Latest Odisha News

BREAKING NEWS

Browsing Category

ସହର

City

ଘନ କୁହୁଡି ନେଇ ୩ ଜିଲ୍ଲାକୁ ଆଲର୍ଟ, ୫ ଦିନ ପରେ ଏହି ସବୁ ସ୍ଥାନରେ ବର୍ଷିବ

ଭୁବନେଶ୍ୱର: ରାଜ୍ୟରେ ଏବେ ଶୀତର ପ୍ରକୋପ ଧୀରେ ଧୀରେ ବଢିବାରେ ଲାଗିଛି । ଚାରିଆଡେ ସକାଳ ସମୟରେ ଘନ କୁହୁଡି ମଧ୍ୟ ଦେଖିବାକୁ ମିଳୁଛି । ଆଗାମୀ ୫ ଦିନ ପାଇଁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ହେଲେ ଆସନ୍ତା ୨୭ରେ ୪ଟି ଜିଲ୍ଲାରେ ବର୍ଷା ହେବାନେଇ ପୂର୍ବନୁମାନ କରିଛି ପାଣିପାଗ ବିଭାଗ…

ଆଦାନୀ ଝଡ଼: କାହିଁକି ଚୁପ୍ ସବୁ ଦଳ?

ଭୁବନେଶ୍ବର: ଗୌତମ ଆଦାନୀ ଦେଉଥିଲେ ଲାଞ୍ଚ ! ଆମେରିକାର ସାଂଘାତିକ ଅଭିଯୋଗକୁ ନେଇ ଶିଳ୍ପଠୁ ରାଜନୀତି ଜଗତରେ ହଟଚମଟ। ଦେଶରେ ସୌର ଶକ୍ତି ଚୁକ୍ତି ହାସଲ କରିବାକୁ ସରକାରୀ ଅଧିକାରୀଙ୍କୁ ୨୧ଶହ କୋଟି ଟଙ୍କାର ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଛି। ଓଡିଶାରେ ମଧ୍ୟ ସୌରଶକ୍ତି ଯୋଗାଣ ଲାଗି ଶିଳ୍ପପତି…

ରାଜ୍ୟର ୩ ପ୍ରମୁଖ ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ ୬ମାସ ବଢିଲା

ଭୁବନେଶ୍ବର: ଆଉ ୬ମାସ ବଢିଲା ୩ ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ । ଚଳିତମାସରେ ଶେଷ ହେଉଥିବା ରାଜ୍ୟର ୩ ପ୍ରମୁଖ ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳକୁ ରାଜ୍ୟପାଳ ଆଉ ୬ମାସ ବୃଦ୍ଧି କରିଛନ୍ତି । ସେଗୁଡିକ ହେଲା ଉତ୍କଳ ବିଶ୍ୱବିଦ୍ୟାଳୟ, ରମାଦେବୀ ବିଶ୍ୱବିଦ୍ୟାଳୟ ଓ…

ରାଜ୍ୟରେ ହେବ ମତ୍ସ୍ୟ ଓ ପଶୁ ସମ୍ପଦ ବିଶ୍ୱ ବିଦ୍ୟାଳୟ: ମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶାରେ ହେବ ମତ୍ସ୍ୟ ଓ ପଶୁ ସମ୍ପଦ ବିଶ୍ୱ ବିଦ୍ୟାଳୟ ଏନେଇ ଆରମ୍ଭ ହୋଇଛି ପ୍ରକ୍ରିୟା । ସରକାରଙ୍କ ପକ୍ଷରୁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ୨୩୦୦ କୋଟି ଟଙ୍କାର ଯୋଜନା ଆରମ୍ଭ ହୋଇଛି । ବିଶ୍ୱ ମତ୍ସ୍ୟ ଦିବସରେ ସୂଚନା ଦେଲେ ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ…

ବେଆଇନ ମଦ ଓ ନିଶା କାରବାରକୁ ରୋକିବା ନେଇ ପ୍ରସ୍ତୁତ ହେବ କଠୋର ଆଇନ: ମନ୍ତ୍ରୀ

ଭୁବନେଶ୍ୱର: ଅବକାରୀ ବିଭାଗର କାର୍ଯ୍ୟକ୍ରମ ନେଇ ବୁଧବାର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଯୋଗଦେଇ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ଖଣି ବିଭାଗ ପରେ ସର୍ବାଧିକ ରାଜସ୍ୱ ପ୍ରଦାନ କରୁଥିବା ବିଭାଗ ମଧ୍ୟରେ ଅବକାରୀ ବିଭାଗ…

