Latest Odisha News

BREAKING NEWS

Browsing Category

ସହର

City

ବାତ୍ୟା ମୁକାବିଲା : ଭଟିଣ୍ଡାରୁ ଓଡ଼ିଶା ଆସୁଛନ୍ତି ୫ଟି ଏନଡିଆରଏଫ ଟିମ୍

ଭୁବନେଶ୍ବର: ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ‘ଦାନା’ ଭୟଙ୍କର ରୂପ ନେଇ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି। ଅନ୍ୟପକ୍ଷରେ ରାଜ୍ୟ ସରକାର ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ ଦେଇଛନ୍ତି। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୧୦ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ…

ବାତ୍ୟା ମୁକାବିଲା ପାଇଁ ବିଧାୟକମାନଙ୍କ ସହଯୋଗ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ସମ୍ଭାବ୍ୟ ବାତ୍ୟା ‘ଦାନା’ର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସମସ୍ତ ବିଧାୟକମାନଙ୍କର ସହଯୋଗ ଆବଶ୍ୟକ କରିଛନ୍ତି। ପ୍ରଶାସନିକ ସ୍ତରରେ ଆଗୁଆ ପଦକ୍ଷେପ ନିଆଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି ସମସ୍ତ ବିଧାୟକମାନଙ୍କୁ ନିଜ ନିଜ ଅଂଚଳବାସୀଙ୍କ ସହ…

ଆଇପିଏସ୍‌ ଲଳିତ ଦାସ ହେଲେ ଓଏସଏସଏସସି ଅଧ୍ୟକ୍ଷ

ଭୁବନେଶ୍ବର: ଓଏସଏସଏସସି ବିଭିନ୍ନ ପଦବୀରେ ଅନିୟମିତତା ପାଇଁ ଗତ କିଛି ଦିନ ହେବ ଚାଲିଛି ଛାତ୍ର ଆନ୍ଦୋଳନ।  ବିଭିନ୍ନ ପଦବୀ ପାଇଁ ନିଯୁକ୍ତିରେ ଅନିୟମିତତାକୁ ନେଇ ବିବାଦରେ ଥିବା ଓଡ଼ିଶା ସବଅର୍ଡିନେଟ୍ ଷ୍ଟାଫ ସିଲେକ୍ସନ(ଓଏସଏସଏସସି)ରେ ଆଜି ରାଜ୍ୟ ସରକାର ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ନିଯୁକ୍ତ…

ସମ୍ଭାବ୍ୟ ବାତ୍ୟା ପରିପ୍ରେକ୍ଷୀରେ ସବୁ ଜେନେରେଟର ସେଟ୍ ଗୁଡିକ କାର୍ଯ୍ୟକ୍ଷମ ଯାଞ୍ଚ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ପରିପ୍ରେକ୍ଷୀରେ ଆଜି ସଚିବସ୍ତରୀୟ ବୈଠକ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକର ପ୍ରାରମ୍ଭରେ ମୁଖ୍ୟ ଶାସନ ସଚିବ ସମ୍ଭାବ୍ୟ ଲଘୁଚାପ ଜନିତ ବର୍ଷା ଓ ବାତ୍ୟା ପରିପ୍ରେକ୍ଷୀରେ…

୧୪ ଜିଲ୍ଲାରେ ୩ ଦିନ ବନ୍ଦ ରହିବ ବିଶ୍ୱବିଦ୍ୟାଳୟ ଓ କଲେଜ

ଭୁବନେଶ୍ବର:  ଆସନ୍ତା ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୧୪ଟି ଜିଲ୍ଲାରେ ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜ ବନ୍ଦ ରହିବ। ସମ୍ଭାବ୍ୟ ବାତ୍ୟା ‘ଦାନା’ ପାଇଁ ଏନେଇ ମଙ୍ଗଳବାର ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ବିଭାଗ ପକ୍ଷରୁ…

