Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଚାଲିଛି ଦିବଙ୍ଗତ ଅଭିନେତା ଉତ୍ତମ ମହାନ୍ତିଙ୍କର ଦଶାହ କର୍ମ

ଭୁବନେଶ୍ଵର: ଦିବଙ୍ଗତ ଅଭିନେତା ଉତ୍ତମ ମହାନ୍ତିଙ୍କର ଆଜି ଦଶାହ । ନୟାପଲ୍ଲୀ ବାଲୁଙ୍କେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଥିବା ନିର୍ମଳଧୀର ତୁଠରେ ଦଶାହ କାର୍ଯ୍ୟକ୍ରମ ଚାଲିଛି । ଏହି କାର୍ଯ୍ୟକ୍ରମରେ ପୁଅ ବାବୁସାନଙ୍କ ସମେତ ପରିବାର ସଦସ୍ୟ, ସମ୍ପର୍କୀୟମାନେ ସାମିଲ ହୋଇଛନ୍ତି ।…

ଓଡିଶାରେ ରାଜାମୌଲିଙ୍କ ଆଗାମୀ ଫିଲ୍ମର ସୁଟିଂ; ଜାଣନ୍ତୁ… 

କୋରାପୁଟ: ଏସ ଏସ ରାଜମୌଲିଙ୍କ ଆଗାମୀ ବିଗ-ବଜେଟ୍ ଫିଲ୍ମ 'ଏସଏସଏମବି୨୯' କୋରାପୁଟର ସେମିଲିଗୁଡ଼ା ବ୍ଲକ ଅନ୍ତର୍ଗତ ମନୋରମ ତଲାମାଲି ପାହାଡ଼ରେ ସୁଟିଂ କରାଯାଉଛି। ସୂଚନା ଅନୁଯାୟୀ, ଦକ୍ଷିଣ ସୁପରଷ୍ଟାର ମହେଶ ବାବୁ, ପୃଥ୍ୱୀରାଜ ସୁକୁମାରନ ଏବଂ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଫିଲ୍ମର…

ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ: ସରିଲା ନିର୍ବନ୍ଧ ପଡିବ ହାତଗଣ୍ଠି

ଭୁବନେଶ୍ଵର: ଦୀର୍ଘ ଦିନର ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ । ସରିଲା ନିର୍ବନ୍ଧ ପଡିବ ହାତଗଣ୍ଠି । ଶେଷରେ ଜାଗ୍ରତିଙ୍କ ହାତ ଧରିଲେ ଅନୁଭବ ମହାନ୍ତି । ନିର୍ବନ୍ଧ କଲେ, ମୁଦି ଦିଆନିଆ ହେଲେ। ଆଉ ଦିନ କେଇଟା ପରେ ପଡ଼ିବ ଉଭୟଙ୍କର ହାତ ଗଣ୍ଠି। ଆଗରୁ ମନ ମିଶିଥିଲା ଏବେ ଦୁହେଁ ଏକାଠି…

ଯେଉଁଦିନ ଏହା ବନ୍ଦ ହେବ, ମୁଁ ମଧ୍ୟ ଶେଷ ହୋଇଯିବି: ଏମିତି କାହିଁକି କହିଲେ ଅମିତାଭ

ମୁମ୍ବାଇ: ସୋନି ଟିଭିର କୁଇଜ୍ ରିଆଲିଟି ଶୋ 'କୌନ୍ ବନେଗା କରୋଡ଼ପତି ୧୬'ର ସଦ୍ୟତମ ଏପିସୋଡ୍‌ରେ, ଯେତେବେଳେ ହଟ୍ ସିଟ୍‌ରେ ବସିଥିବା ପ୍ରତିଯୋଗୀ ଅମିତାଭ ବଚ୍ଚନଙ୍କୁ ପଚାରିଲେ ଯେ ମହାଶୟ, ମୁଁ ମୋର ଖାଲି ସମୟରେ କବିତା ଲେଖେ, କିନ୍ତୁ ଆପଣ ଆପଣଙ୍କର ଖାଲି ସମୟରେ କ'ଣ କରନ୍ତି? ଏହି ପ୍ରଶ୍ନ…

ବଲିଉଡକୁ ବାଏ ବାଏ କଲେ ଅନୁରାଗ କଶ୍ୟପ

ମୁମ୍ବାଇ: ପ୍ରସିଦ୍ଧ ବଲିଉଡ ନିର୍ଦ୍ଦେଶକ ଅନୁରାଗ କଶ୍ୟପ ଫିଲ୍ମ ଇଣ୍ଡଷ୍ଟ୍ରିର ଟକ୍ସିକ ମାହୋଲରୁ ବିରକ୍ତ ହୋଇ ମୁମ୍ବାଇ ଛାଡିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ସେ କହିଥିଲେ ଯେ ସେ ଏବେ ବେଙ୍ଗାଲୁରୁକୁ ସ୍ଥାନାନ୍ତରିତ ହୋଇଛନ୍ତି। ଏଥିସହିତ ବଲିଉଡରୁ ଦୂରରେ ରହିବାକୁ ଚାହୁଁଛନ୍ତି। ଏବେ…

