Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଇତିହାସ ରଚିଲା ପୁଷ୍ପା ୨, ଗୋଟିଏ ଦିନରେ କଲା ଏତିକି ଆୟ

ମୁମ୍ବାଇ: ରିଲିଜ୍‌ ହୋଇଛି ଅଲ୍ଲୁ ଅର୍ଜୁନ ଓ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଆକ୍ସନ ଥ୍ରୀଲର୍ ଫିଲ୍ମ ‘ପୁଷ୍ପା-୨’। ଫିଲ୍ମକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଜବରଦସ୍ତ କ୍ରେଜ୍। କ୍ରେଜ୍ ଏତେ ମାତ୍ରାରେ ରହିଛି ଯେ ଏହାର ଆଡଭାନ୍ସ ବୁକିଂ ସବୁ ରେକର୍ଡ…

କୁନି ହାତରେ ବାପାଙ୍କ ପାଇଁ ଲେଖିଲା ହୃଦୟସ୍ପର୍ଶୀ ଚିଠି: ଭାବବିହ୍ବଳ ଅଲ୍ଲୁ ଅର୍ଜୁନ୍

ମୁମ୍ବାଇ: ଏବେ ସିନେମା ହଲରେ ରାଜ୍ କରୁଛି ‘ପୁଷ୍ପା-୨ ଦ ରୁଲ’ । ଫାଷ୍ଟ ଡେ ଫାଷ୍ଟ ଶୋରେ ଦର୍ଶକଙ୍କ ଭରପୂର ଭଲପାଇବା ପାଇବା ପରେ ଏବେ ରେକର୍ଡ ବଷ୍ଟର ଲକ୍ଷ୍ୟରେ ଆଗେଇ ଚାଲିଛି ପୁଷ୍ପା ୨ । ଏହାରି ଭିତରେ ଏବେ ଅଲ୍ଲୁଙ୍କ ଏକ ଭାବବିହ୍ବଳ ପୋଷ୍ଟ ଭାଇରାଲ ହେବାରେ ଲାଗିଛି । ଯାହାକି ଗୋଟିଏ…

ଶୁଦ୍ଧିକରଣ ହେଲା କାଳ, ବେଙ୍ଗ ବିଷ ପିଇ ଅଭିନେତ୍ରୀ ମୃତ

ମେସ୍କିକୋ: ଶୁଦ୍ଧିକରଣ ହେଲା କାଳ। ଶରୀର ପବିତ୍ର କରିବାକୁ ଆସିଥିଲେ କିନ୍ତୁ ଚାଲିଗଲା ଜୀବନ। ଜଣେ ମେକ୍ସିକାନ୍ ଅଭିନେତ୍ରୀଙ୍କ ସହ ଘଟିଛି ଏଭଳି କିଛି ଘଟଣା। ମେକ୍ସିକୋର ଜଣାଶୁଣା ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ୩୩ ବର୍ଷୀୟ ମାର୍ସେଲା ଅଲ୍କାଜାର୍ ରୋଡ୍ରିଗୁଏଜ୍। ସେ ପାରମ୍ପାରିକ…

ଅଭିଯୁକ୍ତର ବଡ଼ ଖୁଲାସା: ସଲମାନଙ୍କ ଆକ୍ରମଣରେ ବିଫଳ ପରେ ବଦଳିଗଲା ଯୋଜନା

ମୁମ୍ଵାଇ: କିଛି ମାସ ପୂର୍ବେ ଏନସିପି ନେତା ତଥା ସଲମାନ ଖାନଙ୍କ ନିକଟତର ବନ୍ଧୁ ବାବା ସିଦ୍ଦିକିଙ୍କୁ ହତ୍ୟା କରାଯାଇଥିଲା। ଏବେ ବାବା ସିଦ୍ଦିକି ହତ୍ୟା ମାମଲାରେ ପ୍ରକାଶ ପାଇଛି ଯେ ତାଙ୍କ ପୂର୍ବରୁ ସଲମାନ ଖାନଙ୍କୁ ହତ୍ୟା କରିବାର ଯୋଜନା ଥିଲା। ଏହି ବଡ ଖବର ଆସିବା ପରେ ବର୍ତ୍ତମାନ…

ମୁକ୍ତିଲାଭର କିଛି ଘଣ୍ଟାରେ ଅନଲାଇନ୍ ଲିକ୍ ହେଲା ‘ପୁଷ୍ପା ୨’

ମୁମ୍ବାଇ: ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଆଜି ସିନେମା ହଲରେ ପଡୁ ପଡୁ ପୂରା ବାୟା କରିଛି ପୁଷ୍ପା ଦି ରାଇଜର ସିକ୍ବେନ୍ସ ପୁଷ୍ପା ୨ ଦ ରୁଲ । ସିନେମା ହଲରେ ପଡୁ ପଡୁ ଆଜି ଫାନ୍ସଙ୍କୁ ପାଗଳ କରିଛି ପୁଷ୍ପା-୨ । ରାତି ୩ ଟାରୁ ଲାଗିଛି ଅସମ୍ଭାଳ ଭିଡ । ସୁକୁମାରଙ୍କ ଦ୍ଵାରା ନିର୍ଦ୍ଦେଶିତ ଏହି…

