Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ବ୍ରାଉନସୁଗାର ହବ୍‌ ପାଲଟିଛି ଓଡ଼ିଶା, ୩ ବର୍ଷରେ ଜବତ ହେଲାଣି…

ଭୁବନେଶ୍ବର: ବ୍ରାଉନସୁଗାର ହବ୍‌ ପାଲଟିଛି ଓଡ଼ିଶା । ଏନେଇ ସୋମବାର ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୩ ବର୍ଷରେ ୭୭.୩୪୪ କେଜି ବ୍ରାଉନସୁଗାର ଜବତ ହୋଇଥିବାବେଳେ, ୫୯୨୦ଟି ମାମଲାରେ ଗିରଫ ହୋଇଛନ୍ତି ୭୨୮୯ ଜଣ । ସେହିଭଳି ୪୪୩୬.୭୬ କ୍ବିଣ୍ଟାଲ ଗଞ୍ଜେଇ…

ରାଜ୍ୟରେ ଆରମ୍ଭ ହେବ ଜନ ପୋଷଣ କେନ୍ଦ୍ର

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହେବ ଜନ ପୋଷଣ କେନ୍ଦ୍ର। ଏନେଇ ସବସିଡି ହାରରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇବା ଲକ୍ଷ୍ୟରେ ଓଡ଼ିଶା ସରକାର ଗୁଜରାଟ ଏବଂ ଦିଲ୍ଲୀର ସଫଳ ମଡେଲ ପରି ଜନ ପୋଷଣ କେନ୍ଦ୍ର ଆରମ୍ଭ କରିବାକୁ ଯାଉଛନ୍ତି। ଜନ ପୋଷଣ କେନ୍ଦ୍ରଗୁଡ଼ିକର ପ୍ରାଥମିକ ଲକ୍ଷ୍ୟ ହେଉଛି…

୨୭ରେ ବିଧାନସଭା ଘେରିବ କଂଗ୍ରେସ: ନିଯୁକ୍ତ ହେଲେ ପର୍ଯ୍ୟବେକ୍ଷକ ଓ ପ୍ରବକ୍ତା

ଭୁବନେଶ୍ୱର: ଆସନ୍ତା ୨୭ ତାରିଖ ବିଧାନସଭା ଘେରାଉ କାର୍ଯ୍ୟକ୍ରମ ପାଇଁ ପର୍ଯ୍ୟବେକ୍ଷକ ଓ ପ୍ରବକ୍ତା ନିଯୁକ୍ତି କଲା କଂଗ୍ରେସ । ବିଧାନସଭା ଘେରାଉ କାର୍ଯ୍ୟକ୍ରମକୁ ସଫଳ କରିବା ଏବଂ ଜିଲ୍ଲାରୁ ଯେପରି ବହୁ ସଂଖ୍ୟାରେ କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନେ ଯୋଗଦେବେ ସେଥ‌ିପାଇଁ ଓଡ଼ିଶା ପ୍ରଦେଶ…

ରାଜଧାନୀରେ ଡବଲ ମର୍ଡର ଘଟଣା; ୬ ଗିରଫ

ଭୁବନେଶ୍ବର: ରାଜଧାନୀରେ ହୋଲି ଦିନ ଘଟିଥିବା ୨ଟି ହତ୍ୟାକାଣ୍ଡ ଘଟଣାରେ ପୋଲିସକୁ ସଫଳତା । ଗୋଟିଏ ମଞ୍ଚେଶ୍ୱର ଥାନା ଅଞ୍ଚଳରେ ହୋଇଥିବାବେଳେ, ଆଉ ଗୋଟିଏ ଶହୀଦନଗର ଥାନା ଅଞ୍ଚଳରେ । ସହିଦନଗରର ଶାନ୍ତିପଲ୍ଲୀ ବସ୍ତିରେ ହୋଲିରେ ହୋଇଥିବା ହତ୍ୟାକାଣ୍ଡରେ ୨ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି…

ଧର୍ମପଦ କାହାଣୀରେ କାହାକୁ ନିଶାନା?

ଭୁବନେଶ୍ବର: ଗତ ବିଧାନସଭା ନିର୍ବାଚନରେ ବିପର୍ଯ୍ୟୟ ପରେ ଖରାପ ସମୟ ଦେଇ ଗତି କରୁଛି ବିଜେଡି। ବର୍ଷ ବର୍ଷ ଧରି ଚୁପ୍ ରହିିଥିବା ଦଳର ବରିଷ୍ଠ ନେତା ଏବେ ରାଜନୈତିକ ବୟାନ ଦେବାକୁ ପଛାଉ ନାହାନ୍ତି। କେନ୍ଦୁଝର ଖଣି ଦୁର୍ନୀତିକୁ ନେଇ ବରିଷ୍ଠ ନେତା ବଦ୍ରି ନାରାୟଣ ପାତ୍ର ମୁଖ୍ୟମନ୍ତ୍ରୀ…

