Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ସୈଫଙ୍କୁ ଛୁରାମାଡ: ପୂର୍ବରୁ ଅନେକ ଥର ଘରକୁ ଆସିଥିଲା ଅଭିଯୁକ୍ତ!

ମୁମ୍ବାଇ: ବଲିଉଡ ଅଭିନେତା ସୈଫ ଅଲି ଖାନଙ୍କୁ ଛୁରାମାଡ କରିଥିବା ମୁଖ୍ୟ ଅଭିଯୁକ୍ତଙ୍କୁ ଏବେ ଗିରଫ କରିଛି ପୋଲିସ୍ । ଜଣେ ବାଂଲାଦେଶୀ ମହମ୍ମଦ ସରିଫୁଲ୍ ଇସ୍‌ଲାମ୍ ଶେହଜାଦଙ୍କୁ ଥାନେରୁ ଗିରଫ କରାଯାଇଛି । ଯିଏକି ନିଜର ପରିଚୟ ବଦଳାଇ ବିଜୟ ଦାସ ନାଁରେ ମୁମ୍ବାଇ ସହରରେ ୬ ମାସ ହେଲା…

ସୈଫ୍‌ଙ୍କୁ ଆକ୍ରମଣ, ମୁଖ୍ୟ ଅଭିଯୁକ୍ତ ଗିରଫ

ମୁମ୍ବାଇ: ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ଙ୍କୁ ଛୁରାମାଡ଼ ଘଟଣା । ମୁଖ୍ୟ ଅଭିଯୁକ୍ତ ବିଜୟ ଦାସକୁ ଗିରଫ କଲା ବାନ୍ଦ୍ରା ପୋଲିସ । ୩ ଦିନ ପରେ ଥାଣେରୁ ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ପୋଲିସ । ଅଭିଯୁକ୍ତର ଘର ପଶ୍ଚିମବଙ୍ଗ ହୋଇଥିବା ବେଳେ ସେ ମୁମ୍ବାଇରେ ନାଁ ବଦଳାଇ ରହୁଥିଲା । ମୁଖ୍ୟ…

ସୁଟିଂ ସେଟରେ ଆହତ ହେଲେ ଅର୍ଜୁନ କପୁର ଓ ଜ୍ୟାକି ଭଗନାନି

ମୁମ୍ବାଇ: ସୁଟିଂ ସେଟରେ ଆହତ ହେଲେ ଅର୍ଜୁନ କପୁର ଓ ଜ୍ୟାକି ଭଗନାନି। ଅର୍ଜୁନ କପୁର ତାଙ୍କର ଆଗାମୀ ଫିଲ୍ମ  'ମେରେ ହସବ୍ୟାଣ୍ଡ କି ବିବି ' ର ସୁଟିଂ କରୁଥିବା ସମୟରେ ଏକ ଦୁର୍ଘଟଣାର ଶିକାର ହୋଇଛନ୍ତି। 'ମେରେ ହସବ୍ୟାଣ୍ଡ କି ବିବି' ସେଟରେ ଏକ ଗୀତ ସୁଟିଂ ଚାଲିଥିବା ବେଳେ ହଠାତ୍ ଛାତ…

ସୈଫଙ୍କୁ ଆକ୍ରମଣ ଘଟଣାରେ କରିନାଙ୍କ ପ୍ରତିକ୍ରିୟା; ଦୁର୍ବୁତ୍ତ କିଛି ଚୋରି କରିନଥିଲା କିନ୍ତୁ… 

ମୁମ୍ବାଇ: ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ ମାମଲା ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏନେଇ ପୋଲିସ ଅଭିନେତାଙ୍କ ପତ୍ନୀ ତଥା ଅଭିନେତ୍ରୀ କରୀନା କପୁରଙ୍କ ବୟାନ ରେକର୍ଡ କରିଛି। ଯିଏକି ଏହି ଆକ୍ରମଣ ସମୟରେ ଘରେ ଉପସ୍ଥିତ ଥିଲେ। କରୀନା ତାଙ୍କ ବୟାନରେ କହିଛନ୍ତି ଯେ ଆକ୍ରମଣକାରୀଙ୍କୁ…

ସଡକ ଦୁର୍ଘଟଣାରେ ୨୨ ବର୍ଷୀୟ ଅଭିନେତା ମୃତ, ଅଡିସନ ପାଇଁ ଯାଉଥିଲେ… 

ନୂଆଦିଲ୍ଲୀ: ସଡକ ଦୁର୍ଘଟଣାରେ ୨୨ ବର୍ଷୀୟ ଅଭିନେତାଙ୍କ ମୃତ୍ୟୁ। ଅମନ ଜୟସୱାଲ ଖୁବ୍ କମ୍ ବୟସରେ ଦୁନିଆରୁ ବିଦାୟ ନେଇଛନ୍ତି। ଟିଭି ଶୋ’ ‘ଧରତିପୁତ୍ର ନନ୍ଦିନୀ’ରେ ତାଙ୍କ ଭୂମିକା ପାଇଁ ଲୋକପ୍ରିୟ ହୋଇପାରିଥିଲେ ଅମନ ଜୟସୱାଲ। ସୂଚନା ଅନୁଯାୟୀ, ଯୋଗେଶ୍ୱରୀ ହାଇୱେରେ ଅଭିନେତା ବାଇକରେ…

ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ ଘଟଣାରେ ପ୍ରତିକ୍ରିୟା ଦେଲେ ଶାହିଦ କପୁର..

