Latest Odisha News

BREAKING NEWS

Browsing Category

ମନୋରଞ୍ଜନ

କାହିଁକି ଟ୍ରୋଲ୍ ହେଉଛନ୍ତି ବିକ୍ରାନ୍ତ… 

ମୁମ୍ବାଇ: ଅଭିନେତା ବିକ୍ରାନ୍ତ ମେସି ତାଙ୍କର ଅପକମିଂ ଚଳଚ୍ଚିତ୍ର 'ଦ ସାବରମତି ରିପୋର୍ଟ' ପାଇଁ ଚର୍ଚ୍ଚାରେ ଅଛନ୍ତି। ଯାହା ଖୁବ ଶୀଘ୍ର ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି। ନିକଟରେ ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା ବେଳେ ଦର୍ଶକଙ୍କ ଭଲ ରେସପୋନ୍ସ ମିଳିଛି। ବିକ୍ରାନ୍ତଙ୍କ ବ୍ୟତୀତ ରାଶି…

‘ସିଙ୍ଘମ ଏଗେନ’ ଏବଂ ‘ଭୁଲ୍ ଭୁଲେୟା-୩’ କୁ ଟକ୍କର ଦଉଛି ଏହି ଦକ୍ଷିଣ ଫିଲ୍ମ

ମୁମ୍ବାଇ: 'ସିଙ୍ଘମ ଏଗେନ' ଏବଂ 'ଭୁଲ୍ ଭୁଲେୟା-୩' ବକ୍ସ ଅଫିସରେ ଧୂମ୍ ମଚଉଛନ୍ତି । ଉଭୟ ଚଳଚ୍ଚିତ୍ର ଭଲ ରୋଜଗାର କରୁଛି । ଦିପାବଳୀ ଓ୍ବେକଏଣ୍ଡରେ ଉଭୟ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା । ଅଜୟ ଦେବଗାନଙ୍କ 'ସିଙ୍ଘମ ଏଗେନ' ଏବଂ କାର୍ତ୍ତିକ ଆରୟନଙ୍କ 'ଭୁଲ ଭୁଲେୟା-୩' ର ଗୋଟିଏ ଦିନ…

ଆଧ୍ୟାତ୍ମିକ ଫିଲ୍ମ ନିର୍ମାଣ କରିବାକୁ କାହିଁକି ଡରନ୍ତି ରୋହିତ ସେଟ୍ଟୀ?

ମୁମ୍ବାଇ: 'ସିଙ୍ଘମ', 'ସିମ୍ବା' ଏବଂ 'ସୂର୍ଯ୍ୟବଂଶୀ' ପରି ଆକ୍ସନ୍-ପ୍ୟାକ୍ ଚଳଚ୍ଚିତ୍ରର ନିର୍ମାତା ରୋହିତ ଶେଟ୍ଟୀ ତାଙ୍କ ନୂଆ ଚଳଚ୍ଚିତ୍ର 'ସିଙ୍ଘମ ଏଗେନ' କାମ କରିବା ସମୟରେ ସମ୍ମୁଖୀନ ହୋଇଥିବା ଚାପ ଏବଂ ଚ୍ୟାଲେଞ୍ଜ ବିଷୟରେ ଏକ ଗଣ ମାଧ୍ୟମ ସହ କଥାହୋଇଥିଲେ । ଏହି ଚଳଚ୍ଚିତ୍ରଟି ତାଙ୍କ…

