Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଅଲ୍ଲୁଙ୍କ ଆରେଷ୍ଟ ଫଛରେ ଥିଲା କି ରାଜନୈତିକ ଚାଲ୍?: ପୋଲିସର ପକ୍ଷ ନେଲେ ମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦ୍: କାଲିଠୁ ଦେଶରେ ଭାଳେଣି ପଡିଛି । ତାହା ହେଲା ସାଉଥ୍ ସୁପରଷ୍ଟାର ତଥା ଦେଶର ଲୋକପ୍ରିୟ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ଗିରଫଦାରୀ । ତେଲେଙ୍ଗାନା ହାଇକୋର୍ଟର ଅନ୍ତରୀଣ ଜାମିନ୍ ପ୍ରଦାନ ପରେ ବି ରାତି ତମାମ ଜେଲରେ କାଟିଥିଲେ ଅଲ୍ଲୁ । ଆଜି ସକାଳୁ ସକାଳୁ ସେ ଜେଲରୁ ବାହାରି…

ଦୁର୍ଭାଗ୍ୟବଶତଃ ଏପରି ଘଟଣା ହୋଇଛି, ଏଥିପାଇଁ କ୍ଷମା ମାଗୁଛୁ: ଅଲ୍ଲୁ

ହାଇଦ୍ରାବାଦ: ଗତକାଲି ହାଇକୋର୍ଟରୁ ଜାମିନ ପାଇବା ପରେ ମଧ୍ୟ ସାରା ରାତି ଜେଲରେ ରହିବା ପରେ ଆଜି ସକାଳୁ ଜେଲରୁ ଫେରିଛନ୍ତି ପୁଷ୍ପା ଷ୍ଟାର୍ ଅଲ୍ଲୁ ଅର୍ଜୁନ । ଅଲ୍ଲୁ ଜେଲରୁ ବାହାରିବା ପରେ ପ୍ରଶଂସକମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ସକାଳୁ ଅଲ୍ଲୁ ଅର୍ଜୁନ ଜେଲରୁ ବାହାରି ତାଙ୍କ…

ରାଜ କପୁରଙ୍କ ୧୦୦ତମ ଜୟନ୍ତୀ: ବ୍ଲାକ ଆଉଟଫିଟରେ ନଜର ଆସିଲେ ତାରକା

ମୁମ୍ବାଇ: ଭାରତୀୟ ସିନେମା ଜଗତର ’ଗ୍ରେଟ ସୋ ମ୍ୟାନ’ ରାଜ କପୁରଙ୍କ ୧୦୦ତମ ଜୟନ୍ତୀ ଅବସରରେ ଗତକାଲି ମୁମ୍ବାଇରେ ଏକ ଉତ୍ସବର ଆୟୋଜନ କରାଯାଇଥିଲା । ଏହି ଉତ୍ସବରେ ଏକାଠି ନଜର ଆସିଥିଲା ପୁରା କପୁର ଫ୍ୟାମିଲି । ଏଥିସହ ଅନେକ ବଲିଉଡ ତାରକା ମଧ୍ୟ ଏହି ଇଭେଣ୍ଟରେ ଯୋଗ ଦେଇଥିଲେ । ବହୁତ…

ସକାଳୁ ସକାଳୁ ଜେଲରୁ ବାହାରିଲେ ପୁଷ୍ପା ରାଜ୍

ହାଇଦ୍ରାବାଦ: ଜେଲରୁ ବାହାରିଲେ ପୁଷ୍ପା ରାଜ୍ । ହାଇଦ୍ରାବାଦ ସେଣ୍ଟ୍ରାଲ୍ ଜେଲ୍‌ରୁ ବାହାରିଲେ ଅଭିନେତା ଅଲ୍ଲୁ ଅର୍ଜୁନ । ଗତକାଲି ଗିରଫ ପରେ ହାଇକୋର୍ଟରୁ ବେଲ୍‌ ମିଳିଥିଲେ ସୁଦ୍ଧା ଜେଲ୍‌ରେ ଥିଲେ ଅଲ୍ଲୁ । ସଂନ୍ଧ୍ୟା ଥିଏଟରରେ ଦଳାଚକଟାରେ ମହିଳାଙ୍କ ମୃତ୍ୟୁ ମାମଲାରେ ଗିରଫ ହୋଇଥିଲେ…

ପୁଷ୍ପାରାଜଙ୍କୁ ଅଟକାଇ ପାରିଲାନି ପୋଲିସ୍, ମିଳିଲା ବେଲ୍

ହାଇଦ୍ରାବାଦ୍:  ଅନ୍ତରୀଣ ଜାମିନରେ ଆସିଲେ ଅଲ୍ଲୁ ଅର୍ଜୁନ୍ । ଗିରଫର ୫ ଘଣ୍ଟା ପରେ ଅଲ୍ଲୁଙ୍କୁ ଅନ୍ତରୀଣ ଜାମିନ୍ ପ୍ରଦାନ କଲେ ତେଲଙ୍ଗାନା ହାଇକୋର୍ଟ ।  ହାଇଦ୍ରାବାଦ୍ ଥିଏଟରରେ ମହିଳା ଫ୍ୟାନ୍ସଙ୍କ ମୃତ୍ୟୁ ବିବାଦରେ ଫସିବା ପରେ ତଳକୋର୍ଟର ନିର୍ଦ୍ଦେଶରେ ଆଜି ଅଲ୍ଲୁଙ୍କୁ ୧୪ ଦିନିଆ…

