Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଦୁବାଇରୁ ୧୪.୮ କିଲୋ ସୁନା ଲୁଚାଇ ଆଣି ଅଭିନେତ୍ରୀ ଗିରଫ

ବେଙ୍ଗାଲୁରୁ: କନ୍ନଡ ଅଭିନେତ୍ରୀ ରାନ୍ୟା ରାଓଙ୍କୁ ବେଙ୍ଗାଲୁରୁ ବିମାନବନ୍ଦରରେ ଗିରଫ କରାଯାଇଛି । ସୁନା ଚାଲାଣ ଅଭିଯୋଗରେ ତାଙ୍କୁ ଗିରଫ କରିଛି ରାଜସ୍ବ ଗୋଇନ୍ଦା ନିର୍ଦ୍ଦେଶାଳୟ । ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ତଲାସି ସମୟରେ ତାଙ୍କ ନିକଟରୁ ୧୪.୮ କିଲୋ ସୁନା…

ଏହି ସାଉଥ୍ ଫିଲ୍ମରେ ଏଣ୍ଟ୍ରି କରିବେ ଅଷ୍ଟ୍ରେଲିଆର ଷ୍ଟାର୍ କ୍ରିକେଟର

ହାଇଦ୍ରାବାଦ: ଭାରତୀୟ ସିନେମାରେ କ୍ରିକେଟରଙ୍କ ବାୟୋପିକ ନିର୍ମାଣ ହୋଇଥାଏ। ଏହି ଫିଲ୍ମ ଗୁଡିକ ହିଟ୍ ମଧ୍ୟ ହୋଇଥାଏ। ହେଲେ ଅନେକ ସମୟରେ କ୍ରିକେଟର ମାନେ ଡେବ୍ୟୁ କରିଥିବା ନଜର ରହିଛି। ସେମିତି ପୂର୍ବତନ ଅଷ୍ଟ୍ରେଲିୟ କ୍ରିକେଟର ଡେଭିଡ୍ ୱାର୍ଣ୍ଣର ଦକ୍ଷିଣ ସିନେମାରେ ନିଜର ଅଭିନୟର ଯାଦୁ…

‘ସର୍ଦ୍ଦାର ୨’ର ସେଟରେ ଆହତ ହେଲେ କାର୍ତ୍ତି, ଅଟକିଲା ସୁଟିଂ

ଚେନ୍ନାଇ: ସାଉଥ ଅଭିନେତା କାର୍ତ୍ତି ତାଙ୍କ ଆଗାମୀ ଫିଲ୍ମ 'ସର୍ଦ୍ଦାର ୨' ସେଟରେ ଆହତ ହୋଇଛନ୍ତି। ଅଭିନେତାଙ୍କ ଗୋଡରେ ଆଘାତ ଲାଗିଥିବା ଜଣାପଡିଛି। 'ସର୍ଦ୍ଦାର ୨'ର ଟିମ୍ ମୈସୁରରେ କିଛି ଖାସ୍ ଦୃଶ୍ୟର ସୁଟିଂ କରୁଥିଲା ବେଳେ ଏହି ଦୁର୍ଘଟଣା ଘଟିଥିଲା। ତେବେ କାର୍ତ୍ତିଙ୍କୁ ତୁରନ୍ତ…

ଏହି ଭାରତୀୟ ଫିଲ୍ମଗୁଡ଼ିକ ପାଇଛନ୍ତି ଓସ୍କାର ଆଓ୍ବାର୍ଡ, ୧୯୮୩ ମସିହାରେ ମିଳିଥିଲା ପ୍ରଥମ ଓସ୍କାର

ମୁମ୍ବାଇ: ଭାରତର ଫିଲ୍ମ ଇଣ୍ଡଷ୍ଟ୍ରି ଅନ୍ତର୍ଜାତୀୟ ସ୍ତରରେ ଏକ ବଡ଼ ନାମ ସୃଷ୍ଟି କରିଛି । ଓସ୍କାର ଭଳି ବଡ଼ ପୁରସ୍କାର ମାଧ୍ୟମରେ, ଭାରତୀୟ ଫିଲ୍ମଗୁଡ଼ିକ କେବଳ ଜାତୀୟ ସ୍ତରରେ ନୁହେଁ ବରଂ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ନିଜର ଛାପ ଛାଡିଛନ୍ତି । ମହାତ୍ମା ଗାନ୍ଧୀଙ୍କ ଜୀବନ୍ତ କାହାଣୀ ଉପରେ…

ଅଟଲୀଙ୍କ ଫିଲ୍ମରୁ ହଟିବେ ସଲମାନ

ମୁମ୍ବାଇ: ଦକ୍ଷିଣ ଭାରତର ଲୋକପ୍ରିୟ ନିର୍ଦ୍ଦେଶକ ଅଟଲୀ କୁମାର ତାଙ୍କା ଆଗାମୀ ଫିଲ୍ମ ପାଇଁ ସଲମାନ ଖାଁଙ୍କ ନାମ ଚୂଡାନ୍ତ କରିଥିଲେ । ଏଥିନେଇ ତାଙ୍କ ପ୍ରଶଂସକମାନେ ବେଶ ଉତ୍ସାହିତ ହୋଇ ପଡିଥିଲେ । ତେବେ ମଙ୍ଗଳବାର ଏକ ମିଡିଆ ରିପୋର୍ଟରେ ପ୍ରକାଶ ପାଇଛି ଯେ, ଏହି ଫିଲ୍ମରୁ ସଲମାନ…

