Latest Odisha News

BREAKING NEWS

Browsing Category

ସହର

City

ହାଇକୋର୍ଟ ବେଞ୍ଚ…କହିଲେ ପୁଣି ଢୋକିଲେ !

ଭୁବନେଶ୍ବର: ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ସଂପର୍କିତ ଉତ୍ତର ନେଇ ରାଜନୀତି ବଢିବା ପରେ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ। ଏନେଇ ଗୃହରେ ବିବୃତ୍ତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ ସରକାରଙ୍କ ବିଚାରାଧୀନ ରହିଛି । ଲୋକଙ୍କୁ…

ସରକାରୀ କାର୍ଯ୍ୟାଳୟରେ ହଠାତ୍ ପହଞ୍ଚିଗଲେ ବିଧାୟିକା….ଯାହା ଦେଖିଲେ…

କଟକ: କଟକ ଅବକାରୀ ଅଫିସରେ ହଠାତ୍ ପହଞ୍ଚିଗଲେ ବିଧାୟିକା । ଦେଖିଲା ବେଳକୁ ଅଫିସରେ ନାହାନ୍ତି ଅଧିକାରୀ । ଏଣେତେଣେ ଚଟାଣରେ ବିଛାଡି ହୋଇ ପଡିଛି ଗୁରୁତ୍ବପୂର୍ଣ୍ଣ ଫାଇଲ । ସେପଟେ ଟେବୁଲରେ ଜମି ଗଲାଣି ଧୂଳି । କାର୍ଯ୍ୟାଳୟର ଏଭଳି ସ୍ଥିତି ଦେଖି ଅସନ୍ତୋଷ ଝାଡିଲେ ବିଧାୟିକା । କଟକ…

ବନ୍ଧାହେଲେ ଖଣି ବାବୁ, ନାଁରେ କରିଥିଲେ ସମ୍ପତ୍ତିର ଖଣି

ତାଳଚେର: ବନ୍ଧାହେଲେ ଅନୁଗୁଳ ଜିଲ୍ଲା ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକ । ଗତକାଲି ଖଣି ଉପନିର୍ଦ୍ଦେଶକଙ୍କର ବିଭିନ୍ନ ସ୍ଥାନରେ ଚଢାଉ କରି ଆୟ ବର୍ହିଭୂତି ସମ୍ପତି ଠୁଳରେ ଆଜି ଗିରଫ କରିଛି ଭିଜିଲାନ୍ସ । ତେବେ ଖଣି ଉପନିର୍ଦ୍ଦେଶକ ଧରଣୀଧର ବାଲି ମାଫିଆ ଓ ପଥର ମାଫିଆଙ୍କୁ…

ନନ୍ଦନକାନନରେ ହାତୀ ‘ହୀରା’ ଅସୁସ୍ଥ

ଭୁବନେଶ୍ୱର: ନନ୍ଦନକାନନରେ ହାତୀ ‘ହୀରା’ ଅସୁସ୍ଥ। ପ୍ରାଣୀ ଉଦ୍ୟାନର ହାତୀ ସଫାରୀରେ ରହୁଥିବା ୨୭ବର୍ଷର ମାଈ ହାତୀ ‘ହୀରା’ ଏବେ ଅସୁସ୍ଥ ଥିବା ଖବର ଆସିଛି। ହୀରାର ବାମ ପଟ ଆଗ ଗୋଡ଼ ଦିନକୁ ଦିନ ଫୁଲିବାରେ ଲାଗିଛି। ପାଦରେ ଭାର ବହନ କରିବାକୁ ସକ୍ଷମ ହୋଇପାରୁନାହିଁ । OUATର ଏକ ଟିମ୍,…

କୋର୍ଟରେ ଆତ୍ମସମର୍ପଣ କଲେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର

ଭୁବନେଶ୍ବର: ବହୁ ଚର୍ଚ୍ଚିତ ବରଗଡ଼ ସୋହେଲା ଦିଲେଶ୍ବର ହତ୍ୟା ମାମଲା । ସୋମବାର ଭୁବନେଶ୍ବର ସ୍ବତନ୍ତ୍ର କୋର୍ଟରେ ଆତ୍ମସମର୍ପଣ କଲେ ସମ୍ବଲପୁର ବିଜେପି ବିଧାୟକ ଜୟନାରାୟଣ ମିଶ୍ର । ଏହି ମାମଲାରେ ତାଙ୍କୁ ସ୍ବତନ୍ତ୍ର କୋର୍ଟରେ ହାଜର ପାଇଁ ଗତ ଜୁଲାଇ ୩୦ ନିର୍ଦ୍ଧାରିତ ତାରିଖ ଧାର୍ଯ୍ୟ…

