Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ଭିଜିଲାନ୍ସ ରେଡ୍ ନେଇ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଚେତାବନୀ

ଭୁବନେଶ୍ବର: ଭିଜିଲାନ୍ସ ରେଡ୍ ନେଇ ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି ଯେ, ଦୁର୍ନୀତି ପାଇଁ ମୁଁ ନିଜେ ୯ ଜଣ ଜେଇଇ ଓ ବିଡ଼ିଓଙ୍କୁ ନିଳମ୍ବନ କରିଛି । ଆମକୁ କିଛି ଅଭିଯୋଗ ଆସିଥିଲା , ଏହା ପରେ ବିଭାଗ ତଦନ୍ତ ନିର୍ଦ୍ଦେଶ ଦେଇଛି । ଯିଏ ଦୁର୍ନୀତି କରିବ ତା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ…

ପୋଲିସର ଗାଡ଼ି ଯାଞ୍ଚ କ୍ଷମତାକୁ ଘରୋଇ ବସ୍ ସଂଘର ବିରୋଧ

ଭୁବନେଶ୍ବର: ପୋଲିସର ଗାଡ଼ି ଯାଞ୍ଚ କ୍ଷମତାକୁ ବିରୋଧ କରିଛି ଅଲ୍ ଓଡ଼ିଶା ଘରୋଇ ବସ୍ ମାଲିକ ସଂଘ । ଦୁର୍ଘଟଣା କମାଇବା ବାହାନାରେ ପୁଲିସକୁ ଗାଡ଼ି ଯାଞ୍ଚର ଅତିରିକ୍ତ କ୍ଷମତା ଦେବା ପ୍ରସ୍ତାବକୁ ନିହାତି ନିନ୍ଦନୀୟ ବୋଲି କହିଛି ସଙ୍ଘ । ଏହା ସହ ବାରମ୍ବାର ଯାଞ୍ଚ ଯୋଗୁଁ ଯାତ୍ରୀବାହୀ ବସ୍ ହିଁ…

ରାଜ୍ୟରେ ବଢୁଛି ତାତି; ଆସନ୍ତା ୫ ଦିନ ପାଇଁ ଗରମ ଓ ଗୁଳୁଗୁଳି ପାଇଁ ୟେଲୋ ଆଲର୍ଟ

ଭୁବନେଶ୍ୱର: ରାଜ୍ୟରେ ବଢ଼ିବାରେ ଲାଗିଛି ତାତି ଫଳରେ ଗରମ ସହ ଗୁଳୁଗୁଳି ଯୋଗୁଁ ଅସହ୍ୟ ହେବାରେ ଲାଗିଛି ଜନଜୀବନ । ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବରେ ଲାଗିଛି । ସକାଳ ୧୦ଟା ବେଳକୁ ଖରାର ତାହି ସହିବା ମୁସକିଲ ହୋଇପଡୁଛି । ତେବେ ଭୁବନେଶ୍ବର ପାଣିପାଗ…

ନନ୍ଦନକାନନରେ ଧଳା ବାଘ ଛୁଆର ମୃତ୍ୟୁ, କମିଲା ବାଘ ସଂଖ୍ୟା

ଭୁବନେଶ୍ୱର: ନନ୍ଦନକାନନରେ ଏକ ଧଳା ବାଘ ଛୁଆର ମୃତ୍ୟୁ ଘଟିଛି । ବାଘ ଛୁଆଟିକୁ ମାତ୍ର ୭ ମାସ ହେଇଥିଲା । ଏହି ମାଈ ଧଳା ବାଘ ଛୁଆଟି ମେଲାନିଷ୍ଟିକ ବାଘ କ୍ରିଷ୍ଣା ଏବଂ ବାଘୁଣୀ ରୂପାଠାରୁ ୨୦୨୪ ନଭେମ୍ବର ୨ ତାରିଖରେ ଜନ୍ମଗ୍ରହଣ କରିଥିଲା । ଗତ ମାର୍ଚ୍ଚ ମାସରେ ଛୁଆଟି ଅସୁସ୍ଥ…

ଜେଇଇ ଆଡଭାନ୍ସଡ-୨୦୨୫; ହଂସ ଦାରୁକା ଓଡ଼ିଶା ଟପ୍ପର

ଭୁବନେଶ୍ବର: ପ୍ରକାଶ ପାଇଲା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ଆଡଭାନ୍ସଡ ପରୀକ୍ଷାଫଳ । ଆଇଆଇଟି କାନପୁର ଦ୍ଵାରା ପରିଚାଳିତ ପରୀକ୍ଷାର ରେଜଲ୍ଟ ଆଜି ପ୍ରକାଶ ପାଇଛି । ଏଥିରେ ଆଇଆଇଟି ଦିଲ୍ଲୀ ଜୋନର ରଜିତ୍ ଗୁପ୍ତା ସର୍ବଭାରତୀୟ ଟପ୍ପର ହୋଇଛନ୍ତି । ସେ ୩୬୦ ରୁ ୩୩୨ ମାର୍କ ରଖି ଅଲ୍…

