Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ଛାତ୍ରଛାତ୍ରୀ ମାନଙ୍କ ପାଇଁ ବଡ ଖବର, ବଦଳିଲା ଯୁକ୍ତ ଦୁଇ ପରୀକ୍ଷା ପ୍ରଶ୍ନପତ୍ର ଢ଼ାଞ୍ଚା

ଭୁବନେଶ୍ଵର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) ଦ୍ବାରା ପରିଚାଳିତ ଦ୍ବାଦଶ ଶ୍ରେଣୀ ଦେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ବଡ଼ ଖବର। ୨୦୨୫ରେ ଅନୁଷ୍ଠିତ ହେବାକୁ ଥିବା ଦ୍ବାଦଶ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ସେମାନଙ୍କୁ ନୂଆ ଢାଞ୍ଚାରେ ପରୀକ୍ଷା ଦେବାକୁ ପଡ଼ିବ। ୨୦୨୫ ବାର୍ଷିକ +୨…

ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ନୂଆ ରେଳ ଲାଇନ ପ୍ରକଳ୍ପରେ ୨ କିମିର ଦୈର୍ଘ୍ୟ ଟନେଲ କାର୍ଯ୍ୟ ଶେଷ ହୋଇଛି

ଭୁବନେଶ୍ୱର: ପୂର୍ବତଟ ରେଳପଥ ଦ୍ୱାରା ପୁଣି ଏକ ପ୍ରମୁଖ ମାଇଲଖୁଣ୍ଟ ହାସଲ । ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ନୂତନ ରେଳ ଲାଇନ ପ୍ରକଳ୍ପରେ ପୂର୍ବତଟ ରେଳପଥ ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ପୁରୁଣାକଟକ ଓ ଚାରିଛକ ମଧ୍ୟରେ ୧,୯୭୫ ମିଟର ଲମ୍ବ ଟନେଲ୍ କାର୍ଯ୍ୟ ସଫଳତାର ସହ ଶେଷ କରିଛି । ଏହି ଅଞ୍ଚଳରେ ରେଳ…

ପୁଣି ରାଜ୍ୟସଭା ଯିବେ ମମତା ମହାନ୍ତ, ପ୍ରାର୍ଥୀ ଘୋଷଣା କଲା ବିଜେପି

ଭୁବନେଶ୍ଵର: ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ପୁଣି ରାଜ୍ୟସଭାକୁ ଯିବେ ମମତା ମହାନ୍ତ । ରାଜ୍ୟସଭା ପ୍ରାର୍ଥୀ ଭାବେ ମମତା ମହାନ୍ତଙ୍କୁ ମନୋନୀତ କରିଛି ବିଜେପି । ତେବେ ପୁର୍ବରୁ ମମତା ପୁଣି ରାଜ୍ୟସଭାକୁ ଯିବା ନେଇ ଯେଉଁ ଚର୍ଚ୍ଚା ଧରିଥିଲେ ସେଥିରେ ବିରାମ ଲଗାଇ ବିଜେପି…

ମାଙ୍କଡ଼ ଉପଦ୍ରବ ହ୍ରାସ କରିବାକୁ ରାଜ୍ୟରେ ଗଠନ ହେବ ମଙ୍କି ସ୍କ୍ୱାର୍ଡ

ଭୁବନେଶ୍ବର: ଦିନକୁ ଦିନ ରାଜ୍ୟର ବିଭିନ୍ନ ଅଞ୍ଚଳରେ ମାଙ୍କଡ ମାନଙ୍କ ଉପଦ୍ରବ ବଢିବାରେ ଲାଗିଛି । ଯାହା ଏବେ ଚିନ୍ତାର ବିଷୟ ପାଲଟିଛି । ଅନେକ ସମୟରେ ମାଙ୍କଡ ମାନଙ୍କ ଦ୍ବାରା ଅନେକ ଲୋକ ଆଘାତ ହେଉଥିବା ଖବର ମଧ୍ୟ ସାମ୍ନାକୁ ଆସିଛି । ଏହାକୁ ରୋକିବା ଏବେ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର ।…

ରାଜ୍ୟରେ ଦେଖାଦେଇଥିବା ଆଳୁ ସଙ୍କଟକୁ ନେଇ ବଡ଼ ସୂଚନା ଦେଲେ ଯୋଗାଣ ମନ୍ତ୍ରୀ

ଭୁବନେଶ୍ବର: ପଶ୍ଚିମବଙ୍ଗ ବେପାରୀ ଓଡ଼ିଶାକୁ ଆଳୁ ଦେବେ ନାହିଁ ବୋଲି ମନା କରିବା ପରେ ରାଜ୍ୟରେ ପୁଣି ଦେଖାଦେବ ଆଳୁ ସଙ୍କଟ । ଏନେଇ ରାଜ୍ୟ ବ୍ୟବସାୟୀ ମହାସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡାଙ୍କ ସୂଚନା ପରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ପ୍ରତିକ୍ରିୟା ଆସିଛି । ମନ୍ତ୍ରୀ…