ବାର୍ଡ ଫ୍ଲୁ ଭୟ; ଆସନ୍ତା ୪ ଓ ୫ରେ ଓଡିଶା ଆସିବେ କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର: ରାଜ୍ୟରେ ବାର୍ଡ ଫ୍ଲୁ ଦମନ ନେଇ ସୋମବାର ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଓଡ଼ିଶା, ମନୋଜ ଅହୁଜା, ଭାରତ ସରକାରଙ୍କ ପଶୁପାଳନ ଏବଂ ଦୁଗ୍ଧ ବିଭାଗର ସଚିବ ସୁଶ୍ରୀ ଅଳକା ଉପାଧ୍ୟାୟ, ଓଡିଶା…

‘ଡିଜିଟାଲ ଫସଲ ସର୍ବେକ୍ଷଣ ମାଧ୍ୟମରେ ସିଏମ୍-କିଷାନ ସହ ଅନ୍ୟ ଆର୍ଥିକ ସୁବିଧା ପାଇପାରିବେ ଚାଷୀ’

ଭୁବନେଶ୍ୱର: ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଡିଜିଟାଲ ଫସଲ ସର୍ବେକ୍ଷଣର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ମନ୍ତ୍ରୀ ଶ୍ରୀ…

ପୁଅର ଜୀବନ ନେଇଥିବା ଜହ୍ଲାଦ ବାପାକୁ ଆଜୀବନ କାରାଦଣ୍ଡ

ଭୁବନେଶ୍ୱର: ପୁତ୍ର ହନ୍ତା ବାପାକୁ ଆଜୀବନ କାରାଦଣ୍ଡାଦେଶ । ଅଭିଯୁକ୍ତ ଦାଶରଥୀ ଟୁଡୁଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜି ଏହି ଦଣ୍ଡାଦେଶ ଶୁଣାଇଲେ ଭୁବନେଶ୍ବର ଏଡିଜେ ୨ କୋର୍ଟ । ୫ ବର୍ଷ ପୂର୍ବେ ଅର୍ଥାତ୍‌ ୨୦୧୯ ମସିହା ମାର୍ଚ୍ଚ ୧୧ ତାରିଖରେ ଅଭିଯୁକ୍ତ ଦାସରଥୀ ଟୁଡୁ ନିଜ ପୁଅକୁ ହତ୍ୟା…

ଚିକିଟି ମଦ ଟ୍ରାଜେଡି: ଗଲା ଆଉ ଜଣଙ୍କ ଜୀବନ

ବ୍ରହ୍ମପୁର: ଚିକିଟି ବିଷାକ୍ତ ମଦ ମୃତ୍ୟୁ ଘଟଣାରେ ଗଲା ଆଉ ଜଣଙ୍କ ଜୀବନ । ଏମକେସିଜିରେ ଚିକିତ୍ସାଧୀନ ଅବସ୍ଥାରେ ଆଇସିୟୁରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଜଣଙ୍କ ଜେନା ପୁର ଗାଁର ପ୍ରଦୀପ ବେହେରାଙ୍କର ମୃତ୍ୟୁ ହୋଇଛି । ପ୍ରଦୀପଙ୍କୁ ମିଶାଇ ମଦ ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି…

ସାତକୋଶିଆକୁ ଆସିବେ ଆଉ ୧୪ ବାଘୁଣୀ

ଭୁବନେଶ୍ବର: ସାତକୋଶିଆ ଅଭୟାରଣ୍ୟ ବ୍ୟାଘ୍ର ପ୍ରକଳ୍ପ ପାଇଁ ଅନୁକୂଳ ହୋଇଥିବାରୁ ପୁଣି ଆସିବେ ମହାବଳ ବାଘ । ଆଉ ୧୪ଟି ବାଘୁଣୀ ଆଣିବାକୁ ଏନଟିସିଏରୁ ମିଳିଛି ଅନୁମତି । ଏନେଇ ବନ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଖବର ମୁତାବକ, ଓଡ଼ିଶାର ବାଘଙ୍କ ସହ ମହାରାଷ୍ଟ୍ରର ତଡବା…