Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ନନ୍ଦନକାନନ ଉଦ୍ଭିଦ ଉଦ୍ୟାନରେ ବଣଭୋଜି ମନା

ଭୁବନେଶ୍ୱର: ଆରମ୍ଭ ହୋଇଯାଇଛି ପର୍ଯ୍ୟଟନ ୠତୁ। ପର୍ଯ୍ୟଟକମାନେ ବଣଭୋଜି କରିବା ପାଇଁ ଅନେକ ସ୍ଥାନକୁ ଯାଆନ୍ତି। ଏଥିରେ ନନ୍ଦନକାନନ ଅନ୍ୟତମ। କିନ୍ତୁ ଚଳିତଥର ପର୍ଯ୍ୟଟକଙ୍କ ପାଇଁ ଏକ ଦୁଃଖ ଖବର ଆସିଛି। ନନ୍ଦନକାନନର ଉଦ୍ଭିଦ ଉଦ୍ୟାନରେ ବଣଭୋଜି କରିବାକୁ ଆସୁଥିବା ପର୍ଯ୍ୟଟକ ଆଉ କରିପାରିବେନି…

ଆଜି ହାଫ୍ ଡେ’: ଗୋଟେ ପରେ ସ୍କୁଲ କଲେଜ୍ ଛୁଟି

ଭୁବନେଶ୍ବର: ଆଜି ଭୁବନେଶ୍ବରରେ ଦିନ ୧ଟା ଯାଏଁ ଚାଲିବ ସମସ୍ତ ସ୍କୁଲ ଏବଂ କଲେଜ୍ । ତା ପରେ ଛୁଟି । ଦିନ ଗୋଟାଏ ପରେ ସବୁ ସ୍କୁଲ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ପ୍ରଧାନମନ୍ତ୍ରୀ ମୋଦି ଏବଂ ଗୃହ ମନ୍ତ୍ରୀ ଶାହଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଏପରି ଘୋଷଣା କରାଯାଇଛି । ଟ୍ରାଫିକ କଟକଣା…

ରାଜଧାନୀ ଛାତିରେ ଅଲୋଡା ଶିଶୁ କନ୍ୟା

ଭୁବନେଶ୍ଵର: ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା । ସେ ବି ପୁଣି କେଉଁ ଗାଁ ଗହଳିରେ ନୁହେଁ । ଖୋଦ ରାଜଧାନୀର ଛାତି ଉପରୁ ସାମ୍ନାକୁ ଆସିଛି ଏପରି ଘଟଣା । ଶିକ୍ଷିତ ରାଜଧାନୀରେ ଆଜି ଶିଶୁ କନ୍ୟା ଅଲୋଡା । ଭୁବନେଶ୍ବର ଆଚାର୍ଯ୍ୟ ବିହାର ସ୍ଥିତ ଆର୍‌ଟିଓ-୧ ନିକଟ ବସ୍ତିରୁ ଶିଶୁ କନ୍ୟା ଉଦ୍ଧାର ।…

ଆସିବେ ମୋଦୀ, ଦିନ ୧ଟା ଯାଏଁ ଚାଲିବ ସ୍କୁଲ

ଭୁବନେଶ୍ଵର: ଆଜିଠୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଅପରାହ୍ନରେ ଭୁବନେଶ୍ବରରେ ପହଞ୍ଚିବା ପରେ ବିମାନବନ୍ଦର ନିକଟରେ ଏକ ସଭାରେ ଉଦବୋଧନ ଦେବେ । ପିଏମ୍ ମୋଦI ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦୁଇ ଘଣ୍ଟା ଧରି ରହିବେ । କରିବେ ମାରାଥନ୍ ସମୀକ୍ଷା ।…

ଆଜିଠାରୁ ଡିଜିପି-ଆଇଜି ସମ୍ମିଳନୀ: ଜାଣନ୍ତୁ କେଉଁ ବାଟ ଦେଇ ଯିବା ମନା

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଡିଜିପି-ଆଇଜି ସମ୍ମିଳନୀ। ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀଙ୍କ ସହିତ ବହୁ ବିଶିଷ୍ଟ ଅଧିକାରୀମାନେ ସାମିଲ ହେବେ । ଏଥିପାଇଁ ସମଗ୍ର ଭୁବନେଶ୍ୱରରେ ହାଇ ଆଲର୍ଟ ଜାରି କରାଯାଇଛି। ଏହା ସହିତ ଟ୍ରାଫିକ ବ୍ୟବସ୍ଥାକୁ ମଧ୍ୟ…

ପୁଣି ରାଜ୍ୟରେ ଦେଖାଦେଇପାରେ ଆଳୁ ସଙ୍କଟ!

