Latest Odisha News
Browsing Category

ଭୁବନେଶ୍ୱର

Bhubaneswar

୭୭ ଲକ୍ଷ ମୂଲ୍ୟର ୬ ହଜାର ଲିଟର ନକଲି ବିଦେଶୀ ମଦ ଜବତ, ୪ ଗିରଫ

ଭୁବନେଶ୍ୱର: ଅବକାରୀ ବିଭାଗକୁ ସଫଳତା । ରାଜଧାନୀ ଭୁବନେଶ୍ବରରୁ ଚୋରା ଚାଲାଣ ବେଳେ ୬ ହଜାର ୨୦୩ରୁ ଅଧିକ ଲିଟର ନକଲି ବିଦେଶୀ ମଦ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଦୁଇ ଜଣଙ୍କୁ ଗିରଫ କରିଛି ବିଭାଗ । ଏହାର ମୂଲ୍ୟ ପ୍ରାୟ ୭୭ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରିଛି ଅବକାରୀ ବିଭାଗ । ଗିରଫ…

ଗୃହରକ୍ଷୀ ନିଯୁକ୍ତି ଶାରୀରିକ ପରୀକ୍ଷା ସ୍ଥଗିତ, ଜାଣନ୍ତୁ କେବେ ହେବ…

ଭୁବନେଶ୍ଵର: ଭୁବନେଶ୍ଵର ସହରାଞ୍ଚଳ ଗୃହରକ୍ଷୀ ନିଯୁକ୍ତି ଶାରୀରିକ ପରୀକ୍ଷାକୁ ସ୍ଥଗିତ ରଖାଗଲା । ଗୃହରକ୍ଷୀ ନିଯୁକ୍ତିର ତୃତୀୟ ପର୍ଯ୍ୟାୟ ତଥା ଲିଖିତ ପରୀକ୍ଷା ୨ ଦିନ ଘୁଞ୍ଚିଲା । ଆଜି ବୁଧବାର ହେବାକୁ ଥିବା ପରୀକ୍ଷା ୧୮ ତାରିଖରେ ଭୁବନେଶ୍ବରରେ ଅନୁଷ୍ଠିତ ହେବ ବୋଲି ଏନେଇ କମିଶନରେଟ୍…

ଓଡିଶାରୁ ମାଓବାଦୀଙ୍କୁ ମୂଳପୋଛ ନେଇ ରାଜ୍ୟ ସରକାରଙ୍କ ନୂଆ ପଦକ୍ଷେପ…

ଭୁବନେଶ୍ବର: ସମଗ୍ର ଦେଶରେ ମାଓବାଦୀ ମାନଙ୍କର ଉପସ୍ଥିତି କମିବାରେ ଲାଗିଛି । କେନ୍ଦ୍ର ଗୃହମନ୍ତ୍ରୀ ଦେଶବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି କି, ୨୦୨୬ ସୁଦ୍ଧା ଭାରତ ମାଓବାଦ ମୁକ୍ତ ହେବ । ଏହି କ୍ରମରେ ସାରା ଦେଶରେ ମାଓ ପ୍ରଭାବିତ ଅଞ୍ଚଳଗୁଡିକରେ ମାଓ ଅପରେସନ ଜୋରଦାର କରାଯାଉଛି । ଏହି…

ରାଶନ କାର୍ଡକୁ ନେଇ ବଡ ଅପଡେଟ ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର: ରାଶନ କାର୍ଡକୁ ନେଇ ବଡ ଘୋଷଣା କଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି ଯେ, ୩ ମାସ ମଧ୍ୟରେ । ଇ-କେୱାଇସି କରିବାକୁ । ଯଦି ନକରନ୍ତି ତେବେ ରାଶନ କାର୍ଡ କଟାଯିବ । ରାଜ୍ୟରେ ରାସନ କାର୍ଡ ପାଇବା ପାଇଁ ୨୦ଲକ୍ଷ ୫୮ହଜାର ଲୋକ ଇ-କେୱାଇସି…

ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣା; ‘କଠୋର ପଦକ୍ଷେପ ନିଆଯିବ, ସଂପୃକ୍ତ ବ୍ୟକ୍ତିଙ୍କୁ ଦଣ୍ଡ ମିଳିବ’