ଅଲ୍ଲୁ ଅର୍ଜୁନଙ୍କ ସହ ଠୁମକା ଲଗାଉଛନ୍ତି ଶ୍ରୀଲିଲା, ରିଲିଜ୍ ହେଲା ପୋଷ୍ଟର

ହାଇଦ୍ରାବାଦ: ଗୁଣ୍ଟୁର କରାମ ପ୍ରସିଦ୍ଧ ଅଭିନେତ୍ରୀ ଶ୍ରୀଲିଲା ଅଲ୍ଲୁ ଅର୍ଜୁନଙ୍କ ଆଗାମୀ ଚଳଚ୍ଚିତ୍ର 'ପୁଷ୍ପା ୨: ଦି ରୁଲ'ରେ କେମିଓ କରୁଛନ୍ତି। ନିର୍ମାତାମାନେ 'ପୁଷ୍ପା : ଦି ରୁଲ'ର ଏକ ସ୍ପେଶିଆଲ ସଂଗୀତ ମାଧ୍ୟମରେ ଶ୍ରୀଲିଲା ଦର୍ଶକଙ୍କ ହୃଦୟ ଜିତିବାକୁ ଯାଉଛନ୍ତି। ଯାହାର ଡ୍ୟାନ୍ସ ଫୋଟ…

ଇଣ୍ଡିଆନ ଆଇଡଲ୍‌ରେ ଓଡ଼ିଆ ପୁଅର ଜଲୱା: ଟପ୍-୧୫ରେ ଜ୍ୟୋତି ପ୍ରକାଶ ଓଝା

କଟକ: ଇଣ୍ଡିଆନ ଆଇଡଲ୍‌ ଷ୍ଟେଜରେ ଓଡ଼ିଆ ପୁଅଙ୍କ ଜଲୱା। ପ୍ଲାଟିନମ ମାଇକ ରେସରେ ସାମଲି ହେଲେ କଟକର ପୁଅ ଜ୍ୟୋତି ପ୍ରକାଶ ଓଝା। ଭାରତର ସର୍ବ ବୃହତ୍ ମ୍ୟୁଜିକ ରିଆଲିଟି ସୋ ଇଣ୍ଡିଆନ ଆଇଡଲ୍‌ରେ ନିଜକୁ ସ୍ଥାନିତ କରି ଟପ୍-୧୫ରେ ପହଞ୍ଚିଛନ୍ତି। ଜଣେ ଗୋ ସେବକ ଭାବରେ ସାରା ଭାରତରେ ପ୍ରଶଂସା…

ଆନିମଲ ପାର୍କ ରୁ ପଠାନ 2 , ଜାଣନ୍ତୁ କେବେ ଆସିବ ଏହି ସବୁ ଫିଲ୍ମ …

ଆପଣ ଫିଲ୍ମ ଲଭର କି ? ଆନିମଲ ପାର୍କରୁ ରେଡ୍ 2 ଭଳି ଫିଲମକୁ କରିଛନ୍ତି କି ଅପେକ୍ଷା ? ଆମେ ଆପଣଙ୍କୁ କହିବୁ କେବେ ଆସୁଛି ଏହି ଫିଲ୍ମ। ଆନିମଲ ପାର୍କ - ଅତି ଶୀଘ୍ର ଆସୁଛି ରଣବୀର କପୁରଙ୍କ ବ୍ଲକବଷ୍ଟର ଫିଲ୍ମ ଆନିମଲର ସିକ୍ୱେଲ୍। ଏହାର ନାମ ଆନିମଲ ପାର୍କ ରଖାଯାଇଛି। ରଣବୀରଙ୍କ ଏହି…

୧୭ ବର୍ଷ ପରେ ଚମକିଲା ଭାଗ୍ୟ, କ୍ୟାରିୟରର ସବୁଠୁ ବଡ ସଫଳତା ଫିଲ୍ମ ‘ଭୁଲ ଭୁଲୈୟାଁ’

