Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

କଂଗ୍ରେସର ସମ୍ବିଧାନ ବଞ୍ଚାଅ ସତ୍ୟାଗ୍ରହ; ୧୪୭ ନିର୍ବାଚନ ମଣ୍ଡଳୀ ବୁଲିବେ ପିସିସି ସଭାପତି

ଭୁବନେଶ୍ବର: ଅକ୍ଟୋବର ୨ ତଥା ଗାନ୍ଧୀ ଜୟନ୍ତୀ ଦିନରୁ ସମ୍ବିଧାନ ବଞ୍ଚାଅ ସତ୍ୟାଗ୍ରହ କରିବ କଂଗ୍ରେସ । ଏହି ସମୟରେ ମାଲକାନ ଗିରିରୁ ଆରମ୍ଭ ହେବ ପଦଯାତ୍ରା । ପିସିସି ସଭାପତି ଭକ୍ତ ଚରଣ ଦାସ ଏହି ପଦଯାତ୍ରା ଆରମ୍ଭ କରିବା ନେଇ ସୂଚନା ରହିଛି । ପିସିସି ସଭାପତି ଏହି ସତ୍ୟାଗ୍ରହ ଯାତ୍ରାରେ…

ଆସନ୍ତା ୨୯ ଓ ୩୦ରେ ଓଡ଼ିଶାରେ ଆୟୋଜିତ ହେବ ଜାତୀୟସ୍ତରର ଅନୁସୂଚିତ ଜାତି ଓ ଜନଜାତି ସମ୍ମିଳନୀ

ଭୁବନେଶ୍ବର: ଉନ୍ମୋଚନ ହୋଇଛି ଓଡ଼ିଶା ବିଧାନସଭାର ଏକ ନୂଆ ପୋର୍ଟାଲ । ରାଜ୍ୟ ସରକାରଙ୍କର ଆଇଟି ଏବଂ ଇଟି ଏବଂ କେନ୍ଦ୍ର ସରକାରଙ୍କ ଏନଆଇସି ଦ୍ବାରା ଏହା ଖୋଲାଯାଇଛି । ଏହି ପୋର୍ଟାଲରେ ବିଧାନସଭାର ତଥ୍ୟ, ବିଧାନସଭାର ବର୍ତ୍ତମାନ ଓ ଅତୀତର ସଦସ୍ୟଙ୍କ ତଥ୍ୟ, ସରକାରଙ୍କ ଯୋଜନା ଓ ଏହା କେତେ…

ରାକ୍ଷୀ ପୂର୍ଣ୍ଣିମା ଅବସରରେ ମହିଳାଙ୍କ ଆକାଉଣ୍ଟକୁ ଆସିଲା ସୁଭଦ୍ରାର ୩ୟ କିସ୍ତି ଟଙ୍କା

ଜୟପୁର: ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଆସିଲା ‘ସୁଭଦ୍ରା’ ୩ୟ କିସ୍ତି ଟଙ୍କା । ରାଖୀ ପୂର୍ଣ୍ଣିମା ଅବସରରେ କୋରାପୁଟ ଜିଲ୍ଲା ଜୟପୁରରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଟଙ୍କା ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୧ କୋଟିରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କୁ ବ୍ୟାଙ୍କ ଖାତାକୁ ଗଲା…

‘ୱି ଓମେନ୍ ୱାଣ୍ଟ କନକ୍ଲେଭ ୨୦୨୫’: ଶୈଫାଳିକା ପଣ୍ଡା ଶକ୍ତି ପୁରସ୍କାର ସହ ସମ୍ମାନିତ

ଭୁବନେଶ୍ବର: ଗୁରୁବାର ନୂଆଦିଲ୍ଲୀର ଦି ଇମ୍ପେରିଆଲ୍ ରେ ନ୍ୟୁଜ୍ ଏକ୍ସ ଦ୍ୱାରା ଆୟୋଜିତ "ୱି ଓମେନ୍ ୱାଣ୍ଟ କନକ୍ଲେଭ ଆଣ୍ଡ୍ ଶକ୍ତି ଆୱାର୍ଡ଼ ୨୦୨୫" ରେ ପ୍ରତିଷ୍ଠିତ ଶକ୍ତି ପୁରସ୍କାର ସହ ସମ୍ମାନିତ ହୋଇଛନ୍ତି ଇମ୍ଫାର କର୍ପୋରେଟ ସାମାଜିକ କଲ୍ୟାଣ ଶାଖା, ବଂଶୀଧର ଏବଂ ଇଲା ପଣ୍ଡା…

