Latest Odisha News
Browsing Category

ଭୁବନେଶ୍ୱର

Bhubaneswar

‘ମୋନ୍ଥା’ ମୁକାବିଲା ପାଇଁ ପ୍ରସ୍ତୁତ ବିଏମସି, ଆପଦକାଳୀନ ସମୟରେ ୧୯୨୯ରେ କଲ କରିବାକୁ ପରାମର୍ଶ..

ଭୁବନେଶ୍ବର: ସ୍ପଷ୍ଟ ହୋଇଛି ବାତ୍ୟା ‘ମୋନ୍ଥା’ର ଗତିପଥ। ଆଗାମୀ ୨୪ଘଣ୍ଟା ମଧ୍ୟରେ ଏହା ଭୟଙ୍କର ରୂପ ଧାରଣ କରି ୨୮ ତାରିଖ ମଙ୍ଗଳବାର ରାତି ମଧ୍ୟରେ ଆନ୍ଧ୍ରପ୍ରଦେଶର କାକିନାଡ଼ା ଅଞ୍ଚଳରେ ‘ମୋନ୍ଥା’ ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗ ଛୁଇଁବ । ଏହି ସମୟରେ ରାଜଧାନୀରେ ‘ମୋନ୍ଥା’ର ମୁକାବିଲା…

Cyclone Montha: ବାତ୍ୟାର ମୁକାବିଲା ପାଇଁ ଶ୍ରୀକାକୁଲମ ଓ ଭାଇଜାଗ୍ ଗଲା ଏନଡିଆରଏଫର ୩ଟି ଟିମ୍‌

ଭୁବନେଶ୍ବର: ବଙ୍ଗୋପସାଗରେ ଗଭୀର ଅବପାତ ରୂପ ନେଇଛି ବାତ୍ୟା ‘ମୋନ୍ଥା’ । ଘଣ୍ଟାପ୍ରତି ୧୫କିମି ବେଗରେ ମାଡି ଆସୁଛି ଏହି ସାମୁଦ୍ରିକ ଝଡ । ଗଞ୍ଜାମ ଓ ଗଜପତି ଜିଲାରେ ସକାଳୁ ପ୍ରବଳ ବର୍ଷା ହେଉଛି । ବାତ୍ୟା ମୋନ୍ଥା ପାଇଁ ୩ ରାଜ୍ୟ ଆନ୍ଧ୍ରପ୍ରଦେଶ, ଓଡ଼ିଶା ଓ ତାମିଲନାଡୁରେ ରେଡ୍ ଆଲର୍ଟ ଜାରି…

ବାତ୍ୟା ଆସିନି ମାର୍କେଟରୁ ଗାୟବ ଆଳୁ, କଳାବଜାରୀ ନକରିବାକୁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

ଭୁବନେଶ୍ୱର: ବତ୍ୟା ନ ଆସୁଣୁ ବଜାରରୁ ଆଳୁ ଗାୟବ ହୋଇଯାଇଥିବା ଦେଖିବାକୁ ମିଳିଛି । ଶନିବାର ସକାଳୁ ନେଇ ବର୍ତ୍ତମାନ ସୁଦ୍ଧା କୋଲକାତାରୁ ଭୁବନେଶ୍ୱରକୁ କୌଣସି ଆଳୁ ଗାଡ଼ି ଆସିନି । ଫଳରେ ଆଳୁର ଅଭାବ ଚିନ୍ତା ସମସ୍ତଙ୍କୁ ଘାରିଛି । ରବିବାର କିଛି ହାଟରେ ଆଳୁ କିଲୋ ପ୍ରତି ୨୫ ଟଙ୍କା ଓ…

Weather Update: ବାତ୍ୟା ମୋନ୍ଥା ପ୍ରଭାବ: ଆଜି ଏହି ୯ ଜିଲ୍ଲାରେ ପ୍ରବଳ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ୨୮ ତାରିଖ ସୁଦ୍ଧା ବାତ୍ୟା ରୂପ ନେବ । ଆନ୍ଧ୍ରପ୍ରଦେଶର  କାକିନାଡ଼ା ଓ ୟାନାମ୍‌ ଦେଇ ସ୍ଥଳଭାଗରେ ପ୍ରବେଶ କରିବା ପରେ ସିଧା ମାଲକାନଗିରି ମୁହାଁ  ହେବ ବାତ୍ୟା ମୋନ୍ଥା । ୨୯ ତାରିଖ ଭୋର୍‌ ସମୟରେ ବାଲିମେଳା ଜଳଭଣ୍ଡାର ଦେଇ ପ୍ରବେଶ…

କନଷ୍ଟେବଳ ଶୁଭମିତ୍ରା ହତ୍ୟାକାଣ୍ଡ ମାମଲା: ପୋଲିସ ହାତରେ ଲାଗିଲା ଅଭିଯୁକ୍ତ ଦୀପକର ବ୍ୟାଙ୍କ ଟ୍ରାଞ୍ଜାକସନ

