Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ବିଧାନସଭାରେ ରେଭେନ୍ସା ଝଡ: ଶାସକ ବିରୋଧୀ ମୁହାଁମୁହିଁ

ଭୁବନେଶ୍ୱର: ବିଧାନସଭାରେ ଉଠିଲା ରେଭେନ୍ସା ନାମ ପରିବର୍ତ୍ତନ ପ୍ରସଙ୍ଗ । ଶୁନ୍ୟକାଳରେ ଏହି ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ । ବିଜେଡି ବିଧାୟକ ବ୍ୟୋମକେଶ ରାୟ ଏହି ପ୍ରସଙ୍ଗ ଗୃହରେ ଉଠାଇଛନ୍ତି । କେନ୍ଦ୍ର ମନ୍ତ୍ରୀ ଯେଉଁ କଥା କହିଲେ ତାକୁ ଉପ ମୁଖ୍ୟମନ୍ତ୍ରୀ ଓ…

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଘୋଷଣା: ଏଣିକି ନବମ-ଏକାଦଶ ଛାତ୍ରଛାତ୍ରୀଙ୍କୁ ମିଳବ ୫ ହଜାର ଟଙ୍କା

ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଏଣିକି ସରକାର ନବମ ଏବଂ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ବର୍ଷକୁ ୫ ହଜାର ଟଙ୍କାର ହାତଖର୍ଚ୍ଚ ପ୍ରଦାନ କରିବେ। ଅଧାରୁ ପାଠ ଛାଡୁଥିବା ଜନଜାତି ସମ୍ପ୍ରଦାୟର ଛାତ୍ରଛାତ୍ରୀଙ୍କୁ ପୁଣି ସ୍କୁଲକୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ନୂଆ…

‘ଶିକ୍ଷା ଭାରତକୁ ଏକ ଉପଭୋକ୍ତା ଅର୍ଥନୀତିରୁ ଉତ୍ପାଦକ ଅର୍ଥନୀତିରେ ପରିଣତ କରିବ’

ନୂଆଦିଲ୍ଲୀ/ଭୁବନେଶ୍ୱର: ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ ଆଭିମୁଖ୍ୟ ମାଧ୍ୟମରେ ଭାରତରେ ଥିବା ପ୍ରାୟ ୫ ହଜାରଟି ଉଚ୍ଚ ଶିକ୍ଷାନୁଷ୍ଠାନକୁ ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବା ପାଇଁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବୁଧବାର ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡିକ…

କେରଳ ଓ ତ୍ରିପୁରାକୁ ସହାୟତାର ହାତ ବଢ଼ାଇଲା ଓଡ଼ିଶା

ଭୁବନେଶ୍ଵର:  କେରଳ ଓ ତ୍ରିପୁରାକୁ ସହାୟତାର ହାତ ବଢ଼ାଇଲା ଓଡ଼ିଶା । ଉଭୟ ରାଜ୍ୟକୁ ୫ କୋଟି ଟଙ୍କା ଲେଖାଏଁ ଦେବ ଓଡ଼ିଶା । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଯୋଗାଇ ଦିଆଯିବ ଏହି ସହାୟତା ରାଶି । ପ୍ରାକୃତିକ ବିପର୍ଯ୍ୟୟ ପରେ ପୁନରୁଦ୍ଧାର ଓ ପୁନଃନିର୍ମାଣ ପାଇଁ ଏହି ସହାୟତା ଯୋଗାଇଦେବ…

ରାଜ୍ୟରେ ଭାଙ୍ଗିଲା ‘ସ୍ୱତନ୍ତ୍ର ଉନ୍ନୟନ ପରିଷଦ’

ଭୁବନେଶ୍ବର: ଆଉ ରହିବନି ‘ସ୍ୱତନ୍ତ୍ର ଉନ୍ନୟନ ପରିଷଦ’ । ରାଜ୍ୟର ସମସ୍ତ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଭଙ୍ଗ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଆଜି ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ସମ୍ପୂର୍ଣ୍ଣ ଉଚ୍ଛେଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା…

