Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ, ନୀତି ଆୟୋଗ ବୈଠକରେ ଓଡ଼ିଶା ଦାବି ଓ ସମସ୍ୟା ସଂପର୍କରେ କରିବେ ଦୃଷ୍ଟି ଆକର୍ଷଣ

ଭୁବନେଶ୍ୱର: ଆସନ୍ତାକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ନୀତି ଆୟୋଗ ସାଧାରଣ ପରିଷଦ ବୈଠକ। ଏ ବୈଠକରେ ଯୋଗ ଦେବାକୁ ଆଜିଠୁ ୩ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ…

ରତ୍ନଭଣ୍ଡାରକୁ ନେଇ ବଡ଼ ସୂଚନା, ଜଷ୍ଟିସ ରଥ କହିଲେ ଭିତରେ ଥିଲା ୩ଟି ତାଲା କିନ୍ତୁ ମିଳିଲା ୨ଟି ଚାବି

ଭୁବନେଶ୍ଵର: ରତ୍ନଭଣ୍ଡାର ସଂପର୍କରେ ଜଷ୍ଟିସ ବିଶ୍ବନାଥ ରଥଙ୍କ ବଡ଼ ସୂଚନା । ଭିତର ଭଣ୍ଡାରରେ ପଡିଥିଲା ୩ଟି ତାଲା । କିନ୍ତୁ ଚାବି ୨ଟି ଥିବା କହିଲେ ଜଷ୍ଟିସ ରଥ । ମିଳିଥିବା ବନ୍ଦ ଲଫାପା ଖୋଲିବାରୁ ସେଥିରୁ ୨ଟି ଚାବି ମିଳିଥିଲା । ତାଲା ଏବଂ ଚାବି ଦେଖିବା ପରେ ଏ ଚାବି ଏ ତାଲାର ନୁହେଁ…

ଡବଲ ଇଂଜିନ ଡବଲ ନୈରାଶ୍ୟ- ନବୀନ

ଭୁବନେଶ୍ଵର: ଆଗତ ହୋଇଛି ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ । ବିଧାନସଭାରେ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ବଜେଟ ଉପସ୍ଥାପନା କରିଛନ୍ତି । ଏଥର ରାଜ୍ୟ ବଜେଟରେ ୨ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ସେପଟେ କିଛି ନୂତନ…

ଅନାଥ ଶିଶୁଙ୍କ ପାଇଁ ‘ଯଶୋଦା’ ଯୋଜନା

ଭୁବନେଶ୍ଵର: ଆଉ ଅସୁବିଧା ଭୋଗିବେନି ଅନାଥ ଶିଶୁ । ଅନାଥ ଶିଶୁଙ୍କ ପାଇଁ ବଜେଟରେ ନୂଆ ଯୋଜନା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ଲାଗୁ ହେବ ‘ଯଶୋଦା’ ଯୋଜନା । ଅନାଥ ଶିଶୁଙ୍କୁ ଆର୍ଥିକ ସହାୟତା ଯୋଗାଇବାକୁ ‘ଯଶୋଦା’ ଯୋଜନା ଲାଗୁ କରିଛନ୍ତି ସରକାର । ଏହି ଯଶୋଦା ଯୋଜନା ପାଇଁ…

ବଜେଟ୍ ୨୦୨୪-୨୫: ପୁରୁଣା ଯୋଜନାକୁ ହଟାଇ ଲାଗୁ ହେଲା ନୂତନ ଯୋଜନା, ଜାଣନ୍ତୁ କାହାକୁ ମିଳିଲା କେତେ?

