Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ପୁଷ୍ପା ୨ ଅଘଟଣ, ୩ ଗିରଫ

ହାଇଦ୍ରାବାଦ: ନିକଟରେ ରିଲିଜ୍ ହୋଇଥିବା ଅଲୁ ଅର୍ଜୁନଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ 'ପୁଷ୍ପା ୨: ଦ ରୁଲ୍'ର ପ୍ରିମିୟର ଶୋ’ ବେଳେ ହାଇଦ୍ରାବାଦର ଏକ ଥିଏଟର ସାମ୍ନାରେ ଦଳଚକଟାରେ ମହିଳାଙ୍କ ମୃତ୍ୟୁ ଘଟଣାରେ ହାଇଦ୍ରାବାଦ ପୋଲିସ ଗତକାଲି ୩ ​​ଜଣଙ୍କୁ ଗିରଫ କରିଛି। ସଂନ୍ଧ୍ୟା ଥିଏଟରର ମାଲିକ ଓ…

ବରୁଣ ଧୱନଙ୍କ ‘ବେବି ଜନ୍’ ଟ୍ରେଲର ରିଲିଜ ସସପେନ୍ସରୁ ଉଠିଲା ପରଦା…

ମୁମ୍ବାଇ: ୨୦୨୪ ଶେଷ ହେବାକୁ ଯାଉଛି ଏବଂ ଡିସେମ୍ବର ମାସରେ ଗୋଟିଏ ପରେ ଗୋଟିଏ ଫିଲ୍ମ ଦର୍ଶକଙ୍କୁ ମନୋରଞ୍ଜନ କରୁଛି । ଅଲୁ ଅର୍ଜୁନଙ୍କ 'ପୁଷ୍ପା-୨' ବକ୍ସ ଅଫିସରେ ହଇଚଇ ସୃଷ୍ଟି କରୁଛି । ଏହି ସମୟରେ, ବରୁଣ ଧୱନଙ୍କ 'ବେବି ଜନ୍' ମଧ୍ୟ ଡିସେମ୍ବର ୨୫ ରେ ପ୍ରେକ୍ଷାଳୟକୁ ଆସିବାକୁ ପ୍ରସ୍ତୁତ…

ଚଳିତ ବର୍ଷର ସବୁ ଫିଲ୍ମକୁ ପଛରେ ପକାଇଲା ‘ପୁଷ୍ପା ୨’

ମୁମ୍ବାଇ: ରେକର୍ଡ ପରେ ରେକର୍ଡ ଭାଙ୍ଗି ଚାଲିଛି ପୁଷ୍ପା ୨। ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ‘ପୁଷ୍ପା-୨’ର କ୍ରେଜ ଏବେ ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଛି। ବକ୍ସ ଅଫିସର ତୃତୀୟ ଦିନରେ ହିଁ ‘ପୁଷ୍ପା’ର ଲାଇଫଟାଇମ ବିଜନେସକୁ ପଛରେ ପକାଇଛି। ବର୍ତ୍ତମାନ ‘ପୁଷ୍ପା୨:ଦ ରୁଲ ସାରା…

ସଙ୍ଗୀତକୁ ବିଦାୟ ଦେବେ ଏଆର ରେହମାନ୍! କହିଦେଲେ ପୁଅ….

ମୁମ୍ବାଇ: ଆଉ ଫ୍ୟାନ୍ସଙ୍କୁ ଶୁଭିବନି ରେହମାନଙ୍କ ସ୍ୱର। ସଙ୍ଗୀତ ଜଗତରୁ ଏବେ ବିଦାୟ ନେବାକୁ ଚାହୁଁଛନ୍ତି ରେହମାନ। ପତ୍ନୀ ସାଇରା ବାନୁଙ୍କ ସହ ଛାଡ଼ପତ୍ର ପରେ ଏମିତି କିଛି ବଡ ନିଷ୍ପତି ନେବାକୁ ଯାଉଛନ୍ତି ରେହମାନ୍। ରେହମାନ କିଛି ବର୍ଷ ପାଇଁ ସଙ୍ଗୀତ ଠାରୁ ଦୂରେଇ ରହିବାକୁ ଚାହୁଁଛନ୍ତି…

‘କଙ୍ଗୁଭା’ର ଫ୍ଲପ ପରେ ବବିଙ୍କ ବଡ ଘୋଷଣା, କହିବେନି ଆଉ ଖଳନାୟକ ଭୂମିକା

ମୁମ୍ବାଇ: ଗତ କିଛି ବର୍ଷ ମଧ୍ୟରେ ବବି ଦେଓଲ୍ ଏପରି ଭୂମିକାରେ ଅଭିନୟ କରିଛନ୍ତି ଯାହାକୁ ଦେଖି ଦର୍ଶକ ତାଙ୍କୁ ଏକ ଖଳନାୟକ ଭାବରେ ମାନି ସାରିଲେଣି l ୱେବ୍ ସିରିଜ୍ ଆଶ୍ରମ ପରେ ଗତ ବର୍ଷ ମୁକ୍ତିଲାଭ କରିଥିବା 'ଆନିମଲ' ଫିଲ୍ମରେ ଅବରାର ହକ ଚରିତ୍ରରେ ଅଭିନୟ କରିବା ପରେ ତାଙ୍କର ଖଳନାୟକ…

