଯ୍ୟଚକିତ ହେବା ସହ ଭାଙ୍ଗି ପଡିଛନ୍ତି । ସେ ସରହାନାଙ୍କ ଫଟୋ, ଭିଡିଓ ଏବଂ ମୃତ୍ୟୁର ମେସେଜ ସୋସିଆଲ ସାଇଟରେ ଶେୟାର କରିଛନ୍ତି । ବିବେକ…

ବଦଳିଲା ସଲ୍‌ମାନଙ୍କ ହିଟ୍‌ ସୋ’ ବିଗ୍‌ ବସ୍‌’ର ନାଁ

ମୁମ୍ବାଇ: ଖୁବ୍‌ ଶୀଘ୍ର କଲର୍ସରେ ପ୍ରସାରିତ ଲୋକପ୍ରିୟ ରିଅଲିଟି ସୋ "ବିଗ୍ ବସ୍ ସିଜିନ ୧୫" OTT ପ୍ଲାଟ୍‌ଫର୍ମରେ ରିଲିଜ ହେବ। ରିଲିଜ ହେବା ପରେ ପ୍ରଥମ ଛଅ ସପ୍ତାହ ଓଟିଟି ପ୍ଲାଟ୍‌ଫର୍ମରେ ଷ୍ଟ୍ରିମ୍‌ ହେବ। ଏହାପରେ ଏହାକୁ ଟେଲିଭିଜନରେ ଦେଖିବାକୁ ମିଳିବ। ତେବେ ଏହି ନୂଆ ସିଜିନକୁ "ବିଗ୍…