Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ସାମ୍ନାକୁ ଆସିଲା ‘ଡାକୁ ମହାରାଜ’ ଓଟିଟି ରିଲିଜ୍ ଡେଟ୍, ହେଲେ ପୋଷ୍ଟରରେ ନାହାନ୍ତି ଉର୍ବଶୀ

ମୁମ୍ବାଇ: ସାମ୍ନାକୁ ଆସିଲା ତେଲୁଗୁ ସିନେମା ‘ଡାକୁ ମହାରାଜ’ର ଓଟିଟି ରିଲିଜ୍ ଡେଟ୍ । ସିନେମାଟି ଗତ ୧୨ ତାରିଖରେ ରିଲିଜ୍ ହେବା ପରେ ଆସନ୍ତା ୨୧ ଫେବୃଆରୀରେ ନେଟଫ୍ଲିକ୍ସରେ ଏହାର ଷ୍ଟ୍ରିମିଂ ଆରମ୍ଭ ହେବ । ନେଟଫ୍ଲିକ୍ସ ଓଟିଟି ରିଲିଜ୍ ତାରିଖ ଘୋଷଣା କରିବା ପାଇଁ ସିନେମାର ଏକ ପୋଷ୍ଟର…

‘ମୁଁ ଭୟଭୀତ, ହେଲେ ପଳାୟନ କରିବିନି’- ବିବାଦ ଭିତରେ ମନର କଥା କହିଲେ ରଣବୀର

ମୁମ୍ବାଇ: ବିବାଦ ଭିତରେ ଯୁଝି ହେଉଛନ୍ତି ରଣବୀର ଆହ୍ଲାବାଦିଆ । ମୁମ୍ବାଇ ପୋଲିସ ତାଙ୍କ ଫୋନ୍ ସ୍ବିଚ୍ ଅଫ୍ ଥିବାରୁ ତାଙ୍କୁ ଖୋଜିବାରେ ସଂଘର୍ଷ କରିବା ନ୍ୟୁଜ୍ ସାମ୍ନାକୁ ଆସିବା ପରେ ଏହା ଉପରେ ମୁହଁ ଖୋଲିଛନ୍ତି ରଣବୀର । ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍ ଶୋ'ରେ ତାଙ୍କର ମନ୍ତବ୍ୟକୁ ନେଇ ସୃଷ୍ଟି…

ଉନ୍ମୋଚିତ ହେଲା ଅନୁଭବ ମହାନ୍ତିଙ୍କ ବାୟୋଗ୍ରାଫି ‘ବ୍ଲକବ୍ଲଷ୍ଟର ଟୁ ବାଲେଟ ବକ୍ସ’

ଭୁବନେଶ୍ୱର: ଓଲିଉଡ ଅଭିନେତା ତଥା ରାଜନେତା ଅନୁଭବ ମହାନ୍ତିଙ୍କ ବାୟୋଗ୍ରାଫି ପୁସ୍ତକ ଉନ୍ମୋଚିତ ହୋଇଛି । ଭୁବନେଶ୍ୱରର ଏକ ହୋଟେଲରେ ଅନୁଭବ ମହାନ୍ତିଙ୍କ ବାୟୋଗ୍ରାଫି ପୁସ୍ତକ ‘ବ୍ଲକବଷ୍ଟରରୁ ବାଲେଟ ବକ୍ସ’ ଉନ୍ମୋଚିତ ହୋଇଯାଇଛି । ଟାଇମପାସ ପବ୍ଲିକେସନ ଦ୍ୱାରା ପ୍ରକାଶିତ ଏହି…

ରିଲିଜ ହେବାର ପ୍ରଥମ ଦିନରେ ଛପରଫାଡ୍ ଇନକମ କଲା ‘ଛାବା’

ମୁମ୍ବାଇ: ଭିକି କୌଶଲ ଏବଂ ରଶ୍ମିକା ମନ୍ଦାନା ଅଭିନୀତ ଫିଲ୍ମ 'ଛାଭା' ୧୪ ଫେବୃଆରୀରେ ସିନେମା ହଲରେ ରିଲିଜ ହୋଇସାରିଛି । ଫିଲ୍ମଟିର ରିଲିଜ୍ ପୂର୍ବରୁ ଏହାକୁ ନେଇ ବହୁତ ଚର୍ଚ୍ଚା ହୋଇଥିଲା । ନିର୍ମାତାଙ୍କଠାରୁ ଆରମ୍ଭ କରି ଷ୍ଟାର ପର୍ଯ୍ୟନ୍ତ, ସମସ୍ତଙ୍କର ଏହି ଫିଲ୍ମକୁ ନେଇ ବହୁତ ଆଶା…

ୟୁଟ୍ୟୁବର ରଣବୀର ଆହ୍ଲାବାଦିଆଙ୍କୁ ସୁପ୍ରିମକୋର୍ଟରୁ ଝଟକା

ନୂଆଦିଲ୍ଲୀ: ୟୁଟ୍ୟୁବର ରଣବୀର ଆଲ୍ଲାହାବାଦିଆଙ୍କ ଅଡୁଆ ବଢିବାରେ ଲାଗିଛି । ରଣବୀର ଦେଇଥିବା ବିବାଦୀୟ ବୟାନ ସହିତ ଜଡିତ ସମସ୍ତ ମାମଲାର ମିଳିତ ଶୁଣାଣି ପାଇଁ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । କୋର୍ଟ କହିଛନ୍ତି ଯେ ଏହି ମାମଲାର ଶୁଣାଣି ପ୍ରକ୍ରିୟା ଅନୁସାରେ କରାଯିବ ।…

ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କ ବିରୋଧରେ ମାନହାନି ମାମଲା

ମୁମ୍ବାଇ: ଅଭିନେତ୍ରୀ ରୋଜାଲିନ ଖାନଙ୍କୁ 'ଚିପ୍' କହିବା ଅଭିଯୋଗରେ ଆକ୍ଟ୍ରେସ୍ ଅଙ୍କିତା ଲୋଖଣ୍ଡେଙ୍କ ବିରୋଧରେ ସେ ମାନହାନି ମୋକଦ୍ଦମା କରିଛନ୍ତି। ରୋଜଲିନ୍ ଏହି କାର୍ଯ୍ୟାନୁଷ୍ଠାନର ଡକ୍ୟୁମେଣ୍ଟଗୁଡ଼ିକୁ ସୋସିଆଲ ମିଡିଆରେ ସେୟାର କରି ଏକ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ କହିଛନ୍ତି…

ପଡିବ ହାତଗଣ୍ଠି, ବିବାହ କରିବେ ଏଲଭିସ୍

ମୁମ୍ବାଇ: ଚଳିତ ବର୍ଷ ବିବାହ କରିବେ ଫେମସ୍ ୟୁଟ୍ୟୁବର୍ ଏଲଭିସ୍ ଯାଦବ୍ । ଦେଲେ ହିଣ୍ଟ । ଏଥର ପଡିବ ହାତଗଣ୍ଠି । ସାମ୍ନାକୁ ଆସିବ ପ୍ରେମିକାଙ୍କ ଚେହେରା । ବାସ୍ତବାରେ ନିକଟରେ ‘ଲାଫଟର୍ ସେଫ୍ ୨- ଅନଲିମିଟେଡ୍ ଏଣ୍ଟରଟେନମେଣ୍ଟ’ ଅଂଶଗ୍ରହଣ କରିଥିଲେ ଏଲଭିସ୍ । ତାଙ୍କ ସହ ରୁବିନା…

ଉତ୍ତମଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ନବୀନ

ଭୁବନେଶ୍ଵର: ବର୍ଷିଆନ୍ ଓଲିଉଡ ଅଭିନେତା ଉତ୍ତମ ମହାନ୍ତିଙ୍କ ସ୍ଵାସ୍ଥ୍ୟାବସ୍ଥା ସମ୍ପର୍କରେ ବାବୁଶାନଙ୍କ ସହ ଭିଡିଓ କାଳ ଜରିଆରେ ପଚାରି ବୁଝିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କଲ୍ କରି ଉତ୍ତମ ମହାନ୍ତିଙ୍କ ସ୍ଵାସ୍ଥ୍ୟାବସ୍ଥା କଥା ପଚାରିଛନ୍ତି ନବୀନ । ଅଭିନେତା ଉତ୍ତମ…

ନିଜ ଚ୍ୟାନେଲରୁ ଶୋ’ର ଭିଡିଓ ଡିଲିଟ୍ କଲେ ସମୟ, କହିଲେ ‘ମୋ ନିୟନ୍ତ୍ରଣ ବାହାରେ’

ମୁମ୍ବାଇ: ଷ୍ଟାଣ୍ଡଅପ୍ କମେଡିଆନ ସମୟ ରୈନାଙ୍କ ହିଟ୍ ଶୋ’ ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ’ ଏବେ ବିବାଦରେ ଘେରି ହୋଇଛି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ୟୁଟ୍ୟୁବ୍ ମଧ୍ୟ ଶୋ ଉପରେ ପ୍ରତିବନ୍ଧକ ଲଗାଇଛି । ଯାହାକୁ ନେଇ ଏବେ ଶେଷରେ ମୁହଁ ଖୋଲିଛନ୍ତି ସମୟ । ବିବାଦ ପରେ ଉକ୍ତ ଶୋ’ର…

ଇଣ୍ଡିଆଜ୍ ଗଟ୍ ଲେଟେଣ୍ଟର ୧୮ଟି ଏପିସୋଡର ଚାଲିଛି ଯାଞ୍ଚ, ତାପରେ…

ମୁମ୍ବାଇ: ଇଣ୍ଡିଆଜ୍ ଗଟ୍ ଲେଟେଣ୍ଟ୍ ମାମଲାରେ ନୂଆ ଘଟଣା ସାମ୍ନାକୁ ଆସିଛି । ମହାରାଷ୍ଟ୍ର ସାଇବର ସେଲ୍ ସୂତ୍ର ଅନୁଯାୟୀ, ଇଣ୍ଡିଆଜ୍ ଗଟ୍ ଲେଟେଣ୍ଟ୍‌ର ସମସ୍ତ ୧୮ଟି ଏପିସୋଡ୍‌ର ତଦନ୍ତ କରାଯାଉଛି । ଏହି ୧୮ଟି ଏପିସୋଡ୍‌ରେ ଆସିଥିବା ସମସ୍ତ ବିଚାରକ, ଏମାନଙ୍କ ମଧ୍ୟରୁ ଯେକୌଣସି ବିଚାରପତି…