ଭୁବନେଶ୍ବର: ଓଡ଼ିଶାର ପିଛା ଛାଡୁନି ଆଳୁ ସଙ୍କଟ । ପୁଣି ଥରେ ରାଜ୍ୟରେ ଦେଖା ଦେଇପାରେ ଆଳୁର ଅଭାବ । ପଶ୍ଚିମବଙ୍ଗରେ ଆଳୁ ଅଭାବ ଆଶଙ୍କା ଥିବାରୁ ଅନ୍ୟ ରାଜ୍ୟକୁ ଆଳୁ ଯୋଗାଇବାକୁ ସଫା ସଫା ମନା କରିଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ନୂଆ ଆଳୁ ନ ଆସିବା ପର୍ଯ୍ୟନ୍ତ, ଜାନୁଆରୀ,…

‘ବଡ ସ୍ବପ୍ନ ଦେଖିବା ସହିତ ତାକୁ ସାକାର କରିବାକୁ ଉଦ୍ୟମ ମଧ୍ୟ ଜାରି ରଖିବା ଆବଶ୍ୟକ’

ଭୁବନେଶ୍ୱର: ପିଲାମାନେ ତୁମ ମାନଙ୍କର ଭରପୁର ପ୍ରତିଭା ଅଛି । ବଡ ହେବା ପାଇଁ ହେଲେ ସ୍ବପ୍ନ ମଧ୍ୟ ବଡ ହେବା ଆବଶ୍ୟକ । ଯଦି ସୂର୍ଯ୍ୟରେ ପହଞ୍ଚିବା ପାଇଁ ସ୍ବପ୍ନ ଦେଖି କାର୍ଯ୍ୟ କରିବା ତେବେ ଅତି କମ୍‌ରେ ଚନ୍ଦ୍ରରେ ପହଞ୍ଚିପାରିବା । ସ୍ବପ୍ନର କାନଭାସ ଯେତେ ବଡ ହେବ, ଚିତ୍ରର ଆକାର ମଧ୍ୟ…

‘ସୁଭଦ୍ରା’ ଯୋଜନାରେ ଝିଅମାନଙ୍କୁ ନେଇ ଆସିଲା ବଡ ଅପଡେଟ୍

ଭୁବନେଶ୍ୱର: 'ସୁଭଦ୍ରା' ଯୋଜନାକୁ ନେଇ ଆସିଲା ବଡ଼ ଅପଡ଼େଟ୍‌ । ‘ସୁଭଦ୍ରା’ ଯୋଜନାରେ ଝିଅମାନଙ୍କ ପାଇଁ ଆସିଲା ଖୁସି ଖବର । ଯେଉଁ ଝିଅମାନଙ୍କୁ ୨୧ ବର୍ଷ ପୁରିଥିବ ସେମାନେ ‘ସୁଭଦ୍ରା’ ଯୋଜନାରେ ଆବେଦନ କରିପାରିବେ । ଏହା ବ୍ୟତୀତ ଯେଉଁମାନଙ୍କୁ ଚଳିତ ମାସରେ ୨୧ ବର୍ଷ ପୂରିଥିବ ସେମାନେ…

ପନ୍ନୁର ଧମକ, ଛଦ୍ମ ବେଶରେ ଆସି…

ଭୁବନେଶ୍ବର: ଡିଜିପି ସମ୍ମିଳନୀ ପଣ୍ଡ କରିବାକୁ ଖଲିସ୍ତାନୀ ଆତଙ୍କବାଦୀ ଗୁରପତଓ୍ବନ୍ତ ସିଂହ ପନ୍ନୁର ଧମକ । ଛଦ୍ମବେଶରେ ଆସି ସମ୍ମିଳନୀ ଭଣ୍ଡୁର କରିବାକୁ ଆହ୍ବାନ । କଡା ସୁରକ୍ଷା ବଳୟରେ ଭୁବନେଶ୍ବର । ଆସନ୍ତାକାଲିଠୁ ଭୁବନେଶ୍ବରରେ ଆରମ୍ଭ ହେବାକୁ ଯାଉଛି ସର୍ବଭାରତୀୟ ଡିଜିପି ଓ ଆଇଜି…

ପୁଣି ରାଜଧାନୀରେ ସେକ୍ସ ରାକେଟ ଠାବ, ୪ ଯୁବତୀ ଉଦ୍ଧାର

ଭୁବନେଶ୍ୱର: ସେକ୍ସ କାରବାର ପାଇଁ ଟ୍ୱିନ ସିଟିକୁ କବଜା କଲେଣି ବାଂଲାଦେଶୀ। ଖଣ୍ଡଗିରିରୁ ପୁଣି ଠାବ ହେଲା ରାକେଟ। ରାଜଧାନୀରେ ଚାଲିଥିଲା ସେକ୍ସ ରାକେଟ୍। ଭୁବନେଶ୍ୱର ଖଣ୍ଡଗିରି ଥାନା ମଧୁସୂଦନ ନଗର ଅଞ୍ଚଳରେ ସେକ୍ସ୍ ରାକେଟ ଠାବ ହୋଇଛି। ୪ ଯୁବତୀଙ୍କୁ ଉଠାଇ ନେଲା ଖଣ୍ଡଗିରି ଥାନା ପୋଲିସ।…