Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ନଭେମ୍ବରରୁ ରାଜ୍ୟରେ ବିଭିନ୍ନ ଅଞ୍ଚଳ ଗସ୍ତ କରିବେ ନବୀନ

ଭୁବନେଶ୍ଵର: ନଭେମ୍ବରରୁ ରାଜ୍ୟରେ ବିଭିନ୍ନ ଅଞ୍ଚଳ ଗସ୍ତ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବସିଥିବା ରାଜ୍ୟସ୍ତରୀୟ ସମନ୍ବୟ କମିଟି ବୈଠକରେ ଏନେଇ ସୂଚନା ଦେଇଛନ୍ତି ନବୀନ । ଦଳୀୟ କର୍ମୀ ଓ ତୃଣମୂଳ ସ୍ତରର ନେତାଙ୍କୁ ଭେଟିବେ ନବୀନ । ଏଥିପାଇଁ ନଭେମ୍ବରରୁ ବିଭିନ୍ନ ଜିଲ୍ଲା ଗସ୍ତ…

ଓଡିଶା ରେରା ଦୃଷ୍ଟାନ୍ତମୂଳକ କାର୍ଯ୍ୟନୁଷ୍ଠାନ; ଭାଙ୍ଗିବ ବେଆଇନ ତିନି ମହଲା

ଭୁବନେଶ୍ବର: ଭାଙ୍ଗିବ ବେଆଇନ ତିନି ମହଲା । ଆସନ୍ତା ଦୁଇ ମାସ ମଧ୍ୟରେ ବେଆଇନ୍ ଭାବେ ନିର୍ମାଣ ହୋଇଥିବା ଅଷ୍ଟମରୁ ଦଶମ ମହଲାକୁ ଭାଙ୍ଗିବ ଓଡିଶା ସ୍ଥାବର ସମ୍ପତ୍ତି ନିୟାମକ ପ୍ରାଧିକରଣ (ଓରେରା) । ନିୟମ ଉଲ୍ଲଘଂନ ପାଇଁ ଦୃଷ୍ଟାନ୍ତମୂଳକ କାର୍ଯ୍ୟନୁଷ୍ଠାନ ନେଇଛି ଓଡ଼ିଶା ରେରା । ଖାଲି…

ନାଫେଡ ଯୋଗାଇବ ଆଳୁ, କିଲୋକୁ ମାତ୍ର ୩୦ ଟଙ୍କା

ଭୁବନେଶ୍ୱର: ରାଜ୍ୟରେ ଉପୁଜିଥିବା ଆଳୁ ସଙ୍କଟ ଦୂର କରିବା ପାଇଁ ସରକାର ବିଧିବଦ୍ଧ ଭାବେ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏଣିକି ରାଜ୍ୟ ସରକାର ନାଫେଡ ମାଧ୍ୟମରେ ଆଳୁ କିଣିବା ସହ ଖାଉଟି ମାନଙ୍କୁ କିଲୋଗ୍ରାମ ପିଛା ୩୦ ଟଙ୍କାରେ ଯୋଗାଇ ଦେବେ । ଏହାଦ୍ୱାରା ଖାଉଟି ମାନଙ୍କୁ ସୁଲଭ ଦରରେ ଆଳୁ…

ଭୁବନେଶ୍ୱର-ପଲାସା ଏବଂ ବ୍ରହ୍ମପୁର-ଗୋଳନ୍ଥରା ମଧ୍ୟରେ ନିରାପତ୍ତା ଜନିତ ବାଡ଼ ଦେବା କାର୍ଯ୍ୟ ଆରମ୍ଭ

ଭୁବନେଶ୍ୱର: ରେଳ ନିରାପତ୍ତାକୁ ବୃଦ୍ଧି କରାଇବା ସହିତ ଟ୍ରେନ ମାନଙ୍କର ବେଗବୃଦ୍ଧି ବଢାଇବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି ପୂର୍ବ ତଟ ରେଳପଥ । ଏନେଇ ଭୁବନେଶ୍ୱର-ପଲାସା ରେଳ ସେକ୍ସନରେ ନିରାପତ୍ତା ବାଡ (ଫେନସିଂ) ପ୍ରକଳ୍ପ ଆରମ୍ଭ କରିଛି । ଏହା ସହିତ ବ୍ରହ୍ମପୁର-ଗୋଳନ୍ଥରା…