ମୁମ୍ବାଇ: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ଛୁରାମାଡ ପରେ ସେ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି । ଅଭିନେତା ସୈଫ୍‌ଙ୍କର ଲୀଳାବତୀ ହସ୍ପିଟାଲରେ ଅସ୍ତ୍ରୋପଚାର ହୋଇଛି ଏବଂ ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ରହିଛି । ତାଙ୍କ ଉପରେ ଆକ୍ରମଣ ପରେ ସମଗ୍ର ଫିଲ୍ମ…

୨ ମିମି. ଅଧିକ ଗଭୀର ଆଘାତ ଲାଗିଥିଲେ, ସୈଫଙ୍କୁ ହୋଇଥାନ୍ତା ପକ୍ଷାଘାତ! 

ମୁମ୍ବାଇ: ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କ ଉପରେ ହୋଇଥିବା ଆକ୍ରମଣ ସମଗ୍ର ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି ଘଟଣା ଅଭିନେତାଙ୍କ ବାନ୍ଦ୍ରାସ୍ଥିତ ଘରେ ଘଟିଥିଲା। ଯାହାପରେ ତାଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ତାଙ୍କର ଦୁଇଟି ଅସ୍ତ୍ରୋପଚାର…

ମାଗଣାରେ ଦେଖନ୍ତୁ ‘ପାତାଲ୍ ଲୋକ୍ ୨’! ଜାଣନ୍ତୁ ଫୁଲ୍ ଏଚଡିରେ କିପରି କରିବେ ଡାଉନଲୋଡ

ମୁମ୍ବାଇ: ପ୍ରଶଂସକଙ୍କ ଅପେକ୍ଷାର ଅନ୍ତ ଘଟିଛି। ଓଟିଟିରେ ରିଲିଜ୍ ହେଲା 'ପାତାଲ୍ ଲୋକ ୨'। ୱେବସିରିଜର ନୂତନ ସିଜିନ୍ ମୁକ୍ତିଲାଭ କରିଛି। ଏହି ସିରିଜ ଓଟିଟି ପ୍ଲାଟଫର୍ମ ଆମାଜୋନ ପ୍ରାଇମ ଭିଡିଓରେ ଷ୍ଟ୍ରିମିଂ ହୋଇଛି। ଏହି ସିଜିନରେ ୮ଟି ଏପିସୋଡ୍ ଅଛି। ପାତାଲ୍ ଲୋକ୍ ୨ ର ଟ୍ରେଲର ରିଲିଜ୍…

ରିଲିଜ ହେଲା ବହୁପ୍ରତୀକ୍ଷିତ ଫିଲ୍ମ ‘ଏମର୍ଜେନ୍ସି’, ଚଳଚ୍ଚିତ୍ରକୁ ନେଇ ପଞ୍ଜାବରେ ବିରୋଧ

ଚଣ୍ଡିଗଡ଼: ପ୍ରେକ୍ଷାଳୟରେ ଆଜି ମୁକ୍ତଲାଭ କଲା ବହୁପ୍ରତିକ୍ଷୀତ କଙ୍ଗନା ରଣାୱତଙ୍କ ଫିଲ୍ମ 'ଏମର୍ଜେନ୍ସି'। ତେବେ ଫିଲ୍ମ ରିଲିଜ ହୋ ପରେ ଏହାକୁ ନେଇ ପଞ୍ଜାବର ଅନେକ ସ୍ଥାନରେ ବିରୋଧ ପ୍ରଦର୍ଶନ ଚାଲିଛି। ଏହି ଫିଲ୍ମର ମୁକ୍ତିଲାଭ ଉପରେ ପ୍ରତିବନ୍ଧକ ଲଗାଇବାକୁ ଏସଜିପିସି ଦାବି କରିଛି।…

ଅଭିନେତା ଆକ୍ରମଣ ଘଟଣା, ୩ ଜଣଙ୍କୁ ଉଠାଇ ନେଲା ପୋଲିସ

ମୁମ୍ବାଇ: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ଛୁରାମାଡ ଘଟଣା । ୩ ଜଣଙ୍କୁ ଅଟକ ରଖିଛି ମୁମ୍ବାଇ ପୋଲିସ । ଗତକାଲି ବିଳମ୍ବିତ ରାତ୍ରୀରେ ଜଣେ ଅଜଣା ବ୍ୟକ୍ତି ଚୋରି ଉଦ୍ଦେଶ୍ୟରେ ସୈଫଙ୍କ ଘରେ ପ୍ରବେଶ କରିଥିଲା । ଘରର ଜଣେ କର୍ମଚାରୀଙ୍କ କଠୋରୀ ଝରକା ବାଟେ ଆସିଥିଲେ ଦୁର୍ବୃତ୍ତ ଜଣଙ୍କ…