Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଓଟିଟି ପ୍ଲାଟଫର୍ମରେ ଦେଖିବାକୁ ମିଳିବ ହ୍ରିତିକ ରୋଶନଙ୍କ ପରିବାରର କାହାଣୀ

ମୁମ୍ବାଇ: ହ୍ରିତିକ ରୋଶନଙ୍କ ସମେତ ପୂରା ରୋଶନ ପରିବାରର କାହାଣୀକୁ ବର୍ତ୍ତମାନ ଫ୍ୟାନ୍ସ ମାନେ ଓଟିଟି ପ୍ଲାଟଫର୍ମରେ ଦେଖିପାରିବେ। ରୋଶନ ପରିବାର ଉପରେ ଆଧାରିତ ଏକ ଡକ୍ୟୁମେଣ୍ଟାରୀ ସିରିଜ୍ ଡିସେମ୍ବର ୪ରୁ ନେଟଫ୍ଲିକ୍ସରେ ଦେଖିପାରିବେ। ରୋଶନ ପରିବାର ହେଉଛି ଏଭଳି ଏକ ଚଳଚ୍ଚିତ୍ର…

ଏମିତି ଏକ ଫିଲ୍ମ, ସୁପରଷ୍ଟାର ଗୋବିନ୍ଦାଙ୍କ ଠାରୁ ବି ମାଙ୍କଡକୁ ମିଳୁଥିଲା ଅଧିକ ଦରମା

ମୁମ୍ବାଇ:ଆପଣ ଜାଣନ୍ତି କି ୧୯୯୩ରେ ଏକ ଫିଲ୍ମ ମଧ୍ୟ ମୁକ୍ତିଲାଭ କରିଥିଲା ଯେଉଁଥିରେ ହିରୋ ଅପେକ୍ଷା ମାଙ୍କଡ଼କୁ ଅଧିକ ଟଙ୍କା ଦିଆଯାଇଥିଲା। ଆସନ୍ତୁ ଜାଣିବା ମଜାଳିଆ କାହାଣୀ ବିଷୟରେ । ୧୯୯୩ ମସିହାରେ, ଏକ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା ଯେଉଁଥିରେ ଦୁଇଜଣ ମୁଖ୍ୟ ହିରୋଙ୍କ ସହିତ ଏକ…

କାହିଁକି ଚର୍ଚ୍ଚାରେ ଅଛନ୍ତି ନର୍ଗିସ ଫଖରୀଙ୍କ ଭଉଣୀ ଆଲିଆ ଫଖରୀ?

ମୁମ୍ବାଇ: ଆଜିକାଲି ବେଶ୍ ଚର୍ଚ୍ଚାରେ ଅଛନ୍ତି 'ରକଷ୍ଟାର୍' ଫେମ୍‌ ନର୍ଗିସ୍ ଫଖରୀ ଏବଂ ତାଙ୍କ ଭଉଣୀ। ଆଲିଆ ଫଖରୀ ତାଙ୍କ ପୂର୍ବତନ ପ୍ରେମିକ ଏଡୱାର୍ଡ ଏବଂ ତାଙ୍କ ମହିଳା ବନ୍ଧୁ ଆନାସ୍ତାସିଆଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ଦିନ ଅଭିନେତ୍ରୀଙ୍କ ଭଉଣୀ ବିଷୟରେ ଏକ…

ଘରକୁ ଫେରିଲେ କମେଡିଆନ ସୁନିଲ ପାଲ, ଅପହରଣ ଅଭିଯୋଗ କରିଥିଲେ ପତ୍ନୀ

ମୁମ୍ବାଇ: ଘରକୁ ଫେରିଲେ କମେଡିଆନ ସୁନିଲ ପାଲ। ହାସ୍ୟ ଅଭିନେତା ସୁନୀଲ ପାଲ ନିଖୋଜ ହୋଇଯାଇଥିବା ନେଇ ତାଙ୍କ ପତ୍ନୀ ଏକ ନିଖୋଜ ରିପୋର୍ଟ ଦାଖଲ କରିଥିଲେ। ଯାହାପରେ ଅଭିନେତା କେଉଁଠାରେ ଅଛନ୍ତି ଏବଂ ତାଙ୍କ ସହିତ ପ୍ରକୃତରେ କ’ଣ ଘଟିଛି, ସେଭଳି କିଛି ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି…

ଅବସର ପୋଷ୍ଟ ଉପରେ ମୁହଁ ଖୋଲିଲେ ବିକ୍ରାନ୍ତ, କହିଲେ ମୋ ପୋଷ୍ଟକୁ ଭୁଲ୍…

ମୁମ୍ବାଇ: ବିକ୍ରାନ୍ତ ମେସି ନିକଟରେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଅଭିନୟ ଜଗତରୁ ଅବସର ନେବା ନେଇ ଘୋଷଣା କରିଥିଲେ । ସେ ଏବେ ତେଙ୍କ ୨୪ ଘଣ୍ଟା ପୁରୁଣା ପୋଷ୍ଟ ବିଷୟରେ କହିଛନ୍ତି । ତାଙ୍କର ଚଳଚ୍ଚିତ୍ର 'ସାବରମତି ରିପୋର୍ଟ'ର ସଫଳତାକୁ ଉପଭୋଗ କରୁଥିବା ବିକ୍ରାନ୍ତ ମେସି ଡିସେମ୍ବର ୨…