ମୁମ୍ବାଇ: କାର୍ତ୍ତିକ ଆର୍ଯ୍ୟନ ଅଭିନୀତ ଭୁଲ ଭୁଲୈୟା-୩ ବକ୍ସ ଅଫିସରେ କ୍ରମାଗତ ଭାବରେ ଭଲ ପ୍ରଦର୍ଶନ କରୁଛି। ଭୟଙ୍କର କମେଡି ଫିଲ୍ମ ଦର୍ଶକଙ୍କୁ ବେଶ ପସନ୍ଦ ଆସୁଛି। କାର୍ତ୍ତିକଙ୍କ ବ୍ୟତୀତ ଏହି ଚଳଚ୍ଚିତ୍ରରେ ମାଧୁରୀ ଦୀକ୍ଷିତ, ବିଦ୍ୟା ବାଲାନ ଏବଂ ତ୍ରୁପ୍ତି ଡିମ୍ରି ମଧ୍ୟ ଅଭିନୟ…

ସିଟାଡେଲ୍ ସୁଟିଂ ବେଳେ ଅଚେତ ହୋଇଯାଇଥିଲେ ସାମନ୍ଥା

ମୁମ୍ବାଇ: 'ସିରିଜ୍ ସିଟାଡେଲ୍: ହନି ବନି' ନଭେମ୍ବର ୬ରେ ଆମାଜନ ପ୍ରାଇମରେ ରିଲିଜ ହୋଇଯାଇଛି। ଏହି ଟିଭି ସିରିଜରେ ବରୁଣ ଧୱନ ଏବଂ ସାମନ୍ଥା ରୁଥପ୍ରଭୂ ମୁଖ୍ୟ ଭୂମିକାରେ ରହିଛନ୍ତି। ନିକଟରେ ବରୁଣ ଧୱନ କହିଛନ୍ତି ଯେ ଏହି ଟିଭି ସିରିଜର ସୁଟିଂ ସମୟରେ ସାମନ୍ଥାଙ୍କ ସ୍ୱାସ୍ଥ୍ୟାବସ୍ଥା…

‘ସାଲାର ୨’ରେ ନଜର ଆସିବେ କି କୋରିଆନ ସୁପରଷ୍ଟାର… 

ନୂଆଦିଲ୍ଲୀ: ସାଉଥ ସୁପରଷ୍ଟାର ପ୍ରଭାସ ବର୍ତ୍ତମାନ ସମୟରେ ଭାରତୀୟ ସିନେମାର ଅନ୍ୟତମ ଡିମାଡିଂ ଅଭିନେତା ପାଲଟିଛନ୍ତି। ବଲିଉଡରୁ ସାଉଥ୍ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ବଡବଡ ନିର୍ଦ୍ଦେଶକମାନେ ପ୍ରଭାସଙ୍କ ସହ କାମ କରିବାକୁ ଇଚ୍ଛୁକ। ଏହାରି ମଧ୍ଯରେ ଖବର ଆସିଛି ଯେ ପ୍ରଭାସଙ୍କ 'ସାଲାର ୨'ରେ…

ଖୁବଶୀଘ୍ର ବଡ଼ ପରଦାରେ ‘ଶକ୍ତିମାନ’: ଧାରାବାହିକରେ ଏଣ୍ଟ୍ରି କରୁଛନ୍ତି ଏହି ବଡ଼ ଅଭିନେତା

ମୁମ୍ବାଇ: ୯୦ ଦଶନ୍ଧିରେ ପିଲାମାନଙ୍କର ହୃଦୟରେ ରାଜ କରୁଥିବା ଧାରାବାହିକ 'ଶକ୍ତିମାନ' ଖୁବଶୀଘ୍ର ଫେରିବାକୁ ଯାଉଛି। ଶୋ’ର ଅଭିନେତା ମୁକେଶ ଖାନ୍ନା ନିଜେ ଏହା ଘୋଷଣା କରିଛନ୍ତି। ତେବେ ରିଲିଜ ହୋଇଥିବା ଟିଜରରେ ସେ ଏ ବିଷୟରେ ଅଧିକ ସୂଚନା ଦେଇନାହାଁନ୍ତି। ନିକଟରେ ମୁକେଶ ଖାନ୍ନା ନିଜ…