ରାଜଧାନୀରେ ଚାଞ୍ଚଲ୍ୟ; ବନ୍ଦ ଘରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ଵର: ସାରା ରାଜ୍ୟରେ ହୋଲିର ଉତ୍ସାହ ଚାଲିଥିବା ବେଳେ ରାଜଧାନୀ ଭୁବନେଶ୍ଵରରୁ ଆସିଛି ଚାଞ୍ଚଲ୍ୟକର ଖବର । ଘର ଭିତରୁ ପତିପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଚନ୍ଦ୍ରଶେଖରପୁର ଥାନା ହାଉସିଂବୋର୍ଡ କଲୋନୀରେ ଘଟିଛି ଏହି ଅଭାବନୀୟ ଘଟଣା । ଘର ଭିତରୁ ଝୁଲନ୍ତା ଅବସ୍ଥାରେ…

ବୃନ୍ଦାବନ ମହୋତ୍ସବରେ ଆକର୍ଷଣ ସାଜିଲା ହେମାମାଳିନୀଙ୍କ ଦ୍ୱାରା ପରିବେଷିତ ଭାରତନାଟ୍ୟମ୍ ନୃତ୍ୟ

ଭୁବନେଶ୍ୱର: ରାଜଧାନୀର ରବୀନ୍ଦ୍ର ମଣ୍ଡପ ଠାରେ ଆଜି ବୃନ୍ଦାବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବଲିଉଡ ଅଭିନେତ୍ରୀ ତଥା ସାଂସଦ ହେମାମାଳିନୀ ଭାରତନାଟ୍ୟମ୍ ନୃତ୍ୟ ପରିବେଶଣ କରିଥିଲେ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ “ଆଜି ବଡ଼ଦାଣ୍ଡ ଭିଡ଼ ଭାରି, ଗୁଣ୍ଡିଚା ଯାତରା କରି” ଭଜନରେ…

ମୋ ବସ୍ ଆଗରେ ଓ ପଛରେ ଲାଗିବ କ୍ୟାମେରା: ନଗର ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ବର: ବାରମ୍ବାର ରାଜଧାନୀରେ ମୋ ବସ୍ ଦୁର୍ଘଟଣା ରୋକିବାକୁ ବଡ ପଦକ୍ଷେପ ନେଲେ ସରକାର । ଏବେ ବସ୍‌ ର ଆଗରେ ଓ ପଛରେ ଲଗାଯିବ କ୍ୟାମେରା । ଦୁର୍ଘଟଣା ବେଳେ କ୍ୟାମେରାର ଫିଡ୍ କୁ ଯାଞ୍ଚ କରାଯିବ ଯାହାର ଭୁଲ ଥିବ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଦେଇଛନ୍ତି ନଗର ଉନ୍ନୟନ…

ରାଜ୍ୟରେ ୫ ବର୍ଷରେ ୧୫,୦୦୦ କିଲୋମିଟର ଅତ୍ୟାଧୁନିକ ରାସ୍ତା ନିର୍ମାଣ ହେବ

ଭୁବନେଶ୍ବର: ୫ ବର୍ଷ ମଧ୍ୟରେ ଓଡ଼ିଶାରେ ବିଶ୍ୱସ୍ତରୀୟ ସଡ଼କ ନେଟୱାର୍କ ନିର୍ମାଣ ହେବ । ଏଥିରେ ମୋଟ ୧୫,୦୦୦ କିଲୋମିଟର ଅତ୍ୟାଧୁନିକ ସଡ଼କ ନିର୍ମାଣ କରାଯିବ । ଏନେଇ ପୂର୍ତ୍ତ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ମିଳିଛି । ଏହା ସହିତ, ବିଭାଗ ପକ୍ଷରୁ ୫,୭୫୩ କିଲୋମିଟର ଜାତୀୟ ରାଜପଥର…

କେଶରୁ କିପରି ସହଜରେ ଛଡାଇବେ ହୋଲି ରଙ୍ଗ ? ଜାଣନ୍ତୁ…

ଭୁବନେଶ୍ବର : ଆନନ୍ଦ ତଥା ଭାଇଚାରାର ପର୍ବ ହୋଲି। ପିଲାଠୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ପାଳନ କରନ୍ତି ଏହି ପର୍ବ । ହୋଲିରେ ବ୍ୟବହୃତ ରାସାୟନିକ ରଙ୍ଗ, ଏବଂ ପାଣି ଆପଣଙ୍କ କେଶକୁ ବିଶେଷ ଭାବରେ କ୍ଷତି ପହଞ୍ଚାଇପାରେ। ରାସାୟନିକ ରଙ୍ଗ କେଶରୁ ଆର୍ଦ୍ରତା ଦୂର କରିବ ସହିତ ରୁପି, କେଶ ଝଡ଼ିବା…