ରଣବୀର ଆହ୍ଲାବାଦିଆଙ୍କୁ ମିଳିଲା ବଡ଼ ଆଶ୍ବସ୍ତି, ଶୋ’ କରିବାକୁ ଅନୁମତି ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପ୍ରସିଦ୍ଧ ୟୁଟ୍ୟବର ରଣବୀର ଆହ୍ଲାବାଦିଆଙ୍କୁ ମିଳିଲା ବଡ଼ ଆଶ୍ବସ୍ତି । ପୁଣି ଥରେ ’ଦି ରଣବୀର ଶୋ’ କରିବେ ରଣବୀର । ରଣବୀରଙ୍କୁ ଶୋ କରିବାକୁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ । ତେବେ ଶୋ’ରେ ରଣବୀରଙ୍କୁ ଶାଳୀନତା ରକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।…

ଘୋଷଣା ହେଲା ଓସ୍କାର ୨୦୨୫, ବାଦ୍ ପଡିଲା ପ୍ରିୟଙ୍କାଙ୍କ ‘ଅନୁଜା’

ନୂଆଦିଲ୍ଲୀ: ଚଳଚ୍ଚିତ୍ର ଜଗତର ସବୁଠାରୁ ସମ୍ମାନଜନକ ପୁରସ୍କାର ଓସ୍କାର ୨୦୨୫ ଘୋଷଣା କରାଯାଇଛି । ଆମେରିକା ଲସ୍ ଆଞ୍ଜେଲସର ଡଲବି ଥିଏଟରରେ ଅନୁଷ୍ଠିତ ୯୭ତମ ଓସ୍କାର ପୁରସ୍କାର ଆଜି ଭାରତୀୟ ସମୟ ସକାଳ ୫:୩୦ ରେ ଆଞ୍ଜେଲସରେ ଅନୁଷ୍ଠିତ ହୋଇଯାଇଛି । ଏକାଡେମୀ ଅଫ୍ ମୋସନ ପିକଚର୍ସ ଆର୍ଟସ ଆଣ୍ଡ…

ପୁଅ ଜନ୍ମଦିନରେ ଗାୟେବ୍ ବାପା, ପୁଣି ବଢିଲା ଗୋବିନ୍ଦା-ସୁନୀତାଙ୍କ ଛାଡପତ୍ର ଚର୍ଚ୍ଚା

ମୁମ୍ବାଇ: ବଲିଉଡ୍‌ର 'ହିରୋ ନଂ ୧' ଗୋବିନ୍ଦା ଓ ତାଙ୍କ ପତ୍ନୀ ସୁନୀତାଙ୍କ ଛାଡପତ୍ର ଖବର ବେଶ୍ କିଛି ଦିନ ହେଲା ଚର୍ଚ୍ଚାରେ ରହିଛି । କୁହାଯାଉଛି, ୬ ମାସ ପୂର୍ବରୁ ସୁନୀତା ଗୋବିନ୍ଦାଙ୍କୁ ଡିଭୋର୍ସ ନୋଟିସ୍ ପଠାଇଥିଲେ । ଆଉ ଦୀର୍ଘ ୩୭ ବର୍ଷ ପରେ ଦୁହିଁଙ୍କ ବିବାହ ବିଚ୍ଛେଦ ହେବାକୁ ଯାଉଛି…

‘ପୁଷ୍ପା ୨’କୁ ପଛରେ ପକାଇଲା ‘ଛାବା’: ଜାରି ରହିଛି କ୍ରେଜ୍, ବଢୁଛି ଆୟ

ମୁମ୍ବାଇ: ଭିକି କୌଶଳ, ରଶ୍ମିକା ମନ୍ଦାନା ଏବଂ ଅକ୍ଷୟ ଖାନାଙ୍କ ଫିଲ୍ମ 'ଛାବା' ବକ୍ସ ଅଫିସରେ ଭଲ ଲାଭ କରୁଛି। ଗତ ମାସ ଫେବୃଆରୀ ୧୪ ତାରିଖରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମଟି ବାଣିଜ୍ୟ ବିଶେଷଜ୍ଞଙ୍କ ସମସ୍ତ ଅନୁମାନକୁ ଭୁଲ ପ୍ରମାଣିତ କରିଛି। ଏହି ଫିଲ୍ମଟି ସାରା ବିଶ୍ୱରେ ୫୦୦ କୋଟି…

ସୋସିଆଲ ମିଡିଆରୁ କାହିଁକି ରାହାଙ୍କ ଫଟୋ ହଟାଇଲେ ଆଲିଆ… 

ମୁମ୍ବାଇ: ଲୋକପ୍ରିୟ ବଲିଉଡ୍ କପଲ୍ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ଝିଅ ରାହା କପୁରଙ୍କୁ ପ୍ରାୟ ସବୁବେଳେ ସୋସିଆଲ ମିଡିଆରେ ଦେଖାଯାଏ। ଆଲିଆଙ୍କ ଝିଅର କ୍ୟୁଟନେସ୍ ଦେଖିବାକୁ ସମସ୍ତେ ପାଗଳ। ପ୍ରଶଂସକମାନେ ମଧ୍ୟ ଅଭିନେତ୍ରୀଙ୍କ ଝିଅର ଏକ ଝଲକ ପାଇବା ପାଇଁ ଖୁବ୍ ଏକ୍ସାଇଟେଡ୍ ରହିଥାନ୍ତି।…