ଚେକ୍ ବାଉନ୍ସ ମାମଲା: ରାମ ଗୋପାଳ ବର୍ମାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି

ମୁମ୍ବାଇ: ଚେକ୍ ବାଉନ୍ସ ମାମଲାରେ ବରିଷ୍ଠ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାମ ଗୋପାଳ ବର୍ମାଙ୍କୁ ମୁମ୍ବାଇର ଏକ କୋର୍ଟରୁ ଝଟକା ଲାଗିଛି । ରାମ ଗୋପାଳ ବର୍ମାଙ୍କ ଜେଲ ଦଣ୍ଡକୁ ସ୍ଥଗିତ ରଖିବା ପାଇଁ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି ଏବଂ ରାମ ଗୋପାଳ ବର୍ମାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ…

ଏହି ମାନସିକ ରୋଗରେ ପୀଡିତ ଆଲିଆ…ପୋଡକାଷ୍ଟ ଡେବ୍ୟୁରେ କଲେ ଖୁଲାସା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ବ୍ରିଟିଶ ପୋଡକାଷ୍ଟର ଜୟ ସେଟ୍ଟିଙ୍କ ସହ ତାଙ୍କର ପ୍ରଥମ ପୋଡକାଷ୍ଟରେ ଡେବ୍ୟୁ କରିଛନ୍ତି । ଯାହାର ପ୍ରୋମୋ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଆଲିଆ । ଯେଉଁଥିରେ ଆଲିଆ ମା ହେବା ପରେ ତାଙ୍କ ଜୀବନଶୈଳୀ, ତାଙ୍କ ରୋଗ, ଜଣେ ଅଭିନେତା ଭାବରେ…

ଡନ ୩ ଉପରେ ସଙ୍କଟ

ମୁମ୍ବାଇ: ଡନ ୩ ଫିଲ୍ମ ଘୋଷଣା ହେବା ପରଠାରୁ କିଛି ନା କିଛି ସଙ୍କଟ ଲାଗି ରହୁଛି । ଫଳରେ ଫିଲ୍ମର ଶୁଟିଂ ବାରମ୍ବାର ଘୁଂଚିଛି । ୨୦୨୩ରେ ରଣବୀର ସିଂଙ୍କ ସହ ଫରହାନ ଅଖତାର ଏହି ଫିଲ୍ମର ଘୋଷଣା କରିଥିଲେ । ତାଜା ରିପୋର୍ଟ ଅନୁସାରେ ଫିଲ୍ମର ମୂଖ୍ୟ ଅଭିନେତ୍ରୀ କିୟାରା ଆଡଭାନୀ ମାଆ ହେବାକୁ…

ବାହା ହେବେ ଅନୁଭବ ଜାଗୃତି !

ଭୁବନେଶ୍ଵର: ବାନ୍ଧବୀ ଜାଗୃତିଙ୍କ ସହ ଦିତୀୟ ଇନିଂସ ଆରମ୍ଭ କରିବେ ସୁପରଷ୍ଟାର ! ପୁଣି ବିବାହ ବନ୍ଧନରେ ବାନ୍ଧିହେବେ ଅନୁଭବ ମହାନ୍ତି । 'ଆଇ ଲଭ ୟୁ' ଷ୍ଟାର ଅନୁଭବଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଆଉ ଚର୍ଚ୍ଚାର କାରଣ ସାଜିଛନ୍ତି ତାଙ୍କର ବାନ୍ଧବୀ ଜାଗୃତି ଶୁକ୍ଲା । ଅନୁଭବ ଓ…

ଅଭିନେତ୍ରୀ ରାନ୍ୟା ରାଓଙ୍କ ଗିରଫ ପରେ ଏପରି କହିଲେ ବାପା

ବେଙ୍ଗାଲୁରୁ: ଦୁବାଇରୁ ସୁନା ଚୋରା ଚାଲାଣ ମାମଲାରେ କନ୍ନଡ-ତାମିଲ ଚଳଚ୍ଚିତ୍ର ଅଭିନେତ୍ରୀ ରାନ୍ୟା ରାଓଙ୍କୁ ଗିରଫ କରିଛି ବେଙ୍ଗାଲୁରୁର ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ । ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ଏହି ଅଭିନେତ୍ରୀଙ୍କୁ ୧୨.୫୬ କୋଟି ଟଙ୍କା ମୂଲ୍ୟର ୧୪.୮…