Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ରିଲିଜ ହେଲା ସଞ୍ଜୟ ଦତ୍ତଙ୍କ ଅଭିନୀତ ଫିଲ୍ମ “ଦି ଭୂତନି”, ଫ୍ୟାନ୍ସ ଉତ୍ସାହିତ

ମୁମ୍ବାଇ: ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ନିଜର ଅଭିନୟ ପାଇଁ ବେଶ୍ ଜଣାଶୁଣା। ପ୍ରତ୍ୟେକ ଥର ନିଜର ଦମଦାର ଅଭିନୟ ଦେଖାଇ ସେ ଫ୍ୟାନ୍ସଙ୍କ ମନ କିଣନ୍ତି। ବର୍ତ୍ତମାନ ସଞ୍ଜୟ ଦତ୍ତଙ୍କ ଅଭିନୀତ ଫିଲ୍ମ "ଦି ଭୂତନି"ର ଟିଜର ରିଲିଜ୍ ହୋଇଛି। ଏଥିସହ ଫିଲ୍ମ ରିଲିଜର ତାରିଖ ମଧ୍ୟ ଘୋଷଣା ହୋଇଛି। ଟିଜର…

ସୌରଭ ଗାଙ୍ଗୁଲିଙ୍କ ବାୟୋପିକରେ ରାଜକୁମାର ରାଓ

ମୁମ୍ବାଇ: ବଲିଉଡରେ ଅନେକ ଖେଳାଳିଙ୍କୁ ନେଇ ବାୟୋପିକ ତିଆରି ହୋଇଛି। ଏବେ ସୌରଭ ଗାଙ୍ଗୁଲିଙ୍କ ଉପରେ ବାୟୋପିକ୍ ତିଆରି ହେବାକୁ ଯାଉଛି। ଏପରିକି ବାୟୋପିକରେ କେଉଁ ଅଭିନେତା ତାଙ୍କ ଚରିତ୍ରରେ ଅଭିନୟ କରିବାକୁ ଯାଉଛନ୍ତି ତାହା ମଧ୍ୟ ସ୍ପଷ୍ଟ କରିଛନ୍ତି ସୌରଭ। ଗଣମାଧ୍ୟମକୁ ସୂଚନା ଦେଇ ସେ…

ଆସନ୍ତା ବର୍ଷ ‘ପଠାନ ୨’ର ସୁଟିଂ ଆରମ୍ଭ

ମୁମ୍ବାଇ: ଶାହାରୁଖ ଖାନଙ୍କ ଫିଲ୍ମ ପଠାନ୍ ବକ୍ସ ଅଫିସରେ ୫୪୩.୦୫ କୋଟି ଟଙ୍କା କଲେକ୍ସନ କରିଥିଲା। ତେବେ ବର୍ତ୍ତମାନ ଏହି ଫିଲ୍ମ ର ସିକ୍ୱେଲ୍ ନିର୍ମାଣ ହେବାକୁ ଯାଉଛି। ପଠାନ ୨ରେ ଶାହରୁଖ ଖାନ ଏବଂ ଦୀପିକା ପାଦୁକୋନ ପୁଣି ଥରେ ମୁଖ୍ୟ ଭୂମିକାରେ ନଜର ଆସିବେ। ୨୦୨୬ ମସିହା ମାର୍ଚ୍ଚ ମାସ…

ଗୋବିନ୍ଦାଙ୍କ ଛାଡପତ୍ରକୁ ନେଇ ମୁହଁ ଖୋଲିଲେ ମ୍ୟାନେଜର

ମୁମ୍ବାଇ: ଗୋବିନ୍ଦାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ଠାରୁ ଛାଡପତ୍ରର ଅନ୍ତିମ ପର୍ଯ୍ୟାୟରେ ଥିବା ନେଇ ଚର୍ଚ୍ଚା ହେଉଛି। ଦୁହେଁ ସେମାନଙ୍କର ୩୭ ବର୍ଷର ବୈବାହିକ ଜୀବନକୁ ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଏନେଇ ଗୋବିନ୍ଦାଙ୍କ ମ୍ୟାନେଜର ଶଶି ସିହ୍ନା କହିଛନ୍ତି, ପରିବାର…

ପ୍ରିତି ଜିଣ୍ଟାଙ୍କୁ ନେଇ ମିଛ ଖବର ପ୍ରଚାର କରିବା କଂଗ୍ରେସକୁ ପଡିଲା ମହଙ୍ଗା, ଏପରି କହିଲେ ଅଭିନେତ୍ରୀ…

ମୁମ୍ବାଇ: ନ୍ୟୁ ଇଣ୍ଡିଆ କୋଅପରେଟିଭ୍ ବ୍ୟାଙ୍କ ଲିମିଟେଡ୍ ବିରୋଧରେ ଏକ ଦୁର୍ନୀତି ଘଟଣା ସାମ୍ନାକୁ ଆସିଛି । ଏବେ ଏସବୁ ମଧ୍ୟରେ, ବଲିଉଡ୍ ଅଭିନେତ୍ରୀ ପ୍ରୀତି ଜିଣ୍ଟା କେରଳ କଂଗ୍ରେସର ଦାବି ଉପରେ ଆପତ୍ତି ଉଠାଇଛନ୍ତି । ଏହି ମାମଲା କୋଟି କୋଟି ଟଙ୍କାର ବ୍ୟାଙ୍କ ଋଣ ସହିତ ଜଡିତ । ଏହି ଖବର…