ଭୁବନେଶ୍ବର: ମହିଳା ଟ୍ରାଫିକ୍ କନଷ୍ଟେବଳ ଶୁଭମିତ୍ରା ହତ୍ୟାକାଣ୍ଡ ମାମଲା । ପୋଲିସ ହାତରେ ଲାଗିଲା ଆଉ ଏକ ସୁରାଗ । ଅଭିଯୁକ୍ତ ଦୀପକ କୁମାର ରାଉତର ଦୁଇଟି ସରକାରୀ ବ୍ୟାଙ୍କ ଆକାଉଣ୍ଟର ଖୋଳତାଡ଼ ପାଇଁ ପୂର୍ବରୁ ପୋଲିସ ଚିଠି ଲେଖିଥିବାବେଳେ, ଏବେ ପୋଲିସ ହାତରେ ହଜାରେ ପୃଷ୍ଠାର ବ୍ୟାଙ୍କ…

ବାତ୍ୟା ‘ମନ୍ଥା’ ପାଇଁ ଆଲର୍ଟରେ ଗୃହନିର୍ମାଣ ଓ ନଗରଉନ୍ନୟନ ବିଭାଗ

ଭୁବନେଶ୍ବର: ଘୂର୍ଣ୍ଣିବଳୟ ''ମନ୍ଥା'' ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ଗୃହ ଓ ନଗର ଉନ୍ନୟନ ବିଭାଗ ରାଜ୍ୟର ସମସ୍ତ ସହରାଞ୍ଚଳରେ ପ୍ରସ୍ତୁତି ବ୍ୟବସ୍ଥା ତ୍ୱରାନ୍ୱିତ କରିଛି । ଓଡ଼ିଶା ଉପକୂଳରେ ଘୂର୍ଣ୍ଣିବଳୟ ''ମନ୍ଥା''କୁ ଦୃଷ୍ଟିରେ ରଖି ଜରୁରୀକାଳୀନ କାର୍ଯ୍ୟରେ ଥିବା ସମସ୍ତ…

ସୂଚନା ଏବଂ ଲୋକସମ୍ପର୍କ ବିଭାଗ ବିଜେପିର ନିର୍ବାଚନ ପ୍ରଚାର କରୁଥିବା ଅଭିଯୋଗ ଆଣି ମୁଖ୍ୟନିର୍ବାଚନ ଅଧିକାରୀଙ୍କୁ…

ଭୁବନେଶ୍ୱର: ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଦ୍ୱାରା ଆଦର୍ଶ ଆଚରଣ ସଂହିତା ଉଲ୍ଲଂଘନ ଏବଂ ନୂଆପଡା ବିଧାନସଭା ଉପନିର୍ବାଚନ ସମୟରେ ସରକାରୀ କଳର ଅପବ୍ୟବହାର ସମ୍ପର୍କରେ ଆଜି ମୁଖ୍ୟନିର୍ବାଚନ ଅଧିକାରୀଙ୍କ ଠାରେ ଫେରାଦ ହେଲା କଂଗ୍ରେସ । ପିସିସି ପକ୍ଷରୁ ଏକ ପ୍ରତିନିଧି ଦଳ…

ରାଜ୍ୟ କ୍ୟାବିନେଟର ୨୯ ତମ ବୈଠକରେ ୫ଟି ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ୱର: ଆଜି ରାଜ୍ୟ କ୍ୟାବିନେଟର ୨୯ ତମ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା…

କାହିଁକି ଓଡ଼ିଶା ମୁହାଁ ହେଉନାହିଁନ୍ତି ପର୍ଯ୍ୟଟକ! ଦେଶର ଶ୍ରେଷ୍ଠ ୧୦ ପର୍ଯ୍ୟଟନ କ୍ଷେତ୍ର ତାଲିକାରେ ନାହିଁ ଓଡିଶାର…

ଭୁବନେଶ୍ୱର: ପର୍ଯ୍ୟଟନ କ୍ଷେତ୍ରରେ ପଛେଇଛି ଓଡିଶା । ବିଶ୍ୱ ପର୍ଯ୍ୟଟନ ଦିବସରେ ପ୍ରକାଶିତ ଭାରତୀୟ ପର୍ଯ୍ୟଟନ ତଥ୍ୟଭିତ୍ତିକ ବାର୍ଷିକ ରିପୋର୍ଟ-୨୦୨୫ ଅନୁଯାୟୀ, ଉଭୟ ଘରୋଇ ଓ ବିଦେଶୀ ପର୍ଯ୍ୟଟକ ତାଲିକାରେ ଶ୍ରେଷ୍ଠ ୫ରୁ ୧୦ ରାଜ୍ୟ ମଧ୍ୟରେ ଓଡିଶାର ସ୍ଥାନ ନାହିଁ । ୨୦୨୪ରେ ଓଡ଼ିଶାକୁ ମାତ୍ର…

ସମ୍ଭାବ୍ୟ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଜଳଭଣ୍ଡାର ସ୍ଥିତି ଅନୁଧ୍ୟାନ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ଶୁକ୍ରବାର ଲୋକସେବା ଭବନର ସମ୍ମିଳନୀ କକ୍ଷରେ ରାଜ୍ୟ ଜଳ ସମ୍ପଦ ବିଭାଗ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆଗାମୀ ସମ୍ଭାବ୍ୟ ବାତ୍ୟା ଜନିତ ବର୍ଷାକୁ ଦୃଷ୍ଟିରେ ରଖି ସ୍ଥିତି…