ଦିଲଜିତଙ୍କ ଶୋ’କୁ ମିଳିଲା ସବୁଜ ସଙ୍କେତ, ଏପରି ସର୍ତ୍ତ ରଖିଲେ ହାଇକୋର୍ଟ

ଚଣ୍ଡିଗଡ଼: ଚଣ୍ଡିଗଡ଼ରେ ଅନୁଷ୍ଠିତ ହେବାକୁ ଥିବା ପଞ୍ଜାବୀ ଗାୟକ ଦିଲଜିତ ଦୋସାଞ୍ଜଙ୍କ ଶୋ’ ପାଇଁ ହାଇକୋର୍ଟ ସବୁଜ ସଙ୍କେତ ଦେଇଛନ୍ତି। ପଞ୍ଜାବ-ହରିୟାଣା ହାଇକୋର୍ଟ କଡା ସର୍ତ୍ତରେ ଏହି ଶୋ’ କରିବାକୁ ଅନୁମତି ଦେଇଛନ୍ତି। ଟ୍ରାଫିକ ପରିଚାଳନା ଏବଂ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ…

କାହିଁକି ପୁଷ୍ପାରାଜଙ୍କୁ ବାନ୍ଧିଲା ପୋଲିସ୍?

ହାଇଦ୍ରାବାଦ୍: ସକାଳୁ ସକାଳୁ ଅଲ୍ଲୁଙ୍କ ଘରେ ପହଞ୍ଚିଲା ହାଇଦ୍ରାବାଦ୍ ପୋଲିସ୍ । ଚାହା ପିଇବାରୁ ସିଧା ଉଠାଇଆଣିଲେ । ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ୍ ଓରଫ ଫ୍ୟାନ୍ସଙ୍କ ପ୍ରିୟ ପୁଷ୍ପାରାଜଙ୍କୁ ଆଜି ହାଇଦ୍ରାବାଦ୍ ପୋଲିସ୍ ବାନ୍ଧିଛି । ହାଇଦ୍ରାବାଦ୍ ଥିଏଟରରେ ମହିଳା ଫ୍ୟାନ୍ସଙ୍କ…

ଗିରଫ ହେଲେ ପୁଷ୍ପାରାଜ୍, ଫ୍ୟାନ୍ସଙ୍କ ଭଲପାଇବା ହେଲା କାଳ..

ମୁମ୍ବାଇ: ଗିରଫ ହେଲେ ପୁଷ୍ପାରାଜ୍ ଓରଫ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ୍ । ହାଇଦ୍ରାବାଦ୍ ଥିଏଟରରେ ମହିଳା ଫ୍ୟାନ୍ସଙ୍କ ମୃତ୍ୟୁ ବିବାଦରେ ଫସିବା ପରେ ଆଜି ତାଙ୍କୁ ଗିରଫ କରିଛି ହାଇଦ୍ରାବାଦ୍ ପୋଲିସ୍ । ହାଇଦ୍ରାବାଦର ଚିକ୍କଡପଲ୍ଲୀ ପୋଲିସ ଷ୍ଟେସନର ପୋଲିସ ଅଧିକାରୀମାନେ ଆଜି ଜୁବିଲି…

ଷ୍ଟଣ୍ଟ କରିବା ପଡିଲା ମହଙ୍ଗା, ଅସୁସ୍ଥ ହେଲେ ଅକ୍ଷୟ କୁମାର

ମୁମ୍ବାଇ: ମୁମ୍ବାଇରେ ହାଉସଫୁଲ-୫ ପାଇଁ ସୁଟିଂ କରୁଥିବା ବେଳେ ବଲିଉଡ ଖିଲାଡି ଷ୍ଟାର ଅକ୍ଷୟ କୁମାର ଏକ ଦୁର୍ଘଟଣାର ଶିକାର ହୋଇଛନ୍ତି । ଶୁଟିଂ ସମୟରେ ସେ ଷ୍ଟଣ୍ଟ କରୁଥିବାବେଳେ ସେହିସମୟରେ ତାଙ୍କ ଆଖିରେ ଆଘାତ ଲାଗିଛି । ତେବେ ତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ସାମ୍ନାକୁ ଆସିଛି…

ବିବାହ ବନ୍ଧନରେ ବାନ୍ଧି ହେଲେ ଅଭିନେତ୍ରୀ କୀର୍ତ୍ତି ସୁରେଶ

ଗୋଆ: ସାଉଥ୍ ଅଭିନେତ୍ରୀ କିର୍ତ୍ତୀ ସୁରେଶ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ତାଙ୍କର ଦୀର୍ଘ ଦିନର ବନ୍ଧୁ ଆଣ୍ଟୋନି ଥାଟିଲଙ୍କ ହାତ ଧରିଛନ୍ତି। ସେ ଆଣ୍ଟୋନି ଥାଟିଲଙ୍କ ସହ ସୋସିଆଲ ମିଡିଆରେ ବିବାହ ଫଟୋ ସେୟାର କରିଛନ୍ତି। ପରିବାର ଏବଂ ସାଙ୍ଗମାନଙ୍କ ଉପସ୍ଥିତିରେ ଉଭୟ ଗୋଆରେ…