Latest Odisha News

BREAKING NEWS

Browsing Category

କଟକ

Cuttack

ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର : ସକାଳୁ ସକାଳୁ ବାବା ଧବଳେଶ୍ବରଙ୍କ ପୀଠରେ ପ୍ରବଳ ଭିଡ

ଆଠଗଡ : ଆଜି ହେଉଛି କାର୍ତ୍ତିକ ମାସର ପ୍ରଥମ ସୋମବାର। ଚଳଚଞ୍ଚଳ ହୋଇଉଠିଛି ରାଜ୍ୟର ବିଭିନ୍ନ ଶୈବପୀଠ  । ଆଜି ସକାଳୁ ସକାଳୁ କଟକ ଜିଲ୍ଲା ଆଠଗଡର  ପ୍ରସିଦ୍ଧ ବାବା ଧବଳେଶ୍ବରଙ୍କ ପୀଠରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଛି  । କାର୍ତ୍ତିକ ମାସର ପ୍ରଥମ ସୋମବାରରେ  ଦେବ ଦେବ…

ପଞ୍ଚଭୁତରେ ଲୀନ ହେଲେ ସ୍ବରୂପ ନାୟକ : ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସରିଲା ଶେଷକୃତ୍ୟ, ମୁଖାଗ୍ନି ଦେଲେ ବଡ ଝିଅ

କଟକ : ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସଙ୍ଗୀତ ନିର୍ଦ୍ଦେଶକ ସ୍ବରୂପ ନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି  । ତାଙ୍କ ବଡ ଝିଅ ତାଙ୍ତକୁ ମୁଖାଗ୍ନି ଦେଇଛନ୍ତି  । ଗତକାଲି  ଓଡିଉଡର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ର ପରଲୋକ ଘଟିଥିଲା । ସେ  ଦୀର୍ଘଦିନ ଧରି କ୍ୟାନ୍ସର ରୋଗରେ…

ଏନସିଟିଇ ଆଞ୍ଚଳିକ କମିଟିର ସଦସ୍ୟ ହେଲେ ଡକ୍ଟର ବି.ସି. ଦାସ

କଟକ: ରାଷ୍ଟ୍ରୀୟ ଶିକ୍ଷକ ଶିକ୍ଷା ପରିଷଦ (ଏନ୍‌ସିଟିଇ) ପୂର୍ବାଞ୍ଚଳ କମିଟିର ସଦସ୍ୟ ରୂପେ ମନୋନୀତ ହେଲେ କେନ୍ଦ୍ର ସରକାରଙ୍କ ଶିକ୍ଷା ବିଭାଗ ବରିଷ୍ଠ ଶିକ୍ଷାବିତ୍‌ ଡକ୍ଟର ବିକଳି ଚରଣ ଦାସ । ବର୍ତ୍ତମାନ ଡକ୍ଟର ଦାସ ରେଭେନସା ବିଶ୍ବବିଦ୍ୟାଳୟ ସ୍ନାତକୋତ୍ତର ଶିକ୍ଷା ବିଭାଗରେ ଆସିଷ୍ଟାଣ୍ଟ…

ନଭେମ୍ବର ୨୭ରୁ ଐତିହାସିକ କଟକ ବାଲିଯାତ୍ରା: ୧୧ରୁ ଆରମ୍ଭ ହେବ ପ୍ଲଟ ବୁକିଂ ପ୍ରକ୍ରିୟା

କଟକ: ଆସନ୍ତା ନଭେମ୍ବର ୨୭ରୁ ଆରମ୍ଭ ହେବ  ଐତିହାସିକ କଟକ ବାଲିଯାତ୍ରା । ୮ ଦିନ ଧରି ଚାଲିବାକୁ ଥିବା ଏହି ବାଲିଯାତ୍ରା ଡିସେମ୍ବର ୪ରେ ଶେଷ ହେବ ।  ଏନେଇ ନଭେମ୍ବର ୧୧ ତାରିଖରୁ ଆରମ୍ଭ ହେବ ପ୍ଲଟ ବୁକିଂ ପ୍ରକ୍ରିୟା ।  ବାଲିଯାତ୍ରା ସହ ସମ୍ପୃକ୍ତ ସମସ୍ତ କାର୍ଯ୍ୟ ଅନୁପାଳନ ପୂର୍ବକ…

ବଦଳିଲେ କଟକ ଜିଲ୍ଲାପାଳ : ନରହରି ସେଠୀ ହେଲେ ନୂଆ ଜିଲ୍ଲାପାଳ

କଟକ : କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ବଦଳି । କଟକ ଜିଲ୍ଲାପାଳ ଭବାନୀ ଶଙ୍କରଙ୍କର ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଭାବେ ବଦଳି ହୋଇଛି ।  ନରହରି ସେଠୀ ହେଲେ କଟକ ଜିଲ୍ଲାପାଳ । ଭବାନୀ ଶଙ୍କରଙ୍କ ସ୍ଥାନରେ ନରହରି ସେଠୀଙ୍କୁ କଟକ ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି ।…

