Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଘୋଷଣା ହେଲା ଓଡିଆ ଫିଲ୍ମ ‘ଚକ୍ରାନ୍ତ’ର ଟାଇଟଲ

ଭୁବନେଶ୍ବର: ଲକ୍ଷେଶ୍ୱର ପ୍ରଡକ୍ସନ ବ୍ୟାନରରେ ପ୍ରସ୍ତୁତ ଓଡିଆ ଫିଲ୍ମ 'ଚକ୍ରାନ୍ତ' ର ଘୋଷଣା ହେଲା ଟାଇଟଲ । ଫିଲ୍ମ ଟିର ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦାୟିତ୍ୱରେ ପିନୁ ନାୟକ ଅଛନ୍ତି । ସୌରଭ ପାଢ଼ୀଙ୍କ ପ୍ରଯୋଜିତ ଫିଲ୍ମର କାହାଣୀ ରଚନା କରିଛନ୍ତି ଦିଶା ପାଢ଼ୀ ଓ ସଂଳାପ ରଚନା କରିଛନ୍ତି…

ସୁସ୍ଥ ହେଇ ଫେରିଲେ ରେହମାନ୍: ସ୍ତ୍ରୀ କହିଲେ, ‘ ଆମେ ଅଲଗା ହେଇନୁ’

ଚେନ୍ନାଇ: ଓସ୍କାର ବିଜେତା ସଙ୍ଗୀତଜ୍ଞ ତଥା କଣ୍ଠଶିଳ୍ପୀ ଏଆର ରେହମାନଙ୍କ ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ଭଲ ରହିଛି। ସେ ମେଡିକାଲରୁ ଡିସଚାର୍ଜ ହୋଇ ଘରକୁ ଫେରିଥିବା ନେଇ ସୂଚନା ଦେଇଛନ୍ତି ତାଙ୍କ ପୁଅ। ଆଜି ସକାଳେ ତାଙ୍କର ଛାତି ଯନ୍ତ୍ରଣା ହେବାରୁ, ତାଙ୍କୁ ଚେନ୍ନାଇର ଏକ ଘରୋଇ…

ପୁଷ୍ପା ୩ କେବେ ରିଲିଜ ହେବ କହିଲେ ରବିଶଙ୍କର

ଚେନ୍ନାଇ: ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ପୁଷ୍ପା ୨ ଦି ରୁଲ ଭାରତ ସମେତ ବିଦେଶରେ ସୁପରହିଟ ସାବ୍ୟସ୍ତ ହୋଇଛି । ଏହା ୨୦୨୧ରେ ରିଲିଜ ହୋଇଥିବା ପୁଷ୍ପା: ଦି ରାଇଜର ସୀକ୍ୱେଲ ଥିଲା । ଏବେ ଦର୍ଶକ ଏହାର ତୃତୀୟ ଭାଗକୁ ବ୍ୟଗ୍ରତା ସହକାରେ ଅପେକ୍ଷା କରିଛନ୍ତି । ରବିନହୁଡ ଫିଲ୍ମର…

ଅସୁସ୍ଥ ଏଆର ରେହମାନ୍: ଚେନ୍ନାଇ ହସ୍ପିଟାଲରେ ଭର୍ତ୍ତି 

ଚେନ୍ନାଇ: ବିଗିଡ଼ିଲା ଏଆର ରେହମାନଙ୍କ ସ୍ବାସ୍ଥ୍ୟ: ହସ୍ପିଟାଲରେ ହେଲେ ଭର୍ତ୍ତି। ଓସ୍କାର ବିଜେତା ସଙ୍ଗୀତଜ୍ଞ ତଥା କଣ୍ଠଶିଳ୍ପୀ ଏଆର ରେହମାନଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର…

ଅମୀରଙ୍କ ସହ ୪ର୍ଥ ଫିଲ୍ମ ଏକତ୍ର କରି ପାରନ୍ତି ମନସୁର

ମୁମ୍ବାଇ: ବଲିଉଡର ଅଭିଜ୍ଞ ଓ ଲୋକପ୍ରିୟ କଳାକାର ଅମୀର ଖାଁ ଏବେ ପୂନର୍ବାର ବିଭିନ୍ନ କାରଣ ନେଇ ଚର୍ଚ୍ଚାରେ ରହିଛନ୍ତି । ଅମୀର ତାଙ୍କ ପ୍ରିୟ ନିର୍ଦ୍ଦେଶକ ମନସୁର ଖାଁଙ୍କ ୪ର୍ଥ ଫିଲ୍ମ କରିବାକୁ ଯାଉଛନ୍ତି । ପୂର୍ବରୁ ଉଭୟ କୟାମତ ସେ କୟାମତ ତକ, ଜୋ ଜିତା ୱହି ସିକନ୍ଦର ଓ ଅକେଲ ହମ ଅକେଲ…

