Latest Odisha News

BREAKING NEWS

Browsing Category

ସହର

City

ସରକାର ଛଟେଇ ବନ୍ଦ କରନ୍ତୁ, ଆମକୁ ଏନଏଚଏମରେ ଆଡ୍ କରାଯାଉ

ଭୁବନେଶ୍ବର: ରୋଗୀମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଉଥିବା ନର୍ସିଙ୍ଗ ଅଫିସର, ଏଏନଏମ, ଫାର୍ମାସିଷ୍ଟ ଓ ଏଲ.ଟି ମାନେ ରାଜ ରାସ୍ତାକୁ ଓହ୍ଲାଇଛନ୍ତି। ଅନେକ ଦାବି ନେଇ ଆଜି ଲୋୟର ପିଏମଜିରେ ଧାରଣା ମଧ୍ୟ ଦେଉଛନ୍ତି। ମହାମାରୀ କୋଭିଡ ଭଳି ସଂକଟାପନ୍ନ ପରିସ୍ଥିତିରେ ସ୍ଵସ୍ତ୍ୟ ବିଭାଗର …

ଲୋୟର ପିଏମଜିରେ ଆଶାୟୀ ହିନ୍ଦୀ ସଂସ୍କୃତ ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ବର: ରାଜ୍ୟରେ ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ଅବହେଳିତ କରାଯାଉଛି। ବହୁତ କଷ୍ଟରେ ଏଣ୍ଟ୍ରାନ୍ସ ପାସ କରି ସଂସ୍କୃତ ପଢି ମଧ୍ୟ ସେମାନଙ୍କୁ ମିଳୁନି ସେମାନଙ୍କ ଅଧିକାର। ସେମାନେ ସଂସ୍କୃତ ହିନ୍ଦୀ ପଢିବା ସହ ବିଏଡ ମଧ୍ୟ କରିଛନ୍ତି। ହେଲେ ସରକାରଙ୍କ ଦ୍ବାରା…

ଟ୍ରେଲର ଚାଲିଛି…ଫିଲ୍ମ କେବେ?

ଭୁବନେଶ୍ବର: ପୂର୍ବ ସରକାରକୁ ତେରେଛା ବାଣ। ମୁଖ୍ୟମନ୍ତ୍ରୀ କହିଲେ, ଦୁର୍ନୀତିକୁ ଜିରୋ ଟଲରାନ୍ସ। ବିଜେପି ସରକାରକୁ ଆସିବା ପରେ ବନ୍ଧା ହେଲେଣି ୬ ମୁଖ୍ୟଯନ୍ତ୍ରୀ । ତେବେ ଏହା କେବଳ ଟ୍ରେଲର ଆଗକୁ ପୂରା ଫିଲ୍ମ ବାକି ଅଛି ବୋଲି ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ…

ନୂଆ ଯୋଜନା ନେଇ ଆଇନ ମନ୍ତ୍ରୀଙ୍କ ବଡ ସୂଚନା

ଭୁବନେଶ୍ୱର: ପୁଣି ଆଉ ଏକ ନୂଆ ଯୋଜନା ଆଣିବାକୁ ଯାଉଛି ବିଜେପି ସରକାର । ନୂଆ ଯୋଜନା ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୋମବାର ସୂଚନା ଦେଇଛନ୍ତି । ଏହି ଯୋଜନା ଧର୍ମ ପୀଠ ଯେମିତି ମଠ ଓ ମନ୍ଦିରର ସୁରକ୍ଷା ପାଇଁ ରହିବ । ଏହାର ନାମ ରହିଛି ‘ଦେବାଳୟ ଯୋଜନା’। ଯୋଜନା ସମ୍ପର୍କରେ…

ପୁଣି ଫେରୁଛି ପଥୋତ୍ସବ, ଆହୁରି ମଜାଦାର ହେବ ଶୀତୁଆ ସକାଳ

ଭୁବନେଶ୍ୱର: ଏଥର ଶୀତୁଆ ସକାଳର ଖୁବ ମଜା ନେବେ ରାଜଧାନୀବାସୀ । ଖୁବଶୀଘ୍ର ରାଜଧାନୀକୁ ଫେରୁଛି ସମସ୍ତଙ୍କର ପ୍ରିୟ ପଥୋତ୍ସବ । କୁହୁଡି ସକାଳ ସହ କଅଁଳ ଖରାରେ ଜମିବ ପଥୋତ୍ସବ । ତେବେ ମଙ୍ଗଳବାର ଦିନ ମାଷ୍ଟରକାଣ୍ଟିନ୍ ଛକରୁ ରାମ ମନ୍ଦିର ଛକ ଦେଇ ପ୍ରଦର୍ଶନୀ ପଡ଼ିଆ ଯାଏ ପଥୋତ୍ସବ କରାଯିବ…

