Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ବଜ୍ରାଘାତରେ ୪ ମୃତ,୪ ଗୁରୁତର

ଭୁବନେଶ୍ବର: ବଜ୍ରାଘାତ ହେଲା କାଳ। ବଜ୍ରାଘାତରେ ୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ହୋଇଛନ୍ତି । ଆଜି ପୃଥକ ପୃଥକ ସ୍ଥାନରେ ଘଡିଛି ଏଭଳି ଅଭାବନୀୟ ଘଟଣା । ମହୁଲଡିଆ ଥାନା କୋଇଲିପାଳ ଗାଁରେ ବଜ୍ରାଘାତରେ ୧୫ ବର୍ଷୀୟ ଝିଅର ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ଅଛନ୍ତି ।…

ଓଡିଶାରୁ କିଏ କେନ୍ଦ୍ରମନ୍ତ୍ରୀ ?

ଭୁବନେଶ୍ବର: ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଓଡିଶାରୁ କିଏ ? ଉଭୟ ବିଧାନସଭା ଓ ଲୋକସଭାରେ ଏଥର ବିଜେପିକୁ ମନଖୋଲି ଆଶୀର୍ବାଦ କରିଛନ୍ତି ଓଡିଶା ଭୋଟର । ପ୍ରଥମ ଥର ପାଇଁ ରାଜ୍ୟରେ ୨୦ଟି ଲୋକସଭା ଆସନ ଜିତିଛି ଦଳ । ତେଣୁ ମୋଦି ସରକାରଙ୍କ ତୃତୀୟ ପାଳିରେ ଓଡିଶାରୁ କିଏ କିଏ ପାଇପାରନ୍ତି…

ଭାଙ୍ଗିଲା ବିଜେଡି ଗଡ

ଭୁବନେଶ୍ବର: ଓଡିଶାରେ ସରକାର ପରିବର୍ତ୍ତନ । ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଯେଉଁଠି ଉଡୁଥିଲା ସବୁଜ ବାନା, ସେଠି ଫୁଟିଲା ପଦ୍ମ । ଏଥର ନିର୍ବାଚନରେ ବର୍ଷ ବର୍ଷ ଧରି ରହିଥିବା ବିଜେଡି ଗଡ ଭାଙ୍ଗିଛି ବିଜେପି । ଦକ୍ଷିଣ ହେଉ କି ଉପକୂଳ, ଯେଉଁଠି ବିଜେଡି ଦୁର୍ଗ ବନାଇଥିଲା, ସେଠାରେ ପଦ୍ମ…

ଜୁନ୍ ୧୦ ସୁଦ୍ଧା ଓଡ଼ିଶାରେ ପ୍ରବେଶ କରିପାରେ ଦକ୍ଷିଣ ପଶ୍ଚିମ ମୌସୁମୀ: ସିଇସି

ଭୁବନେଶ୍ୱର: ଆରବ ସାଗରରୁ ଦକ୍ଷିଣ-ପଶ୍ଚିମ ବାୟୁ ପ୍ରବାହରେ ଦକ୍ଷିଣ ପଶ୍ଚିମ ମୌସୁମୀ ଦକ୍ଷିଣ ଓଡ଼ିଶାରେ ଜୁନ୍ ୧୦ ସୁଦ୍ଧା ପ୍ରବେଶ କରିପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି । ଦକ୍ଷିଣ ପଶ୍ଚିମ ବାୟୁ ପ୍ରବାହର…

ସ୍ପଷ୍ଟୀକରଣ ରଖିଲା ବିଜେଡି; ‘ଦଳର ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ଦିଲ୍ଲୀ ଯାଇଛନ୍ତି ପାଣ୍ଡିଆନ’

ଭୁବନେଶ୍ୱର: ନିର୍ବାଚନ ଫଳାଫଳ ବାହାରିବା ଦିନ ଠାରୁ ଗାଏବ ଅଛନ୍ତି ଭିକେ ପାଣ୍ଡିଆନ । ସର୍ବସାଧାରଣରୁ ଦୂରେଇ ରହୁଛନ୍ତି ପାଣ୍ଡିଆନ । ଏପରିକି ନବୀ ନିବାସରେ ତୁହାକୁ ତୁହା ବସୁଥିବା ବୈଠକରେ ମଧ୍ୟ ନଜର ଆସୁନାହାନ୍ତି । ଯାହାକୁ ନେଇ ବିଭିନ୍ନ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ଚର୍ଚ୍ଚା ଯୋର…

‘ଓଡ଼ିଶାକୁ ସୁଟ୍ ବୁଟ୍ ପିନ୍ଧୁଥିବା ଲୋକଙ୍କ ସୁଅ ଛୁଟିଲାଣି, ଓଡ଼ିଶାକୁ ସମ୍ପୂର୍ଣ୍ଣ ଲୁଟିନେବେ’

