Latest Odisha News
Browsing Category

ବଲାଙ୍ଗୀର

Bolangir

ବ୍ୟାପୁଛି କିଡନୀ ରୋଗ, ଦିନକରେ ଗଲାଣି ୨ ଜଣଙ୍କ ଜୀବନ

ଟିଟିଲାଗଡ଼: ବ୍ୟାପୁଛି କିଡନୀ ରୋଗ । ଗଲାଣି ୨ ଜୀବନ । ଏବେବି ସଂଘର୍ଷ କରୁଛନ୍ତି ୪ ଜଣ । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ସଇଁତଳା ବ୍ଲକ ଜାମଖୁଣ୍ଟାର ଗାଁରେ । ଏହି ଗାଁରେ କିଡ୍‌ନୀ ରୋଗ ବ୍ୟାପିବାର ଅଭିଯୋଗ ହୋଇଛି । ଆଜି ଗୋଟିଏ ଦିନରେ ଉକ୍ତ…

ଝାଡ଼ାବାନ୍ତି ନେଲାଣି ୩ ଜୀବନ, ୫୦ରୁ ଅଧିକ ଆକ୍ରାନ୍ତ

ବଲାଙ୍ଗୀର: ରାଜ୍ୟରେ ପୁଣି ମୁଣ୍ଡ ଟେକିଲାଣି ଝାଡାବାନ୍ତି। ବଲାଙ୍ଗୀରରେ ଝାଡ଼ାବାନ୍ତି ନେଲାଣି ୩ ଜୀବନ। ଗୋଟିଏ ଗାଁରେ ୭ ଦିନରେ ଝାଡ଼ାବାନ୍ତିରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ବଲାଙ୍ଗୀର ଜିଲ୍ଲା ପୁଇଁତଳା ବ୍ଲକ କୁରୁଲ ଗାଁରେ ବଢ଼ୁଛି ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା। ଝାଡ଼ାବାନ୍ତିରେ ୩…

୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ

ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ଫସିଛନ୍ତି ପାଟଣାଗଡ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ସୁଜିତ କୁମାର ପାଢୀ । ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଥିଲା ଭିଜିଲାନ୍ସ ଟିମ୍। ତାଙ୍କଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରିଛି ଭିଜିଲାନ୍ସ। ସୂଚନା ଅନୁସାରେ, ଏକ ବିଲ୍‌…

ଗୁଣି ଗାରେଡିର କରୁଣ ପରିଣତି, ଯୁବତୀଙ୍କୁ ମୁଣ୍ଡରେ ଫୋଡ଼ିଥିଲେ ୨୨ଟି ଲୁହା କଣ୍ଟା

ଭୁବନେଶ୍ଵର: ଯୁଗ ଆସି କେଉଁଠି ପହଞ୍ଚିଲାଣି । ମଣିଷ ଯାଇ ଚନ୍ଦ୍ରରେ ପହଞ୍ଚିଲାଣି । ବଡ ବଡ ରୋଗର ଉପଚାର ପାଇଁ ବୈଜ୍ଞାନିକ ମାନେ କେତେ ପ୍ରକାରର ଔଷଧ ବାହାର କଲେଣି । ତଥାପି ଏଇ ମଣିଷ ଅନ୍ଧ ବିଶ୍ଵାସର ବଶବର୍ତ୍ତି ହୋଇ ନିଜେ ନିଜର ଜୀବନ ନେଇ ଯାଉଛି । ସାଧାରଣ ରୋଗଟିଏ ହେଲେ ମଧ୍ୟ ଆଜିର…

ଜେଲ୍ ଗଲେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଜି. ପ୍ରଭାକର ପାତ୍ର

ବଲାଙ୍ଗୀର: ଜେଲ୍ ଗଲେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଜି. ପ୍ରଭାକର ପାତ୍ର । ଭିଜିଲାନ୍ସ କୋର୍ଟରେ ଜାମିନ୍ ନାମଞ୍ଜୁର ହେବାରୁ ଜେଲ୍ ଗଲେ ଜି. ପ୍ରଭାକର ପାତ୍ର । ଗତକାଲି ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଥିଲା ଭିଜିଲାନ୍ସ । ସୂଚନା ଅନୁସାରେ, ଜଣେ ରାଇସ ମିଲର୍ସଙ୍କ ଠାରୁ ତାଙ୍କ…

