Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ଖୁବଶୀଘ୍ର ରତ୍ନଭଣ୍ଡାର ଖୋଲିବା ନିଷ୍ପତ୍ତି, ଗଣମାଧ୍ୟମରେ ଯେଉଁ ତାରିଖ ଘୋଷଣା ହେଉଛି ତାହା ଗୁଜବ: ଆଇନମନ୍ତ୍ରୀ

ଭୁବନେଶ୍ୱର: ରତ୍ନ ଭଣ୍ଡାର ଖୋଲିବା ତାରିଖ ଘୋଷଣାକୁ ନେଇ ଆଇନ ମନ୍ତ୍ରୀଙ୍କ ମନ୍ତବ୍ୟ। ସର୍ବୋଚ୍ଚସ୍ତରରେ ଆଲୋଚନା ସରିଛି, ଆଜି କାଲି ଭିତରେ ନିଷ୍ପତ୍ତି ହେବ। ରତ୍ନଭଣ୍ଡାର ନିଶ୍ଚିତ ଖୋଲିବ। ଖୁବଶୀଘ୍ର ମୋଡାଲିଟି ପ୍ରସ୍ତୁତ ହେବ। ଏନେଇ ଏକ ବୈଠକ ହେବ। ବୈଠକ ପରେ ତାରିଖ ଘୋଷଣା ହେବ।…

ବିଜେପି ସରକାରର ବିଭିନ୍ନ ମନ୍ତ୍ରୀଙ୍କୁ ମିଳିଲା ବ୍ୟକ୍ତିଗତ ସଚିବ, ଏକାଧିକ ଅଧିକାରୀଙ୍କୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର: ଏକାଧିକ ଅଧିକାରୀଙ୍କୁ ମିଳିଲା ବିଭିନ୍ନ ମନ୍ତ୍ରୀଙ୍କ ସଚିବ ଦାୟିତ୍ୱ। ରାଜ୍ୟର ପ୍ରଥମ ବିଜେପି ସରକାରର ବିଭିନ୍ନ ମନ୍ତ୍ରୀମାନଙ୍କୁ ବ୍ୟକ୍ତିଗତ ସଚିବ (ପିଏସ୍‌) ଯୋଗାଇ ଦିଆଯାଇଛି। ବିଭିନ୍ନ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ୫ ଜଣ ଅଧିକାରୀ ଓ ୩ ଜଣ ଅଧିକାରୀ ‘ଓଏସଡି’ ଭାବେ…

ରାଜଧାନୀ ହେବ ଗ୍ରୀନ୍‌ସିଟି, ପୁନଃ ନିର୍ମାଣ ହେବ ୱେଷ୍ଟ ଟୁ ଆର୍ଟ ପାର୍କ

ଭୁବନେଶ୍ୱର: ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ପାର୍କ ଓ ଉଦ୍ୟାନ ପରିଦର୍ଷନ କରିଛନ୍ତି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷର ଉପାଧ୍ୟକ୍ଷ ବଲୱନ୍ତ ସିଂହ ଓ ଅନ୍ୟ ଅଧିକାରୀଙ୍କ ସହ ମନ୍ତ୍ରୀ ଆନନ୍ଦବନ, ଘାଟିକିଆସ୍ଥିତ ରାଜ୍ୟ…

ମହଙ୍ଗା ପଡ଼ିଲା ଲାଞ୍ଚ ନେବା, ଏଫସିଆଇ ଓଡ଼ିଶା ବ୍ରାଞ୍ଚର ଜେନେରାଲ ମ୍ୟାନେଜର ଗିରଫ

ଭୁବନେଶ୍ୱର: ମହଙ୍ଗା ପଡ଼ିଲା ଲାଞ୍ଚ ନେବା। ଫୁଡ କର୍ପୋରେସନ ଅଫ୍ ଇଣ୍ଡିଆ(FCI) ଓଡ଼ିଶା ବ୍ରାଞ୍ଚର ଜେନେରାଲ ମ୍ୟାନେଜର ଗିରଫ। ଜେନେରାଲ ମ୍ୟାନେଜର ପ୍ରେମ ସିଂଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି ସିବିଆଇ। ଏଫଆଇସି ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟର ୨ ଅଧିକାରୀ ସହ କୋଲକାତାର ଏକ ଘରୋଇ…

ବନ୍ଦ ସ୍କୁଲରୁ ଫିଟିବ ତାଲା! ୭ ହଜାର ସ୍କୁଲ ହୋଇଛି ମିଶ୍ରଣ

ଭୁବନେଶ୍ୱର: ବନ୍ଦ ହୋଇଯାଇଥିବା ସ୍କୁଲକୁ ପିଲା ଫେରିବେ। ମିଶ୍ରଣ ହୋଇଥିବା ସ୍କୁଲକୁ ଅଲଗା କରାଯିବ। ମିଶ୍ରଣ ଯୋଗୁଁ ସ୍କୁଲରେ ପଡିଥିଲା ତାଲା। ବର୍ତ୍ତମାନ ସବୁ ମିଶ୍ରଣ ସ୍କୁଲକୁ ଅଲଗା କରାଯିବ। ପୁଣି ପିଲା ଫେରିବେ, ପୁଣି ନାମ ଲେଖା ହେବ। ବନ୍ଦ ସ୍କୁଲ ତାର ସ୍ଥିତି ଫେରିପାଇବ। ନିଜର…