ପୂନର୍ବାର ଅଡୁଆରେ ହ୍ରିତିକଙ୍କ କ୍ରିଶ ୪

ମୁମ୍ବାଇ: ହ୍ରିତିକ ରୋଶନଙ୍କ ବହୁ ଚର୍ଚ୍ଚିତ କ୍ରିଶ ୪ ଫିଲ୍ମ ପୂନର୍ବାର ଅଡୁଆରେ ପଡିଛି । ରିପୋର୍ଟ ଅନୁସାରେ ଫିଲ୍ମକୁ ସମ୍ପୂର୍ଣ୍ଣ କରିବା ପାଇଁ ୭୦୦ କୋଟି ବଜେଟର ଆବଶ୍ୟକତା ରହିଛି । ଏତେ ମାତ୍ରାରେ ଅର୍ଥ ବାଜିରେ ଲଗାଇବାକୁ କେହି ରାଜି ହେଉ ନାହାନ୍ତି । କ୍ରିଶ ୩ ରିଲିଜ ହେବାର ୧୦…

ଦେଶର ଏହି ସମସ୍ତ ସ୍ଥାନର ହୋଲି ନିଆରା, ବଲିଉଡ ଫିଲ୍ମରେ ବି ଦେଖିବାକୁ ମିଳେ ଏହାର ଝଲକ୍

ନୂଆଦିଲ୍ଲୀ: ଆଜି ରଙ୍ଗର ପର୍ବ ହୋଲି । ଧୂମଧଡକାରେ ଉଠୁଛି ପଡୁଛି ସାରା ଦେଶ । ରାଜ୍ଯରେ ମଧ୍ଯ ଲାଗି ଉତ୍ସବର ମାହୋଲ ରହିଛି । ତେବେ ସାରା ଦେଶରେ ହୋଲିର ମାହୋଲ ଥିବା ବେଳେ ଆମେ ଆପଣଙ୍କୁ କିଛି ଏପରି ସ୍ଥାନ ବିଷୟରେ କହିବାକୁ ଯାଉଛି ଯେଉଁଠି ହୋଲି ବେଶ୍ ଧୁମାଧାମରେ ପାଳନ କରାଯାଏ । ଦେଶର…

ରବିନହୁଡ୍ ଫିଲ୍ମ; ଆସିଲା ଡେଭିଡ୍ ୱାର୍ଣ୍ଣରଙ୍କ ଫାଷ୍ଟ ଲୁକ୍

ଚେନ୍ନାଇ: ପୂର୍ବତନ ଅଷ୍ଟ୍ରେଲିୟ କ୍ରିକେଟର ଡେଭିଡ୍ ୱାର୍ଣ୍ଣରଙ୍କର ଭାରତୀୟ ଗୀତ ପ୍ରତି ବିଶେଷ ଆଗ୍ରହ ରହିଛି। ସେ ପ୍ରାୟତଃ ସୋସିଆଲ ମିଡିଆରେ ଭାରତୀୟ ଗୀତର ରିଲ୍ସ ତିଆରି କରି ସେୟାର କରିଥାନ୍ତି। ରିଲ୍ସ ମାଧ୍ୟମରେ ଲୋକଙ୍କ ମନୋରଞ୍ଜନ କରୁଥିବା ୱାର୍ଣ୍ଣର ଏବେ ବଡ଼ ପରଦାରେ ନଜର…

ବ୍ରେକଅପ୍ ଗୁଜବ ମଧ୍ୟରେ ଏକାଠି ନଜର ଆସିଲେ ତମନ୍ନା- ବିଜୟ 

ମୁମ୍ବାଇ: ବ୍ରେକଅପ୍ ଗୁଜବ ମଧ୍ୟରେ ହୋଲି ସେଲିବ୍ରେସନରେ ଏକାଠି ନଜର ଆସିଲେ ତମନ୍ନା- ବିଜୟ। ଏହି କିଛି ଦିନ ହେବ ବିଜୟ ବର୍ମା ଏବଂ ତମନ୍ନା ଭାଟିଆଙ୍କ ବ୍ରେକଅପ୍ ଗୁଜବ ସାମ୍ନାକୁ ଆସୁଥିବା ବେଳେ ହୋଲି ପାଳନ କରିବାକୁ ମୁମ୍ବାଇର ରବିନା ଟଣ୍ଡନଙ୍କ ଘରେ ପହଞ୍ଚିଥିବାର ନଜର ଆସିଛନ୍ତି ଏହି…

ସୁନା ଚୋରା ଚାଲାଣ ମାମଲାରେ ଜାମିନ ଆବେଦନକୁ ଖାରଜ କଲେ କୋର୍ଟ, ଜେଲରେ ରହିବେ ରାନ୍ୟା ରାଓ

ନୂଆଦିଲ୍ଲୀ: ସୁନା ଚୋରା ଚାଲାଣ ମାମଲାରେ କନ୍ନଡ ଅଭିନେତ୍ରୀ ରାନ୍ୟା ରାଓଙ୍କୁ ଯିବାକୁ ପଡିବ ଜେଲ। ଶୁକ୍ରବାର (ମାର୍ଚ୍ଚ ୧୪, ୨୦୨୫) ଦିନ, ଅର୍ଥନୈତିକ ଅପରାଧ ଅଦାଲତ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ। ୩୪ ବର୍ଷୀୟ ରାନ୍ୟା ରାଓଙ୍କୁ ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ…