Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ସନମ୍ ତେରୀ କସମ୍; ବକ୍ସ ଅଫିସରେ ଫ୍ଲପ୍ ଫିଲ୍ମ ଏବେ କରୁଛି ଧମାଲ୍…

ନୂଆଦିଲ୍ଲୀ: ବଲିଉଡରେ ଫିଲ୍ମଗୁଡ଼ିକୁ ରି-ରିଲିଜ କରିବାର ଧାରା ଜାରି ରହିଛି। ଏହି ଧାରାରେ ଥିବା ଲାଟେଷ୍ଟ ଫିଲ୍ମ ହେଉଛି 'ସନମ୍ ତେରୀ କସମ୍'। ୨୦୧୬ରେ ମୁକ୍ତିଲାଭ ସମୟରେ ବକ୍ସ ଅଫିସରେ ଏହା ଭଲ ପ୍ରଦର୍ଶନ କରିପାରିନଥିଲା। ଫିଲ୍ମର କାହାଣୀ ଦର୍ଶକଙ୍କୁ ଛୁଇଁ ଥିଲେ ମଧ୍ଯ ଭଲ କଲେକ୍ସନ…

ଉତ୍ତମ ମହାନ୍ତିଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ଵର: ସୁଧୁରୁଛି ଓଲିଉଡ ସୁପରଷ୍ଟାର ଉତ୍ତମ ମହାନ୍ତିଙ୍କ ସ୍ବାସ୍ଥ୍ୟବସ୍ଥା । ଅନେକ କଳାକାରଙ୍କ ସମେତ ରାଜନେତା ମାନେ ମଧ୍ୟ ଉତ୍ତମଙ୍କୁ ଭେଟିବାକୁ ହସ୍ପିଟାଲରେ ପହଞ୍ଚିଛନ୍ତି । ଏଥିସହ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛନ୍ତି । ଏହରି ଭିତରେ ବର୍ଷିୟାନ ଅଭିନେତା ଉତ୍ତମ ମହାନ୍ତିଙ୍କୁ…

ବିବାଦ ପରେ ଆକ୍ସନ ନେଲା ୟୁଟ୍ୟୁବ୍: ଡିଲିଟ୍ କଲା ରଣବୀରଙ୍କ ଭିଡିଓ

ମୁମ୍ବାଇ:  ‘ଇଣ୍ଡିଆ ହାଜ୍ ଲାଟେଣ୍ଟ’ ଶୋ’ରେ ବାପା ମାଙ୍କ ସଂପର୍କରେ ଅରୁଚିକର ମନ୍ତବ୍ୟ ଦେଇ ଏବେ ଅଡୁଆରେ ପଡିଛନ୍ତି ନାମୀଦାମୀ ୟୁଟ୍ୟୁବର ରଣବୀର ଆହ୍ଲାବାଦିଆ । ରଣବୀରଙ୍କ ବୟାନ ଏବେ ସୋସିଆଲ ମିଡିଆର ଉଷ୍ମତା ବଢାଇଥିବା ବେଳେ ଚାରିଆଡୁ ତାଙ୍କୁ ଟ୍ରୋଲ ମଧ୍ୟ କରାଯାଇଛି । ଏମିତିକି…

ଆଡଭାନ୍ସ ବୁକିଂରେ ରେକର୍ଡ ଭାଙ୍ଗୁଛି ‘ଛାବା’

ମୁମ୍ବାଇ: ଆସନ୍ତା ୧୪ ଫେବୃଆରୀରେ ରିଲିଜ୍ ହେବାକୁ ଯାଉଛି ଭିକି କୌଶଳ ଏବଂ ରଶ୍ମିକା ମନ୍ଦନାଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ଛାବା'। କିନ୍ତୁ ରିଲିଜ୍ ପୂର୍ବରୁ ବକ୍ସ ଅଫିସରେ ଏବେଠୁ ଧମାଲ କଲାଣି ଛାବା । ଆଡଭାନ୍ସ ବୁକିଂରେ ରେକର୍ଡ ଭାଙ୍ଗିବାରେ ଲାଗିଛି ଫିଲ୍ମଟି । ବର୍ତ୍ତମାନ ସୁଦ୍ଧା…