ମୁଖ୍ଯମନ୍ତ୍ରୀଙ୍କୁ ଭେଟିଲେ ଏକତା କପୁର

ଭୁବନେଶ୍ୱର: ଓଡିଶା ଗସ୍ତ ସମୟରେ ମୁଖ୍ଯମନ୍ତ୍ରୀ ମୋହନ ମାଝିଙ୍କୁ ସାକ୍ଷାତ କରିଛନ୍ତି ବାଲାଜୀ ଟେଲିଫିଲ୍ମର ପରିଚାଳନା ନିର୍ଦ୍ଦେଶକ, ନିର୍ମାତା ଏକତା କପୁର। ଓଡିଶା ବିଧାନସଭା ଚାମ୍ବରରେ ସେ ସାକ୍ଷାତ କରିଛନ୍ତି। ରାଜ୍ୟରେ 'ଦ ସାବରମତି ରିପୋର୍ଟ'କୁ ଟିକସମୁକ୍ତ କରିବାକୁ ଓଡିଶା…

ଧନୁଷ-ନୟନତାରା ବିବାଦ ମଧ୍ଯରେ ‘ଏକ୍ସ’ ଆକାଉଣ୍ଟ ଡିଲିଟ କଲେ ଭିଗ୍ନେଶ

ଚେନ୍ନାଇ: ସାଉଥ ସିନେମାର ଲୋକପ୍ରିୟ ଅଭିନେତ୍ରୀ ନୟନତାରାଙ୍କ ସ୍ୱାମୀ ଭିଗ୍ନେଶ ଶିବନ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରୁ ନିଜକୁ ଦୂରେଇ ରଖିଛନ୍ତି। ଧନୁଷ-ନୟନତାରା ବିବାଦ ମଧ୍ଯରେ ସେ 'ଏକ୍ସ' ଆକାଉଣ୍ଟ ଡିଲିଟ୍ କରିଦେଇଛନ୍ତି। ନିର୍ମାତା ଦ ଗେଲାଟା ପ୍ଲସ୍ ମେଗା ପାନ୍ ଇଣ୍ଡିଆ…

ସଂସଦରେ ‘ଦ ସାବରମତି ରିପୋର୍ଟ’ର ସ୍ପେଶାଲ୍ ସ୍କ୍ରିନିଂ

ନୂଆଦିଲ୍ଲୀ: ସଂସଦର ବାଲୟୋଗୀ ଅଡିଟୋରିୟମରେ ‘ଦ ସାବରମତି ରିପୋର୍ଟ’ ଫିଲ୍ମର ସ୍ୱତନ୍ତ୍ର ସ୍କ୍ରିନିଂ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ବହୁ ମନ୍ତ୍ରୀ ଓ ସାଂସଦ ଏହି ଫିଲ୍ମ ଦେଖିବାକୁ ଆସିଛନ୍ତି।…

‘ପୁଷ୍ପା ୨’ ରିଲିଜ୍ ପୂର୍ବରୁ ବିବାଦରେ ଫସିଲେ ଅଲୁ, ଥାନାରେ ମାମଲା ରୁଜୁ କଲେ ଫ୍ୟାନସ

ମୁମ୍ବାଇ: ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ପୁଷ୍ପା ୨' ରିଲିଜ୍ ହେବା ପୂର୍ବରୁ ଦକ୍ଷିଣ ସୁପରଷ୍ଟାର ଅଲୁ ଅର୍ଜୁନଙ୍କ ବିରୋଧରେ ଅଭିଯୋଗ ଆସିଛି । ନିକଟରେ ମୁମ୍ବାଇରେ ଏକ ପ୍ରମୋସନାଲ ଇଭେଣ୍ଟ ସମୟରେ ଅଲୁ ଅର୍ଜୁନ ତାଙ୍କ ପ୍ରଶଂସକଙ୍କୁ 'ଆର୍ମି' ବୋଲି ସମ୍ବୋଧିତ କରିଥିଲେ, ଯେଉଁଥିପାଇଁ…

ସମସ୍ତଙ୍କୁ ଚମକାଇ ଦେଲେ ବିକ୍ରାନ୍ତ, କହିଦେଲେ ‘୨୦୨୫ ଶେଷ ସାକ୍ଷାତ’…

ମୁମ୍ବାଇ: ‘ଟ୍ବିଏଲଥ୍ ଫେଲ୍’ ସିନେମା ଦ୍ବାରା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବଲିଉଡ ଅଭିନେତା ବିକ୍ରାନ୍ତ ମାସେ ଏବେ ସମସ୍ତଙ୍କୁ ଚମକାଇ ଦେଲା ଭଳି ବଡ ଘୋଷଣା କରିଛନ୍ତି । ମାତ୍ର ୩୭ ବର୍ଷ ବୟସରେ ସେ ସିନେମା ଜଗତରୁ ଅବସର ନେଉଛନ୍ତି ବୋଲି ଘୋଷଣା କରି ପ୍ରଶଂସକଙ୍କୁ ମର୍ମାହତ…