Latest Odisha News

BREAKING NEWS

ଫରେନ୍‌ସିକ୍‌ରେ ଏକାଠି ନଜର ଆସିବେ ବିକ୍ରାନ୍ତ ଓ ରାଧିକା 

ନୂଆଦିଲ୍ଲୀ: ଫିଲ୍ମ ଫରେନସିକ୍‌ର ନିର୍ମାତା ଆଜି ସେମାନଙ୍କର ଚଳଚ୍ଚିତ୍ରର ପ୍ରଥମ ପୋଷ୍ଟର ସେୟାର କରିଛନ୍ତି। ବିଶାଲ ଫୁରିଆଙ୍କ ନିର୍ଦ୍ଦେଶିତ ତଥା ମାନସୀ ବାଗଲାଙ୍କ ଦ୍ୱାରା ନିର୍ମିତ ଫରେନ୍‌ସିକ୍‌ର ମାଲାୟାଲମ୍‌ର ହିନ୍ଦୀ ରିମେକ୍‌ରେ ଏକାଠି ନଜର ଆସିବେ ବଲିଉଡ୍‌ କଳାକାର ବିକ୍ରାନ୍ତ ମାସେ ଏବଂ ରାଧିକା ଆପ୍‌ତେ।

ଏମାନେ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ଫିଲ୍ମର ସୁଟିଂ ଖୁବ୍‌ ଶୀଘ୍ର ଆରମ୍ଭ ବୋଲି ନିର୍ମାତା ସୂଚାଇ ଦେଇଛନ୍ତି।

Leave A Reply

Your email address will not be published.