ଛାତ୍ର ସଂସଦ ନିର୍ବାଚନ…ବିଧାନସଭାରେ ତାତି

ଭୁବନେଶ୍ବର: କାହିଁକି ଚଳିତ ବର୍ଷ ହେବନି ଛାତ୍ର ସଂସଦ ନିର୍ବାଚନ? ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏକ କଲେଜରେ ଛାତ୍ର ସଂସଦ ନିର୍ବାଚନ ଏବର୍ଷ ନୁହେଁ ୨୦୨୫ରେ ହେବା ନେଇ କହିବା ପରେ ତାତିଛି ରାଜ୍ୟ ରାଜନୈତିକ ପାଣିପାଗ । ନୂଆ ସରକାର ଆସିବା ପରେ ନିର୍ବାଚନ କରାଇବା ପାଇଁ ସମୟ…

ରାଜ୍ୟରେ ଅଛନ୍ତି ୨୭ ମହାବଳ ବାଘ, ୨୦୯୮ ହାତୀ

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ଅଧିବେଶନ l ଦ୍ଵିତୀୟ ପର୍ଯ୍ଯାୟ ବଜେଟ ଅଧିବେଶନର ପ୍ରଶ୍ନକାଳ ସମୟରେ ବିଧାୟକ ଧ୍ରୁବ ସାହୁଙ୍କ ପ୍ରଶ୍ନରେ ଉତ୍ତର ରଖି ଜଙ୍ଗଲ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ କହିଛନ୍ତି ଯେ, ରାଜ୍ୟରେ ୨୭ ମହାବଳ ବାଘ, ୨୦୯୮ ହାତୀ…

ଚିକିଟି ବିଷାକ୍ତ ମଦ ଘଟଣା; ‘ଅଭିଯୁକ୍ତଙ୍କ ବିରୋଧରେ ହେବ କଡା କାର୍ଯ୍ୟାନୁଷ୍ଠାନ’

ଗଞ୍ଜାମ: ଗତକାଲି ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ମାଉନ୍ଦପୁର ଠାରେ ଦେଶୀ ମଦ ପିଇ ୧୫ରୁ ଅଧିକ ଜଣ ଅସୁସ୍ଥ ହୋଇଥିବା ଘଟଣାରେ ୫ ଜଣଙ୍କୁ ବାନ୍ଧିଛି ପୋଲିସ । ଗିରଫ ୫ ଜଣ ମାଉନ୍ଦପୁର ଗାଁର ବୋଲି ଜଣାପଡିଛି । ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।…

ଅମର ରହିବ ‘ରାମୁ’, ସଂରକ୍ଷିତ ହେବ ହାତୀର କଙ୍କାଳ

ଭୁବନେଶ୍ୱର: ଚନ୍ଦକା-ଡମପଡା ଅଭୟାରଣ୍ୟର ଭରତପୁର ସଂରକ୍ଷିତ ଜଙ୍ଗଲରେ ଗତକାଲି (ସୋମବାର) ବିଦ୍ୟୁତ ତାର ଆଘାତ ମୃତ୍ୟୁ ଘଟିଥିବା ‘ରାମୁ’ ହାତୀ କଙ୍କାଳକୁ ବୈଜ୍ଞାନିକ ପଦ୍ଧତିରେ ସଂରକ୍ଷଣ କରାଯିବ। ଭରତପୁର ଜଙ୍ଗଲ ଭିତରେ ରାମୁ ହାତୀର ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଖବର ସମସ୍ତଙ୍କୁ…

ଆଳୁ ଓ ପିଆଜ ଦର ଯାଞ୍ଚ ପାଇଁ ୧ନଂ ହାଟରେ ଖାଦ୍ୟ ଯୋଗାଣ ବିଭାଗର ଚଢ଼ାଉ

ଭୁବନେଶ୍ବର: ଆଳୁ ପରେ ଏବେ ପିଆଜ ଦର ବୃଦ୍ଧି ପାଇଛି। ଦର ବୃଦ୍ଧି ରୋକିବାକୁ ରେଡ୍। ଭୁବନେଶ୍ୱର ୧ନଂ ହାଟରେ ବିଏମସି ଓ ଯୋଗାଣ ବିଭାଗର ଚଢ଼ାଉ । ଆଳୁ ଓ ପିଆଜ ଦର ଯାଞ୍ଚ ପାଇଁ ୧ନଂ ହାଟରେ ମିଳିତ ରେଡ୍ । ଆଳୁ କେଜି ପିଛା ୩୫ରୁ ୪୦, ପିଆଜ ୫୦ ଟଙ୍କାରେ ବିକ୍ରି ହେଉଛି। ଦରଦାମର ପୁରୁଣା…