୨୪ଘଣ୍ଟାରେ ୨୮ ଜିଲ୍ଲାରେ ପ୍ରବଳ ବର୍ଷିବ! ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଉତ୍ତର ଓଡ଼ିଶାରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବାରୁ କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ସହ ବିଜୁଳି, ଘଡ଼ଘଡ଼ି ସମ୍ଭାବନା…

ପୋଲିସ ଡ୍ରାଇଭର ନିଯୁକ୍ତି ପ୍ରସଙ୍ଗ: ବୟସ ସୀମା ୪ ବର୍ଷ କୋହଳ

ଭୁବନେଶ୍ବର: ପୋଲିସ ଡ୍ରାଇଭର ନିଯୁକ୍ତି ପ୍ରସଙ୍ଗରେ ସର୍ବାଧିକ ବୟସସୀମା ପ୍ରସଙ୍ଗରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି ହାଇକୋର୍ଟ । ସର୍ବାଧିକ ବୟସ ସୀମା କୋହଳ ନେଇ ହୋଇଥିବା ପିଟିସନ ଉପରେ ଆସିଲା ରାୟ । ସର୍ବାଧିକ ବୟସ ସୀମା ୪ ବର୍ଷ କୋହଳ କଲେ ରାଜ୍ୟ ସରକାର । ଏନେଇ…

ଓଡିଶାରେ ୬୦ ପ୍ରତିଶତ ପିଲାଙ୍କ ପାଖରେ ନାହିଁ ଆଧାରକାର୍ଡ

ଭୁବନେଶ୍ବର: ଓଡ଼ିଶାରେ ୫ ବର୍ଷ ବୟସ ପର୍ଯ୍ୟନ୍ତ ୬୦ ପ୍ରତିଶତ ଏବଂ ୫-୧୮ ବର୍ଷ ବୟସ ପିଲାଙ୍କ ୯ ପ୍ରତିଶତ ପିଲାଙ୍କ ପାଖରେ ଆଧାର କାର୍ଡ ନାହିଁ । ବର୍ତ୍ତମାନ ସମସ୍ତ କାମ ପାଇଁ ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ (UIDAI) ଦ୍ୱାରା ଜାରି କରାଯାଇଥିବା ସ୍ୱତନ୍ତ୍ର ପରିଚୟ ପତ୍ର ଆଧାର…

ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ ଅତ୍ୟନ୍ତ ଆବଶ୍ୟକ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଲୋକସେବା ଭବନ କନଭେନ୍‍ସନ୍ ସେଣ୍ଟରରେ ରାଜ୍ୟସ୍ତରୀୟ ବନ ଅଧିକାରୀ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଉପସ୍ଥିତ ବନ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଜନବସତି ଅଞ୍ଚଳରେ ଏପରି ଗଛ…

ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ୨ ବର୍ଷ ପାଇଁ ଆଇଏମଡି ମହାନିର୍ଦ୍ଦେଶକ ଭାବରେ ପୁନଃନିଯୁକ୍ତି

ଭୁବନେଶ୍ବର: ଆଇଏମଡି ମହାନିର୍ଦ୍ଦେଶକ ଭାବରେ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଛି । ତାଙ୍କ ନିଯୁକ୍ତି ଅବଧି ସରୁଥିବାରୁ କେନ୍ଦ୍ର କ୍ୟାବିନେଟ୍‌ର ନିଯୁକ୍ତି ବ୍ୟାପାର କମିଟି ତାଙ୍କୁ ପୁନଃ ନିଯୁକ୍ତି ପ୍ରସ୍ତାବକୁ ମଞ୍ଜୁରି ଦେଇଛି । କ୍ୟାବିନେଟର ନିଯୁକ୍ତି କମିଟି…

ଆସୁଛି ଆଉ ଏକ ଲଘୁଚାପ: ୧୭ ଯାଏଁ ବର୍ଷିବ!, ଆଜି ପାଇଁ ଏହି ସବୁ ଜିଲ୍ଲାକୁ ସତର୍କତା ଜାରି…

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ମୌସୁମୀ ଜନିତ ବର୍ଷା । ତେବେ ଆଉ ଏକ ଲଘୁଚାପ ଆସୁଥିବା ସୂଚନା ରହିଛି । ଆସନ୍ତା ୧୩ ତାରିଖରେ ଓଡ଼ିଶା ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର କିମ୍ବା ଏହାର କିଛି ଦକ୍ଷିଣରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହାର ୨୪ ରୁ ୪୮ ଘଣ୍ଟା ମଧ୍ୟରେ ଲଘୁଚାପରେ…