ନଭେମ୍ବର ୧ରେ ବନ୍ଦ ରହିବ ୧୦୮ ଆମ୍ବୁଲାନ୍ସ ସେବା…

ଭୁବନେଶ୍ବର: ନଭେମ୍ବର ୧ରେ ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ରଖିବେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ବନ୍ଦ ରହିବ ୧୦୮ ଆମ୍ବୁଲାନ୍ସ ସେବା । ଆନ୍ଦୋଳନରେ ବସିବେ ୬ ହଜାରରୁ ଅଧିକ ଆମ୍ବୁଲାନ୍ସ କର୍ମଚାରୀ । ମିଳିଥିବା ଖବର ଅନୁସାରେ, ଗ୍ରୀନ୍‌ ହେଲଥ୍‌ ସର୍ଭିସ ନାମକ ଏକ ଠିକା କମ୍ପାନୀ ଓଡ଼ିଶାରେ…

୫୦ହଜାର ଘରେ ବିଦ୍ୟୁତ୍ ସେବା ଠପ୍, ମୋବାଇଲ୍ ଚାର୍ଜ ପାଇଁ ଦେବାକୁ ପଡୁଛି ଏତିକି ଟଙ୍କା…

ଭୁବନେଶ୍ବର: ରାଜ୍ୟରେ ବାତ୍ୟା ଦାନା ରେ ପ୍ରଭାବିତ ଜିଲ୍ଲା ଗୁଡିକରେ ୫୦ରୁ ଅଧିକ ଘରେ ବିଦ୍ୟୁତ୍ ସେବା ଠପ୍ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାତ୍ୟା ପରବର୍ତ୍ତୀ ସ୍ଥିତିର ଅନୁଧ୍ୟାନ କରିବା ପରେ ରବିବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ରାଜ୍ୟର…

ବାତ୍ୟା ‘ଦାନା’ରେ ପ୍ରଭାବିତ ହୋଇଛି ୧୦୮ ବ୍ଲକର ୧୬୭୧ ପଞ୍ଚାୟତ

ଭୁବନେଶ୍ଵର: ବାତ୍ୟା ପରର ସ୍ଥିତି ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା । ବାତ୍ୟା 'ଦାନା' ପ୍ରଭାବରେ ପ୍ରଭାବିତ ହୋଇଛି ୧୪ ଜିଲ୍ଲାର ୧୦୮ ବ୍ଲକର ୧୬୭୧ ପଞ୍ଚାୟତ । ସେହିପରି ୩୧ ସହରାଞ୍ଚଳର ୪୨୬ଟି ୱାର୍ଡ ବାତ୍ୟା ଯୋଗୁଁ ପ୍ରଭାବିତ ହୋଇଛି ବୋଲି କହିଛନ୍ତି ରାଜସ୍ବ…

ବାଘ ନୁହେଁ ବଣଭୂଆଁ, ସ୍ପଷ୍ଟ କଲା ବନବିଭାଗ

ଭୁବନେଶ୍ବର: ଭୁବନେଶ୍ବର ବିମାନବନ୍ଦରରେ ନିକଟରେ ବାଘ ବୁଲୁଥିବାର ଯେଉଁ ଗୁଜବ ଉଠିଥିଲା, ସେନେଇ ସ୍ପଷ୍ଟିକରଣ ରଖିଛି ବନବିଭାଗ ଏହା କଲରାପତରିଆ ବାଘ ନୁହେଁ, ବଣଭୂଆଁ ନେଇ ସ୍ପଷ୍ଟ କରିଛି ବନ ବିଭାଗ । ତେବେ ରାତି ତମାମ ଖାନ୍ ତଲାସୀ ବେଳେ ଆଜି ଭୋର୍ ସମୟରେ କର୍ମଚାରୀମାନେ ଏକ ବଣଭୂଆଁ…

ପାଟ୍ରୋଲିଂ ସମୟରେ ବିପୁଳ ବେଆଇନ ବାଣ ଜବତ କଲା ଜଟଣୀ ପୋଲିସ୍

ଭୁବନେଶ୍ୱର: ଜଟଣୀ ଅନ୍ତର୍ଗତ ଚର୍ଚ୍ଚ ପଡିଆ ମାର୍କେଟ କମ୍ପ୍ଲେକ୍ସ ନିକଟରୁ ଆଜି ଜବତ ହୋଇଛି ବିପୁଳ ପରିମାଣର ବେଆଇନ ବାଣ। ପାଟ୍ରୋଲିଂ ସମୟରେ ଜବତ କରିଛି ଜଟଣୀ ପୋଲିସ ଟିମ୍ ।  ସୂଚନା ଅନୁଯାୟୀ, ଥାନାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସମ୍ପୃକ୍ତ ଥାନାର ଏକ ପାଟ୍ରୋଲିଂ ଟିମ ରାତ୍ରିକାଳୀନ…