ଅନୁନ୍ନତ ଜନଜାତିଙ୍କ ୩ଟି ବାସସ୍ଥାନ ସ୍ୱୀକୃତି ଦେବାରେ ଅଗ୍ରଣୀ ଓଡ଼ିଶା

ଭୁବନେଶ୍ବର: ଏକ ଐତିହାସିକ ପଦକ୍ଷେପ ସ୍ୱରୂପ, ଜଙ୍ଗଲ ଅଧିକାର ଆଇନ (ଏଫଆରଏ) ଅଧୀନରେ ବିଶେଷ ଭାବେ ଅନୁନ୍ନତ ଜନଜାତି (ପିଭିଟିଜିଏସ)ଙ୍କୁ ବସତି ଅଧିକାର ପ୍ରଦାନ କରିବାରେ ଓଡ଼ିଶା ସମଗ୍ର ଦେଶରେ ଏକ ଅଗ୍ରଣୀ ରାଜ୍ୟରେ ପରିଣତ ହୋଇଛି । ଗତ ଅଗଷ୍ଟ ୭ ତାରିଖରେ ଜିଲ୍ଲାସ୍ତରୀୟ କମିଟି (ଡିଏଲସି)…

ସରୁନି ବାବୁଙ୍କ ପ୍ଲଟ ଗଣା, ଯନ୍ତ୍ରୀଙ୍କ ନାଁରେ ଆହୁରି ୨୦ ପ୍ଲଟ ଠାବ

ଭୁବନେଶ୍ଵର: ଯେତେ ଖୋଳିଲେ ସେତେ ବାହାରୁଛି । ସରିବାର ନାଁ ନେଉନାହିଁ ପ୍ଲଟ ସଂଖ୍ୟା । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗତ ୨ ତାରିଖରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ୟାରେଜ୍ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଭାସ କୁମାର ପ୍ରଧାନଙ୍କର ଆଉ…

ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ନାଁରେ ନିର୍ବାଚନୀ ମାମଲା

ଭୁବନେଶ୍ଵର: କେଭିଙ୍କ ନାଁରେ ନିର୍ବାଚନୀ ମାମଲା । ଓଡ଼ିଶା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ନାମରେ ନିର୍ବାଚନୀ ମାମଲା ରୁଜୁ କରାଯାଇଛି । ଚଳିତ ବର୍ଷ ହୋଇଥିବା ବିଧାନସଭା ନିର୍ବାଚନରେ ସେ ସତ୍ୟପାଠରେ ତଥ୍ୟ ଲୁଚାଇଥିବା ଅଭିଯୋଗ ଆଣିଛନ୍ତି ପରାଜିତ ବିଜୁ ଜନତା ଦଳର ପ୍ରାର୍ଥୀ…

ଭୀଷଣ ବର୍ଷା ନେଇ ୯ ଜିଲ୍ଲାକୁ ସତର୍କତା ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ବର: ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟରେ ଆସନ୍ତା ୪୮ ଘଣ୍ଟା ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି । ଏନେଇ ଆସନ୍ତା ୨୪ ଘଣ୍ଟା ପାଇଁ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ । ସେହି ଜିଲ୍ଲା ଗୁଡିକ ହେଲା କୋରାପୁଟ, ନବରଙ୍ଗପୁର,…

ସରୁନି ରସିକ ସତ୍ୟଜିତର ଗୁମର, ଅଧିକ ତଦନ୍ତ ପାଇଁ ରାଜ୍ୟ ବାହାରକୁ ଯିବ ପୋଲିସ

ଭୁବନେଶ୍ୱର: ଯେତେ ଖୋଳୁଛି ସେତେ ବାହାରୁଛି ୯୯ ରାଣୀଙ୍କ ମନର ରାଜା ରସିକନାଗର ସତ୍ୟଜିତର ଗୁମର l ଅଧିକ ଗୁମର ବାହାର କରିବା ପାଇଁ ରାଜ୍ୟ ବାହାରକୁ ଯିବ କମିଶନରେଟ୍ ପୋଲିସ l ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ l ସତ୍ୟଜିତ୍ ସମ୍ପର୍କ ରଖିଥିବା ବାହାର ରାଜ୍ୟର…

ଜାଣନ୍ତୁ କେଉଁ ରାଜ୍ୟରେ ଆରମ୍ଭ ହୋଇଥିଲା ପ୍ରଥମ ଚାଉଳ ଏଟିଏମ୍…

ଭୁବନେଶ୍ବର: ଆମେ ମାନେ ସମସ୍ତେ ଏଟିଏମ୍ ରୁ ଟଙ୍କା ବାହାରୁଥିବା ଜାଣିଛେ । ହେଲେ ଏଟିଏମ୍ ରୁ କେବେ ଚାଉଳ ବାହାରିବା କଥା ଶୁଣିଛନ୍ତି କି । ଏହି ସେବା ପ୍ରଥମେ ଦେଶର ହରିୟାଣା ରାଜ୍ୟରେ ଆରମ୍ଭ ହୋଇଥିଲା । ଯେଉଁଠି ହିତାଧିକାରୀ ନିଜର ରାସନକାର୍ଡ ଆଣି ନମ୍ବର ମାରି ଏଟିଏମରୁ ଚାଉଳ ବାହାର…