Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଆଇନଗତ ଭାବେ ଅଲଗା ହେଲେ ଐଶ୍ୱର୍ଯ୍ୟା-ଧନୁଷ, ଛାଡପତ୍ରକୁ ମଞ୍ଜୁର କଲେ କୋର୍ଟ

ଚେନ୍ନାଇ: ବ୍ୟକ୍ତିଗତ ଜୀବନକୁ ନେଇ ଐଶ୍ୱର୍ଯ୍ୟା ରଜନୀକାନ୍ତ ଏବଂ ଧନୁଷ ସବୁବେଳେ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ଦୁହେଁ ଚେନ୍ନାଇର ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ। ନିର୍ଦ୍ଦେଶକ ଐଶ୍ବର୍ଯ୍ୟା ରଜନୀକାନ୍ତ ଏବଂ ଅଭିନେତା-ନିର୍ଦ୍ଦେଶକ ଧନୁଷ ନିକଟରେ ଚେନ୍ନାଇ ପରିବାର କୋର୍ଟରେ ଛାଡପତ୍ର…

ମୁଫାସାର ସଂଘର୍ଷ ଭଳି ମୋ କାହାଣୀ: ଶାହରୁଖ

ମୁମ୍ବାଇ: ବଲିଉଡକୁ ଅନେକ ତାରକା ଆସନ୍ତି ଏବଂ ଯାଆନ୍ତି କିନ୍ତୁ ଶାହାରୁଖ ଖାନ ବନାଇଥିବା ସ୍ଥାନ ସମସ୍ତଙ୍କ ପାଇଁ ସମ୍ଭବ ନୁହେଁ। ଶାହାରୁଖଙ୍କ ଷ୍ଟାରଡମ୍ ଆଜି ମଧ୍ୟ ଲୋକଙ୍କ ପାଇଁ ଏକ ପ୍ରେରଣା। ତାଙ୍କର ସଫଳତା ପଛରେ ତାଙ୍କର କଠିନ ପରିଶ୍ରମ, ନିଷ୍ଠା ସ୍ପଷ୍ଟ ବାରି ହୁଏ। ଶାହାରୁଖ ଖାନ…

୪୦୦ କୋଟି କ୍ଲବରେ ‘ଭୁଲଭୁଲେୟା ୩’

ମୁମ୍ବାଇ: ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଚଳଚ୍ଚିତ୍ର ''ଭୁଲ ଭୁଲେୟା ୩'ର ସଫଳତା ପରେ ଖୁବ୍ ଚର୍ଚ୍ଚାରେ। ଏକ ଶାନଦାର କାହାଣୀ ଭିତ୍ତିକ ଏହି ଚଳଚ୍ଚିତ୍ରଟି ଲୋକଙ୍କ ହୃଦୟକୁ ଛୁଇଁ ପାରିଛି। ରୋଜଗାର ଦୃଷ୍ଟିରୁ ''ଭୁଲ ଭୁଲେୟା ୩'ର 'ବକ୍ସ ଅଫିସରେ ଇତିହାସ ସୃଷ୍ଟି କରିଛି। ତେବେ…

ନୟନତାରା ଓ ବିଗ୍ନେଶଙ୍କ ବିରୋଧରେ ମାମଲା ଦାୟର: ଅଭିନେତ୍ରୀଙ୍କୁ ଜବାବ ତଲବ

ମୁମ୍ବାଇ: ଗତକିଛି ଦିନ ହେବ ନୟନତାରା-ଧନୁଷଙ୍କ ମଧ୍ୟରେ ଲାଗି ରହିଛି ବିବାଦ। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ସାଉଥ୍ ଲେଡି ସୁପରଷ୍ଟାର୍ ନୟନତାରା ତାଙ୍କ ଡକ୍ୟୁମେଣ୍ଟାରୀ ‘ନୟନତାରା: ବିଉଣ୍ଡ୍ ଦି ଫେରି ଟେଲ୍’ ପାଇଁ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଏହା ୧୮ ନଭେମ୍ବରରେ…

ରାଜକୀୟ ଢଙ୍ଗରେ ୨ ମାସ ପରେ ପୁଣି ଦ୍ବିତୀୟ ଥର ବିବାହ କଲେ ଅଦିତି

ଜୟପୁର: ବିବାହ ଋତୁରେ, ଫିଲ୍ମ ଇଣ୍ଡଷ୍ଟ୍ରିର ଏକ ନୂତନ ଦମ୍ପତି ପୁଣି ବିବାହ କରିଛନ୍ତି । ଅଦିତି ରାଓ ହୈଦରୀ ଏବଂ ସିଦ୍ଧାର୍ଥ ୪୦୦ ବର୍ଷ ପୁରୁଣା ମନ୍ଦିରରେ ବିବାହ କରିବା ପରେ ରାଜସ୍ଥାନର ଏକ ଦୁର୍ଗରେ ଏକ ଭବ୍ୟ ବିବାହ କରିଛନ୍ତି । ଅଦିତି ଏବଂ ସିଦ୍ଧାର୍ଥ ସେମାନଙ୍କର ଦ୍ୱିତୀୟ ବିବାହର ଫଟୋ…