ଜୁନ୍ ୧୨ରୁ ଭୁବନେଶ୍ବରରୁ ଆବୁଧାବିକୁ ସିଧାସଳଖ ବିମାନ ସେବା

ଭୁବନେଶ୍ବର: ଓଡ଼ିଶା ବିମାନ ଯାତ୍ରାରେ ଯୋଡ଼ି ହେବାକୁ ଯାଉଛି ଆଉ ଏକ ଫର୍ଦ । ଜୁନ୍‌ ୧୨ରୁ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ସଂଯୁକ୍ତ ଆରବ ଏମିରାତ୍‌ (ୟୁଏଇ) ରାଜଧାନୀ ଆବୁଧାବିକୁ ଉଡ଼ିବ ବିମାନ । ଏଭଳି ନିଷ୍ପତ୍ତି ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା…

ଲିଙ୍ଗରାଜ ମନ୍ଦିରରେ ମଙ୍ଗଳଆଳତି ନହେଉଣୁ ହେଲା ସାହାଣମେଲା; ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ

ଭୁବନେଶ୍ବର: ଶୀତଳଷଷ୍ଠୀ ଭଳି ଦିନରେ ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ କରିଦେଲେ ସେବାୟତ । ମନ୍ଦିର ପ୍ରଶାସନର ହସ୍ତକ୍ଷେପ ପରେ ଏବେ ସ୍ଵାଭାବିକ ହେଲା ମନ୍ଦିର ରୀତିନୀତି । ମହାସ୍ନାନ ପରେ ପୁଣି ଆରମ୍ଭ ହୋଇଛି ମହାପ୍ରଭୁଙ୍କ ନୀତିକାନ୍ତି । ପ୍ରାୟ ୬ ଘଣ୍ଟା ବିଳମ୍ବ ହୋଇଛି ନୀତି ।…

ଇନ୍ଫୋଭାଲି ଥାନା ଅଞ୍ଚଳରେ ଫୁଟିଲା ୪ ରାଉଣ୍ଡ ଗୁଳି…

ଭୁବନେଶ୍ବର: ପୁଣି ରାଜଧାନୀରେ ଅଧରାତିରେ ଫୁଟିଲା ଗୁଳି । ପିତାପଲ୍ଲୀ ଅଞ୍ଚଳରେ ଏହି ଗୁଳିକାଣ୍ଡ ହୋଇଛି । ଜଣେ ଦୁର୍ବୃତ୍ତ ୪ ରାଉଣ୍ଡ ଗୁଳିମାଡ଼ କରିଥିଲେ ହେଁ ଏଥିରେ କାହାର କିଛି କ୍ଷତି ହୋଇନଥିବା ଜଣାପଡିଛି । ସମସ୍ତ ଗୁଳି ଲକ୍ଷ୍ୟଭ୍ରଷ୍ଟ ହୋଇଛି । ତେବେ ଖୋର୍ଦ୍ଧା ଓ ନୂଆପଲ୍ଲୀ ଅଞ୍ଚଳର…

ବଲାଙ୍ଗୀରରେ ସାମ୍ବାଦିକଙ୍କୁ ମାଡ଼ ମାମଲା: ନିଜ ଆଡ଼ୁ ମାମଲା ରୁଜୁ କଲା ଜାତୀୟ ମାନବାଧିକାର କମିଶନ

ଭୁବନେଶ୍ବର: ମେ ୨୫ ତାରିଖରେ ଓଡ଼ିଶାର ବଲାଙ୍ଗୀର ଜିଲ୍ଲାର କୁଲାଥିପାଲି ଗାଁରେ ଏକ ନିର୍ମାଣ ସ୍ଥାନରେ ଦୁର୍ନୀତି ଅଭିଯୋଗର ରିପୋର୍ଟ କରୁଥିବା ଜଣେ ଟିଭି ସାମ୍ବାଦିକଙ୍କୁ ହୋଇଥିବା ଆକ୍ରମଣ ମାମଲାରେ ଜାତୀୟ ମାନବାଧିକାର କମିଶନ (ଏନଏଚଆରସି) ନିଜ ଆଡ଼ୁ ମାମଲା ରୁଜୁ କରିଛନ୍ତି । ଗଣମାଧ୍ୟମ…

ବ୍ୟକ୍ତିଙ୍କ ଶରୀରରୁ ୮.୭ କେଜି ଓଜନର କିଡନୀ ମାସ ଅପସାରଣ କରି ରେକର୍ଡ କଲା ଏମ୍ସ ଭୁବନେଶ୍ୱର

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱରରେ ବିରଳ ଅପରେଶନ । ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କ ଶରୀରରୁ ସଫଳତାର ସହ ୮.୭ କିଲୋଗ୍ରାମ ଓଜନର ଭାରତର ସବୁଠାରୁ ବଡ଼ କିଡନୀ ମାସକୁ ଅପସାରଣ କରାଯାଇଛି । ବ୍ୟକ୍ତି ଜଣକ ଅଟୋସୋମାଲ ଡୋମିନାଣ୍ଟ ପଲିସିଷ୍ଟିକ କିଡନୀ ଡିଜିଜ (ଏଡିପିକେଡି) ନାମକ ଜେନେଟିକ ରୋଗରେ…