Latest Odisha News

BREAKING NEWS

Browsing Category

ସହର

City

ଭୁବନେଶ୍ବର ବିଜେଡି କଳି, ହୁଇପ୍ ଜାରି କଲା ଦଳ

ଭୁବନେଶ୍ବର: ଭୁବନେଶ୍ବରରେ ବିଜେଡି ବନାମ ବିଜେଡି । ବିଏମସି ବିଜେଡି ଦୁଇ ଫାଳ ! ଦାଣ୍ଡରେ ପଡି ହାଟରେ ଗଡୁଛି ବିଏମସି ବିଜେଡି କର୍ପୋରେଟରଙ୍କ କଳି । କିଏ ବିସ୍ଫୋରକ ବୟାନ ଦେଲେଣି ତ କିଛି ମେଳି ବାନ୍ଧି ନିଜ ଦଳର କର୍ପୋରେଟରଙ୍କୁ କଲେଣି କାଉଣ୍ଟର। ବିଜେଡି ସରକାରରୁ ଯିବା ପରଠୁ ପୂର୍ବ…

ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଫାଷ୍ଟ ଡେ’

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେବାର ୨୨ଦିନ ପରେ ଲୋକସେବା ଭବନରେ ପ୍ରବେଶ କରିଛନ୍ତି ମୋହନ ମାଝୀ । ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ ଅଫିସ ଚାଲିଥିଲା। ତେବେ ଗୁରୁବାରଠାରୁ ସେ ଲୋକସେବା ଭବନର ତୃତୀୟ ମହଲାରେ ଥିବା ନିଜ ପ୍ରକୋଷ୍ଠରେ ବିଧିବଦ୍ଧ ଭାବେ କାମ…

ବିଜେଡି କର୍ପୋରେଟରଙ୍କ ପାଇଁ କଟକଣା, ଗଣମାଧ୍ୟମରେ ପ୍ରତିକ୍ରିୟା ଦେବା ମନା

ଭୁବନେଶ୍ୱର: ବିଜେଡି କର୍ପୋରେଟର ବିବାଦ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଜି ବିଏମସି ବିଜେଡି କର୍ପୋରେଟରଙ୍କ ପାଇଁ କଡ଼ା କଟକଣା ଜାରି ହୋଇଛି। ବିନା ଅନୁମତିରେ ଗଣମାଧ୍ୟମରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରାଯାଇଛି। ଦଳୀୟ ନିର୍ଦ୍ଦେଶ ବିନା କେହି ମୁହଁ ଖୋଲି ପାରିବେ ନାହିଁ…

ଆସନ୍ତା ୮ ତାରିଖରେ ଖୋଲିନପାରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର: ଜଷ୍ଟିସ ଅରିଜିତ ପଶାୟତ

ଭୁବନେଶ୍ୱର: ଆସନ୍ତା ୮ ତାରିଖରେ ଖୋଲିନପାରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର। ଏନେଇ ସୂଚନା ଦେଇଛନ୍ତି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ। ଆସନ୍ତା ୮ ତାରିଖରେ ରଥଯାତ୍ରା ଥିବାରୁ, ସେଦିନ ହୁଏତ ରତ୍ନଭଣ୍ଡାର ଖୋଲିନପାରେ ବୋଲି କହିଛନ୍ତି ଅରିଜିତ। ତେବେ ଯେବେ ସରକାର…

ବଡ଼ଶଙ୍ଖଠାରୁ ଗୁଣ୍ଡିଚା ମନ୍ଦିର ଯାଏ ହେବନି ସ୍ଥାୟୀ ନିର୍ମାଣ, ରଥଯାତ୍ରାରେ ପଡ଼ିପାରିବନି ବ୍ୟବସାୟିକ ଷ୍ଟଲ୍

କଟକ: ରଥଯାତ୍ରା ବେଳେ ପୁରୀ ବଡଦାଣ୍ଡରେ ବ୍ୟବସାୟ ଷ୍ଟଲ ବା କମର୍ସିଆଲ ଷ୍ଚଲ ଲଗାଇବା ମନା। ଏନେଇ ପୁରୀ ପୌରପାଳିକା ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ମଧ୍ୟ ଦାଖଲ କରାଯାଇଛି । ସେହିପରି ପୁରୀ ବଡ଼ଶଙ୍ଖଠାରୁ ଗୁଣ୍ଡିଚା ମନ୍ଦିର ଯାଏ ମୁଖ୍ୟ ରାସ୍ତା ପାର୍ଶ୍ୱରେ କୌଣସି ସ୍ଥାୟୀ ନିର୍ମାଣ ହେବ…

