Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ରାଜ୍ୟର ପୂର୍ବତନ ଓ ବର୍ତ୍ତମାନ ସାଂସଦଙ୍କ ନାଁରେ ୨୨ଟି ମାମଲା

ଭୁବନେଶ୍ୱର: ରାଜ୍ୟର ପୂର୍ବତନ ଓ ବର୍ତ୍ତମାନ ସାଂସଦଙ୍କ ନାଁରେ ରହିଛି ୨୨ଟି ଅପରାଧିକ ମାମଲା । ଏଥିସହ ୩୯ଟି ଫୌଜଦାରୀ ମାମଲା ମଧ୍ୟ ରୁଜୁ ହୋଇଛି । ସେହିପରି ବର୍ତ୍ତମାନ ଓ ପୂର୍ବତନ ବିଧାୟକଙ୍କ ନାଁରେ ରହିଛି ମୋଟ ୧୧୫ଟି ମାମଲା । ଏଥିସହ ବିଧାୟକଙ୍କ ନାଁରେ ୪୧୮ଟି ଫୌଜଦାରୀ ମାମଲା ରୁଜୁ…

୫ ବର୍ଷରେ ୮୨୭ ସରକାରୀ କର୍ମଚାରୀ ଗିରଫ, ୧୧୩୧ ଜଣଙ୍କ ନାମରେ ଚାଲିଛି ବିଚାର

ଭୁବନେଶ୍ୱର: ସୋମବାର ଚାଲିଥିବା ବିଧାନସଭା ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ବିଧାୟକ ଅଗସ୍ତି ବେହେରାଙ୍କ ପ୍ରଶ୍ନର ଉତ୍ତର ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗତ ୫ ବର୍ଷରେ ଗିରଫ ହୋଇଛନ୍ତି ୮୨୭ ସରକାରୀ କର୍ମଚାରୀ । ସେହିପରି ୪୩୬ ସରକାରୀ କର୍ମଚାରୀ ବିଭିନ୍ନ ମୋକଦ୍ଦମାରେ ଦଣ୍ଡିତ ହୋଇଛନ୍ତି…

କଲବଲ କରିବ ତାତି; ୫ ଦିନରେ ୪୦ ଡିଗ୍ରୀ ଛୁଇଁବ ତାପମାତ୍ରା

ଭୁବନେଶ୍ୱର: ଆଉ ତାତିରୁ ମିଳିବନି ନିସ୍ତାର । ରାଜ୍ୟର କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ଆସନ୍ତା ୪ରୁ ୫ ଦିନ ମଧ୍ୟରେ ଦିନର ସର୍ବୋଚ୍ଚ ତାପମାତ୍ରା ୩ରୁ ୫ ଡିଗ୍ରୀ ବୃଦ୍ଧି ସହ କିଛି ଜିଲ୍ଲାରେ ୪୦ ଡିଗ୍ରୀ ସେଲସିୟସ ଅତିକ୍ରମ କରିବା ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ଆଇଏମଡି । ଫଳରେ…

ନାରୀ ନିର୍ଯାତନା ପ୍ରସଙ୍ଗରେ ସବୁ ଜିଲ୍ଲାପାଳଙ୍କ ଅଫିସ ଘେରିବ କଂଗ୍ରେସ

ଭୁବନେଶ୍ବର: ନାରୀ ନିର୍ଯାତନା ପ୍ରସଙ୍ଗରେ ଗୃହରେ ଦୁଇ ଦିନ ଧରି ହଙ୍ଗାମା କରିବା ସହ କଳା ପଟି ବାନ୍ଧି ପ୍ରତିବାଦ କରିଥିଲା କଂଗ୍ରେସ । ଏନେଇ ଆଜି ସବୁ ଜିଲ୍ଲାପାଳଙ୍କ ଅଫିସ ଘେରିବ ଦଳ । ଆଜିଠୁ ଜିଲ୍ଲାସ୍ତରରେ ଆନ୍ଦୋଳନ କରିବ କଂଗ୍ରେସ । ସମସ୍ତ ଜିଲ୍ଲା ମୁଖ୍ୟାଳୟ ଘେରାଉ କରିବେ ନେତା ଓ…

ସାମାଜିକ ବିକାଶରେ ମହିଳା ସାମ୍ବାଦିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର: ମହିଳାଙ୍କ ସୁରକ୍ଷା ହେଉଛି ସରକାରଙ୍କ ପ୍ରାଥମିକତା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ରବିବାର ଶୁଭାରମ୍ଭ ହୋଇଥିବା ଶକ୍ତି ଆପ୍ଲିକେସନ୍ ମହିଳାମାନଙ୍କ ସୁରକ୍ଷା କ୍ଷେତ୍ରରେ ଏକ ଗେମ୍ ଚେଞ୍ଜର ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଭୁବନେଶ୍ୱରରେ…