ଜିଲ୍ଲା ଗସ୍ତରେ ଯିବେ ସଚିବ, ସରକାରୀ ଯୋଜନାର କରିବେ ତଦାରଖ

ଭୁବନେଶ୍ଵର: ରାଜ୍ୟର ସମସ୍ତ ଜିଲ୍ଲା ଗସ୍ତ କରିବେ ସଚିବ ଓ ବରିଷ୍ଠ ଅଧିକାରୀ । ଏନେଇ ନିର୍ଦ୍ଦେଶନାମା ଜାରି କଲା ଯୋଜନା ଓ ସଂଯୋଜନ ବିଭାଗ । ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ସରକାରୀ ଯୋଜନାର ତଦାରଖ କରିବେ ଅଧିକାରୀମାନେ । ଆହାର କେନ୍ଦ୍ର, ଛାତ୍ରାବାସ, ସ୍କୁଲରେ ମଧ୍ୟାହ୍ନ ଭୋଜନର ମଧ୍ୟ…

କୃଷିମନ୍ତ୍ରୀଙ୍କ ଚାଷର କମାଲ, ବିଦେଶ ଗଲା ଡ୍ରାଗନ ଫ୍ରୁଟସ

ଭୁବନେଶ୍ୱର: ଓଡିଶାରୁ ପ୍ରଥମ ଥର ଲାଗି ବାହାର ଦେଶକୁ ରପ୍ତାନୀ ହେଲା ଡ୍ରାଗନ୍‌ ଫଳ । ଆଜି ସକାଳେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର କାର୍ଗୋ ଟର୍ମିନାଲରୁ ପ୍ରଥମ ଥର ଲାଗି ଡ୍ରାଗନ ଫଳର ରପ୍ତାନୀ ହୋଇଛି । ଏହି ରପ୍ତାନିର ଶୁଭାରମ୍ଭ ପୂର୍ବରୁ ଶ୍ରୀ ସିଂହଦେଓ ନଡ଼ିଆ…

ମ୍ୟାଲେରିଆ ଓ ଫାଇଲେରିଆକୁ ନେଇ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ବର: ମ୍ୟାଲେରିଆ ଓ ଫାଇଲେରିଆକୁ ନେଇ ବଡ ବୟାନ ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ସେ କହିଛନ୍ତି ୨୦୨୭ ସୁଦ୍ଧା ଫାଇଲେରିଆ ମୁକ୍ତ ହେବ ଓଡ଼ିଶା ଏବଂ ୨୦୩୦ ସୁଦ୍ଧା ମ୍ୟାଲେରିଆ ମୁକ୍ତ ହେବ ଓଡ଼ିଶା । ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଡେଙ୍ଗୁ ଏଡିସ ମଶା କାମୁଡିଲେ ହୁଏ…

“ଲୋକଙ୍କ ପାଇଁ ଆମେ, ଅଭିଯୋଗ ଆସିଲେ ସବୁ ଅଫିସରେ ପଶିବି”

ଭୁବନେଶ୍ୱର: 'ଲୋକଙ୍କ ଅଭିଯୋଗ ଆସିଲେ, ଲୋକ ହଇରାଣ ହେଲେ ସେଠି ସବୁ ଅଫିସରେ ପଶିବା ଆମର କର୍ତ୍ତବ୍ୟ। ଆମେ ନିର୍ବାଚିତ ହେଇଛି ଲୋକଙ୍କ ସହ ଛିଡ଼ା ହେବାକୁ, ନ କି ଘରେ ବସିବାକୁ । ଅବକାରୀ ବିଭାଗର ଅଭିଯୋଗ ଆସିବା ପରେ ସେଠାକୁ ଯାଇଥିଲି। ଯାହାକୁ ବିଧାନସଭା ରେ ବି ଉଠେଇଲି ଆଉ ସେଠାକୁ ଯାଇ…

ସୁଭଦ୍ରା କଲ୍‌ ସେଣ୍ଟର ଉଦଘାଟିତ

ଭୁବନେଶ୍ବର: ଭୁବନେଶ୍ବରରେ ସୁଭଦ୍ରା କଲ୍‌ ସେଣ୍ଟର ଉଦ୍‌ଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଓସିଏସି ଠାରେ ଉଦଘାଟିତ ହେଲା ସୁଭଦ୍ରା କଲ ସେଣ୍ଟର । ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ, ସର୍ବସାଧାରଣ ନିଜର ସୁବିଧା ବିଷୟରେ ପଚାରିବାକୁ ଏହି କଲ ସେଣ୍ଟର…