ଫ୍ଲାଓ୍ବର ନୁହେଁ, ଫାୟର ‘ପୁଷ୍ପା-୨’

ମୁମ୍ବାଇ: ସିନେମା ହଲରେ ପଡୁ ପଡୁ ଆଜି ଫାନ୍ସଙ୍କୁ ପାଗଳ କରିଛି ପୁଷ୍ପା-୨ । ରାତି ୩ ଟାରୁ ଲାଗିଛି ଅସମ୍ଭାଳ ଭିଡ । ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଆଜି ସିନେମା ହଲରେ ପଡୁ ପଡୁ ପୂରା ବାୟା କରିଛି ପୁଷ୍ପା ଦି ରାଇଜର ସିକ୍ବେନ୍ସ ପୁଷ୍ପା ୨ ଦ ରୁଲ । ରିଲିଜ୍ ପୂର୍ବରୁ ଏହା ଫ୍ୟାନ୍ସଙ୍କ…

ଗମ୍ଭୀର ରୋଗରେ ପୀଡିତ ଅଭିନେତା ସତୀଶ ଶାହା…

ମୁମ୍ବାଇ:ପ୍ରସିଦ୍ଧ ଅଭିନେତା ତଥା ହାସ୍ୟ ଅଭିନେତା ସତୀଶ ଶାହାଙ୍କ ସ୍ଵାସ୍ଥ୍ୟ ବିଷୟରେ ଏକ ବଡ ଖବର ସାମ୍ନାକୁ ଆସୁଛି । ଯେଉଁଥିପାଇଁ ତାଙ୍କ ପ୍ରଶଂସକମାନେ ସେମାନଙ୍କ ପ୍ରିୟ ଅଭିନେତାଙ୍କ ସ୍ଵାସ୍ଥ୍ୟ ବିଷୟରେ ଚିନ୍ତିତ ହୋଇପଡିଛନ୍ତି | ସେ ଏକ ଗମ୍ଭୀର ରୋଗରେ ପୀଡିତ ଅଛନ୍ତି। ସତୀଶ ଶାହାଙ୍କ…

ଲରେନ୍ସକୁ ଡାକିବି କି ? ସଲମାନଙ୍କ ସୁଟିଂ ସେଟ୍‌ରେ ପୁଣି ମିଳିଲା ଧମକ

ମୁମ୍ଵାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନ ନୂଆ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏଥିସହିତ ସେ ଲଗାତାର ହତ୍ୟା ଧମକ ମଧ୍ୟ ପାଇ ଚାଲିଛନ୍ତି। ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ଟାର୍ଗେଟରେ ଅଛନ୍ତି ସଲମାନ। ବାବା ସିଦ୍ଦିକିଙ୍କ ହତ୍ୟା ମାମଲା ପରେ ଲଗାତାର ସେ ଧମକ ପାଉଛନ୍ତି। କିନ୍ତୁ…

‘ପୁଷ୍ପା ୨’ ପ୍ରିମିୟର ଶୋ ବେଳେ ଦଳାଚକଟା, ମହିଳା ମୃତ

ହାଇଦ୍ରାବାଦ: ରିଲିଜ ହୋଇଛି ଅଲ୍ଲୁ ଅର୍ଜୁନଙ୍କ ବହୁ ପ୍ରତୀକ୍ଷିତ ‘ପୁଷ୍ପା ୨’ । ପୁଷ୍ପା-୨ ଦେଖିବାକୁ ଫ୍ୟାନଙ୍କ ମଧ୍ୟରେ ଦେଖିବାକୁ ମିଳିଛି କ୍ରେଜ୍। ବାଣ ଫୁଟାଇ ବାଜା ବଜାଇ ଫାଷ୍ଟ ଡେ ଫାଷ୍ଟ ଶୋ ଦେଖିବାକୁ ହଲ ଆଗରେ ଲାଗିଛି ଫ୍ୟାନ୍ସ ମାନଙ୍କର ଖଚାଖଚ ଭିଡ଼ । ସେପଟେ ହାଇଦ୍ରାବାଦରେ…

ବିବାହ ବନ୍ଧନରେ ବାନ୍ଧି ହେଲେ ନାଗା-ଶୋଭିତା

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହେଲେ ନାଗା ଚୈତନ୍ୟ ଏବଂ ଶୋଭିତା ଧୁଲିପାଲା । ପରିବାର ଲୋକ ଏବଂ ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ତେଲୁଗୁ ବ୍ରାହ୍ମଣ ରୀତିନୀତିରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଦୁହେଁ । ହାଇଦ୍ରାବାଦର ଅନ୍ନପୂର୍ଣ୍ଣା ଷ୍ଟୁଡ଼ିଓରେ ବିବାହ ସଂପନ୍ନ ହୋଇଛି। ସୋସିଆଲ…