ଲାଞ୍ଚୁଆ ଯୋଗାଣ ଅଧିକାରୀ, ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ

ବଲାଙ୍ଗୀର: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡିଲେ ଯୋଗାଣ ଅଧିକାରୀ । ବଲାଙ୍ଗୀର ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଭାକର ପାତ୍ରଙ୍କୁ ଗିରଫ କଲା ଭିଜିଲାନ୍ସ । ଜଣେ ରାଇସ୍ ମିଲର୍ସଙ୍କ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଦ୍ଵାରା ଗିରଫ ହୋଇଥିଲେ ପ୍ରଭାକର । ସୂଚନା…

ସଇଁତଳା ସହରରେ ବ୍ୟାପିଲା ଡେଙ୍ଗୁ, ୧୮ ଆକ୍ରାନ୍ତ ଚିହ୍ନଟ

ଟିଟିଲାଗଡ଼: ସଇଁତଳା ସହରରେ ବ୍ୟାପିଲା ଡେଙ୍ଗୁ। ସହରରେ ମୋଟ ୧୮ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ। ସେମାନଙ୍କ ମଧ୍ୟରୁ ୧୧ ଜଣ ଭୀମଭୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ତେବେ ଚିହ୍ନଟ ନେଇ ସୂଚନା ଦେଇଛନ୍ତି ସଇଁତଳା ମେଡିକାଲ ଇନଚାର୍ଜ। ମିଳିଥିବା ସୂଚନା ମୁତାବକ, ସଇଁତଳା…

ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ: ସିବିଆଇ ତଦନ୍ତ ଦାବି କଲେ ବିଧାୟକ ଲକ୍ଷ୍ମଣ ବାଗ୍

ବଲାଙ୍ଗିର: ବହୁ ଚର୍ଚ୍ଚିତ କଣ୍ଟାବାଂଜୀ ମମିତା ମେହେର ହତ୍ୟା କାଣ୍ଡ ଘଟଣା । ପୁଣି ଥରେ ସିବିଆଇ ତଦନ୍ତ ଦାବି କଲେ ନବ ନିର୍ବାଚିତ ବିଧାୟକ ଲକ୍ଷ୍ମଣ ବାଗ୍ । ମମିତାଙ୍କ ପରିବାରକୁ ଭେଟି ପୁଣି ଥରେ ସିବିଆଇ ତଦନ୍ତ ପାଇଁ ଦାବୀ କରିଛନ୍ତି ଲକ୍ଷ୍ମଣ ବାଗ୍‌ । ଆଜି ସକାଳେ କଣ୍ଟାବାଂଜୀ ଝରନୀ…

ବଲାଙ୍ଗୀରରେ ଚାଞ୍ଚଲ୍ୟ; ନଦୀ ପଠାରୁ ମିଳିଲା ମହିଳାଙ୍କ ମୃତ ଦେହ

ପାଟଣାଗଡ: ନଦୀ ପଠାରୁ ମିଳିଲା ମହିଳାଙ୍କ ମୃତ ଦେହ । କେହି କାରି ପୋତି ଦେଇଥିବା ସନ୍ଦେହ । ଏଭଳି କିଛି ଚାଞ୍ଚଲ୍ୟ ଘଟିଛି ବଲାଙ୍ଗୀରରେ । ବାଲାଙ୍ଗୀର ପାଟଣାଗଡା ବ୍ଲକ, ବେଲପଡା ଥାନା କେନକେବା ବ୍ରିଜ୍ ନିକଟ ଥିବା ଲହାନ୍ତା ନଦୀ ପଠାରୁ ଏକ ଅଜଣା ମହିଳାଙ୍କ ମୃତ ଦେହ ଠାବ କରାଯାଇଛି ।…

ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ,ଯୁଦ୍ଧକାଳୀନ ଭିତ୍ତିରେ ଶେଷ ହେଲା ଟ୍ରାକ୍‌ କାମ

ବଲାଙ୍ଗୀର: ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ । କଣ୍ଟାବାଞ୍ଜି ଷ୍ଟେସନ ନିକଟରେ ବିଳମ୍ବିତ ରାତିରେ ଏକ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ ହୋଇଥିଲା । ଫଳରେ  ୪ଟି ବଗି ଲାଇନଚ୍ୟୁତ ହୋଇଥିଲା । ତେବେ ଏହି ଘଟଣାରେ କାହାର କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି। ଯୁଦ୍ଧକାଳୀନ ଭିତ୍ତିରେ…