Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ରିଲିଜ ହେଲା ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଏମର୍ଜେନ୍ସି’ର ଦ୍ୱିତୀୟ ଟ୍ରେଲର

ମୁମ୍ବାଇ: କଙ୍ଗନା ରଣାୱତଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଏମର୍ଜେନ୍ସି’ ର ଦ୍ୱିତୀୟ ଟ୍ରେଲର ମୁକ୍ତିଲାଭ କରିଛି। ୧ ମିନିଟ୍ ୫୦ ସେକେଣ୍ଡ ଟ୍ରେଲରରେ ଅନେକ ପରିବର୍ତ୍ତନ ଦୃଶ୍ୟମାନ ହେଉଛି। ପୂର୍ବ ଟ୍ରେଲର ତୁଳନାରେ ଅନେକ ଦୃଶ୍ୟ ଅପସାରିତ ହୋଇଛି। ନୂତନ ଟ୍ରେଲରରେ ଆପଣ ‘ଏମର୍ଜେନ୍ସି’…

ରାଘବ ତିୱାରୀ କିଏ? ବିଚ୍‌ ରାସ୍ତାରେ ଅଭିନେତାଙ୍କୁ ଛୁରାମାଡ଼

ମୁମ୍ଵାଇ: ଅଭିନେତା ରାଘବ ତିୱାରୀ ଅନେକ ବଲିଉଡ ଚଳଚ୍ଚିତ୍ରରେ କାମ କରିଛନ୍ତି। ତାବେ ତାଙ୍କୁ ବିଚ୍‌ ରାସ୍ତାରେ ତୀକ୍ଷ୍ଣ ଅସ୍ତ୍ରରେ ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ଅଭିନେତା ରାଘବ ତିୱାରୀ ଆହତ ହୋଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୁମ୍ବାଇର ଭର୍ସୋଭା ଥାନାରେ ଏନେଇ…

ରିଲିଜ ହେଲା ଫିଲ୍ମ ‘ସ୍କାଏ ଫୋର୍ସ’ର ଟ୍ରେଲର, ଆକ୍ସନ-ପ୍ୟାକ୍ ଦେଖି ଫ୍ୟାନ୍ସ ହେଲେ ଦିୱାନା

ମୁମ୍ବାଇ: ୨୦୨୪ ମସିହାରେ କିଛି ଫ୍ଲପ୍ ଫିଲ୍ମ ପରେ ଅକ୍ଷୟ କୁମାର ନୂଆ ବର୍ଷରେ କିଛି ନୂଆ ଆରମ୍ଭ କରିବାକୁ ପ୍ରସ୍ତୁତ ଅଛନ୍ତି। ତାଙ୍କର ଫିଲ୍ମ 'ସ୍କାଏ ଫୋର୍ସ' ଜାନୁଆରୀରେ ରିଲିଜ ହେବାକୁ ଯାଉଛି। ନିକଟରେ ନିର୍ମାତାମାନେ ଫିଲ୍ମର ଟ୍ରେଲର ରିଲିଜ କରିଛନ୍ତି। ଏହି ଚଳଚ୍ଚିତ୍ରଟି ପାକିସ୍ତାନ…

ପ୍ରତି ରବିବାର ଅଦାଲତରେ ହାଜର ହେବେ ଅଲ୍ଲୁ ଅର୍ଜୁନ୍‌, କୋର୍ଟରୁ ନିର୍ଦ୍ଦେଶ

ହାଇଦ୍ରାବାଦ: ଆଗକୁ ବଢିବ କି ଅଲ୍ଲୁ ଅର୍ଜୁନଙ୍କ ଟେନସନ। କାରଣ କୋର୍ଟ ତାଙ୍କୁ ପ୍ରତି ରବିବାର ଥାନାରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ କୋର୍ଟ ଅଲୁ ଅର୍ଜୁନଙ୍କୁ ତାଙ୍କ ଆବାସିକ ଠିକଣା ପରିବର୍ତ୍ତନ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯାହାକୁ ନେଇ ଏବେ ଅଡୁଆରେ ସାଉଥ୍…

କଣ୍ଠଶିଳ୍ପୀ ଅଭିଜିତ୍ ଭଟ୍ଟାଚାର୍ଯ୍ୟଙ୍କୁ ଲିଗାଲ୍ ନୋଟିସ୍, ଲିଖିତ କ୍ଷମା ମାଗିବାକୁ ଦାବି

ପୁନେ: ପ୍ରସିଦ୍ଧ କଣ୍ଠଶିଳ୍ପୀ ଅଭିଜିତ୍ ଭଟ୍ଟାଚାର୍ଯ୍ୟ ବିବାଦୀୟ ବୟାନ ଯୋଗୁଁ ଅଡୁଆ ପଡିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ସେ ମହାତ୍ମା ଗାନ୍ଧୀଙ୍କୁ 'ପାକିସ୍ତାନର ଜାତିର ପିତା' ବୋଲି କହିଥିଲେ। ଏହି କାରଣରୁ ତାଙ୍କୁ ଏକ ଆଇନଗତ ନୋଟିସ ମିଳିଛି। ଅଭିଜିତ୍ କହିଥିଲେ ଯେ ମହାତ୍ମା ଗାନ୍ଧୀ…