ଦ୍ଵିତୀୟ ଦିନରେ ନୂତନ ରେକର୍ଡ କଲା ‘ପୁଷ୍ପା ୨’, ଆୟ ୪୦୦ କୋଟି ପାର୍

ମୁମ୍ବାଇ: ଅଲ୍ଲୁ ଅର୍ଜୁନଙ୍କ ଚଳଚ୍ଚିତ୍ର ‘ପୁଷ୍ପା ୨: ଦି ରୁଲ୍‌’ ଗତ ଡିସେମ୍ବର ୫ରେ ପରଦାକୁ ଆସିଛି। ସୁକୁମାର ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ରଶ୍ମିକା ମନ୍ଦାନା ଓ ଫହାଦ ଫାସିଲ ମଧ୍ୟ ଗୁରୁତ୍ଵପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ଏବେ ସମସ୍ତଙ୍କ ନଜର ଏହି ଚର୍ଚ୍ଚିତ ଚଳଚ୍ଚିତ୍ରର ଆୟ…

ବିବାଦ ପରେ ମୁହଁ ଖୋଲିଲେ ଅଲୁ, ମୃତକଙ୍କ ପରିବାରକୁ ଦେଲେ ୨୫ ଲକ୍ଷର ସହାୟତା ରାଶି

ହାଇଦ୍ରାବାଦ: ନିକଟରେ ମୁକ୍ତିଲାଭ କରିଥିବା ଅଲୁ ଅର୍ଜୁନଙ୍କ ବ୍ଲକବଷ୍ଟର ଫିଲ୍ମ ପୁଷ୍ପା ୨ ର ପ୍ରିମିୟର ଅବସରରେ ହାଇଦ୍ରାବାଦର ଏକ ଥିଏଟରରେ ଘଟିଥିବା ଦଳାଚକଟାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ମୁହଁ ଖୋଲିଛନ୍ତି ଅଲୁ । ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଏକ ଭିଡିଓ ପୋଷ୍ଟ କରି…

ଛାଡ଼ପତ୍ର ଚର୍ଚ୍ଚାର ଅନ୍ତ! ଏକାଠି ନଜର ଆସିଲେ ଅଭିଷେକ-ଐଶ୍ୱର୍ଯ୍ୟା

ମୁମ୍ବାଇ: ଦୀର୍ଘ ଦିନ ଧରି ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ମଧ୍ୟରେ ଛାଡପତ୍ର ନେଇ ଖବର ଚର୍ଚ୍ଚାରେ ରହିଥିଲା । ବର୍ତ୍ତମାନ ଏହି ଦମ୍ପତ୍ତି ଛାଡପତ୍ର ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ଦମ୍ପତିଙ୍କ ନୂଆ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଉଭୟ…

ଫିଲ୍ମ ‘ରାମାୟଣ’ରେ ଲକ୍ଷ୍ମଣ ଭୂମିକାରେ ନଜର ଆସିବେ ଏହି ଅଭିନେତା

ମୁମ୍ବାଇ: ପ୍ରଥମ ଥର ପାଇଁ ରଣବୀର ଏକ ଧାର୍ମିକ ଚଳଚ୍ଚିତ୍ରରେ ଅଭିନୟ କରିବାକୁ ଯାଉଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ନୀତେଶ ତିୱାରୀଙ୍କ ଆଗାମୀ ଫିଲ୍ମ 'ରାମାୟଣ'ରେ ରଣବୀର କରୁଛନ୍ତି ଅଭିନୟ। ତେଣି ଏହା ଏବେ ଶିରୋନାମାରେ ରହିଛି । ଫିଲ୍ମରେ ରଣବୀରଙ୍କୁ ପ୍ରଭୁ ରାମଙ୍କ…

ଇତିହାସ ରଚିଲା ପୁଷ୍ପା ୨, ଗୋଟିଏ ଦିନରେ କଲା ଏତିକି ଆୟ

ମୁମ୍ବାଇ: ରିଲିଜ୍‌ ହୋଇଛି ଅଲ୍ଲୁ ଅର୍ଜୁନ ଓ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଆକ୍ସନ ଥ୍ରୀଲର୍ ଫିଲ୍ମ ‘ପୁଷ୍ପା-୨’। ଫିଲ୍ମକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଜବରଦସ୍ତ କ୍ରେଜ୍। କ୍ରେଜ୍ ଏତେ ମାତ୍ରାରେ ରହିଛି ଯେ ଏହାର ଆଡଭାନ୍ସ ବୁକିଂ ସବୁ ରେକର୍ଡ…