ରାପର ବାଦଶାହଙ୍କ କ୍ଲବରେ ବିସ୍ଫୋରଣ, ନିଜକୁ ଦାୟୀ କଲା ଗୋଲ୍ଡି…

ଚଣ୍ଡିଗଡ: ଚଣ୍ଡିଗଡରେ ମଙ୍ଗଳବାର ଦୁଇଟି ନାଇଟ୍ କ୍ଲବ ବାହାରେ ବିସ୍ଫୋରଣ ହେବା ଯୋଗୁ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ଏହି କ୍ଲବଗୁଡ଼ିକ ମଧ୍ୟରୁ ଗୋଟିଏରେ ରାପର ବାଦଶାହଙ୍କର ଭାଗୀଦାର ରହିଛି। ବାଇକ୍ ଚଳାଉଥିବା ଦୁଇଜଣ ମୁଖା ବ୍ୟକ୍ତି ଉକ୍ତ ସ୍ଥାନରେ ବୋମା ଫିଙ୍ଗି ପଳାଇ…

ସମ୍ଭଲ ହିଂସା; ‘ମୁସଲମାନ ହୋଇଥିବାରୁ ସେମାନଙ୍କୁ ମାରିଦିଆଯାଉଛି’

ଲକ୍ଷ୍ନୌ: ଗତ ରବିବାର ଉତ୍ତରପ୍ରଦେଶର ସମ୍ଭଲ ଜିଲ୍ଲାର ଶାଦୀ ମସଜିଦ ସର୍ଭେ ବେଳେ ଘଟିଥିବା ହିଂସାରେ ଏପର୍ଯ୍ୟନ୍ତ ୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୩୦ରୁ ଅଧିକ ଆହତ ହୋଇଛନ୍ତି । ଏହି ହିଂସା ଯୋଗୁଁ ଅନେକ ଲୋକଙ୍କୁ ମଧ୍ୟ ଗିରଫ କରାଯାଇଛି । ଏହି ମାମଲା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଶାନ୍ତ…

ନାଗା ଓ ଶୋଭିତାଙ୍କ ୱେଡିଂ ରାଇଟ୍ସ ୫୦ କୋଟିରେ ବିକ୍ରୀ

ଚେନ୍ନାଇ: ସାଉଥ ସୁପରଷ୍ଟାର ନାଗା ଚୈତନ୍ୟ ଏବଂ ଶୋଭିତା ଧୁଲିପାଲା ଖୁବ୍ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଏହାରି ମଧ୍ୟରେ ନାଗା ଚୈତନ୍ୟ ଏବଂ ଶୋଭିତାଙ୍କ ବିବାହ ରାଇଟ୍ସ ଓଟିଟି ପ୍ଲାଟଫର୍ମ କିଣିଥିବା ନେଇ ଖବର ଆସୁଛି। ଟ୍ରେଡ୍ ଆନାଲିଷ୍ଟ ମନୋବାଲା ବିଜୟନ 'ଏକ୍ସ'ରେ…

ଖୁବଶୀଘ୍ର ବିବାହ କରିବେ ନାଗାର୍ଜୁନଙ୍କ ପୁଅ ଅଖିଲ, ସରିଲା ନିର୍ବନ୍ଧ

ଚେନ୍ନାଇ: ସାଉଥ୍ ସୁପରଷ୍ଟାର ନାଗାର୍ଜୁନଙ୍କ ପୁଅ ତଥା ନାଗା ଚୈତନ୍ୟଙ୍କ ଭାଇ ଅଖିଲ ଅକ୍କିନେନି ନିର୍ବନ୍ଧ କରିଛନ୍ତି। ଅଭିନେତା ନାଗାର୍ଜୁନ ବୋହୂ ଜୈନାବଙ୍କୁ ପରିବାରରେ ସ୍ୱାଗତ କରି ନିର୍ବନ୍ଧର ଫୋଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ତେବେ ଏହାର କିଛି ମାସ ପୂର୍ବରୁ ନାଗା ଚୈତନ୍ୟ…

କେବେ ବିବାହ କରିବେ ତମନ୍ନା-ବିଜୟ? ୱେଡିଂ ପ୍ଲାନକୁ ନେଇ ଭାଙ୍ଗିଲେ ନୀରବତା

ମୁମ୍ବାଇ: ବଲିଉଡର ଲଭବାର୍ଡ ତମନ୍ନା ଭାଟିଆ ଏବଂ ବିଜୟ ଭର୍ମା ପ୍ରାୟତଃ ଭଲ ସମୟ ଅତିବାହିତ କରୁଥିବା ନଜର ଆସେ। ପ୍ରାୟ ସମସ୍ତ ଇଭେଣ୍ଟରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳେ। ଏବେ ପ୍ରଶଂସକମାନେ ଉଭୟଙ୍କ ବିବାହକୁ ଅପେକ୍ଷା କରିଛନ୍ତି। ତେବେ ଏହି କପଲ ଏପର୍ଯ୍ୟନ୍ତ ସେମାନଙ୍କ ବିବାହ ଯୋଜନା…