Latest Odisha News

BREAKING NEWS

Browsing Category

ମନୋରଞ୍ଜନ

କେବେ ବିବାହ କରିବେ ତମନ୍ନା-ବିଜୟ? ୱେଡିଂ ପ୍ଲାନକୁ ନେଇ ଭାଙ୍ଗିଲେ ନୀରବତା

ମୁମ୍ବାଇ: ବଲିଉଡର ଲଭବାର୍ଡ ତମନ୍ନା ଭାଟିଆ ଏବଂ ବିଜୟ ଭର୍ମା ପ୍ରାୟତଃ ଭଲ ସମୟ ଅତିବାହିତ କରୁଥିବା ନଜର ଆସେ। ପ୍ରାୟ ସମସ୍ତ ଇଭେଣ୍ଟରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳେ। ଏବେ ପ୍ରଶଂସକମାନେ ଉଭୟଙ୍କ ବିବାହକୁ ଅପେକ୍ଷା କରିଛନ୍ତି। ତେବେ ଏହି କପଲ ଏପର୍ଯ୍ୟନ୍ତ ସେମାନଙ୍କ ବିବାହ ଯୋଜନା…

ଗିରଫ ହେବେ କି ରାମ ଗୋପାଳ ବର୍ମା ? ନିର୍ଦ୍ଦେଶକଙ୍କ ଘରେ ପୋଲିସ…

ହାଇଦ୍ରାବାଦ: ଚଳଚ୍ଚିତ୍ର ନିର୍ଦ୍ଦେଶକ ରାମ ଗୋପାଳ ଭର୍ମାଙ୍କ ଘରେ ପୋଲିସ। ଆନ୍ଧ୍ରପ୍ରଦେଶ ପୋଲିସର ଏକ ଟିମ୍ ରାମ ଗୋପାଳ ଭର୍ମାଙ୍କ ହାଇଦ୍ରାବାଦର ଥିବା ଘରେ ପହଞ୍ଚିଥିଲା। କାରଣ ସେ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ସୋସିଆଲ ମିଡିଆରେ…

‘ନୈନ୍‌ ମଟକ୍କା’ରେ ବରୁଣ-କିର୍ତ୍ତୀଙ୍କ ଦମଦାର କେମେଷ୍ଟ୍ରି, ଦିୱାନା ହେଲେ ଫ୍ୟାନ୍ସ

ମୁମ୍ବାଇ: ଚର୍ଚ୍ଚାରେ ଅପ୍‌କମିଙ୍ଗ ଆକ୍ସନ୍‌-ଥ୍ରିଲର ଫିଲ୍ମ ‘ବେବି ଜନ୍‌’। ଫିଲ୍ମରେ ଦିଲଜିତ ଦୋସାଞ୍ଜ ଗାଇଥିବା ଗୀତ ‘ନୈନ୍‌ ମଟକ୍କା’ ସୋସିଆଲ ମିଡିଆ ସେନ୍‌ସେସନ୍‌ ପାଲଟିଛି। ଏହି ଗୀତକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି। ‘ବେବି ଜନ’ର ଗୀତ ନୈନ ମଟକ୍କା ରିଲିଜ୍ ହେବା ପରେ…

ବିସ୍ଫୋରଣରେ ଦୋହଲିଲା ରାପର୍‌ ବାଦଶାହଙ୍କ ନାଇଟ୍‌ କ୍ଲବ୍‌!

ମୁମ୍ବାଇ: ବିସ୍ଫୋରଣରେ ଦୋହଲିଲା ନାଇଟ୍‌ କ୍ଲବ୍‌। ସକାଳୁ ସକାଳୁ ଚଣ୍ଡିଗଡର ଦୁଇଟି ନାଇଟ୍‌ କ୍ଲବ ବାହାରେ ଭୟଙ୍କର ବିସ୍ଫୋରଣ ହୋଇଛି। ଏହି ନାଇଟ୍‌ କ୍ଲବ ଗୁଡିକ ବଲିଉଡ ସିଙ୍ଗର ତଥା ରାପର୍‌ ବାଦଶାହଙ୍କର ବୋଲି ଜଣାପଡିଛି। ସକାଳ ୨:୩୦ରୁ ୨:୪୫ ମଧ୍ୟରେ ଏହି ବିସ୍ଫୋରଣ ଘଟିଛି। ଚଣ୍ଡିଗଡର…

ରିଲେସନଶିପ ଷ୍ଟାଟସକୁ ନେଇ ମଲାଇକାଙ୍କ ଖୁଲାସା

ମୁମ୍ବାଇ: ମଲାଇକା ଆରୋରା ସବୁବେଳେ ତାଙ୍କ ପ୍ରେମ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଆଜିକାଲି ସେ ନିଜର ବ୍ରେକଅପ୍ ପାଇଁ ଲାଇମଲାଇଟରେ ଅଛନ୍ତି। ନିକଟରେ ମଲାଇକାଙ୍କ ଏକ୍ସ ବୟଫ୍ରେଣ୍ଡ ଅର୍ଜୁନ କପୁର ନିଜକୁ ଅବିବାହିତ ବୋଲି କହିବା ସହ ବ୍ରେକଅପ୍ ସ୍ପଷ୍ଟ କରିଥିଲେ। ଯାହାପରଠାରୁ…