କାଜୁ ଜଙ୍ଗଲରୁ ଦନ୍ତା ହାତୀର ଗଳିତ ମୃତଦେହ ଠାବ, ମୃତ୍ୟୁର କାରଣ ଅସ୍ପଷ୍ଟ

ଆଠଗଡ : ଥମୁନି ହାତୀ ମୃତ୍ୟୁ  । ହାତୀ-ମଣିଷ ଲଢେଇ ମଧ୍ୟରେ କେତେବେଳେ ମଣିଷର ଜୀବନ ଚାଲିଯାଉଛି ତ ଆଉ କେତେବେଳେ ହାତୀର ମୃତ୍ୟୁ ଘଟୁଛି । ଏହାରି ମଧ୍ୟରେ ଆଠଗଡ ବନଖଣ୍ଡରେ ପୁଣି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜେନାପଦା ବିଟ୍ ଅଂଶୁପା  ରାସ୍ତା ପେଟ୍ରୋଲ୍ ଟାଙ୍କି ନିକଟ କାଜୁ…

ଆସନ୍ତାକାଲି ଭସାଣ ଉତ୍ସବ, କମିଶନରେଟ ପୋଲିସ ପକ୍ଷରୁ ଗାଇଡଲାଇନ୍ ଜାରି

ଭୁବନେଶ୍ୱର: ଆସନ୍ତାକାଲି ଭକ୍ତଙ୍କ ଗହଣରୁ ମେଲାଣି ନେବେ ମା’ ଦୁର୍ଗା । ବିଭିନ୍ନ ପୂଜାଣ୍ତପରୁ ଦୁର୍ଗାଙ୍କ ଭସାଣି ଯାତ୍ରା ଆରମ୍ଭ ହେବ ଏବଂ ଦେବୀଗଡ଼ା ଘାଟଠାରେ ବିସର୍ଜନ ପର୍ବ ଅନୁଷ୍ଠିତ ହେବ । ଯେଉଁଥିପାଇଁ ଆଜିଠୁ ପ୍ରସ୍ତୁତି ଆରମ୍ଭ କରିଛି ଟ୍ଵିନସିଟି ପୋଲିସ । ଟ୍ରାଫିକ୍ ସମସ୍ୟାକୁ…

ପୁଣି ଆତଙ୍କ ଖେଳାଇଲା ଅବସରପ୍ରାପ୍ତ ଯବାନ: ଗିରଫ କରିବାକୁ ଯାଇଥିବାବେଳେ ବାଙ୍କୀ ଥାନା ଏସଆଇଙ୍କୁ ଆକ୍ରମଣ

ବାଙ୍କୀ : ପୁଣି ଆତଙ୍କ ଖେଳାଇଲା ହରିରାଜପୁରର ଅବସରପ୍ରାପ୍ତ ଯବାନ ସରୋଜ ଦାସ । ଗିରଫ କରିବାକୁ ଯାଇଥିବାବେଳେ ସରୋଜ ବାଙ୍କୀ ଥାନା ଏସଆଇଙ୍କୁ ଆକ୍ରମଣ କରିଛି । ସରୋଜ ଆଜି ସକାଳେ କାତି ଧରି ଆଦିମାତା ଛକ ନିକଟରେ ଆତଙ୍କ ଖେଳାଇଥିବା ବେଳେ ତାଙ୍କୁ କାବୁ କରିବାକୁ ଯାଇଥିଲେ ଏସ୍‌ଆଇ ସମ୍ବିତ…

କଟକ ପୋଲିସ ମୁଖ୍ୟାଳୟରେ ୬୪ତମ ପୋଲିସ ସହିଦ ଦିବସ ପାଳିତ

କଟକ: କଟକ ପୋଲିସ ମୁଖ୍ୟାଳୟରେ ୬୪ତମ ପୋଲିସ ସହିଦ ଦିବସ ପାଳିତ । ମୁଖ୍ୟ ଅତିଥି ଭାବରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ସୁନିଲ କୁମାର ବଂସଲ ଯୋଗ ଦେଇ ଦେଶ ତଥା ମାତୃଭୂମିର ସୁରକ୍ଷା ଓ ସମ୍ମାନ ପାଇଁ କର୍ମକ୍ଷେତ୍ରରେ ଶହୀଦ ହୋଇଥିବା ବୀର ଯବାନମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି…

ଛାଡ଼ପତ୍ର ମାମଲା: ହାଇକୋର୍ଟ ଗଲେ ଅନୁଭବ

କଟକ: ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପିୟଦର୍ଶିନୀଙ୍କ ଛାଡ଼ପତ୍ର ମାମଲା ଏବେ ପୁଣିଥରେ ଚର୍ଚ୍ଚାରେ। କେତେବେଳେ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚା ଲାଗି ରହୁଥିବା ବେଳେ ଆଉ କେତେବେଳେ କୋର୍ଟଙ୍କ ରାୟ ପରେ ଛାଡ଼ପତ୍ର ମାମଲା ଚର୍ଚ୍ଚାକୁ ଆସୁଛି। ଏସବୁ ମଧ୍ୟରେ ଆଉଥରେ…