ଫସିଲେ ରଣବୀର ଆହ୍ଲାବାଦିଆ: ମାମଲା ରୁଜୁ..ସେଟରେ ପହଞ୍ଚିଲା ପୋଲିସ୍

ମୁମ୍ବାଇ: ବିବାଦରେ ଫସିଲେ ଫେମସ୍ ୟୁଟ୍ୟୁବର ରଣବୀର ଆହ୍ଲାବାଦିଆ । କମେଡିଆନ ସମୟ ରାଇନାଙ୍କ ହିଟ୍ ଷ୍ଟାଣ୍ଡ ଅପ୍- କମେଡି ଶୋ ‘ଇଣ୍ଡିଆଜ ଗଟ୍ ଲାଟେଣ୍ଟ୍’ ରେ ରଣବୀର ଜଜ୍ ହୋଇଥିବା ବେଳେ ସେଠାରେ କିଛି ଆପତ୍ତିଜନକ ଟିପ୍ପଣୀ ପାଇଁ ଏବେ ଖୁବ୍ ଟ୍ରୋଲ ହୋଇଛନ୍ତି ରଣବୀର । ଏମିତିକି ତାଙ୍କ…

ଆକ୍ରମଣ ଦିନର ଘଟଣା ସମ୍ପର୍କରେ ବଖାଣିଲେ ସୈଫ୍… 

ମୁମ୍ବାଇ: ବଲିଉଡ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ ହେବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲ। ଦୀର୍ଘ ଦିନ ପରେ ସୈଫ୍ ନିଜେ ଜାନୁଆରୀ ୧୬ ତାରିଖରେ ମୁମ୍ବାଇସ୍ଥିତ ଘରେ ଘଟିଥିବା ସେହି ଭୟଙ୍କର ଦୃଶ୍ୟ ସମ୍ପର୍କରେ ବଖାଣିଛନ୍ତି। ଅଭିନେତା ଜଣକ କହିଛନ୍ତି ଯେ ଆକ୍ରମଣକାରୀମାନେ…

ପ୍ରସିଦ୍ଧ ସଙ୍ଗୀତଜ୍ଞ ପ୍ରୀତମ ଚକ୍ରବର୍ତ୍ତୀଙ୍କ ଅଫିସରୁ ୪୦ ଲକ୍ଷ ଟଙ୍କା ଚୋରି

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ସଙ୍ଗୀତଜ୍ଞ ପ୍ରୀତମ ଚକ୍ରବର୍ତ୍ତୀଙ୍କ ଅଫିସରୁ ୪୦ ଲକ୍ଷ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି । ଏନେଇ ସେ ପୋଲିସରେ ଅଭିଯୋଗ କରିବାପରେ ଚୋରକୁ ଧରିବାକୁ ତଦନ୍ତ ଜାରି ରଖିଛି ପୋଲିସ । ପୋଲିସର ସୂଚନା ଅନୁଯାୟୀ, ଫେବୃଆରୀ ୪ ତାରିଖରେ ପ୍ରୀତମଙ୍କ…

ଯିବାର ସମୟ ହୋଇଗଲା; ଅମିତାଭଙ୍କ ପୋଷ୍ଟ ଦେଖି ଚିନ୍ତାରେ ଫ୍ୟାନ୍ସ… 

ମୁମ୍ବାଇ: ବିଗ ବି ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ। ନିକଟରେ ସେ 'ଏକ୍ସ' ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଥିଲେ। ଯାହାକୁ ନେଇ ଚିନ୍ତାରେ ଫ୍ୟାନ୍ସ। ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେ ଲେଖିଥିଲେ, 'ଯିବାର ସମୟ ଆସିଗଲା...'। ଯାହାପରେ ପ୍ରଶଂସକମାନେ ଏହି କ୍ରିପ୍ଟିକ୍…

ମୋଟିଭେସନାଲ ଟକକୁ ବକବାସ୍ କହିଲେ ସଲମାନ… 

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନ ପୁତୁରା ଅରହାନ ଖାନଙ୍କ ସହ ଏକ ପଡକାଷ୍ଟରେ ନଜର ଆସିଛନ୍ତି। ଏଠାରେ ସେ ନିଜ ଜୀବନର ଅଭିଜ୍ଞତା ବାଣ୍ଟିଥିଲେ। ଏହି ପଡକାଷ୍ଟରେ କଥାବାର୍ତ୍ତା ସମୟରେ ସଲମାନ ଖାନ 'ମୋଟିଭେସନାଲ ଟକ'କୁ ବକବାସ୍ ବୋଲି କହିଥିଲେ। ସେ କହିଥିଲେ ଯେ ଯଦି ତୁମେ ପ୍ରକୃତରେ…