ଏ.ଆର୍ ରେହମାନଙ୍କ ନୋଟିସ୍, ୨୪ ଘଣ୍ଟାରେ ଡିଲିଟ୍… 

ନୂଆଦିଲ୍ଲୀ: ମ୍ୟୁଜିକ କମ୍ପୋଜର ଏ ଆର୍ ରେହମାନ ଓ ତାଙ୍କ ପତ୍ନୀ ସାଇରା ବାନୁଙ୍କ ଛାଡପତ୍ର ମାମଲା ଚର୍ଚ୍ଚାରେ ରହିଛି। କିଛି ଦିନ ପୂର୍ବରୁ ଏ.ଆର୍ ରେହମାନ ଏନେଇ ଘୋଷଣା କରିବା ପରେ ଟ୍ରୋଲ୍ ର ସମ୍ମୁଖୀନ ହୋଇଥିଲେ। ଏଭଳି ପରିସ୍ଥିତିରେ ଯେଉଁମାନେ ତାଙ୍କୁ ବଦନାମ କରୁଛନ୍ତି, ସେମାନଙ୍କ…

ଫଲୋଅର୍ସ ୫୦ ଲକ୍ଷରୁ ଅଧିକ, ମାତ୍ର ୧୫୫ରେ ହାରିଲେ ନିର୍ବାଚନ

ମୁମ୍ବାଇ: ସିନେ ଜଗତରେ ନିଜର ଛାପ ଛାଡିବା ପରେ ଅନେକ ଅଭିନେତା ଏବଂ ଅଭିନେତ୍ରୀ ରାଜନୀତିରେ ପାଦ ଥାପିଛନ୍ତି । କେତେକ ରାଜନୀତି କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କେତେକଙ୍କ ଲୋକପ୍ରିୟତା ରାଜନୀତିରେ ଫେଲ୍ ମାରିଛି । ସେହିଭଳି ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି ମହାରାଷ୍ଟ୍ର…

ସଲମାନ ଖାନ ଏବଂ ଶାହାରୁଖ ଖାନଙ୍କ ସହ ବହୁ ପୁରୁଣା ଫଟୋ ସେୟାର କଲେ ହ୍ରିତିକ

ମୁମ୍ବାଇ: ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଫିଲ୍ମ 'କରନ ଅର୍ଜୁନ'ର ସେଟରୁ ନିଜର ଅଭିଜ୍ଞତା ବାଣ୍ଟିଛନ୍ତି ଅଭିନେତା ହ୍ରିତିକ ରୋଶନ । ଏଥିସହ ସେ ସଲମାନ ଖାନ ଏବଂ ଶାହାରୁଖ ଖାନଙ୍କ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ସଲମାନ ଏବଂ ଶାହାରୁଖଙ୍କ ସହ ଏକ ନିଜର ଏକ ଫଟୋ ସେୟାର କରିଛନ୍ତି…

ବିଗବସ୍ ମଞ୍ଚରେ ହିନା, ସ୍ଵାସ୍ଥ୍ୟ ବିଷୟରେ ପଚାରିଲେ ସଲମାନ

ମୁମ୍ବାଇ: ନିଜ ଜୀବନର କଠିନ ପରିସ୍ଥିତି ଦେଇ ଏବେ ଗତି କରୁଛନ୍ତି ଅଭିନେତ୍ରୀ ହିନା ଖାନ । କର୍କଟ ରୋଗରେ ପୀଡିତ ହିନା ଗତ କିଛି ଦିନ ହେବ ଚିକିତ୍ସିତ ହେଉଛନ୍ତି। ଏପରି କଠିନ ପରିସ୍ଥିତିରେ ମଧ୍ୟ ନିଜ ଜୀବନକୁ ମନ ଖୋଲି ଖୁସିରେ ବଞ୍ଚୁଛନ୍ତି ଅଭିନେତ୍ରୀ ଜଣଙ୍କ । ଏଥିସହ ନିଜେ ନିଜକୁ…

ବ୍ୟାନ ହେବ କି ‘ପୁଷ୍ପା-୨’? ବିବାଦରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ଵାଇ: ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଆଗାମୀ ଚଳଚ୍ଚିତ୍ର 'ପୁଷ୍ପା : ଦି ରୁଲ' ପୁଣି ବିବାଦ ଘେରରେ। ରିଲିଜ ହେବା ପୂର୍ବରୁ ବିବାଦରେ ଛନ୍ଦି ହୋଇଯାଇଛି। ଫ୍ୟାନ୍ସମାନେ ଦୀର୍ଘ ସମୟ ଫିଲ୍ମକୁ ଧରି ଅପେକ୍ଷା କରି ରହିଛନ୍ତି। କିନ୍ତୁ ଫିଲ୍ମ ରିଲିଜ ହେବା ପୂର୍ବରୁ ଏହାକୁ ବ୍ୟାନ…