ଦୀର୍ଘ ୩୭ ବର୍ଷ ପରେ ଗୋବିନ୍ଦାଙ୍କ ଠୁ ଅଲଗା ହେବେକି ସୁନିତା… 

ମୁମ୍ବାଇ: ଗୋବିନ୍ଦାଙ୍କ ଦାମ୍ପତ୍ୟ ଜୀବନରେ ସବୁକିଛି ଠିକ୍ ଚାଲୁନାହିଁ। ଗୋବିନ୍ଦା ପତ୍ନୀ ସୁନିତା ଆହୁଜାଙ୍କ ଠାରୁ ଛାଡପତ୍ରର ଅନ୍ତିମ ପର୍ଯ୍ୟାୟରେ ଥିବା ନେଇ ଚର୍ଚ୍ଚା ହେଉଛି। ଦୁହେଁ ସେମାନଙ୍କର ୩୭ ବର୍ଷର ବୈବାହିକ ଜୀବନକୁ ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅତୀତରେ ମଧ୍ଯ…

ବଢୁଛି ଉଦିତ ନାରାୟଣଙ୍କ ଅଡୁଆ, ମାମଲା ରୁଜୁ କଲେ ପ୍ରଥମ ସ୍ତ୍ରୀ

ମୁମ୍ବାଇ: ଉଦିତ ନାରାୟଣ ତାଙ୍କର ସୁମଧୁର କଣ୍ଠସ୍ୱର ଯୋଗୁଁ ବଲିଉଡରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ସଙ୍ଗୀତର ଯାଦୁରେ ଦର୍ଶକଙ୍କୁ କିମିଆ କରୁଥିବା ଉଦିତଙ୍କ ସମସ୍ୟା କମିବାର ନାଁ ନେଉନି। ଉଦିତ ନାରାୟଣ ନିକଟରେ ଭାଇରାଲ ହୋଇଥିବା ତାଙ୍କର ଚୁମ୍ବନ ଭିଡିଓ ଯୋଗୁଁ ଖବରରେ ଥିଲେ।…

ମହାକୁମ୍ଭରେ ବୁଡ ପକାଇଲେ ଅକ୍ଷୟ କୁମାର, କ୍ୟାଟ୍ରିନା କୈଫ୍

ପ୍ରୟାଗରାଜ: ସରି ସରି ଆସୁଛି ମହାକୁମ୍ଭ । ହାତରେ ମାତ୍ର ଦିନଟିଏ । ତେଣୁ ଏଭଳି ମୁହୂର୍ତ୍ତକୁ ହାତ ଛଡା ନକରିବା ପାଇଁ ଏବେ, ଶେଷ ସମୟରେ ଏବେ ସଙ୍ଗମକୁ ଛୁଟୁଛି, ଭକ୍ତଙ୍କ ସୁଅ । ଏବେ ପର୍ଯ୍ୟନ୍ତ ପାଖାପାଖି ୬୦ କୋଟି ଲୋକ ମହାକୁମ୍ଭରେ ସାମିଲ ହୋଇସାରିଲାଣି । ଆଉ ଶେଷ ମୁହୂର୍ତ୍ତରେ…

ଶାହରୁଖ ଖାନ, ଅଜୟ ଦେବଗନ ଓ ଟାଇଗର ଶ୍ରଫଙ୍କୁ ନୋଟିସ୍

ନୂଆଦିଲ୍ଲୀ: ଶାହରୁଖ ଖାନ, ଅଜୟ ଦେବଗନ ଓ ଟାଇଗର ଶ୍ରଫଙ୍କୁ ନୋଟିସ୍। କୋଟା ଜିଲ୍ଲାର ଜିଲ୍ଲା ଗ୍ରାହକ ବିବାଦ ସମାଧାନ ଅଦାଲତରେ ବିଜେପି ନେତା ଏବଂ ଓକିଲ ଇନ୍ଦ୍ରମୋହନ ସିଂହ ହନିଙ୍କ ଦ୍ୱାରା ଏକ ଆବେଦନ ଦାଖଲ କରାଯାଇଛି। ଏଥିରେ ବିମଲ ପାନ ମସଲାର ପ୍ରଯୋଜକ ଏବଂ ଚଳଚ୍ଚିତ୍ର ଅଭିନେତା…

ପୁଣି ଷ୍ଟାଣ୍ଡଅପ୍ କମେଡିଆନ ମୁନାଓ୍ବରଙ୍କ ନାଁରେ ଆସିଲା ସଙ୍ଗୀନ ଅଭିଯୋଗ: ମାମଲା ରୁଜୁ

ମୁମ୍ବାଇ: କମେଡି ଦିନକୁ ଦିନ କଳା ଦିଗକୁ ଗତି କରୁଥିବା ବେଳେ ପ୍ରତିଦିନ ଏହା ଉପରେ ଆସୁଥିବା ଖବର ଏବେ ସମସ୍ତଙ୍କୁ ଚକିତ କରୁଛି । କେତେବେଳେ ବାପାମାଙ୍କୁ ନେଇ ତ, ଆଉ କେତେବେଳେ ଧର୍ମକୁ ନେଇ, ନିଜ କେମେଡି ମାଧ୍ୟମରେ ପରିହାସ କରୁଛନ୍ତି, କିଛି ଷ୍ଟାଣ୍ଡଅପ୍ କମେଡିଆନ । ଆଉ ଏବେ ପୁଣି ଥରେ…