ଆଗାମୀ ଜନ୍ମରେ ଗୋବିନ୍ଦା ଭଳି ସ୍ବାମୀ ଚାହୁଁନି: ପତ୍ନୀ ସୁନୀତା

ମୁମ୍ବାଇ: ଆଗାମୀ ଜନ୍ମରେ ଗୋବିନ୍ଦା ଭଳି ସ୍ବାମୀ ଚାହୁଁନି। ଗୋବିନ୍ଦାଙ୍କ ପତ୍ନୀ ସୁନୀତା ଅହୁଜା ନିକଟରେ ଏକ ଇଣ୍ଟରଭିଉରେ ଏଭଳି ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ଯେତେବେଳେ ଗୋବିନ୍ଦାଙ୍କ ଜୀବନରେ ଆସିଥିଲେ ସେ ଜଣେ ଟମ୍ ବଏ ଥିଲେ କିନ୍ତୁ ବିବାହ ପରେ ସେ ନିଜକୁ  ପରିବର୍ତ୍ତନ…

ସନ୍ଧ୍ୟା ଥିଏଟର ଦଳାଚକଟା ମାମଲା; ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ନିୟମିତ ବେଲ

ହାଇଦ୍ରାବାଦ: ହାଇଦ୍ରାବାଦ ସନ୍ଧ୍ୟା ଥିଏଟର ଦଳଚକଟା ମାମଲାରେ ତେଲୁଗୁ ସୁପୁରଷ୍ଟାର ଅଲ୍ଲୁ ଅର୍ଜନଙ୍କୁ ମିଳିଲା ବଡ଼ ଆଶ୍ବସ୍ତି । ଏହି ଦଳାଚକଟାରେ ଜଣେ ୩୫ ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଥିଲା ଏବଂ ତାଙ୍କ ପୁଅ ଗୁରୁତର ହୋଇଥିଲେ । ଏହି ଘଟଣାରେ ହାଇଦ୍ରାବାଦ ସ୍ଥିତ ନାମପଲ୍ଲୀ କୋର୍ଟ ଆଜି…

ମୁକ୍ତିଲାଭ କଲା ବର୍ଷା ପ୍ରିୟଦର୍ଶିନୀଙ୍କ ନୂଆ ଚଳଚ୍ଚିତ୍ର ‘ୱାଇଫ’

ଭୁବନେଶ୍ବର: ଆଜି ରିଲିଜ ହେଲା ବର୍ଷା ପ୍ରିୟଦର୍ଶିନୀଙ୍କ ନୂଆ ଚଳଚ୍ଚିତ୍ର ‘ୱାଇଫ’। ରାଜ୍ୟର ୧୦ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି ‘ୱାଇଫ’। ୱାଇଫ୍ ର ପ୍ରିମିଅର ଶୋ' କଟକ ସ୍ଥିତ ସଙ୍ଗମ ସିନେମା ହଲ୍ ରେ ହୋଇଛି । ପ୍ରିମିଅର ଶୋ' ରେ ଅଭିନେତ୍ରୀ, କ୍ରିଏଟିଭ ହେଡ଼ ବର୍ଷା…

ଜାନୁଆରୀ ୧୨ରେ ମୁକ୍ତିଲାଭ କରିବ ‘ରଙ୍ଗଶୁର’

ଭୁବନେଶ୍ବର: ଜାନୁଆରୀ ୧୨ ତାରିଖରେ ମୁକ୍ତିଲାଭ କରିବ ଓଡିଆ ଚଳଚ୍ଚିତ୍ର ‘ରଙ୍ଗଶୁର’ । ରାଜ୍ୟର ପାରମ୍ପରିକ ଲୋକନୃତ୍ୟ ‘ବାଘନାଚ’ ଏବଂ ନାରୀ ସଶକ୍ତୀକରଣ ଉପରେ ଆଧାରିତ ହୋଇଛି ଏହି ଚଳଚ୍ଚିତ୍ର । ପ୍ରକାଶ ଫିଲ୍ମସ୍ ଏବଂ ମୁନ୍ ଟିଭି ମୁଭିଜ୍‌ ପ୍ରଯୋଜନାରେ ନିର୍ମିତ ହୋଇଛି ଏହି ଚଳଚ୍ଚିତ୍ରଟି ।…

ସାମ୍ନାକୁ ଆସିଲା ରିଲିଜ ତାରିଖ, ଏହି ଦିନ ମୁକ୍ତିଲାଭ କରିବ ‘ସ୍ତ୍ରୀ ୩’

ମୁମ୍ବାଇ: ଗତ ବର୍ଷର ସବୁଠୁ ବଡ଼ ବ୍ଲକ୍‌ବଷ୍ଟର ଫିଲ୍ମ ‘ସ୍ତ୍ରୀ-୨’ ବକ୍ସ ଅଫିସ୍‌ରେ ପ୍ରାୟ ୬୦୦ କୋଟି ବ୍ୟବସାୟ କରିଥିଲା । ଦର୍ଶକମାନେ ଫିଲ୍ମକୁ ଢେର ଭଲପାଇବା ମଧ୍ୟ ଦେଇଥିଲେ । ତେବେ, ନିର୍ମାତା ଫିଲ୍ମର ଶେଷ ସିନ୍‌କୁ ଝୁଲାଇ ରଖିଥିବାରୁ ଏହାର ପରବର୍ତ୍ତୀ ସଂସ୍କରଣ ଆସିପାରେ ବୋଲି ଦର୍ଶକ…