କଫ ସିରପ ବୋତଲ ଗିଳି ହନ୍ତସନ୍ତ ନାଗ

ଭୁବନେଶ୍ଵର: କଫ ସିରପ ବୋତଲ ଗିଳି ହନ୍ତସନ୍ତ ନାଗ । ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କ ସାହାର୍ଯ୍ୟରେ ସାପ ପାଟିରୁ ବୋତଲ ଟିକୁ ବାହାର କାରାଯାଇଛି । ନାଗଟି ବର୍ତ୍ତମାନ ସମ୍ପୁର୍ଣ୍ଣ ସୁସ୍ଥ ଥିବା ବେଳେ ତାକୁ ସହର ବାହାରେ ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡି…

ଘୂର୍ଣ୍ଣିବଳୟ ପ୍ରଭାବରେ ୬ରୁ ପ୍ରବଳ ବର୍ଷା

ଭୁବନେଶ୍ବର: ରାଜ୍ୟରେ ଏଇ ୫ ଦିନ ହାଲୁକାରୁ ମଧ୍ୟମ ଧରଣର ବର୍ଷା । ୬ ଏବଂ ୭ ତାରିଖ ବେଳକୁ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ସୂଚନା ଦେଇଛନ୍ତି ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି । ଉତ୍ତର ବାଂଲାଦେଶ ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ…

ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ବିସ୍ଫୋରକ ବୟାନ

ଭୁବନେଶ୍ବର: ବିଜୁ ଜନତା ଦଳରେ କିଏ ବିଭୀଷଣ? କିଏ ଦଳକୁ ଭାଙ୍ଗିବାକୁ କରୁଛନ୍ତି ଉଦ୍ୟମ? ବିଜେଡି କର୍ପୋରେଟର ଅମରେଶ ଜେନାଙ୍କର ଏଭଳି ବିସ୍ଫୋରକ ବୟାନକୁ ନେଉ ଉଠୁଛି ପଡୁଛି ରାଜଧାନୀ ରାଜନୀତି। ପୂର୍ବରୁ ବିଏମସିର କିଛି ବିଜେଡି କର୍ପୋରେଟର ଦଳବଦଳ କରିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା ।…

କାହିଁକି ହାରିଲା ବିଜେଡି ? କହିଲେ ପ୍ରଭାତ ବିଶ୍ବାଳ

ଭୁବନେଶ୍ବର: କାହିଁକି ହାରିଲା ବିଜେଡି ? ନିର୍ବାଚନରେ ବିଜେଡିର ବିପର୍ଯ୍ୟୟକୁ ନେଇ ମୁହଁ ଖୋଲିଛନ୍ତି ଚୌଦ୍ବାର-କଟକର ପୂର୍ବତନ ବିଜେଡି ବିଧାୟକ ପ୍ରଭାତ ବିଶ୍ବାଳ । ନବୀନ ପଟ୍ଟନାୟକ ପାଞ୍ଚ ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ରହିଛନ୍ତି । ସ୍ବାଭାବିକ ଭାବେ ଶାସନ ବିରୋଧୀ ହାଓ୍ବା ବିଜେଡି ବିରୋଧରେ…

ମିଟ୍ ଦ ଡ୍ରେପର୍ସ ସିଜନ ୬ରେ ବିଜୟୀ ହୋଇଛି ଓଡିଶାସ୍ଥିତ ବନଭି ଏରୋ

ଭୁବନେଶ୍ୱର: ଲଜିଷ୍ଟିକ୍ସ ଡ୍ରୋନ୍ ନିର୍ମାଣ କ୍ଷେତ୍ରରେ ଏକ ଅଗ୍ରଗାମୀ ସଂସ୍ଥା ବନ୍‌ଭି ଏରୋ ବିଶ୍ୱର ସର୍ବବୃହତ ପିଚ୍ ପ୍ରତିଯୋଗିତାରେ ମିଟ୍ ଦ ଡ୍ରେପର୍ସ- ସିଜନ ୬ର ଆନ୍ତର୍ଜାତୀୟ ବିଜେତା ହୋଇ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଏହି ବିଜୟ କେବଳ ପ୍ରତିରକ୍ଷା ଓ ଏରୋସ୍ପେଶ କ୍ଷେତ୍ରରେ…