ଭୁବନେଶ୍ବର: ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଖବରକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି ରାଜ୍ୟପାଳ । ଏନେଇ ଏକ୍ସ ରେ ପୋଷ୍ଟ କରି ସେ ଲେଖିଛନ୍ତି ଯେ, ଛାତ୍ରୀଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ଗଭୀର ମର୍ମାହତ । ଏହା କେବଳ ଏକ ଦୁଃଖଦ ଘଟଣା ନୁହେଁ, ଆମ କ୍ୟାମ୍ପସକୁ... ସୁରକ୍ଷିତ ରଖିବାକୁ ଜରୁରୀ…

ଜୁଲାଇ ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ

ଭୁବନେଶ୍ବର: ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ । କଂଗ୍ରେସ, ବାମଦଳ ସମେତ ୭ ରାଜନୈତିକ ଦଳର ଓଡ଼ିଶା ବନ୍ଦ ଡାକରା । ବାଲେଶ୍ବର ଫକୀରମୋହନ କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ବିରୋଧ କରି ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ସାମ୍ବାଦିକ ସମ୍ମିଳନୀରେ…

ଅବପାତରେ ପରିଣତ ହେଲା ଲଘୁଚାପ; ଦୁଇ ଦିନ ଧରି ପ୍ରବଳ ବର୍ଷିବ!

ଭୁବନେଶ୍ବର: ଅବପାତର ରୂପ ନେଲା ଦକ୍ଷିଣ ପୂର୍ବ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ସଂଲଗ୍ନ ବାଂଲାଦେଶ ଉପକୂଳରେ ସୃଷ୍ଟି ହୋଇଥିବା ସ୍ପଷ୍ଟ ଚିହ୍ନିତ ଲଘୁଚାପ । ଆସନ୍ତା ୨୪ ଘଣ୍ଟା ଭିତରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଅଗ୍ରସର ହେବ । ଏହାର ପ୍ରଭାବରେ ଅତି ପ୍ରବଳ ବର୍ଷା ନେଇ ମୟୂରଭଞ୍ଜ,…

ଫକୀର ମୋହନ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟଣା; ଦୋଷୀକୁ କଠୋର ଦଣ୍ଡ ମିଳିବ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଜୀବନ ମରଣ ସହ ସଂଘର୍ଷ ପରେ ସୋମବାର ରାତିରେ ଆଖି ବୁଜିଛନ୍ତି ବାଲେଶ୍ବର ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶି । ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ କହିଛନ୍ତି ଦୋଷୀକୁ କଠୋର ଦଣ୍ଡ ମିଳିବ । ଆଶା କରିଥିଲୁ ଝିଅ…

ଶେଷରେ ଆଖି ବୁଜିଲେ ଆତ୍ମହତ୍ୟା ଉଦ୍ୟମ କରିଥିବା ବାଲେଶ୍ବର ପୀଡ଼ିତା…

ଭୁବନେଶ୍ବର: ଜୀବନ ଯୁଦ୍ଧରେ ହାରିଗଲେ ଆତ୍ମହତ୍ୟା ଉଦ୍ୟମ କରିଥିବା ବାଲେଶ୍ୱର ସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ । ତିନି ଦିନ ଧରି ଜୀବନ ବଞ୍ଚିବା ନେଇ ସଙ୍ଘର୍ଷ ପରେ ଶେଷରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ପୀଡିତା ଜଣକ । ଏନେଇ ଏମ୍ସ ଭୁବନେଶ୍ବରର ବର୍ଣ୍ଣ ୟୁନିଟ୍…

କର୍ମଚାରୀ ଓ ସଂସ୍ଥା ପଞ୍ଜୀକରଣକୁ କୋହଳ କଲା ଇଏସ୍‍ଆଇସି: ସ୍ପ୍ରୀ ଯୋଜନାରେ ବକେୟା ଆଦାୟ ଛାଡ଼

ଭୁବନେଶ୍ୱର: କର୍ମଚାରୀ ରାଜ୍ୟ ବୀମା ନିଗମ ପକ୍ଷରୁ ଅଣ ପଞ୍ଜିକୃତ କର୍ମ ସଂସ୍ଥାନଗୁଡ଼ିକ ପାଇଁ ଏକ ବିଶେଷ ସୁଯୋଗ ଘୋଷଣା କରାଯାଇଛି । ନିଗମ ପକ୍ଷରୁ ପ୍ରସ୍ତୁତ ସ୍ୱତନ୍ତ୍ର ‘ସ୍ପ୍ରୀ-୨୦୨୫’ ଯୋଜନା ମାଧ୍ୟମରେ ଅଣ ପଞ୍ଜିକୃତ ସଂସ୍ଥାମାନେ ସେମାନଙ୍କ କର୍ମଚାରୀଙ୍କୁ ବିନା କୌଣସି ବକେୟା ଦେୟ…