ରଣକ୍ଷେତ୍ର ପାଲଟିଲା ମାଷ୍ଟର କ୍ୟାଣ୍ଟିନ, ମୁହାଁମୁହିଁ ହେଲେ ବିଜେପି-କଂଗ୍ରେସ

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵରର ମାଷ୍ଟର କ୍ୟାଣ୍ଟିନ ଛକ ପାଲଟିଲା ରଣକ୍ଷେତ୍ର । ମାଷ୍ଟର କ୍ୟାଣ୍ଟିନରେ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ କଂଗ୍ରେସ କର୍ମୀ । ରାହୁଲଙ୍କ ହିନ୍ଦୁ ବିରୋଧୀ ମନ୍ତବ୍ୟ ପାଇଁ ହଙ୍ଗାମା ହୋଇଥିବା ସୂଚନା । ପୋଲିସ ଉପସ୍ଥିତିରେ ପରସ୍ପର ଉପରକୁ ଟେକାପଥର, ଗୋବର…

କାହିଁକି ସବୁଜରୁ ଗେରୁଆ ରଙ୍ଗ ହେଉଛି ଲକ୍ଷ୍ମୀ ବସ୍ ?

ଭୁବନେଶ୍ବର: ଶଙ୍ଖ ପୋଷ୍ଟର ହଟିଥିଲା, ଏବେ ବଦଳିଲା ରଙ୍ଗ । ସବୁଜରୁ ଗେରୁଆ ରଙ୍ଗ ହୋଇଛି ଲକ୍ଷ୍ମୀ ବସ୍ । ଢେଙ୍କାନାଳରେ ବସର ରଙ୍ଗ ବଦଳକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । କାହା ନିର୍ଦ୍ଦେଶରେ ବସର ରଙ୍ଗ ବଦଳା ଯାଉଛି, ସେନେଇ ଜଣାପଡିନି । ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ…

ରାଜ୍ୟରେ ୩ ହଜାର ଟଙ୍କାକୁ ବଢିବ ଭତ୍ତା, ଚାଲିଛି ପ୍ରସ୍ତୁତି: ସାମଜିକ ସୁରକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଜନତାଙ୍କ ପାଇଁ ଖୁସି ଖବ। ଏଣିକି ବଢିବ ଭତ୍ତା ଟଙ୍କା। ଭତ୍ତା ଟଙ୍କାକୁ ୩୦୦୦ ଟଙ୍କାକୁ ବୃଦ୍ଧି କରାଯିବ। ଏନେଇ ସାମଜିକ ସୁରକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଘୋଷଣା କରିଛନ୍ତି। ମଧୁବାବୁ ପେନସନ ଯୋଜନାରେ ବୃଦ୍ଧବୃଦ୍ଧା, ବିଧବା, ଦିବ୍ୟାଙ୍ଗ ଭତ୍ତା ୩ ହଜାର ଟଙ୍କାକୁ ବୃଦ୍ଧି…

ଆଦିତ୍ୟ ମହାପାତ୍ର ହେଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ

ଭୁବନେଶ୍ବର: ବଦଳିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ। ପୂର୍ବରୁ ଭିକେ ପାଣ୍ଡିଆନ୍ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଥିବା ବେଳେ ବର୍ତ୍ତମାନ ତାଙ୍କ ଜାଗାରେ ନୂତନ ସଚିବଙ୍କୁ ନିଯୁକ୍ତ କରାଯାଇଛି। ବର୍ତ୍ତମାନ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ…

ଅଢେଇ ବର୍ଷର ଶିଶୁକନ୍ୟାଙ୍କୁ ଦୁଷ୍କର୍ମ: ଗିରଫ ହେଲା ଦୁଷ୍କର୍ମକାରୀ

ଭୁବନେଶ୍ବର: ରାଜଧାନୀରେ ଲଜ୍ଜା । ଅଢେଇ ବର୍ଷର ନାବାଳିକା ଝିଅଙ୍କୁ ଦୁଷ୍କର୍ମ । ଦୁଷ୍କର୍ମ କରି ଫରାର ହେଲା ଅଭିଯୁକ୍ତ । କାବୁ କଲା କମିସନରେଟ୍ ପୋଲିସ୍ । ତେବେ ଜଟଣୀ ଅଞ୍ଚଳରେ ଏଭଳି ନିନ୍ଦନୀୟ ଘଟଣା ଘଟିଥିବା ବେଳେ ଏନେଇ ପରିବାର ପକ୍ଷରୁ ଏୟାରଫିଲ୍ଡ ଥାନାରେ ଅଭିଯୋଗ ହୋଇ ମାମଲା…