Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ପିଏମ୍‌ ସୂର୍ଯ୍ୟଘର ଯୋଜନାରେ ମିଳିବ ୭୮ ହଜାରର ସହାୟତା

ଭୁବନେଶ୍ୱର: ପିଏମ୍‌ ସୂର୍ଯ୍ୟଘର ଯୋଜନାରେ ମିଳିବ ୭୮ ହଜାରର ସହାୟତା । ଆଜି ବିଧାନସଭାର ତୃତୀୟ ଦିନରେ ବିଧାୟକ ଗଣେଶ୍ବର ବେହେରାଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି ଶକ୍ତିମନ୍ତ୍ରୀ କେଭି ସିଂଦେଓ। ମନ୍ତ୍ରୀ କହିଛନ୍ତି ଯ, ପିଏମ୍‌ ସୂର୍ଯ୍ୟଘର ଯୋଜନାରେ ସୌରଶକ୍ତି ଦ୍ବାରା ବିଜୁଳି ମିଳିବ।…

ରାସନ କାର୍ଡ: ଖୁବ୍‌ ଶୀଘ୍ର ନୂଆ ତାଲିକା

ଭୁବନେଶ୍ୱର: ଖୁବ୍‌ ଶୀଘ୍ର ରାସନ୍ କାର୍ଡ ହିତାଧିକାରୀଙ୍କ ନୂଆ ତାଲିକା। ମାସେ ଭିତରେ ନୂଆ ହିତାଧିକାରୀ ରାସନ କାର୍ଡ ପାଇବେ। ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ପ୍ରାୟ ୮ ଲକ୍ଷ ନୂଆ ହିତାଧିକାରୀ ନୂଆ ରାସନ କାର୍ଡ ପାଇପାରନ୍ତି ବୋଲି…

ସାଂସଦ ଅପରାଜିତା ହେଲେ ଏସିଆ ପାସିଫିକ୍‌ ଗ୍ରୁପ ଆଇପିୟୁ ଉପସଭାପତି

ଭୁବନେଶ୍ୱର: ସାଂସଦ ଅପରାଜିତା ଷଡ଼ଙ୍ଗୀ ହେଲେ ଏସିଆ ପାସିଫିକ୍‌ ଗ୍ରୁପ ଆଇପିୟୁ ଉପସଭାପତି। ଆଇପିୟୁ (IPU) କାର୍ଯ୍ୟକାରୀ କମିଟି ଦ୍ବାରା ମନୋନୀତ ହୋଇଥିବା ସୂଚନା ଦେଇଛନ୍ତି ସାଂସଦ ଅପରାଜିତା। ସେ ସୋସିଆଲ ମିଡିଆ ଏକ୍ସରେ ଟ୍ବିଟ କରି ଏହି ଖବର ଦେଛନ୍ତି। ତେବେ ସେ ବାଚସ୍ପତି ଓମ୍‌…

ନିତୀ ଆୟୋଗ ବୈଠକରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ରାଜ୍ୟର ଦାବି ଓ ସମସ୍ୟା ସଂପର୍କରେ କରିବେ ଦୃଷ୍ଟି ଆକର୍ଷଣ

ଭୁବନେଶ୍ୱର: ଆସନ୍ତା ୨୭ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ନୀତି ଆୟୋଗ ସାଧାରଣ ପରିଷଦ ବୈଠକ। ଏ ବୈଠକରେ ଯୋଗ ଦେବାକୁ ନୂଆଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ରାଜ୍ୟର…

ମୌସୁମୀ ପ୍ରଭାବରେ ଆହୁରୀ ୩ ଦିନ ବର୍ଷିବ, ୧୨ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ସକ୍ରିୟ ମୌସୁମୀ ପ୍ରଭାବରେ ଓଡ଼ିଶାରେ ବର୍ଷା ଲାଗି ରହିଛି। ମୌସୁମୀ ପ୍ରଭାବରେ ଆହୁରୀ ୩ ଦିନ ବର୍ଷିବ। ଆଜି ୧୨ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ। ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହେଉଛି। ବୁଧବାର ସକାଳ…

