Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ଆମ୍ରୀ ଏବେ ମଣିପାଲ୍ ହସ୍ପିଟାଲ୍ସ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂଆ ମାଇଲଖୁଣ୍ଟ

ଭୁବନେଶ୍ବର: ଭାରତର ଦ୍ବିତୀୟ ବୃହତ୍ତମ ଡାକ୍ତରଖାନା ଶୃଙ୍ଖଳା ମଣିପାଲ ହସ୍ପିଟାଲ୍ସ ୨୦୨୩ ସେପ୍ଟେମ୍ବରରେ ଅଧିଗ୍ରହଣ କରିଥିବା ଭୁବନେଶ୍ୱରର ୪୦୦ ଶଯ୍ୟା ବିଶିଷ୍ଟ ଆମ୍ରୀ ହସ୍ପିଟାଲ୍ କୁ ସଫଳତାର ସହ ନିଜ ବ୍ରାଣ୍ଡରେ ଏକକୀକରଣ କରିଛି । ମେ' ୨୨ ତାରିଖରୁ ଏହି ହସ୍ପିଟାଲ ଏହାର ବିଭିନ୍ନ…

ପୁଣି ଜନସମୁଦ୍ର ପାଲଟିଲା ରାଜଧାନୀ, ତୃତୀୟ ଥର ପାଇଁ ନବୀନ କଲେ ରୋଡ ସୋ’

ଭୁବନେଶ୍ଵର: ପୁଣି ରାଜଧାନୀରେ ପ୍ରଚାର ମୈଦାନକୁ ଓହ୍ଲାଇଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀରେ କରିଛନ୍ତି ମେଗା ରୋଡ ସୋ’ । ନବୀନଙ୍କ ରୋଡ ସୋ’ ପାଇଁ ଜନସମୁଦ୍ର ପାଲଟିଛି ରାଜଧାନୀର ରାଜରାସ୍ତା। ମୁଖ୍ୟମନ୍ତ୍ରୀଙ୍କ ରୋଡ ସୋ’ ଦେଖିବାକୁ…

‘୨୫ବର୍ଷର ସ୍ଥିର ସରକାର ସତ୍ୱେ ଓଡିଶା କାହିଁକି ବିକାଶର ସବୁ ମାପଦଣ୍ଡରେ ତଳେ?’

ଭୁବନେଶ୍ୱର: ‘ସବୁଥିରେ ଓଡ଼ିଶା ପଛରେ, ମିଛ ତଥ୍ୟରେ ବିଜେଡି କହୁଛି ଏକ ନମ୍ବର । ବିଜେଡି ବିକାଶର ଚିତ୍ର ମିଥ୍ୟା ତଥ୍ୟ ଉପରେ ଆଧାରିତ । ଚାଷୀ ଆୟରେ ତଳଆଡୁ ଓଡ଼ିଶା ୨ ନମ୍ବର, ବେରୋଜଗାରରେ ଏକ ନମ୍ବର କହି ବିକାଶ ପ୍ରସଙ୍ଗରେ ବିଜେଡିକୁ କଡା ଆକ୍ରମଣ କରିଛନ୍ତି ବିଜେପି ମୁଖପାତ୍ର ଅନୀଲ…

ବିରୋଧୀଙ୍କ ମନ୍ତବ୍ୟରେ ଜବାବ ରଖିଲେ ନବୀନ

ଭୁବନେଶ୍ବର: ବିଜେପିର ଏଆଇ ଅଭିଯୋଗ ଉପରେ  ନବୀନ ରଖିଲେ ଜବାବ । କହିଲେ ଭଲ କଥା,ସେମାନେ ନିଜେ ଇଣ୍ଟେଲିଜେନ୍ସ ବ୍ୟବହାର କରନ୍ତୁ । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ନବୀନଙ୍କ ଭିଡିଓ ବାର୍ତାରେ ସେ ନିଜେ କହୁନାହାଁନ୍ତି, ଏଆଇ ବ୍ୟବହାର କରି ଭିଡିଓ କରାଯାଉଥିବା ନେଇ ବିଜେପି…

ମାଗଣା ବିଜୁଳି: ପାଓ୍ବାର ରଖିବ ନା କାଟିବ

ଭୁବନେଶ୍ବର: ବିଜେଡି ପାଇଁ ମାଷ୍ଟରଷ୍ଟ୍ରୋକ୍ ହେବ କି ମାଗଣା ବିଜୁଳି ? ଭୋଟ୍ ପାଇଁ ଭେଳିକି ନା ଗରିବଙ୍କ ପାଇଁ ସଂଜୀବନୀ! ଶହେ ୟୁନିଟ୍ ମାଗଣା ବିଜୁଳି ହେବ କି ଗେମଚେଞ୍ଜର! ବିଜେଡିର ମାଗଣା ବିଜୁଳି, ବିରୋଧୀଙ୍କୁ ଦେବ କି ଝଟକା ? ଜୁଲାଇ ମାସରୁ ଦେବାକୁ ପଡିବନି ବିଜୁଳି ବିଲ୍ । ବିଜେଡିର…

ଭୁବନେଶ୍ବର ମଧ୍ୟ : ବିଦ୍ରୋହୀ ବିଗାଡିବେ ଖେଳ !