ବିଭିନ୍ନ ଚୋରା ବାଲିଘାଟରେ ଚଢାଉ; ୧୩୬ଟି ବାଲି ବୋଝେଇ ଗାଡି ଜବତ, ୧୨୩ ଗିରଫ

ଭୁବନେଶ୍ବର: ରାଜ୍ୟରେ ଚୋରା ବାଲି ମାଫିଆଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ମଧ୍ୟ ରାଜ୍ୟ ତମାମ ପୋଲିସ ପକ୍ଷରୁ ଚଢ଼ାଉ ଜାରି ରହିଛି । ରାଜ୍ୟର ସମସ୍ତ ଜିଲ୍ଲା…

ଅସ୍ତିତ୍ୱ ବଞ୍ଚାଇବାକୁ ଓଡିଶାରେ ଡ୍ରାମାବାଜୀ କରୁଛି କଂଗ୍ରେସ: ବିଜେପି

ଭୁବନେଶ୍ୱର :  ଆନ୍ତର୍ଜାତିକ ମହିଳା ଦିବସ ଅର୍ଥାତ ଶନିବାର କର୍ଣ୍ଣାଟକରୁ ଆସିଥିଲା ଦୁଃଖଦ ଖବର। ପର୍ଯ୍ୟଟନ ପାଇଁ କର୍ଣ୍ଣାଟକ ଆସିଥିବା ଦୁଇ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିଲା। ଏହି ଘଟଣାକୁ ଦୃଢ ନିନ୍ଦା କରିଛି ଓଡ଼ିଶା ବିଜେପି। କଂଗ୍ରେସ ଦଳର ଦୋମୁହାଁ ନୀତିର ଅସଲ ଚେହେରା ପଦାରେ ପଡିଥିବା…

ରାଜଧାନୀରେ ଏନକାଉଣ୍ଟର: ଏଟିଏମ ଲୁଟ୍ ବେଳେ ଲୁଟେରା-ପୋଲିସ ଗୁଳିବିନିମୟ

ଭୁବନେଶ୍ବର: ରାତି ଅଧରେ ରାଜଧାନୀରେ ପୁଣି ଏନକାଉଣ୍ଟର। ଦୁର୍ଦ୍ଦାନ୍ତ ଅପରାଧୀ ଦୀପକ କୁମାରକୁ ଏନକାଉଣ୍ଟର ହୋଇଛି। ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ବର ବରଗଡ଼ରେ ଏନକାଉଣ୍ଟର ହୋଇଛି। ଦୀପକର ବାମ ଗୋଡ଼ରେ ଗୁଳି ବାଜିଛି । ତାକୁ ଗୁରୁତର ଅବସ୍ଥାରେ ଏମସ ହସପିଟାଲରେ ଭର୍ତ୍ତି କରାଯାଇଛି।…

ପଶିଲା ଚେତା; ଶଙ୍ଖ ଭବନରେ ନିର୍ମାଣ ହେବ ବିଜୁଙ୍କ ପ୍ରତିମୂର୍ତ୍ତି

ଭୁବନେଶ୍ୱର: ବିଜେପିର ଅଭିଯୋଗ ପରେ ଚେତିଲା ବିଜେଡି । ଶଙ୍ଖ ଭବନରେ ନିର୍ମାଣ ହେବ ବିଜୁଙ୍କ ପ୍ରତିମୂର୍ତ୍ତି । ସୂଚନା ଦେଲେ ବିଜେଡି ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ । ବିଜୁ ବାବୁଙ୍କର ଏକ ବିଶାଳ ପ୍ରତିମୂର୍ତ୍ତି ନିର୍ମାଣ ହେବା ନେଇ ଯୋଜନା ରହିଥିବା କହିଲେ । ବିଜୁ ଜୟନ୍ତୀରେ ଏହାକୁ…

ମା’ ମାନଙ୍କୁ ବିଭ୍ରାନ୍ତ କରିବାକୁ ବିଜେପିର ଅପଚେଷ୍ଟାକୁ ବିରୋଧୀ କରିବାକୁ ନବୀନଙ୍କ ଆହ୍ୱାନ

ଭୁବନେଶ୍ୱର: ଆଜି ଶଙ୍ଖ ଭବନରେ ବିଶ୍ୱ ମହିଳା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଜୁ ମହିଳା ଜନତା ଦଳର କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଥିଲେ ଯେ, ମାଆ ମାନେ ପରିବାରର ଶକ୍ତି । ସମାଜର ଶକ୍ତି । ୧୯୯୦ରେ ପ୍ରିୟ ନେତା ବିଜୁ ବାବୁ…