ରାଜଧାନୀରୁ ନକଲି ସସ୍ କାରଖାନା ଠାବ

ଭୁବନେଶ୍ଵର: ରାଜଧାନୀରୁ ନକଲି ସସ୍ କାରଖାନା ଠାବ । ଭୁବନେଶ୍ଵରର ଭୀମଟାଙ୍ଗି ସ୍ଥିତ ଏକ ନକଲି ସସ୍ କାରଖାନାରେ ଚଢାଉ କରିଛି କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ଵାଡ । କାରଖାନାରୁ କ୍ବିଣ୍ଟାଲ କ୍ବିଣ୍ଟାଲ ନକଲି ଟମାଟୋ ଓ ଚିଲି ସସ୍ ଜବତ କରିଛି ପୋଲିସ । ସସ୍ ଉପରେ ଅମ୍ରିତା କମ୍ପାନୀର ବୋଲି…

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଗିରଫ କରାଯାଉ: ମୁକେଶ ମହାଲିଙ୍ଗ

ଭୁବନେଶ୍ଵର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଗିରଫ ପାଇଁ ଦାବି କଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଗୃହ ଭିତରେ ବିଶୃଙ୍ଖଳା ସୃଷ୍ଟି କରିଥିବାରୁ ଆଜି ବିଧାନସଭାରେ ଦାବି କରିଛନ୍ତି ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଆଜି ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ଗୃହରେ ବିଶୃଙ୍ଖଳା…

ରଘୁବର ଦାସଙ୍କ ଉପରେ ପୁରୁଣା ରାଗ ଶୁଝାଉଛନ୍ତି କି ନବୀନ ?

ଭୁବନେଶ୍ବର: ବିଧାନସଭାରେ ଏଏସଓଙ୍କୁ ମାଡ଼ ଘଟଣା ଝଡ଼ । ବିରୋଧୀଙ୍କ ହଙ୍ଗାମା, କାଠଗଡାରେ ସରକାର । କାହିଁକି ରାଜ୍ୟପାଳଙ୍କ ପୁଅ ବିରୋଧରେ ହେଉନି ଆକ୍ସନ୍? କୁଆଡ଼େ ଗଲା ଓଡିଆ ଅସ୍ମିତା ? ଦୁଇ ଦିନ ହେଲା ଘଟଣାକୁ ଅସ୍ତ୍ର କରି ଗର୍ଜନ କରୁଛନ୍ତି ବିରୋଧୀ। କାଲି ରାଜ୍ୟପାଳଙ୍କ ଅଭିଭାଷଣ ବର୍ଜନ…

ରାଜ୍ୟର ନୂଆ ସିଇଓ ହେଲେ ଆର୍ ସନ୍ଥଗୋପାଳନ

ଭୁବନେଶ୍ବର: ଆର୍‌. ସନ୍ଥଗୋପାଳନ ହେଲେ ରାଜ୍ୟର ନୂଆ ସିଇଓ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ ହେଲେ ଆର. ସନ୍ଥଗୋପାଳନ। ୨୦୦୧ ବ୍ୟାଚ୍‌ ଓଡ଼ିଶା କ୍ୟାଡର ଆଇଏଏସ୍‌ ହେଉଛନ୍ତି ସନ୍ଥଗୋପାଳନ। ସନ୍ଥଗୋପାଳନଙ୍କ ନିଯୁକ୍ତି ନେଇ ବିଧିବଦ୍ଧ ଭାବରେ ଇସିଆଇ ପକ୍ଷରୁ ସୂଚନା ଦିଆଯାଇଛି।…

ମନ୍ତ୍ରୀ ମିଳିନଥିବା ସ୍ଥାନରୁ ମୁଖ୍ୟ ସଚେତକ ଓ ଉପମୁଖ୍ୟ ସଚେତକ ଦେଲେ ମୋହନ ସରକାର

ଭୁବନେଶ୍ୱର: ଦୀର୍ଘ ଦିନ ଧରି ସରକାରୀ ଦଳ ମୁଖ୍ୟ ସଚେତକ ଓ ଉପମୁଖ୍ୟ ସଚେତକ ହେବା ନେଇ ଚାଲିଥିଲା ଜୋରଦାର ଚର୍ଚ୍ଚା। ବର୍ତ୍ତମାନ ଚର୍ଚ୍ଚାର ଘଟିଛି ଅବସାନ। ମନ୍ତ୍ରୀ ମିଳିନଥିବା ସ୍ଥାନରୁ ମୁଖ୍ୟ ସଚେତକ ଓ ଉପମୁଖ୍ୟ ସଚେତକ ଦେଲେ ମୋହନ ସରକାର। ବୌଦ୍ଦ ବିଧାୟକ ସରୋଜ ପ୍ରଧାନଙ୍କୁ ମୁଖ୍ୟ…