ଭୁବନେଶ୍ବର: ଟିକେଟ୍ ଘୋଷଣା ପରଠୁ ହିଁ ଚର୍ଚ୍ଚାରେ ରହିଥିଲା ଭୁବନେଶ୍ବର ମଧ୍ୟ ଆସନ । ବିଜେଡି ଟିକେଟ୍ ପାଇଁ ହୋଇଥିଲା ବଳ କଷାକଷି। ଅନନ୍ତ ଜେନାଙ୍କୁ ପ୍ରବଳ ବିରୋଧ ସତ୍ତ୍ବେ ପ୍ରାର୍ଥୀ କରିଛି ବିଜେଡି । ଆଶାୟୀଙ୍କୁ ଦଳ ପକ୍ଷରୁ ଥଇଥାନ ତ କରାଯାଇଛି, ହେଲେ କେଉଁ ଆଡକୁ ଢଳିବେ, ସେନେଇ…

ପ୍ରଥମ ଥର ଓଡିଶା ଗସ୍ତରେ ଆସୁଛନ୍ତି ଯୋଗୀ, କରିବେ ନିର୍ବାଚନୀ ପ୍ରଚାର

ଭୁବନେଶ୍ଵର: ୨୦୨୪ ନିର୍ବାଚନ ଲାଗି ଘନ ଘନ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପିର ବହୁ କେନ୍ଦ୍ରୀୟ ନେତା । ଏହାରିଭିତରେ ଅନେକ କେନ୍ଦ୍ରୀୟ ନେତା ଏକାଧିକ ଥର ଓଡ଼ିଶା ଗସ୍ତରେ ଆସିସାରିଲେଣି। ନିର୍ବାଚନର ଶେଷ ସୁଦ୍ଧା ଆହୁରି କେନ୍ଦ୍ରୀୟ ନେତା ଓଡିଶା ଗସ୍ତ କରିବେ ବୋଲି ମଧ୍ୟ ଜଣାପଡ଼ିଛି।…

ପୁରୀରେ ଗଡିବ କାହାର ବିଜୟ ରଥ ?

ଭୁବନେଶ୍ବର : ପୁରୀ ଲୋକସଭାରେ ବଡ ଲଢେଇ । ଛଅ ଛଅ ଥର ପୁରୀ ଜିତିଆସିଛି ବିଜେଡି । ତିନିଥର ବ୍ରଜକିଶୋର ତ୍ରିପାଠୀ ତ ତିନିଥର ବିଜେଡିରୁ ବିଜୟୀ ହୋଇଛନ୍ତି ପିନାକୀ ମିଶ୍ର । ତେବେ ଏଥର ପିନାକୀଙ୍କ ଜାଗାରେ ଅରୂପ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି ବିଜେଡି । ସେପଟେ ବିଜେପି ଗତଥରର ପ୍ରାର୍ଥୀ…

ବଳ ଗୋଟାଉଛି ବିଜେପି: ଦଳରେ ମିଶିଲେ ବିଜେଡି ଯୁବ ସଭାପତି ସମରେଶ ବେଉରାଙ୍କ ସହ ବହୁ ନେତା ଓ କର୍ମୀ

ଭୁବନେଶ୍ୱର: ଆଜି ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭୁବନେଶ୍ୱର ଜିଲ୍ଲାର ବିଜେଡି ଯୁବ ସଭାପତି ସମରେଶ ବେଉରା, ଜିଲ୍ଲା ବିଜେଡି ଯୁବ ସମ୍ପାଦକ ରାଜେଶ ପ୍ରଧାନ, ପୂର୍ବତନ ଯୁବ ସାଧାରଣ ସମ୍ପାଦକ ଭବାନୀଶଙ୍କର ପରିରାୟ, ଏକାମ୍ର ନିର୍ବାଚନର ବିଜେଡି ନେତା ଜୟ…

ବସ ଯାତ୍ରୀଙ୍କ ନିକଟରୁ ମୋବାଇଲ ଫୋନ ଓ ମନିପର୍ସ ଲୁଟିବା ଅଭିଯୋଗରେ ୫ ଜଣଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର: ବସ ଯାତ୍ରୀ ମାନଙ୍କ ନିକଟରୁ ବେଆଇନ ଟଙ୍କା ଏବଂ ମୋବାଇଲ ଫୋନ ଆଦାୟ କରିବା ଅଭିଯୋଗରେ ପାଞ୍ଚ ଅଭିଯୁକ୍ତ ଗିରଫ। ସୂଚନା ଅନୁଯାୟୀ ନାବାର୍ଡ ବସ ରହଣି ସ୍ଥଳ ନିକଟରେ ଅଭିଯୁକ୍ତ ମାନେ କୃତ୍ରିମ ଭିଡ ସୃଷ୍ଟି କରି ବସ ଯାତ୍ରୀ ମାନଙ୍କ ନିକଟରୁ ମୋବାଇଲ ଫୋନ ଏବଂ ମନିପର୍ସ ଲୁଟ…