ସମ୍ଭାବ୍ୟ ବାତ୍ୟା ‘ଦାନା’ : ଟେରାକୋଟା ପ୍ରଦର୍ଶନୀ “ମୃତ୍ତିକା” ଘୁଞ୍ଚିଲା

ଭୁବନେଶ୍ୱର :  ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମାନ ମୋହିବ ଟେରାକୋଟା ପ୍ରଦର୍ଶନୀ " ମୃତ୍ତିକା"। ଭୁବନେଶ୍ୱର ୟୁନିଟ୍‌-୩ ସ୍ଥିତ  ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆ ଠାରେ ଅକ୍ଟୋବର ୨୫ରୁ ୩୦ ତାରିଖ ପର୍ଯ୍ୟନ୍ତ  "ମୃତ୍ତିକା-୨୦୨୪'  ଆୟୋଜନ ହେବ । ଦୀପାବଳିକୁ ଦୃଷ୍ଟିରେ ରଖି  ଅକ୍ଟୋବର ୨୨ରୁ ୨୯…

‘ଦାନା’ ମୁକାବିଲା ପ୍ଲାନ୍…ସ୍କୁଲ ବନ୍ଦ, ଛୁଟି ବାତିଲ୍

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ଦାନାର ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି। ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ଓଡ୍ରାଫ୍, ଏନଡିଆରଏଫ୍ ଟିମ୍ । ଡାକ୍ତରଙ୍କ ଛୁଟି ବାତିଲ, ଷ୍ଟାଣ୍ଡବାଏ ମୋଡରେ ହସପିଟାଲ । କାଲି ରାତି ସୁଦ୍ଧା ସ୍ଥାନାନ୍ତର ହେବେ ଲୋକ । ଆସନ୍ତାକାଲିଠୁ ସମ୍ଭାବ୍ୟ ବାତ୍ୟା…

ଆସୁଛି ଦାନା ! ଏଇଠି କରିବ ଲ୍ୟାଣ୍ଡଫଲ୍

ଭୁବନେଶ୍ବର: ଉପକୂଳମୁହାଁ ସମ୍ଭାବ୍ୟ ବାତ୍ୟା। ୨୪ ଓ ୨୫ତାରିଖ ମଧ୍ୟରେ କରିବ ଲ୍ୟାଣ୍ଡଫଲ୍ । ଆଇଏମଡିର ଆକଳନ, ଉତ୍ତର ଓଡିଶାରେ ପଡିବ ବେଶୀ ପ୍ରଭାବ। ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହୋଇଛି ଓ୍ବେଲମାର୍କ ଲୋ ପ୍ରେସର । ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରି ଆସନ୍ତାକାଲି…

ଶୀଘ୍ର ପୂଜା ମଣ୍ଡପ ଖାଲି କରି, କାଲି ସୁଦ୍ଧା ଭସାଣୀ ସାରିବାକୁ ନିର୍ଦ୍ଦେଶ

ଭୁବେନେଶ୍ବର: ସମୁଦ୍ରରେ ବଳ ଗୋଟାଉଛି ସମ୍ଭାବ୍ୟ ବାତ୍ୟା ‘ଦାନା’। ଆସନ୍ତାକାଲି ବାତ୍ୟାର ରୂପ ନେବ । ଏହାକୁ ନେଇ ସବୁ ଜିଲ୍ଳା ପ୍ରଶାସନକୁ ସତର୍କ କରାଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଯେପରି କୌଣସି ଅଘଟଣ ନଘଟେ ସେଥିପାଇଁ ସବୁ ପଦକ୍ଷେପ ଗ୍ରହଣ କରୁଛନ୍ତି ରାଜ୍ୟ ସରକାର ।…

ବାତ୍ୟା ପାଇଁ ସବୁ ଡାକ୍ତରଙ୍କ ଛୁଟି ବାତିଲ

ଭୁବନେଶ୍ୱର: ବାତ୍ୟା ଯୋଗୁଁ ସବୁ ଡାକ୍ତରଙ୍କ ଛୁଟି ବାତିଲ କଲେ ସରକାର l ସମ୍ଭାବ୍ୟ ବାତ୍ୟା ଦାନା ପାଇଁ ସମସ୍ତ ଡାକ୍ତରଙ୍କ ଛୁଟି ବାତିଲ କରାଯାଇଛି l ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର l ସେହିପରି ଡାଇରିଆ ଓ ସର୍ପାଘାତ ଔଷଧ ସବୁ ମେଡିକାଲରେ ମହଜୁଦ…