ସାମାଜିକ କାର୍ଯ୍ୟରେ ଉତ୍କର୍ଷତା ଓ ଅଭିନବ ପଦକ୍ଷେପ ପାଇଁ ଦିଆଯାଉଥିବା ଶାମ୍ଭବୀ ପୁରସ୍କାର ରାଶି ୫ ଲକ୍ଷ ଟଙ୍କାକୁ…

ଭୁବନେଶ୍ୱେର: ଶାମ୍ଭବୀ ପୁରସ୍କାର ପାଇଁ ନଗଦ ପୁରସ୍କାର ରାଶି ଦୁଇ ଗୁଣା କରିଦିଆଯାଇଛି । ଏହାର ମୁଖ୍ୟ ବିଜେତାଙ୍କୁ ସାଇଟେସନ ସହିତ, ଟ୍ରଫି ଏବଂ ପୂବରୁ ପ୍ରଦାନ କରାଯାଉଥିବା ନଗଦ ପୁରସ୍କାର ରାଶକିୁ ୨ ଲକ୍ଷ ୫୦ ହଜାର ରୁ ୫ ଲକ୍ଷ ଟଙ୍କା କୁ ବୃଦ୍ଧି କରାଯାଇଛି । ଏହାସହିତ, ଜୁରୀ…

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନାମଲେଖା ପାଇଁ ବଢିଲା ଆବେଦନ ତାରିଖ

ଭୁବନେଶ୍ୱର: ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନାମଲେଖା ପାଇଁ ବଢିଲା ଆବେଦନ ତାରିଖ । ଆସନ୍ତା ୨୭ ତାରିଖକୁ ବୃଦ୍ଧି କରାଯାଇଛି । ଆସନ୍ତା ଶିକ୍ଷାବର୍ଷ ପାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଏବଂ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ପାଇଁ ଏହି ବର୍ଦ୍ଧିତ ସମୟସୀମା…

୨୪୦୦ ବୋତଲ କଫ୍ ସିରଫ୍ ଜବତ, ୧୨ ଗିରଫ

ସମ୍ବଲପୁର: ଜବତ ହୋଇଛି ବିପୁଳ ପରିମାଣର କଫ୍‌ ସିରପ୍‌। ସମ୍ବଲପୁରରେ ପୁଣି ଥରେ ବିପୁଳ ପରିମାଣର ନିଷିଦ୍ଧ କଫ୍‌ସିରପ ଜବତ ହୋଇଛି। ହିରାକୁଦ ଥାନା ପୋଲିସ ଦ୍ୱାରା ବୁଧବାର ୨୪୦୦ ନିଷିଦ୍ଧ କଫ୍‌ ସିରପ୍‌ ଜବତ ହୋଇଛି। ଏହାସହ ସମ୍ପୃକ୍ତ ୧୨ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ବୁଧବାର…

ଫେବ୍ରୁଆରି ୧୮ରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା

ଭୁବନେଶ୍ବର: ଫେବ୍ରୁଆରି ୧୮ ତାରିଖରୁ ଆରମ୍ଭ ହେବ ଯୁକ୍ତ ୨ ବାର୍ଷିକ ପରୀକ୍ଷା। ଏନେଇ ଆସିଛି ଏକ ବଡ଼ ଖବର। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ୨୦୨୫ ଯୁକ୍ତ ୨ ବାର୍ଷିକ ପରୀକ୍ଷା ଆସନ୍ତା ଫେବ୍ରୁଆରିରୁ ଆରମ୍ଭ ହେବ ବୋଲି କୁହାଯାଇଛି। ସିଏଚ୍ଏସ୍ଇ ପକ୍ଷରୁ ଜାରି…

ସାଙ୍ଘାତିକ ସ୍ଥିତିରେ ଦିଲ୍ଲୀ ବାୟୁ ପ୍ରଦୂଷଣ, ଭୁବନେଶ୍ୱରରେ ବାୟୁର ଗୁଣବତ୍ତା ‘ମଧ୍ୟମ’

ନୂଆଦିଲ୍ଲୀ/ଭୁବନେଶ୍ୱର: ଯେଉଁ ସମୟରେ ଦେଶର ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ସଙ୍କଟ ବଢିବାରେ ଲାଗିଛି, ସେହି ସମୟରେ ଭୁବନେଶ୍ୱରରେ ବାୟୁର ଗୁଣବତ୍ତା ‘ମଧ୍ୟମ’ ଶ୍ରେଣୀରେ ପହଞ୍ଚିଯାଇଛି। ଭୁବନେଶ୍ୱରରେ ଏୟାର କ୍ୱାଲିଟି ଇଣ୍ଡେକ୍ସ (AQI) ୧୭୮ରେ ଆସି ପହଞ୍ଚିଛି। ଯାହାକି ଚିନ୍ତାର ବିଷୟ…