ଭୁବନେଶ୍ୱର: ଓଡ଼ିଶାକୁ ଜଙ୍ଗଲ, ଜମି, ଖଣି ଓ ପାଣି ଲୁଟେରା ସରକାର ଆସୁଛି । ଓଡ଼ିଶାର ପ୍ରାକୃତିକ ସମ୍ପଦକୁ ମୋଦି ଲୁଟିନେବାକୁ ଯୋଜନା କରିଥିବା କହି ଓଡିଶାବାସୀଙ୍କୁ ଚେତାଇଲେ କଂଗ୍ରେସ ପ୍ରଭାରୀ ଅଜୟ କୁମାର । ପୂର୍ବରୁ ଭାରତୀୟ ଜନତା ପାର୍ଟିର ସରକାର ଛତିଶଗଡ଼, ଗୁଜରାଟ ଓ ମଧ୍ୟପ୍ରଦେଶରେ…

ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରୁ ହଟିଲା ନିର୍ବାଚନୀ ଆଦର୍ଶ ଆଚରଣ ବିଧି

ଭୁବନେଶ୍ବର: ଓଡିଶା ସହ ଦେଶର ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ସହିତ ସାଧାରଣ ନିର୍ବାଚନ ପାଇଁ ଲାଗୁ ହୋଇଥିବା ଆଦର୍ଶ ଆଚରଣ ବିଧି ପ୍ରତ୍ୟାହାର ହୋଇଛି। ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଗତ ମାର୍ଚ୍ଚ ୧୬ ତାରିଖରୁ ଲାଗୁ ହୋଇଥିଲା । ନିର୍ବାଚନୀ ଆଦର୍ଶ ଆଚରଣ ବିଧି ହଟିବା…

ବିଏସକେୱାଇ ଯୋଜନାକୁ ନେଇ ଚିନ୍ତା ପ୍ରକଟ କଲେ ରାଜ୍ୟପାଳ, ବିନା ବାଧାରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ସରିଛି ସାଧାରଣ ନିର୍ବାଚନ ୨୦୨୪ । ରାଜ୍ୟରେ ବିଜେପିର ଐତିହାସିକ ବିଜୟ ପରେ ବଦଳିଛି ଓଡିଶାର ରାଜନୈତିକ ପାଣିପାଗ । ସରକାର ବଦଳିବା ପରେ ବିରୋଧୀ ଙ୍କର ଆରମ୍ଭ ହୋଇଯାଇଛି ଦୋଷଲଦା କାମ । ତେବେ ଗତକାଲି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ) ବନ୍ଦ ହୋଇଯାଇଥିବା ନେଇ…

ଆସନ୍ତା ୧୦ତାରିଖରେ ଜନତା ମଇଦାନରେ ଶପଥ ନେବେ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଜନତା ମାଇଦାନରେ ଶପଥ ନେବେ ଓଡିଶାର ନୂତନ ମୁଖ୍ୟମନ୍ତ୍ରୀ । ଏଥିସହ ଦଳର ଅନ୍ୟ ମନ୍ତ୍ରୀ ମାନେ ମଧ୍ୟ ଶପଥ ଗ୍ରହଣ କରିବେ । ଓଡିଶାରେ ଗଠନ ହେବ ନୂତନ ସରକାର । ଆସନ୍ତା ୧୦ତାରିଖରେ ଜନତା ମଇଦାନରେ ଭବ୍ୟ ଶପଥ ସମାରୋହ ଆୟୋଜନ ହେବ । ସୂଚନା ଅନୁସାରେ, ଆସନ୍ତା ୧୦ ତାରିଖରେ ଜନତା…

ଜ୍ୟୋତିପ୍ରକାଶ ପଟ୍ଟନାୟକ ହେଲେ ଇନ୍‌ଚାର୍ଜ ଏଜି

ଭୁବନେଶ୍ଵର: ଜ୍ୟୋତିପ୍ରକାଶ ପଟ୍ଟନାୟକ ହେଲେ ଇନ୍‌ଚାର୍ଜ ଆଡ୍‌ଭୋକେଟ୍‌ ଜେନେରାଲ । ଏଜି ନିଯୁକ୍ତି ନେଇ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି । ପୂର୍ବତନ ଇନ୍‌ଚାର୍ଜ ଆଡ୍‌ଭୋକେଟ୍‌ ଜେନେରାଲ ଅଶୋକ ପରିଜାଙ୍କ ଇସ୍ତଫା ପରେ ନୂତନ ଇନ୍‌ଚାର୍ଜ ଆଡ୍‌ଭୋକେଟ୍‌ ଜେନେରାଲ ଭାବେ ନିଯୁକ୍ତ…