ଭୁବନେଶ୍ଵର: ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଧାନସଭା ରେ ୨୦୨୪-୨୫ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥର ରାଜ୍ୟ ବଜେଟରେ ୨ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି…

ଚାଷୀମାନଙ୍କ ପାଇଁ ନୂଆ ଯୋଜନା “ସିଏମ୍‌ କିଷାନ”

ଭୁବନେଶ୍ଵର: ବଦଳିଲା କାଳିଆ ଯୋଜନାର ନାମ । କାଳିଆ ଯୋଜନା ଜାଗାରେ ହେଲା ସିଏମ୍ କିଷାନ ଯୋଜନା । ସିଏମ୍‌ କିଷାନ ଯୋଜନା ପାଇଁ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୧୯୩୫ କୋଟି ବ୍ୟୟବରାଦ କରାଯାଇଛି। ବଜେଟରେ ଚାଷୀଙ୍କ ପାଇଁ ସମୃଦ୍ଧ କୃଷକ ଯୋଜନା ମଧ୍ୟ ଘୋଷଣା କରାଯାଇଛି । ସମୃଦ୍ଧ କୃଷକ ଯୋଜନା…

ସାହସ ଅଛି ତ ନବୀନଙ୍କୁ ଗିରଫ କର !

ଭୁବନେଶ୍ବର: ବିଧାନସଭାରେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗିରଫ କରିବାକୁ ଦିନକ ତଳେ ଦାବି କରିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । କାରଣ ଦର୍ଶାଇଥିଲେ, ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ଗୃହ ଭିତରେ ବିଶୃଙ୍ଖଳା ସୃଷ୍ଟି କରିଥିଲେ । ତେଣୁ…

ମଧୁମିତା ମୃତ୍ୟୁ ରହସ୍ୟ…ଗିରଫ ହେଲେ ସ୍ବାମୀ

ଭୁବନେଶ୍ବର: କେମିତି ହେଲା ମହିଳା ସାମ୍ବାଦିକା ମଧୁମିତା ପରିଡାଙ୍କ ମୃତ୍ୟୁ? ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ନା କରାଯାଇଛି ହତ୍ୟା? ୫ବର୍ଷ ଧରି ପ୍ରେମ ସଂପର୍କ ପରେ ଗତ ମାର୍ଚ୍ଚ ୧ତାରିଖରେ ଶ୍ରୀଧର ଜେନାଙ୍କୁ ବିବାହ କରିଥିଲେ ମଧୁମିତା। ତେବେ ପାରିବାରିକ ସଂପର୍କକୁ ନେଇ ଉଭୟଙ୍କ…

ସୁକତେଲ ପ୍ରକଳ୍ପକୁ ନେଇ ଶାସକ ଓ ବିରୋଧୀ ମୁହାଁମୁହିଁ

ଭୁବନେଶ୍ୱର: ସୁକତେଲ ପ୍ରକଳ୍ପକୁ ନେଇ ଗୃହରେ ଶାସକ ଓ ବିରୋଧୀ ମୁହାଁମୁହିଁ । ନିରଞ୍ଜନ ପୂଜାରୀଙ୍କ ଜଳସେଚନ ସମ୍ପର୍କିତ ପ୍ରଶ୍ନରୁ ସୁକତେଲ ତାତି। ସୁକତେଲ ପ୍ରସଙ୍ଗ ଉଠାଇ ବିଜେଡି ବିଧାୟକଙ୍କୁ ଘେରିଲେ ୨ ମନ୍ତ୍ରୀ। ବିଜେଡି ବିଧାୟକଙ୍କ ଉପରେ ବର୍ଷିଲେ ଉପମୁଖ୍ୟମନ୍ତ୍ରୀ ଓ ସଂସଦୀୟ ବ୍ୟାପାର…

ଓଏଏସ ଦେବ ପ୍ରସାଦ ଦାଶଙ୍କ ଉପରୁ ନିଲମ୍ବନ ଉଠାଇଲେ ସରକାର

ଭୁବନେଶ୍ୱର: ଓଏଏସ ଦେବ ପ୍ରସାଦ ଦାଶଙ୍କ ଉପରୁ ନିଲମ୍ବନ ଉଠାଇଲେ ସରକାର। ୨୦୧୮ ମେ’ ୨୮ରେ ଦେବ ପ୍ରସାଦଙ୍କୁ ନିଲମ୍ବିତ କରିଥିଲେ ସରକାର। ପ୍ରାୟ ୬ ବର୍ଷ ପରେ ପୁଣି ତାଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗର ଯୁଗ୍ମ ସଚିବ ଦାୟିତ୍ବ ପ୍ରଦାନ କରିଛନ୍ତି…